
ରାସ୍ତା ତ ରାସ୍ତା, ଏହା ମଧ୍ୟରେ ଫରକ କ’ଣ ? କାହିଁକି ଏହାକୁ ଏଭଳି ବିଭିନ୍ନ ପ୍ରକାର ନାଁରେ ପାର୍ଥକ୍ୟ ସୃଷ୍ଟି କରାଯାଇଛି ।
ପ୍ରଥମେ ଟ୍ୱିଟ୍, ଏହାର କିଛି ଘଣ୍ଟା ପରେ ଧମାକା। ଆଦାନୀ ଗ୍ରୁପ୍ ପରେ ଏବେ ଆମେରିକା ରିସର୍ଚ୍ଚ ଫାର୍ମ ହିଣ୍ଡେନ୍ବର୍ଗ ଟାର୍ଗେଟ୍ରେ ଟେକ୍ନୋଲୋଜି ଫାର୍ମ ବ୍ଲକ୍ ଇଙ୍କ୍।
ସୈାର ମୀନ ମାସ ଚୈତ୍ର ଶୁକ୍ଲପକ୍ଷ । ଇଂରାଜୀରେ ୨୪ ତାରିଖ ଶୁକ୍ରବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ସାଧାରଣରେ ବିଶ୍ୱାସ କରାଯାଏ ଯେ ଯକ୍ଷ୍ମା ଏକ ପୁରୁଣା ରୋଗ, ତାହା ଏବେ ଆଉ ନାହିଁ। ତେବେ ଏକ ରିପୋର୍ଟରୁ ଜଣାପଡିଛି ଯେ ବିଶ୍ୱର ଏକ ତୃତୀୟାଂଶ ଲୋକ ଯକ୍ଷ୍ମା ରୋଗରେ ପୀଡିତ ଅଛନ୍ତି। ଭାରତରେ ଏହାକୁ ସମାପ୍ତ କରିବା ପାଇଁ ୨୦୨୫କୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।
ଆମେ ଆଜି କହିବାକୁ ଯାଉଛୁ ଏମିତି ଏକ ଗିଟାରର କଥା । ଯାହା ଦୁନିଆର ସବୁଠାରୁ ଦାମୀ ବୋଲି କୁହାଯାଉଛି । ସୁନା ଓ ହୀରାରେ ତିଆରି କରାଯାଇଛି ଏହି ଗିଟାର । ଗୀତ ନୁହେଁ ବରଂ ଲୋକମାନେ ଏହି ଗିଟାରକୁ ଦେଖିବାକୁ ଭିଡ଼ ଜମାଇଥା’ନ୍ତି ।
ଆଜି ଏହି ଫୈସଲା ଶୁଣାଣି ବେଳେ ସୁରତ କୋର୍ଟରେ ଉପସ୍ଥିତ ଥିଲେ ନିଜେ ରାହୁଲ ଗାନ୍ଧି । ତାଙ୍କୁ ୩୦ ଦିନର ଜାମିନ ସାମାନ୍ୟ ଆଶ୍ୱସ୍ତି ଦେଇଥିଲେ ବି, ଏ ଅଡ଼ୁଆ ଏତେ ଶୀଘ୍ର ତୁଟିବାର ନୁହେଁ ବୋଲି ଆଶଙ୍କା କରାଯାଉଛି ।
ବୈଜ୍ଞାନିକଙ୍କ କହିବା ଅନୁସାରେ ଆଉ ମାତ୍ର ୨୭ ବର୍ଷ ପରେ ଏହାର ପ୍ରଭାବ ଦେଖାଦେବ । ୨୦୫୦ ବର୍ଷ ବେଳକୁ ଏହି ସବୁ ନଦୀ ଶୁଖିଯିବ ବୋଲି କୁହାଯାଇଛି ।
ବର୍ତ୍ତମାନ ବିନା ପିନ୍ରେ ଟଙ୍କା ନେଣଦେଣକୁ ନେଇ ବ୍ୟବସ୍ଥା କରାଯାଉଥିବା ସୂଚନା ମିଳିଛି । କିଛି ବ୍ୟଙ୍କ ପକ୍ଷରୁ ଏହି ବ୍ୟବସ୍ଥା କରାଯାଉଥିବା କୁହାଯାଉଛି ।
