
ଚଳିତ ବର୍ଷ ଚୈତ୍ର ନବରାତ୍ରୀର ମହତ୍ୱ ଢ଼େରଗୁଣା ବଢ଼ିବ । ତେବେ ଆସନ୍ତୁ, ଜ୍ୟୋତିଷ ଡ଼ ଅରୁଣେଶ କୁମାର ଶର୍ମାଙ୍କଠାରୁ ଜାଣିବା ଯେ, କେଉଁ ରାଶି ପାଇଁ ନବରାତ୍ରୀ କି ପ୍ରଭାବ ପକାଇବ ।
ଅକ୍ଷୟ କୁମାରଙ୍କ 'ପ୍ଲେୟାର ବୟ' ଇମେଜ୍ର ପୋଲ୍ ଖୋଲିଥିଲେ ଶିଳ୍ପା ଶେଟ୍ଟୀ। ଅକ୍ଷୟ ୯୦ ଦଶକର ଅନେକ ଶ୍ରେଷ୍ଠ ଅଭିନେତ୍ରୀଙ୍କୁ ଡେଟ୍ କରୁଥିଲେ। ସମସ୍ତଙ୍କୁ ବିବାହ ପ୍ରତିଶ୍ରୁତି ଦେଉଥିଲେ। ହେଲେ…
କୁହାଯାଏ ଏହି ଚାରୋଟି ଜିନିଷ ଦେଲେ ଝିଅ ପାଇଁ ଅଶୁଭ ହୋଇଥାଏ । ସିହୋରିର ପଣ୍ଡିତ ପ୍ରଦୀପ ମିଶ୍ରା ନିଜ ପ୍ରବଚନ ବେଳେ ଏହି ଚାରୋଟି ଜିନିଷ କଥା କହିଛନ୍ତି ।
KVSର PGT, TGT, PRT ପଦବୀ ପାଇଁ ଦେଇଛନ୍ତି କି ପରୀକ୍ଷା। ପରୀକ୍ଷାରେ ସାମିଲ ହୋଇଥିବା ପ୍ରାର୍ଥୀମାନେ ବର୍ତ୍ତମାନ ଫଳାଫଳକୁ ଅପେକ୍ଷା କରିଛନ୍ତି। ଜାଣନ୍ତୁ କିପରି ଦେଖିବେ ରେଜଲ୍ଟ।
ଆମେରିକାରେ ଏହି ଭିଡିଓଟି କରାଯାଇଥିବା ଜଣାପଡ଼ିଛି । ଭିଡିଓରେ ଦେଖିବାକୁ ମିଳୁଛି ତେସଲା କାର୍ କମ୍ପାନୀ ପକ୍ଷରୁ ଅନେକ କାର୍କୁ ନେଇ ନାଟୁନାଟୁ ଗୀତରେ ଏକ ଲାଇଟିଂ ଡ୍ୟାନ୍ସ କରାଯାଇଛି ।
ଆଇପିଏଲର ସମସ୍ତ ସଂସ୍କରଣରେ ଜଣେ ସଫଳତମ ବୋଲର୍ଙ୍କ ମଧ୍ୟରେ ଜଣେ ହେଉଛନ୍ତି ସୁନିଲ ନାରିନ୍ । ଏବେ ସେ ଏକ ମ୍ୟାଚ୍ରେ ଏଭଳି ଏକ ଚମତ୍କାର କରିଛନ୍ତି, ଯାହା କ୍ରିକେଟ୍ ଇତିହାସରେ ପ୍ରଥମ ।
କରୀନା କପୁରଙ୍କ ଇଛା ପାପାରାଜିଙ୍କୁ ପୋଜ୍ ଦେବା। କିନ୍ତୁ ତାଙ୍କ ସ୍ୱାମୀ ସୈଫ୍ ଅଲୀ ଖାନଙ୍କୁ ଏହା ପସନ୍ଦ ନୁହେଁ। ସେ ଏନେଇ କରୀନାଙ୍କୁ ବାରଣ କରୁଛନ୍ତି ଆଉ ରାଗୁଛନ୍ତି। ସେ ତାଙ୍କୁ କହୁଛନ୍ତି…
ଯୁବତୀ ତାଙ୍କ ଅଭିଯୋଗ କହିଛନ୍ତି, ସେ ଅଭିଯୁକ୍ତ ଯୁବକଙ୍କୁ ମେ’ ୨୦୨୨ରେ ପ୍ରଥମ ସାକ୍ଷାତ କରିଥିଲେ । ପରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା । ଫଳରେ ସେ ଯୁବକଙ୍କ ସହ ଦିଲ୍ଲୀରେ ଲିଭ୍ଇନ୍ରେ ରହୁଥିଲେ । ଲିଭ୍ଇନ୍ରେ ରହିବା ସମୟରେ ଯୁବକ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ସହ କିଛି ଆପତ୍ତିଜନକ ଫଟୋ ଓ ଭିଡିଓ କରିଥିଲେ ।
ବିଶ୍ୱର ଏପରି ୩ ଜଣ ବାମହାତୀ ଦ୍ରୁତ ବୋଲର୍ ଅଛନ୍ତି, ଯାହାଙ୍କ ବୋଲିଂ ଆଗରେ ଫେଲ୍ ମାରିଛନ୍ତି ଟିମ୍ ଇଣ୍ତିଆର ଟପ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ।
LICର ଏହି ସ୍କିମ୍ରେ ମାତ୍ର ୧୦୦ଟଙ୍କା ନିବେଶ କରିବା ଦ୍ୱାରା ଆପଣ ୭୫ ହଜାର ଟଙ୍କା ପର୍ଯ୍ୟନ୍ତ ଉଠାଇପାରନ୍ତି । ସ୍କିମ୍ର ନାଁ ହେଉଛି ‘ଆମ ଆଦମୀ ଯୋଜନା’ ।
ଯୁବତୀ ଜଣକ ପ୍ରପୋଜାଲକୁ ଗ୍ରହଣ କରିବା ବଦଳରେ ଯୁବକଙ୍କୁ ଚାପୁଡ଼ା ମାରିଛନ୍ତି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି।
ଆପଣ ଏହାର ଜରିଆରେ ଋଣ ନେଇପାରିବେ ଏବଂ ପରେ ସେହି ଟଙ୍କାକୁ ସ୍ୱଳ୍ପ ଆକାରରେ ପରିଶୋଧ କରିପାରିବେ ବୋଲି କୁହାଯାଇଛି । ଟ୍ରାଭେଲ୍ ଫିନଟେଚ୍ ପ୍ଲାଟଫର୍ମ ‘ସାନକଶ’ ଗ୍ରହକମାନଙ୍କ ପାଇଁ MNPL ଯୋଜନା ନେଇଆସିଛି ।
ଇନଷ୍ଟାଗ୍ରାମରେ ଲାଇଭ କଲାବେଳେ, ଅଭାବନୀୟ ଘଟଣା। ଜଣକ ପରେ ଜଣେ ପାଣିରେ ବୁଡ଼ି ୪ ଜଣଙ୍କ ଜୀବନ ଚାଲି ଯାଇଛି।
ଗୁପ୍ତ ସୂଚନା ଆଧାରରେ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ୍ ।
ଜଳନ୍ଧର ମହିତପୁର ଅଞ୍ଚଳରେ ପୋଲିସକୁ ଚକମା ଦେଇ ଖସିଯାଇଛି ଅମ୍ରିତ ପାଲ । ପୋଲିସ ତାକୁ ୨୦-୨୫ କିଲୋମିଟର ଗୋଡ଼ାଇ ଥିଲେ ମଧ୍ୟ ସେ ଖସିଯିବାରେ ସକ୍ଷମ ହୋଇଥିଲା ।
ନିଖିଲ କାମାଥଙ୍କୁ ମାତ୍ର ୧୪ ବର୍ଷ ହୋଇଥିବା ବେଳେ ସେକେଣ୍ଡ୍ ହ୍ୟାଣ୍ଡ୍ ଫୋନ୍ ବିକ୍ରୟ କରିବା ଆରମ୍ଭ କରିଥିଲେ ।
ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ଖୁସି ହେଉଛି ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଜିନିଷ। ଯେଉଁଦିନ ଆମେ ଖୁସିର ମୁଲ୍ୟକୁ ବୁଝିବା ଆମେ ଦୀର୍ଘଦିନ ଧରି ଉତ୍ସାହର ସହ ବଞ୍ଚିବାକୁ ଆରମ୍ଭ କରିବା।
