• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

 emergency landing
ଉଡ଼ନ୍ତା ବିମାନରେ ପାଇଲଟ୍‌ ଗୁରୁତର : ସୁରକ୍ଷିତ ଲ୍ୟାଣ୍ଡିଂ କରାଇଲେ ଯାତ୍ରୀ

ଡ୍ୟୁଟିରେ ନଥାଇ ବି ଶହ ଶହ ଲୋକଙ୍କୁ ନୂଆ ଜୀବନ ଦେଲେ

Chatur and Virus express their anger for 3 idiots sequel
‘୩ ଇଡିୟଟ୍ସ’ର ସିକ୍ୱେଲ୍‌କୁ ନେଇ ରାଗିଲେ ଚତୁର ଏବଂ ଭାଇରସ୍

‘୩ ଇଡିୟଟ୍ସ’ର ସିକ୍ୱେଲ୍‌କୁ ନେଇ ଚାଲିଛି ଚର୍ଚ୍ଚା। ସିକ୍ୱେଲ୍‌କୁ ନେଇ ଚତୁର ଏବଂ ଭାଇରସ୍ ସେମାନଙ୍କ ପ୍ରତିକ୍ରିୟା ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହାକୁ ନେଇ ସେମାନେ ନିଜ ନିଜ କ୍ରୋଧ ପ୍ରକାଶ କରିଛନ୍ତି।

Aadhaar, Ration card
ବଢ଼ିଲା ଆଧାର-ରାସନ କାର୍ଡ ଲିଙ୍କ ଅବଧି; ଜାଣନ୍ତୁ କେମିତି କରିବେ ସଂଯୋଗ

ପୂର୍ବରୁ ଏନେଇ କୁହାଯାଇଥିବା ବେଳେ ଆଧାର ଓ ରାସନକାର୍ଡ ସଂଯୋଗ ପାଇଁ ଶେଷ ତାରିଖ ମଧ୍ୟ ଧାର୍ଯ୍ୟ କରାଯାଇଥିଲା । ଯାହାର ସମୟସୀମା ଏବେ ସରକାର ବୃଦ୍ଧି କରିଛନ୍ତି ।

BJP MP Ravi Shankar Prasad
ରାହୁଲଙ୍କ ପ୍ରେସମିଟକୁ ନେଇ ବିଜେପିର କଡ଼ା ସମାଲୋଚନା

କଂଗ୍ରେସ ପାଖରେ ବଡ଼ ବଡ଼ ଓକିଲ ରହିଛନ୍ତି, କାହିଁକି ସୁପ୍ରିମକୋର୍ଟର ଏହି ମାମଲାରେ ରହିତାଦେଶ ଆଣିଲେନି ବୋଲି ପ୍ରଶ୍ନ କରିଛନ୍ତି ରବିଶଙ୍କର । ଖାଲି ରାହୁଲ ନୁହଁନ୍ତି ଦେଶର ୩୨ ଜଣ ଅନ୍ୟ ନେତାଙ୍କ ପଦ ବି ଏଭଳି ରଦ୍ଦ ହୋଇଛି ।

Rishabh Pant, Urvashi Rautela
ଋଷଭଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରିବାରୁ ରାଗିଗଲେ ଉର୍ବଶୀ, କହିଲେ...

ଉର୍ବଶୀଙ୍କୁ ଋଷଭଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ପ୍ରଶ୍ନ ପଚାରିବାରୁ ସେ ରାଗିଯାଇ କିଛି ଉତ୍ତର ନ ଦେଇ ସେଠାରୁ ଚାଲିଯାଇଥିଲେ । ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

double murder
ଏପରି ମା’କୁ ଧିକ୍‌ ! ଅବୈଧ ପ୍ରେମ ପାଇଁ ଦୁଇ ପିଲାଙ୍କୁ ମାରି ନାଳରେ ଫିଙ୍ଗିଦେଲା

ନିଜର ଦୁଇ ପିଲା ଅନୈତିକ ସମ୍ପର୍କରେ କଣ୍ଟା ସାଜିଲେ । ପ୍ରେମିକ ସହ ମିଶି ଦୁଇ ଜଣକୁ ହତ୍ୟା କଲା ମା’ ।

Rahul Gandhi
‘ଡରାଇ ଧମକାଇ ମୋ ମୁହଁ କେହି ବନ୍ଦ କରିପାରିବେ ନାହିଁ’

ପଦ ହରାଇବା ପରେ ରାଗରେ ନିଆଁବାଣ ରାହୁଲ୍

Virat Kohli
କୋହଲି କାହିଁକି ପିନ୍ଧନ୍ତି ୧୮ ନଂ ଜର୍ସି ? ଜାଣନ୍ତୁ ଏହା ପଛର ସତ...

ବିରାଟ କୋହଲି ନିଜ କ୍ରିକେଟ୍‌ କ୍ୟାରିୟର ଆରମ୍ଭରୁ ହିଁ ୧୮ ନଂ ଜର୍ସିରେ ଖେଳି ଆସୁଛନ୍ତି । ୨୦୦୮ U-19 ବିଶ୍ୱକପ୍‌ରେ ଅଧିନାୟକ ଥିଲା ବେଳୁ ହିଁ ସେ ୧୮ ନଂ ଜର୍ସି ପିନ୍ଧି ଆସୁଛନ୍ତି । ତେବେ ଏହି ୧୮ ନଂ ପଛରେ ରହିଛି ଏକ ଭାବପୂର୍ଣ୍ଣ କାହାଣୀ । ଆସନ୍ତୁ ଜାଣିବା..

Blade
କାହିଁ କେଉଁ ଅମଳରୁ ବ୍ଲେଡ୍‌ ମଝିରେ ରହିଛି ଏହି ଡିଜାଇନ୍‌ ! କାରଣ କ’ଣ..?

ବ୍ଲେଡର ଉଦ୍ଭାବନ ପଛରେ ଏକ ମଜାଦାର କାହାଣୀ ରହିଛି । ବାସ୍ତବରେ ବ୍ଲେଡ୍ ପ୍ରଥମେ ୧୯୦୧ ମସିହାରେ ୱିଲିୟମ୍ ନିକରସନଙ୍କ ସାହାଯ୍ୟରେ ଜିଲେଟ୍ କମ୍ପାନୀର ମୁଖ୍ୟ ପ୍ରତିଷ୍ଠାତା କିଙ୍ଗ କ୍ୟାମ୍ପ ଜିଲେଟ୍ ଦ୍ୱାରା ନିର୍ମିତ ହୋଇଥିଲା ।

Cute little girl
କୁନି ଝିଅକୁ ସାଲ୍ୟୁଟ୍‌ ମାରିଲେ ପୋଲିସ୍‌ ବାବୁ: ହେଲେ କାହିଁକି ?

ଭାଇରାଲ ହେଉଥିବା ଭିଡିଓରେ ଶିଶୁର ଏଭଳି ସମ୍ମାନ ଦେଖି ପୁଲିସ ଅଧିକାରୀ ଶିଶୁ ସ୍ୟାଲୁଟର ପ୍ରତି ସ୍ୟାଲୁଟ ବି ଦେଇଥିଲେ । ହେଲେ ଘଟଣାସ୍ଥଳରେ ଉପସ୍ଥିତ ଥିବା କେହି ଜଣେ ପୁଲିସ ଅଧିକାରୀ ଓ ଶିଶୁଙ୍କ ଏହି ହୃଦୟସ୍ପର୍ଶୀ ଭିଡିଓକୁ କ୍ୟାମେରାରେ ‌କଏଦ କରିଥିଲେ । ପରେ ଏହାକୁ ସୋସିଆଲ ମିଡିଆ ସାଇଟ୍‌ରେ ଅପଲୋଡ୍‌ କରାଯାଇଥିଲା । ଯାହା ଏବେ ଗୋଟିଏ ମୋବାଇଲରୁ ଅନ୍ୟ ମୋବାଇଲକୁ ଘୂରି ବୁଲୁଛି ।

Train Ticket
ଆଶ୍ଚର୍ଯ୍ୟ !! ଟ୍ରେନ୍‌ ଟିକେଟ୍‌ କିଣୁଛନ୍ତି, ହେଲେ ଯାତ୍ରା କରୁନାହାନ୍ତି... କିନ୍ତୁ କାହିଁକି ?

ବିନା ଟିକେଟ୍‌ରେ ଯାତ୍ରା କଲେ ଫାଇନ୍‌ ସାଙ୍ଗକୁ କଡ଼ା କାର୍ଯ୍ୟାନୁଷ୍ଠାନ । କିନ୍ତୁ ଏମିତି କେବେ ଶୁଣିଛନ୍ତି କି, ଲୋକେ ଷ୍ଟେସନ୍‌ରେ ଟିକେଟ୍‌ କାଟୁଛନ୍ତି, ହେଲେ ଯାତ୍ରା କରୁନାହାନ୍ତି ।

Akshya Kumar
ରିସ୍କି ଷ୍ଟଣ୍ଟ କରୁଥିଲେ ଖିଲାଡ଼ି କୁମାର, ଆଣ୍ଠୁରେ ଲାଗିଲା ଆଘାତ...

ସ୍କଟ୍‌ଲାଣ୍ଡରେ ଫିଲ୍ମର ସୁଟିଂ ଅବଧି ସରି ଆସୁଥିବାରୁ ଅକ୍ଷୟ କୁମାର ଆହତ ହୋଇ ମଧ୍ୟ ସୁଟିଂ ଜାରି ରଖିଥିଲେ ।

Salary Hike
ଖୁସି ଖବର ! କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କ ବଢ଼ିଲା ଦରମା...

ବର୍ତ୍ତମାନ କେନ୍ଦ୍ରୀୟ କର୍ମଚାରୀମାନେ ୩୮% ମହଙ୍ଗା ଭତ୍ତା ପାଉଥିଲେ । ବର୍ଦ୍ଧିତ ନିଷ୍ପତ୍ତି ପରେ ଏହା ୪୨% ଛୁଇଁବ ।

Earth Hour
Earth Hour: ପୃଥିବୀ ପାଇଁ ଘଣ୍ଟାଟିଏ, ରାତି ୮.୩୦ରୁ ୯.୩୦ ଯାଏଁ ସବୁ ଲାଇଟ୍ ଫ୍ୟାନ୍‌ ସ୍ୱିଚ୍ ବନ୍ଦ

ବାଲୁକା କଳା ଜରିଆରେ ପୃଥିବୀର ସୁରକ୍ଷା ଲାଗି ଘଣ୍ଟାଟିଏ ଲାଇଟ୍ ବନ୍ଦ କରିବା ପାଇଁ ସଚେତନତା ବାର୍ତ୍ତା ଦେଇଛନ୍ତି ସୁଦର୍ଶନ।

Today Panchang
Today Panchang 25th March 2023: ଜାଣନ୍ତୁ ଆଜିର ପଞ୍ଜାଙ୍ଗ, ଶୁଭ ମୁହୂର୍ତ୍ତରେ ଦେଖି ଘରେ କରନ୍ତୁ ପୂଜା

ସୈାର ମୀନ ମାସ ଚୈତ୍ର ଶୁକ୍ଲପକ୍ଷ । ଇଂରାଜୀରେ ୨୫ ତାରିଖ ଶନିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Rahul Gandhi
କ’ଣ କଲେ ପୁଣି ପଦ ଫେରିପାଇବେ ରାହୁଲ ? ଜାଣନ୍ତୁ..

ନଜର ପକାନ୍ତୁ, କିଛି ସମ୍ଭାବ୍ୟ ବିକଳ୍ପ ଉପରେ, ଯାହାକୁ ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇଛି ।

Rahul Gandhi
କଂଗ୍ରେସର ଅକଲ ଗୁଡୁମ; ପାର୍ଲିଆମେଣ୍ଟ ଭିତରକୁ ପଶିପାରିବେନି ରାହୁଲ

ରାହୁଲ ଗାନ୍ଧି ଲୋକସଭାରୁ ଡିସକ୍ୱାଲିଫାଏ । ସାଂସଦ ପଦ ରଦ୍ଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ରାହୁଲ ଗାନ୍ଧୀଙ୍କୁ ସାଂସଦ ପଦରୁ ଅଯୋଗ୍ୟ ଘୋଷଣା ପରେ ଦେଶବ୍ୟାପୀ କଂଗ୍ରେସ ଶିବିରରେ ସୃଷ୍ଟି ହୋଇଛି କଂପନ ।

Balangir News
ଚାଷ ଜମିରେ ଥିବା ନଳକୂପରୁ ବାହାରୁଛି ସୁନାଗୁଣ୍ଡ !

ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ହରିଶଙ୍କର ନିକଟ ନେନ୍ଦୁପଲ ଗାଁରେ ଏଭଳି ଚର୍ଚ୍ଚା ଜୋର୍ ଧରିଛି । ଗାଁର ଜାଭେଦ ନାମକ ଜଣେ ବ୍ୟକ୍ତି ମାସେ ତଳେ ନିଜ ଚାଷ ଜମିରେ ଗଭୀର ନଳକୂପ ଖୋଲିଥିଲେ ।

Inter-Caste Couple Will Get Rs 10 Lakhs As Marriage Incentive
ଇଣ୍ଟର-କାଷ୍ଟ ମ୍ୟାରେଜ୍‌ କଲେ ମିଳିବ ୧୦ ଲକ୍ଷ ଟଙ୍କାର ପ୍ରୋତ୍ସାହନ !

ଜାତିପ୍ରଥା ଓ କିଛି ଅନ୍ଧ ବିଶ୍ୱାସକୁ ଦୃଷ୍ଟିରେ ରଖି ସରକାର ସ୍ୱତନ୍ତ୍ର ପଦକ୍ଷେପ ନେଇଛନ୍ତି । ଲୋକଙ୍କ ମନରୁ ଏହା ଦୂରକରିବାକୁ ଏକ ଭିନ୍ନ ପ୍ରୟାସ କରିଛନ୍ତି ରାଜସ୍ଥାନ ସରକାର । ଯଦି ଜଣେ ବ୍ୟକ୍ତି ଅନ୍ୟ ଏକ ଜାତିରେ ବିବାହ କରେ ତେବେ ସେଥିପାଇଁ ସରକାର ପ୍ରୋତ୍ସାହନ ରାଶି ଘୋଷଣା କରିଛନ୍ତି ।

Amitabh Bachchan
ସେଟ୍‌କୁ ଫେରିବେ ବିଗ୍‌ବି ଅମିତାଭ୍‌ ; ଖୁବ୍‌ଶୀଘ୍ର ‘ପ୍ରୋଜେକ୍ଟ କେ’ର ହେବ ସୁଟିଂ

ଗତ ମାର୍ଚ୍ଚ ୬ ତାରିଖରେ ସୁଟି ସମୟରେ ଆହତ ହୋଇଥିଲେ ବିଗ୍‌ବି । ଫିଲ୍ମ ‘ପ୍ରୋଜେକ୍ଟ କେ’ର ଆକ୍ସନ ସୁଟିଂ ବେଳେ ତାଙ୍କର ମାଂସପେଶୀ ଉପରେ ଆଘାତ ଲାଗିଥିଲା ।

Asia Cup 2023
ତୁଟିଲା ଏସିଆ କପ୍‌ ବିବାଦ; ପାକିସ୍ତାନରେ ନୁହେଁ ଏହି ଦେଶରେ ଖେଳିବ ଟିମ୍‌ ଇଣ୍ତିଆ..

