special story
1/5
ପଶୁପ୍ରେମୀ ପୀତବାସ, ଦେଖିବା ମାତ୍ରେ ଧାଇଁ ଆସନ୍ତି ହନୁମାଙ୍କଡ଼
2/5
ଦିନେ କିମ୍ୱା ଦୁଇ ଦିନର ନୁହଁ ଦୀର୍ଘ ବର୍ଷ ହେଲା ମାଙ୍କଡଙ୍କ ପ୍ରେମରେ ପୀତବାସ ମେହେର I
3/5
ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରର ଡେଲିମାର୍କେଟରେ I
4/5
ମାଙ୍କଡ ଗୁଡ଼ିକ ପୀତବାସ ସ୍ନେହ ଓ ଭଲପାଇବା ଦେଉଥିବାରୁ ତାଙ୍କର କୌଣସି କ୍ଷତି କରୁନଥିବା ସେ କୁହନ୍ତି I
5/5
ଆଉ ବାଦାମ ଖାଇବା ପରେ କାହାର କିଛି କ୍ଷତି ନକରି ପାଖରେ ଥିବା ଜଙ୍ଗଲକୁ ପୁଣି ଚାଲିଯାଆନ୍ତି
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)