/odishatv-khabar/media/post_attachments/uploadimage/library/16_9/16_9_0/Panchang_1679890360.jpg)
Panchang
ସୈାର ମୀନ ମାସ ଚୈତ୍ର ଶୁକ୍ଲପକ୍ଷ । ଇଂରାଜୀରେ ୨୭ ତାରିଖ ସୋମବାର । ଚନ୍ଦ୍ର – ବୃଷ ରାତ୍ରି ୦୪.୨୫ ଗତେ ମିଥୁନ,ତିଥି – ୬ଷ୍ଠୀ ସନ୍ଧ୍ୟା ୦୫.୨୮ ଗତେ ୭ମୀ,ଘାତ ଚନ୍ଦ୍ର – ବିଛା ରାତ୍ରି ୦୪.୨୫ ଗତେ କନ୍ୟା,ଘାତ ବାର- ମିଥୁନ,ପୁଷ୍କର ଦୋଷ – ସନ୍ଧ୍ୟା ୦୫.୨୮ ଗତେ ୧ପାଦ- ପଶୁସମ୍ପଦ ନାଶ- ଅନ୍ନଦାନ
Advertisment
ଶୁଭ ସମୟ:
- ପ୍ରାତଃ ୦୫.୪୮ ରୁ ୦୭.୧୯
- ଦିବା ୧୦.୩୯ ରୁ ୦୧.୦୫
- ସନ୍ଧ୍ୟା ୦୬.୪୩ ରୁ ୦୯.୦୫
- ରାତ୍ରି ୧୧.୫୧ ରୁ ୦୨.୩୮
ଅଧିକ ପଢ଼ନ୍ତୁ: ସୂର୍ଯ୍ୟ କିରଣ ଘରେ ନ ପଡ଼ିଲେ ହୋଇଥାଏ ଏହି ସମସ୍ୟା
ଅଶୁଭ ସମୟ:
- ଋାହୁକାଳ – ଦିବା ୦୭.୧୯ ରୁ ୦୮.୫୦
- କାଳବେଳା – ଦିବା ୦୭.୧୯ ରୁ ୦୮.୫୦
- ବାରବେଳା – ଦିବା ୦୨.୫୪ ରୁ ୦୪.୨୪
- କାଳରାତ୍ରି – ରାତ୍ରି ୧୦.୨୨ ରୁ ୧୧.୫୧
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)