୨୦୨୩ ସେପ୍ଟେମ୍ବର ପାକିସ୍ତାନରେ ଏସିଆ କପ୍‌ର ଆୟୋଜନ କରୁଛି । କିନ୍ତୁ ଭାରତ ନିଜ ମ୍ୟାଚ୍‌ ଗୁଡ଼ିକୁ ଅନ୍ୟ ଦେଶରେ ଖେଳିବ।

Gold Rate
ଆକାଶ ଛୁଆଁ ସୁନା ଦର, ଆଗକୁ ଆହୁରି ବଢ଼ିବ ! ଜାଣନ୍ତୁ କେତେ ରହିଛି ଆଜିର ଦର...

୨୨ କ୍ୟାରେଟ୍ ସୁନାର ମୂଲ୍ୟ ୫୫ ହଜାର ଟଙ୍କା ରହିଛି ।

Kundali bhagya
ପିଚ୍‌ ନୁହେଁ ସ୍କ୍ରିନ୍‌ରେ ଜଲୱା ଦେଖାଇବେ ଧାୱନ; ଆସୁଛି ‘କୁଣ୍ଡଳୀ ଭାଗ୍ୟ’… ଦେଖନ୍ତୁ ଭଡିଓ

ବେଶ୍‌ କିଛିଦିନ ହେବ ସୋସିଆଲ ମିଡିଆରେ ମଜାଦାର ପୋଷ୍ଟ ସେୟାର କରି ନିଜର ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଶିଖର ଧାୱନ । ଆଉ ବର୍ତ୍ତମାନ ତାଙ୍କ କ୍ୟାରିୟରରେ ନୂଆ ମୋଡ଼ ଦେଖିବାକୁ ମିଳିଛି ।

Jharkhand woman
ଜନ୍ମଦେବାର କିଛି ମିନିଟ୍‌ ପରେ ସାଢ଼େ ୪ ଲକ୍ଷରେ ଛୁଆକୁ ବିକିଦେଲା ମାଆ !

ଶିଶୁଟିକୁ ଜନ୍ମ ଦେବାର ମାତ୍ର କିଛି ମିନିଟ୍‌ ପରେ ୪ଲକ୍ଷ ୫୦ ହଜାର ଟଙ୍କାରେ ବିକ୍ରି କରିଛି ଜନ୍ମକଲା ମା’ । ଝାଡ଼ଖଣ୍ଡରୁ ଏପରି ଏକ ଘଟଣା ସାମ୍ନାକୁ ଆସିବା ପରେ ଅଭିଯୁକ୍ତ ମା’କୁ ପୋଲିସ ଗିରଫ କରିଛି ।

Twitter
ଜଲ୍‌ଦି ଟଙ୍କା ଦିଅ, ନହେଲେ ଆକାଉଣ୍ଟରୁ କଟିଯିବ ବ୍ଲୁ ଟିକ୍‌

ମସ୍କ ଏକ ବଡ଼ ଘୋଷଣା କରିଛନ୍ତି । ଯେଉଁମାନେ ପୂର୍ବରୁ ଟ୍ୱିଟର୍‌ରେ ବ୍ଲୁ ଟିକ୍‌ ପାଇଛନ୍ତି ଏବଂ ସବ୍‌ସ୍କ୍ରିପସନ୍‌ ପାଇଁ ଟଙ୍କା ଦେଇନାହାନ୍ତି, ଏପ୍ରିଲ୍‌ରୁ ସେମାନଙ୍କ ଆକାଉଣ୍ଟରେ ଆଉ ବ୍ଲୁ ଟିକ୍‌ ରହିବ ନାହିଁ ।