ଉଭୟ ୬୦ ବର୍ଷ ପୂର୍ବରୁ ପ୍ରେମରେ ପଡ଼ିଥିଲେ । ନବ ବିବାହିତ ଲେନ୍ ଅଲବ୍ରାଇଟ୍ସଙ୍କ ବର୍ତ୍ତମାନ ବୟସ ହେଉଛି ୭୯ ବର୍ଷ ଆଉ ତାଙ୍କ ପତ୍ନୀ ଜାନେଟ୍ ଷ୍ଟିରଙ୍କ ବୟସ ହେଉଛି ୭୮ ବର୍ଷ । ୧୯୬୩ ମସିହାରେ ଉଭୟ ପଠପଢ଼ିବା ସମୟରେ ସେମାନଙ୍କର ପ୍ରେମ ଆରମ୍ଭ ହୋଇଥିଲା ।
RBI ଫାର୍ମାସିଷ୍ଟ ପଦ ପାଇଁ ପ୍ରାର୍ଥୀଙ୍କ ଠାରୁ ଆବେଦନ ମାଗିଛି। ଆପଣଙ୍କ ପାଖରେ ୧୦ମ ପାଶ ସହିତ ଯଦି ଏହି ଡିଗ୍ରୀ ଅଛି ତେବେ ଆପଣ ବି ଏହି ସୁଯୋଗ ନେଇପାରିବେ। ଜାଣନ୍ତୁ ଅନ୍ୟାନ୍ୟ ସୂଚନା…
ବଲିଉଡ୍ ଇଣ୍ଡଷ୍ଟ୍ରୀରେ ଅଛନ୍ତି ଏମିତି ୬ ସୁପର୍ଷ୍ଟାର୍ ଯେଉଁମାନଙ୍କର କ୍ୟାରିଅର୍ ଫ୍ଲପ୍ ଫିଲ୍ମରୁ ଆରମ୍ଭ ହୋଇଥିଲା। ପରେ ସେମାନେ ନିଜ ଅଭିନୟରେ ଏମିତି ଜଲୱା ଦେଖେଇଲେ ଯେ ସମସ୍ତଙ୍କ ହୃଦୟରେ ରାଜ୍ କରିବାକୁ ଲାଗିଲେ। ଆଜି ସେମାନେ ସମସ୍ତଙ୍କ ପ୍ରିୟ। ଆସନ୍ତୁ ଜାଣିବା ଏମାନେ କିଏ…
ବିବାହ ପରେ ପ୍ରଥମ ରାତ୍ରିକୁ ସ୍ମରଣୀୟ କରିବା ପାଇଁ ବର ରାଜା ସମସ୍ତ ବ୍ୟବସ୍ଥା କରିଥିଲେ । ହେଲେ ସୁହାଗ ଶେଯରେ ପହଞ୍ଚିବା ପରେ . .
ସାରା ନିଜକୁ ମହାଦେବଙ୍କ ଭକ୍ତ ବୋଲି ପ୍ରମାଣ କରିବା ସହ ଭଗବାନ ଶିବଙ୍କ ନିକଟରେ ଛିଡ଼ା ହୋଇ ଫଟୋ ପୋଷ୍ଟ କରିଥିଲେ । ଆଉ ମଥାରେ ଚନ୍ଦନ ମାରିଥିଲେ ।
ଆମେରିକା ରିସର୍ଚ୍ଚ ଫାର୍ମ ହିଣ୍ଡେନ୍ବର୍ଗର ନାଁ ୨୦୨୩ ପ୍ରାରମ୍ଭରୁ ଚର୍ଚ୍ଚାରେ ରହି ଆସିଛି। ଗତ ଜାନୁଆରୀ ୨୪ରେ ଆଦାନୀ ଗ୍ରୁପ୍କୁ ନେଇ ଯେଉଁ ରିପୋର୍ଟ ସାମ୍ନାକୁ ଆସିଥିଲା, ସେଥିରେ ଗୌତମ ଆଦାନୀଙ୍କ ସାମ୍ରାଜ୍ୟକୁ ଏକ ଶକ୍ତ ଧକ୍କା ଲାଗିଥିଲା।
ସାମ୍ନାକୁ ଆସିଛି ଏକ ଚମତ୍କାର ଦୃଶ୍ୟ। ଚୁଲିରେ ନିଆଁ ହୁ… ହୁ… ହୋଇ ଜଳୁଛି। ଉପରେ ପଡିଛି ଲୁହା ପ୍ଲେଟ୍। ଏହା ଉପରେ ଆରାମରେ ବସିଛନ୍ତି ବାବା। ଲୋକେ ଆସୁଛନ୍ତି, ମୁଣ୍ଡିଆ ମାରୁଛନ୍ତି, ଆଶୀର୍ବାଦ ନେଉଛନ୍ତି।