ବିଜ୍ଞାପନ ବଦଳରେ ହଠାତ୍ ଏଲ୍ଇଡି ସ୍କ୍ରିନ୍ରେ ପ୍ରସାରଣ ହେଲା ଅଶ୍ଲୀଳ ଫିଲ୍ମ। ତା’ବି ପୁଣି ସର୍ବସାଧାରଣ ସ୍ଥାନରେ। ଏଥିପାଇଁ ଲୋକଙ୍କୁ ଲଜ୍ଜିତ ହେବାକୁ ପଡ଼ିଥିଲା।
ବଲିଉଡ୍ର ଭାଇଜାନ ସଲମାନ ଖାନଙ୍କ ଘର ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା। ଇ-ମେଲ୍ରେ ହତ୍ୟା ଧମକ ମିଳିବା ପରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି।
ପ୍ରେମ କରି ହଟହଟା ହେଲେ ବିବାହିତ ଯୁବକ ।
ନାବାଳିକା ଜଣକ ରାତିରେ ତାଙ୍କ ଗୃହପାଳିତ ପଶୁଙ୍କୁ ଖାଇବାକୁ ଦେବାକୁ ଯିବା ବେଳେ ଅଭିଯୁକ୍ତମାନେ ତାଙ୍କୁ ଉଠାଇନେଇ ଦୁଷ୍କର୍ମ କରିଛନ୍ତି । ଦୁଷ୍କର୍ମ କରିସାରିବା ପରେ ଅଭିଯୁକ୍ତ ଯୁବକମାନେ ସେଠାରୁ ଚାଲିଯିବା ପରେ ପୀଡ଼ିତା ରଶି ରଗାଇ ଆତ୍ମହତ୍ୟା କେରିଛନ୍ତି ।
ଜଣେ ଆଙ୍କର ଖବର ପରିବେଶଷଣ କରିବା ସମୟରେ ଷ୍ଟୁଡିଓରୁ ହଠାତ୍ ତଳକୁ ଖସିପଡ଼ିଛନ୍ତି । ଯାହାର ଭିଡିଓ ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ଖୁବ୍ ଭାଇରାଲ ହେଉଛି । ଘଟଣାଟି ଘଟିଛି କାର୍ଲିଫନିଆର ଏକ ନ୍ୟୁଜ୍ ଚ୍ୟାନେଲରେ ।
AIIMSରେ ସୃଷ୍ଟି ହୋଇଥିବା ପଦବୀ ପୂରଣ ପାଇଁ ଏକ କମିଟି ଗଠନ କରାଯାଇଛି । ଯେଉଁଥିରେ ନୀତି ଆୟୋଗ କମିଟିର ସଦସ୍ୟ ଡଃ. ବି.କେ ପାଲ୍, ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନାର ଅତିରିକ୍ତ ସଚିବ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅଧିକାରୀ ଏବଂ ଦିଲ୍ଲୀ AIIMSର ନିର୍ଦ୍ଦେଶକ ସାମିଲ ହେବେ ।
ଚୀନ୍ରେ ଦ୍ରୁତଗତିରେ ଜନସଂଖ୍ୟା ହ୍ରାସ ପାଉଥିବା କୁହାଯାଉଛି। ଏ ବିଷୟରେ ଚିନ୍ତା କରି ଚୀନ୍ ବର୍ତ୍ତମାନ ଜନସଂଖ୍ୟା ବୃଦ୍ଧି ପାଇଁ ପ୍ରୟାସ ଆରମ୍ଭ କରିଛି। ଏଠାରେ କିଛି ଶୁକ୍ରାଣୁ ଦାନ ଶିବିର ଆୟୋଜିତ ହେଉଛି।
ଚୀନ ଗତ ଗୋଟିଏ ମାସ ମଧ୍ୟରେ ୬୭ ନୌ ଜାହଜ ଏବଂ ୨୬୬ ସୈନ୍ୟ ବିମାନ ତାଇୱାନକୁ ପଠାଇଛି । ସେପ୍ଟେମ୍ୱର ୨୦୨୦ରେ ତାଇବାନ୍ ବାୟୁସେନା କ୍ଷେତ୍ରକୁ ନିୟମିତ ବିମାନ ପଠାଉଥିଲା ।