୧୬ ବର୍ଷର ଯୁବତୀଙ୍କୁ ଡ୍ରିଙ୍କସ୍ରେ ନିଶାଦ୍ରବ୍ୟ ମିଶାଇ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି।
ନିକଟ ଅତୀତରେ ସେ ନିଜର କୋଟି କୋଟି ଟଙ୍କାର ସମ୍ପତ୍ତି ଦାନ କରି ମଧ୍ୟ ଚର୍ଚ୍ଚାରେ ରହିଥିଲେ ।
ବେକରେ ରାଇଫଲ ପକାଇ ନାଚ କରୁଥିଲେ । ହାତରେ ବନ୍ଧୁକ ଧରି ବୁଲୁଥିଲେ ।
ଏଣିକି ସରକାରୀ ଡ୍ୟୁଟି ସମୟରେ ସୋସିଆଲ୍ ମିଡିଆ ବ୍ୟବହାର କରିପାରିବେନି ପୋଲିସ୍ ବାବୁ। ଉତ୍ତରପ୍ରଦେଶରରେ ପୋଲିସ୍ କର୍ମୀଙ୍କ ପାଇଁ ଏଭଳି କଡ଼ା ନିୟମ ଲାଗୁ ହୋଇଛି।
ଆନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟ ସ୍ଥିର ରହିଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୩ କ୍ୟାରେଟ୍ ସୁନା ଦର ୫୭,୨୦୦ ଙ୍କା ରହିଛି ।
ସୋସିଆଲ୍ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ୍ ହେଉଛି ଯେଉଁଥିରେ ଏକ କାଉ ଡ୍ରୋନ୍ ଉପରେ ଆକ୍ରମଣ କରୁଥିବା ଦେଖାଯାଉଛି। ସେ ଏହାକୁ ଧରି ଉଡୁଛି ମଧ୍ୟ।
ହାର୍ଡଡଲ୍ କଂପାନୀ ଦ୍ୱାରା ତିଆରି ଏଲ୍ଇଡି ୱାଟରପ୍ରୁଫ୍ ଫେନ୍ସ ସୋଲାର ଲାଇଟ୍ ଲ୍ୟାମ୍ପ। ଏହି ଲ୍ୟାମ୍ପକୁ ଆପଣ ଘରେ ଲଗାଇ ଅଧିକ ବିଦ୍ୟୁତ୍ ବିଲ୍ରୁ ମୁକ୍ତି ପାଇପାରିବେ। ଯାହାକି ବିଦ୍ୟୁତ୍ ବିଲ୍କୁ କମ୍ କରିବାରେ ସହାୟତା ହେବ।
ସୈାର ମକର ମାସ ଫାଲ୍ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୦୯ ତାରିଖ ଗୁରୁବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ସୋସିଆଲ ମିଡିଆରେ ଭାଇରାଲ ହେଉଛନ୍ତି ଡ୍ୟୁପ୍ଲିକେଟ୍ ମୋଦି। ସେ ସିନା ବିକ୍ରି କରୁଥିଲେ ଚା’, ଏ କିନ୍ତୁ ବିକ୍ରି କରୁଛନ୍ତି ଚାଟ୍ ଆଉ ଗୁପ୍ଚୁପ୍। ଆପଣ ବି ଏହି ଭିଡିଓ ଦେଖିଲେ ଆପଣଙ୍କ ଆଖି ଧୋକା ଖାଇଯିବ। ଆପଣ ବି ଭାବିବେ ଏ ବୋଧହୁଏ ନରେନ୍ଦ୍ର ମୋଦି।
ଦଶନ୍ଧିର ସବୁଠୁ ବଡ ତଥା ଭୟଙ୍କର କୁହାଯାଉଥିବା ଏହି ଭୂକମ୍ପରେ ଉଭୟ ତୁର୍କୀ ଓ ସିରିୟା ଧ୍ବଂସସ୍ତୁପ ପାଲଟିଯାଇଛି।
କିଏ କଲା ନିର୍ମମ ହତ୍ୟା ? ଖୋଜୁଛି ପୋଲିସ
ପ୍ଲାଷ୍ଟିକ ବୋତଲରୁ ତିଆରି ଜ୍ୟାକେଟ ପିନ୍ଧିଲେ ପ୍ରଧାନମନ୍ତ୍ରୀ ମୋଦି
ଡିଫେନ୍ସ ଡିଲ୍, ହେଲିକପ୍ଟର ଘୋଟାଲା ସାରା ଦେଶକୁ ନିନ୍ଦିତ କଲା ।
ଗତ ଡିସେମ୍ବର ୩୦ରେ କ୍ରିକେଟର୍ ରିଷଭ ପନ୍ତ୍ ଦୁର୍ଘଟଣାର ଶିକାର ହୋଇଥିଲେ।
କଙ୍ଗନା ରାଣାୱତ ସିଡ୍-କିଆରାଙ୍କ ସମ୍ପର୍କକୁ ପ୍ରଶଂସା କରିଛନ୍ତି। ଜଣେ ବ୍ୟକ୍ତି ସେମାନଙ୍କ ଫଟୋ ଶେୟାର କରି ‘ଡେଟିଂ’ର ପ୍ରଶ୍ନ ଉଠାଇଥିଲେ। ଏହାର ଉତ୍ତର ଦେଇ ଏମିତି କହିଛନ୍ତି କଙ୍ଗନା ରାଣାୱତ।
ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖାଦେଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୩ କ୍ୟାରେଟ୍ ସୁନା ଦର ୫୯,୨୫୦ ଙ୍କା ରହିଛି ।
ସ୍ୱାମୀ ଆଦିଲ୍ ଖାନ ଗିରଫ ହେବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ସମୟରେ ବଲିଉଡ୍ ଅଭିନେତ୍ରୀ ରାକ୍ଷୀ ସାୱନ୍ତ ବେହୋସ ହୋଇପଡ଼ିଥିଲେ।
ସଞ୍ଜରେ ବିବାହ କରିବା ଏବେ ବଲିଉଡ୍ ଷ୍ଟାର୍ଙ୍କ ନୂଆ ଟ୍ରେଣ୍ଡ୍ ହୋଇଯାଇଛି। ହିନ୍ଦୁ ପ୍ରଥା ଅନୁସାରେ ଏହି ସମୟ ବିବାହ ଉପଯୋଗୀ ହୋଇ ନଥିଲେ ବି ଷ୍ଟାରମାନେ ଏହାକୁ ଆପଣେଇ ନେଇଛନ୍ତି। ଏହା ପଛରେ ରହିଛି ଏମିତି କାରଣ, ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ।