କୁମ୍ଭୀର ଆଁରୁ ଖସି ନିଶ୍ଚିତ ମୃତ୍ୟୁମୁଖରୁ ଜୀବନ ରକ୍ଷା। ସାହସ, ଲଢେଇ ଓ ଉପସ୍ଥିତ ବୁଦ୍ଧିରୁ ଯାଉ ଯାଉ ବଞ୍ଚିଗଲା ଜୀବନ। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ନିମପୁର ଗାଁରେ ପୁଣି ଦେଖାଦେଇଛି କୁମ୍ଭୀର ଆତଙ୍କ। ପୁଣି ମଣିଷ ଶିକାର ବେଳେ ହାରିଛି କୁମ୍ଭୀର, ଜିତିଛି ମଣିଷ
ଗତ ୨ ମାସରେ କେବଳ ପଟ୍ଟାମୁଣ୍ଡାଇ ଅଞ୍ଚଳରେ କୁମ୍ଭୀର ଓ ମଣିଷ ମୁହାଁମୁହିଁ ହେବାରେ ଏହା ପଞ୍ଚମ ଘଟଣା ବୋଲି କୁହାଯାଉଛି।
ପିଇବା ପାଣିର କୌଣସି ବ୍ୟବସ୍ଥା ନଥିବା କାରଣରୁ ଝରଣା ପାଣିକୁ ବାଉଁଶ ସାହାଯ୍ୟରେ ସଂଗ୍ରହ କରି ଚଳୁଛନ୍ତି ପୂରା ଅଞ୍ଚଳବାସୀ ।
ଯାହାକୁ ବଢେଇ କୁଢେଇ ଦୁନିଆ ଦେଖାଇଥିଲା, ଆଜି ସିଏ ଯେତେବେଳେ ଦୁନିଆ ଛାଡି ପଳାଇଲା ସେତେବେଳେ କୋଉ ମାଆର ବା ଧୈର୍ଯ୍ୟ ରହିବ ?
ପାଠ ପଢିବାର କୌଣସି ବୟସ ନଥାଏ। ଏହାକୁ ସତ କରି ଦେଖେଇଛନ୍ତି ୭୩ ବର୍ଷୀୟ ଅଭିନେତ୍ରୀ ଲୀନା ଆଣ୍ଟୋନି। ଏ ବୟସରେ ସେ ୧୦ମ ପରୀକ୍ଷା ଦେଇଛନ୍ତି।
ଅତ୍ୟଧିକ ନିଶା ଖାଇ ୧୦ ବର୍ଷ ହେଲାଣି ପରିବାରଠାରୁ ନିଖୋଜ ହୋଇଯାଇଥିଲେ ବିହାରର ଯୁବକ ମିଟୁ ପାଣ୍ଡେ ।
ବିଳମ୍ବ ହେଉଥିବା ଦେଖି ଗୁଗଲ ମ୍ୟାପ୍ ଚେକ୍ କରିବା ପରେ ରାସ୍ତା ଉପରେ କାର୍ ଛାଡି ଦୀର୍ଘ ୩ କିଲୋମିଟର ରାସ୍ତା ଦୌଡି ଥିଲେ ଡାକ୍ତର ଗୋବିନ୍ଦ।
ଏହାର ଭିଡିଓ ଗିନିଜ୍ ୱାର୍ଲଡ୍ ରେକର୍ଡ(GWR) ଟ୍ୱିଟର ଆକାଉଣ୍ଟରେ ସେୟାର କରିଛି।
ମନରେ ଦୃଢ ଇଛାଶକ୍ତି ଆଉ ଆଗକୁ ଯିବାର ଲକ୍ଷ ତାଙ୍କୁ ଆଜି କରିଦେଇଛି IAS ଅଧିକାରୀ। ସଫଳତାର କୌଣସି ସର୍ଟକଟ୍ ନାହିଁ ବୋଲି ସେ କହିଛନ୍ତି। ଏନେଇ ସେ ଦିନକୁ କେତେ ପରିଶ୍ରମ କରନ୍ତି ଆସନ୍ତୁ ସେ ବିଷୟରେ ଜାଣିବା।
ଇଶ୍ରିତା ପଣ୍ଡା । ଘର ଗଜପତିର ଅଡ଼ବା ଗାଁରେ । ପିଲାଟି ଦିନରୁ ପାଠ ପ୍ରତି ତାଙ୍କର ଥିଲା ଅହେତୁକ ଦୁର୍ବଳତା ।
ଯାହାଙ୍କ ପାଇଁ ନିଜେ ଅଣ୍ଟା ସଳଖି ଚାଲିବା କାଠିକର ପାଠ, ସେମାନଙ୍କ ପିଠିରେ ଏବେ ଚିନ୍ତାର ପାହାଡ଼ । ଚିନ୍ତା ପେଟକୁ ନେଇ ଆଉ ତାଠୁ ବଳି ପୁଅକୁ ନେଇ ।
ଯାହାଙ୍କ ପାଇଁ ନିଜେ ଅଣ୍ଟା ସଳଖି ଚାଲିବା କାଠିକର ପାଠ, ସେମାନଙ୍କ ପିଠିରେ ଏବେ ଚିନ୍ତାର ପାହାଡ଼ । ଚିନ୍ତା ପେଟକୁ ନେଇ ଆଉ ତାଠୁ ବଳି ପୁଅକୁ ନେଇ ।
ଇତିହାସ କରିଛନ୍ତି ଆଦିବାସୀ ଝିଅ ଗୋପିକା ଗୋବିନ୍ଦ। କେରଳର ଏକ ଗରିବ ପରିବାରରେ ଜନ୍ମ ହୋଇ ବି ସେ ହୋଇପାରିଛନ୍ତି ଏୟାର ହୋଷ୍ଟେସ୍। ଏନେଇ ତାଙ୍କୁ କମ ସଂଘର୍ଷ କରିବାକୁ ପଡିନି। ଆସନ୍ତୁ ଜାଣିବା ତାଙ୍କ ସଂଘର୍ଷର କାହାଣୀ।
ଗୁରୁଦିବସରେ ଦିବ୍ୟାଙ୍ଗ ଶିକ୍ଷକଙ୍କ ଉତ୍ସର୍ଗୀକୃତ କାହାଣୀ
ସଡକ ଦୁର୍ଘଟଣାରେ ଜୀବନ ହାରିଛନ୍ତି ବିଶିଷ୍ଟ ଶିଳ୍ପପତି ସାଇରସ୍ ମିସ୍ତ୍ରୀ। ଟାଟା ସନ୍ସ ସହିତ ଜଡିତ ଥାଇ ଅନେକ ଜନସେବା କରିଥିଲେ। ଆସନ୍ତୁ ଜାଣିବା ସାଇରସ୍ଙ୍କ ସହ ଜଡିତ ଅନ୍ୟାନ୍ୟ ତଥ୍ୟ।
ପାଇଲଟ୍ ଦେଖେଇଲେ ଉଦାରତା। ପରିବାରର ଅନ୍ୟ ସଦସ୍ୟମାନେ ବିମାନରେ ଚଢିଯାଇଥିବା ବେଳେ ରହିଯାଇଥିଲେ ବାପା ଝିଅ। ଏହା ଦେଖି ରନ୍ୱେରୁ ବିମାନକୁ ଫେରେଇ ଆଣିଲେ ପାଇଲଟ୍। ଜାଣନ୍ତୁ ପୂରା କାହାଣୀ।
ଭାରତରେ ଅଛି ଏମିତି ଗାଁ ଯେଉଁଠି ପ୍ରାୟ ଘରେ ଦେଖାଯାଆନ୍ତି ଜଣେ ଜଣେ ୟୁଟ୍ୟୁବର୍। ଏହି ଗାଁ ଏବେ ୟୁଟ୍ୟୁବ୍ ହବ୍ ପାଲଟିଛି। ୟୁଟ୍ୟୁବର୍ ହେବା ପାଇଁ ଲୋକେ ସରକାରୀ ଚାକିରି ମଧ୍ୟ ଛାଡିଦେଉଛନ୍ତି। ଜାଣନ୍ତୁ ଏହି ଗାଁ କେଉଁଠି…
ଭାରତୀୟ ଝିଅଙ୍କ ନାମରେ ନିଆରା ବିଶ୍ୱ ରେକର୍ଡ। ପାଠ ପଢି ସେ ରେକର୍ଡ ତିଆରି କରିଛନ୍ତି। ଗୋଟିଏ ଦିନରେ ଏତେ ସାର୍ଟିଫିକେଟ୍ ହାସଲ କରିଦେଲେ ଯେ ସେ ବିଶ୍ୱର ଏକ ନମ୍ବର ହୋଇଗଲେ। ଆସନ୍ତୁ ଜାଣିବା ଏହି ଝିଅ କିଏ ଓ କେଉଁଠିକାର।
ମନରେ ଅସୁମାରୀ ସ୍ୱପ୍ନ ଓ ଦୃଢ ଇଛାଶକ୍ତି ତାଙ୍କୁ କରିଛି ସ୍ୱାବଲମ୍ବୀ। ତାଙ୍କ ହାତ ସ୍ପର୍ଶରେ ରୂପନେଉଛି ସୂକ୍ଷ୍ମ କାରିଗରୀ। ଏସବୁ କେବଳ ସମ୍ଭବ ହୋଇପାରିଛି କାଦମ୍ବରୀ ମଲ୍ଲିକଙ୍କ ଉଦ୍ୟମ ଯୋଗୁ। ଏହି ବାଉଁଶ ଏବଂ ବେତରେ ନିଜର କଳା ଓ କୌଶଳକୁ ଉପଯୋଗ କରି ଅନେକ ମହିଳାଙ୍କୁ ଆଜି ରୋଜଗାରକ୍ଷମ କରାଇ ପାରିଛନ୍ତି ସେ।
ଖୁବ ଶୀଘ୍ର ରିଲିଜ୍ ହେବ ‘ଏକନ ଅନେକନ’। ଯିଏ ଏହାର ସ୍କ୍ରିପ୍ଟ ଲେଖିଛନ୍ତି ସେ ଜଣେ କଏଦୀ। କୌଣସି ଏସି ରୁମ୍ରେ ବସି ନୁହେଁ ବରଂ ଜେଲ୍ର ଚାରିକାନ୍ଥ ଭିତରେ ରହି ସେ ଏହି ଫିଲ୍ମର କାହାଣୀ ଲେଖି ଦେଇଛନ୍ତି। ଆସନ୍ତୁ ଏ ବିଷୟରେ ଜାଣିବା…
ବୃଦ୍ଧ ଦମ୍ପତିଙ୍କ ପ୍ରତିଭା ଅନ୍ୟମାନଙ୍କ ପାଇଁ ପ୍ରେରଣା ।
UPSC ପାଇବା ପାଇଁ ତାଙ୍କୁ କରିବାକୁ ପଡିଛି ଅନେକ କଷ୍ଟ। ପରୀକ୍ଷା ସମୟରେ ହୋଇଛି ଦେହ ଖରାପ, ହେଲେ ଛାଡି ନ ଥିଲେ ଲକ୍ଷ। ନିଜର ଧୈର୍ଯ୍ୟ ଆଜି ଅନିଶା ତୋମରଙ୍କୁ IFS କରିଦେଇଛି।
ଏକ ଦମ୍ପତି ନିଜ ଝିଅର ବିଦାୟ ପୂର୍ବରୁ ତାଙ୍କ ପାଦକୁ କ୍ଷୀରରେ ଧୋଇ ପିଇ ଦେଉଛନ୍ତି। ପାଦଚିହ୍ନ ନେଇ ଏହାକୁ ଏକ ସୁନ୍ଦର ସ୍ମୃତି ଭାବରେ ଘରେ ରଖୁଛନ୍ତି। ଏହି ଭାଇରାଲ୍ କ୍ଲିପ୍ ଦେଖିବା ପରେ ଲୋକମାନେ ସେମାନଙ୍କର ଭିନ୍ନ ମତ ଦେବା ଆରମ୍ଭ କରିଛନ୍ତି। ତେବେ ଆସନ୍ତୁ ଦେଖିବା ଏହି ଭାଇରାଲ୍ ଭିଡିଓ ବିଷୟରେ ଲୋକଙ୍କ ମତାମତ କ’ଣ?
ଗୋଟିଏ ଟୁର୍ଣ୍ଣାମେଣ୍ଟରେ ବାପ-ଝିଅଙ୍କୁ ଗୋଲ୍ଡ ମେଡାଲ । ଷ୍ଟେଟ୍ ପାଓ୍ୱାରଲିଫ୍ଟିଂ ଚାମ୍ପିୟନସିପରେ ଉଭୟ ଜିତିଲେ ସ୍ବର୍ଣ୍ଣ ଚର୍ଚ୍ଚାରେ ଜୟପୁରର ବାପା-ଝିଅ ଯୋଡ଼ି, ଛୁଟୁଚ୍ଛି ଶୁଭେଚ୍ଛାର ସୁଅ ।
ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ କିଆଝର ପଂଚାୟତର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଟୁଙ୍ଗେଇଶୁଣୀ ଗାଁ । ଏଠାରୁ ଅନେକ ଛାତ୍ରଛାତ୍ରୀ ଜଙ୍ଗଲ ଘାଟି ରାସ୍ତା ପାର ହୋଇ ୧୨ କିଲୋମିଟରରୁ ଅଧିକ ବାଟ ଚାଲି ଚାଲି ଦୈନିକ ସ୍କୁଲ ଯାଆନ୍ତି ।