ରାହୁଲ ଗାନ୍ଧିଙ୍କୁ ଦଣ୍ଡାଦେଶ ମିଳିବାର ମାତ୍ର କିଛି ସମୟ ମଧ୍ୟରେ ତାଙ୍କୁ ୩୦ ଦିନ ପର୍ଯ୍ୟନ୍ତ ଜାମିନ୍ ମିଳିଛି। ଏହି ସମୟ ମଧ୍ୟରେ ଉପର କୋର୍ଟରେ ଆବେଦନ କରିବା ପାଇଁ କୋର୍ଟ ରାହୁଲଙ୍କୁ ସମୟ ଦେଇଛନ୍ତି।
ଭିଡିଓ କଲ୍ କରି ଯୁବତୀଙ୍କୁ ବ୍ଲାକମେଲ୍ କରୁଥିଲା ଅମ୍ରିତପାଲ(Amritpal Singh)
ଲାଲୁ ପ୍ରସାଦ ଯାଦବଙ୍କ ପୁଅ ଜେଜ ପ୍ରତାପଙ୍କୁ କେତେବେଳେ ଭଗବାନ ଶ୍ରୀକୃଷ୍ଣଙ୍କ ବେଶରେ ଦେଖିବାକୁ ମିଳିଛି ତ ଆଉ କେତେବେଳେ ସାଇକେଲ ଚଲାଇ ନିଜ କାର୍ଯ୍ୟାଳୟରେ ପହଞ୍ଚିଥିବା ଦେଖିବାକୁ ମିଳିଛି।
ଦାଏର ହୋଇଥିବା ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ରାହୁଲ ଗାନ୍ଧୀ ।
ତୁର୍କୀ ଏବଂ ସିରିୟା ପରେ ଏବେ ଏସିଆରେ ସେହିଭଳି ଏକ ବଡ଼ ଧରଣର ଭୁ-କମ୍ପ ହେବ ବୋଲି ଆଶଙ୍କା କରାଯାଇଛି ।
କ୍ୟାଟ୍ ଫ୍ୟାମିଲିରେ ବାଘର ଶରୀର ସବୁଠାରୁ ବଡ଼ ହୋଇଥାଏ । ବାଘ ଶରୀରରେ ଥିବା କଳା ଦାଗ ଯୋଗୁଁ ତାକୁ ସହଜରେ ଚିହ୍ନି ହୋଇପାରେ । ସିଂହ ତୁଳନାରେ ବାଘ ଅଧିକ ଲମ୍ବା ଏବଂ ଅଧିକ ମୋଟା ବା ସୁସ୍ଥ ଦେଖାଯାଆନ୍ତି ।
ସପିଂ ସାଇଟ୍ରୁ ଜିନିଷ ମଗାଇବା ସମୟରେ ସାବଧାନ୍ . . ଏପରି ହେଲେ ଲୋକେ ଅନଲାଇନ୍ ସାଇଟ୍ରୁ କିଛି ବି ଅର୍ଡର କରିବା ପାଇଁ ଭୟ କରିବେ ।
ସ୍ତ୍ରୀକୁ ହତ୍ୟା ପରେ ଶବକୁ ୩ ଖଣ୍ଡ କଲା ଓ ମାଟି ତଳେ ଏସବୁକୁ ପୋତି ଦେଲା ଜହ୍ଲାଦ ସ୍ୱାମୀ। ଯାହାକୁ ଭରସା କରିଥିଲେ, ଦିନେ ସେ ହିଁ ଜୀବନ ନେଇଯିବ ବୋଲି ସେ ଜାଣିନଥିଲେ।
ହସ୍ପିଟାଲ ବେଡ୍ରେ ସ୍ତ୍ରୀକୁ ଦେଖି ମଦୁଆ ସ୍ୱାମୀର ନିଶା ଛାଡ଼ିଗଲା । ନିଜର ଭୁଲ ବୁଝି ପାରି କ୍ଷମା ମାଗିବା ସହ ମଦ ନପିଇବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ପପୁ ।
ଏଣିକି ଆହୁରି ଶସ୍ତାରେ ଆପଣ ଏସି କୋଚ୍ରେ ଯାତ୍ରା କରିପାରିବେ। ଏସି-୩ ଟାୟର ଇକୋନୋମି କ୍ଲାସ୍ ଟିକେଟ୍ ଦାମ୍ ହ୍ରାସ ଲାଗି ରେଳ ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଛି।