ଯୋଗାସନ ମଧ୍ୟରେ ସୁଖାସନ ଏପରି ଏକ ଅଭ୍ୟାସ ଯାହା ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭଦାୟକ। ଏହା ଅତ୍ୟନ୍ତ ସହଜ ହୋଇଥିବା ବେଳେ ଉଭୟ ଶରୀର ଏବଂ ମନକୁ ଶାନ୍ତ କରିବାରେ ସାହାଯ୍ୟ କରିବା ସହିତ ଅନେକ ରୋଗର ଲକ୍ଷଣକୁ ହ୍ରାସ କରିଥାଏ।
ଯୋଗାସନ କେବଳ ଆମକୁ ସକ୍ରିୟ କରେ ନାହିଁ ବରଂ ଚାପକୁ ମଧ୍ୟ ନିୟନ୍ତ୍ରଣ କରେ। ଏହା ସହିତ ଶରୀରରୁ ଅନେକ ପ୍ରକାରର ଯନ୍ତ୍ରଣା ଏବଂ ମାଂସପେଶୀ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ଦେଇଥାଏ। ମାଂସପେଶୀର କଠିନତାକୁ ଦୂର କରିବାରେ ବିଭିନ୍ନ ପ୍ରକାରର ଆସନର ଧ୍ୟାନପୂର୍ବକ ଅଭ୍ୟାସ ବିଶେଷ ଲାଭଦାୟକ ହୋଇଥାଏ।
ଅନୁଲମ୍-ବିଲୋମ୍ ପ୍ରାଣାୟାମ ହେଉଛି ଶ୍ୱାସ ନେବା ଓ ଛାଡିବାର ଏକ ପ୍ରକ୍ରିୟା, ଯାହା ଅନେକ ଗମ୍ଭୀର ରୋଗର ଚିକିତ୍ସାରେ ପ୍ରଭାବଶାଳୀ ହୋଇଥାଏ। ଏହି ପ୍ରାଣାୟାମକୁ ଦୈନନ୍ଦିନ ଅଭ୍ୟାସ ଦ୍ୱାରା ଚାପ, ଉଦାସୀନତା ଓ ଚିନ୍ତାଜନିତ ରୋଗ ହ୍ରାସ ହେବା ସହିତ ହୃଦୟ, ଫୁସ୍ଫୁସ୍ ଓ ଶରୀରର ଅନ୍ୟ ଅଙ୍ଗକୁ ସୁସ୍ଥ ରଖିବାରେ ମଧ୍ୟ ସାହାଯ୍ୟ କରେ।
ଶାରୀରିକ ସ୍ୱାସ୍ଥ୍ୟକୁ ଠିକ ରଖିବା ନେଇ ଅନେକ ପ୍ରକାରର ଯୋଗାସନର ବିଶେଷତ୍ୱ ରହିଛି। ପ୍ରତିଦିନ ଅଭ୍ୟାସ କରି ଆପଣ ନିଜ ସ୍ୱାସ୍ଥ୍ୟକୁ ଫିଟ୍ ରଖିପାରିବେ। ସେ ସବୁ ଆସନ ଭିତରେ ଚକ୍ରସନ ଗୋଟିଏ ଏମିତି ଆସନ ଯାହା ଶରୀରକୁ ଅନେକ ଲାଭ ଦେଇଥାଏ।
ଆଜିକାଲି ସଚେତନ ଲୋକେ କ୍ୟାଲୋରୀକୁ ନେଇ ବହୁତ ବ୍ୟସ୍ତ। ତେବେ ଏହି କ୍ୟାଲୋରୀ କ’ଣ? ଜଣେ ବ୍ୟକ୍ତି ଦିନକୁ କେତେ କ୍ୟାଲୋରୀ ଆବଶ୍ୟକ କରେ ଆସନ୍ତୁ ଜାଣିବା।
ଅନେକ ରୋଗର ଆଶଙ୍କା ହ୍ରାସ କରିବା ସହିତ ଶରୀରର ଶକ୍ତି ବୃଦ୍ଧି, ମାନସିକ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ଏବଂ ଉତ୍ତମ ସ୍ୱାସ୍ଥ୍ୟ ଦେବାରେ ଯୋଗ ଏକ ବିଶେଷ ଭୂମିକା ଗ୍ରହଣ କରିଥାଏ। ସର୍ବାଙ୍ଗାସନ ଏମିତି ଏକ ଆସନ ଯାହା ଶରୀରରେ ସକରାତ୍ମକ ଶକ୍ତିକୁ ବଢେଇବା ସହିତ ମାନସିକ ସ୍ୱାସ୍ଥ୍ୟରେ ଉନ୍ନତି ଆଣିଥାଏ।
ଆମେରିକାରେ ପ୍ରତି ୩ ଜଣଙ୍କ ମଧ୍ୟରେ ଜଣେ କ୍ୟାନସର ରୋଗୀ କୋଲୋରେକ୍ଟାଲ କ୍ୟାନସରରେ ମୃତ୍ୟୁବରଣ କରିଥାନ୍ତି। ଏହାକୁ ଲାର୍ଜ ଇଣ୍ଟେଷ୍ଟାଇନ୍ କ୍ୟାନସର ମଧ୍ୟ କୁହାଯାଏ।ବଦଳୁଥିବା ଲାଇଫ ଷ୍ଟାଇଲ ଏବଂ ବାର୍ଦ୍ଧକ୍ୟ ଏହି ରୋଗର ମୁଖ୍ୟ କାରଣ ବୋଲି କୁହାଯାଏ।
ଶରୀରକୁ ମଜବୁତ କରିବା ସହ ମାନସିକ ସ୍ୱାସ୍ଥ୍ୟରେ ସୁଧାର ଆଣିବା ନେଇ ବଜ୍ରାସନ ଏକ ଲାଭଦାୟକ ଅଭ୍ୟାସ। ତେବେ ଆସନ୍ତୁ ଏହାକୁ କିପରି କରାଯାଏ, ଏହା କରିବା ଦ୍ୱାରା କ’ଣ ସବୁ ଲାଭ ମିଳିଥାଏ ଓ ଏହି ଆସନକୁ କେଉଁମାନେ ନ କରିବେ ଜାଣିନେବା।
ଅଧିକାଂଶ ଲୋକ ମିଠା ଏବଂ ଖଟା ଖାଇବାକୁ ପସନ୍ଦ କରନ୍ତି। ସେ ଜୁସ୍ ହେଉ କିମ୍ବା ଚଟନି । ସେହପରି ତେନ୍ତୁଳି ଏକ ପ୍ରକାରର ଖଟା ଯାହାକୁ ସମସ୍ତେ ଖାଇବାକୁ ଇଚ୍ଛା କରନ୍ତି । କୁହାଯାଏ କି ଏହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ।
ଗରମ ଦିନରେ ହଳଦିଆ ରଙ୍ଗର ଫଳ ବହୁତ ମହତ୍ୱପୂର୍ଣ୍ଣ ହୋଇଥାଏ । ହଳଦିଆ ରଙ୍ଗର ଫଳ ଯେମିତି ଆମ୍ବ ,ଅମୃତଭଣ୍ଡା ,ସନ୍ତରା,ତରଭୁଜ ଏବଂ କଦଳୀ ନିହାତି ଖାଇବା ଉଚିତ । ହଳଦିଆ ରଙ୍ଗର ଫଳ ଏବଂ ପରିବା ରୋଗ ପ୍ରତିରୋଧକ କ୍ଷମତା ବଢାଇବାରେ ସାହାଯ୍ୟ କରିଥାଏ ।
ଆପଣଙ୍କ ବେକରେ ଏହି ସବୁ ସମସ୍ୟା ଦେଖାଯାଉଛି କି? ଜମା ବି ଚିନ୍ତା କରନ୍ତୁ ନାହିଁ...ଏହି ଯୋଗ ଯଦି ଆପଣ ସବୁଦିନ କରିବେ ତେବେ ଆଉ କେବେ ହେବନି ବେକ ବଥା
ଆୟୁର୍ବେଦ ଅନୁସାରେ ଶୀତଋତୁରେ ଅଧିକ ପରିମାଣ ରେ ହଳଦୀ ସେବନ ସ୍ୱାସ୍ଥ୍ୟ ପକ୍ଷରେ ହିତକର ହୋଇଥାଏ l ତା ସହିତ କରୋନା ସମୟରେ ମଧ୍ୟ ନିଜର ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ପାଇଁ ମଧ୍ୟ ହଳଦୀ ସେବନ କରିବାକୁ ପରାମର୍ଶ ଦିଆ ଯାଇଥାଏ l
ଆଜି ବିଶ୍ୱ ଯକ୍ଷ୍ମା ଦିବସ । ପ୍ରତିବର୍ଷ ୨୪ ମାର୍ଚ୍ଚରେ ପୃଥିବୀ ସାରା ପାଳନ କରାଯାଇଥାଏ ବିଶ୍ୱ ଯକ୍ଷ୍ମା ଦିବସ। ଏହି ଦିବସର ମୂଳ ଲକ୍ଷ୍ୟ ହେଲା ସମଗ୍ର ବିଶ୍ୱକୁ ଯକ୍ଷ୍ମାମୁକ୍ତ କରିବା ସହ ଲୋକମାନଙ୍କୁ ଯକ୍ଷ୍ମା ରୋଗ ସମ୍ପର୍କରେ ସଚେତନ କରାଇବା । ବିଶ୍ୱ ଯକ୍ଷ୍ମା ଦିବସ ୨୦୨୨ର ବିଷୟବସ୍ତୁ ବା ଥିମ୍ ରହିଛି ‘ଯକ୍ଷ୍ମାକୁ ଶେଷ କରିବା ପାଇଁ ନିବେଶ କରନ୍ତୁ, ଜୀବନ ବଞ୍ଚାନ୍ତୁ।’
ଲୋକଙ୍କ ଦୈନନ୍ଦିନ ଜୀବନର କାର୍ଯ୍ୟକଳାପ ପ୍ରଭାବିତ ହୋଇଛି। ଯେଉଁଥିପାଇଁ ଲୋକଙ୍କ ଶରୀରରେ ଯନ୍ତ୍ରଣା ହେବାର ସମସ୍ୟା ମଧ୍ୟ ବଢିଯାଇଛି। ଯଦି ଆପଣ ଦୀର୍ଘ ସମୟ ଧରି କାମ କରୁଛନ୍ତି, ତେବେ ଆପଣ ପିଠି ଏବଂ ଅଣ୍ଟା ଯନ୍ତ୍ରଣା ଭୋଗିପାରନ୍ତି। ଏହିସବୁ ଯୋଗ ଆପଣଙ୍କୁ ମୁକ୍ତି ଦେବ।
ପ୍ରତିଦିନ କଦଳୀ ଖାଇବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ। କିନ୍ତୁ ଆପଣ ଜାଣନ୍ତି କି, ଅଧିକ ମାତ୍ରାରେ କଦଳୀ ଖାଇବା ଦ୍ୱାରା ଆପଣଙ୍କୁ ଅନେକ ଅସୁବିଧା ମଧ୍ୟ ହୋଇପାରେ। ତେବେ ଚାଲନ୍ତୁ ଜାଣିବା ଅଧିକ ମାତ୍ରରେ କଦଳୀ ଖାଇବା ଦ୍ୱାରା କଣ ହୋଇଥାଏ ।
ଫ୍ୟାଟି ଲିଭର ସମସ୍ୟାରେ ପୀଡିତ ଲୋକଙ୍କ ପାଇଁ ଖାଦ୍ୟର ବିଶେଷ ଯତ୍ନ ନେବା ଆବଶ୍ୟକ ବୋଲି ବିବେଚନା କରାଯାଏ। ଖାଦ୍ୟ ସହିତ ଦୈନନ୍ଦିନ ଜୀବନରେ କିଛି ଯୋଗାସନ ଅନ୍ତର୍ଭୁକ୍ତ କରିବା ମଧ୍ୟ ବହୁତ ଲାଭଦାୟକ ହୋଇପାରେ।
ଆପଣ ଗୋଟିଏ ଦିନରେ ୩ କପରୁ ଅଧିକ ଗ୍ରୀନ୍ ଟି ପିଉଛନ୍ତି କି ? ତାହେଲେ ଆପଣଙ୍କ ଶରୀରର ପାଇଁ ଅନେକ କ୍ଷତି ହୋଇଥାଏ । ତେବେ ଚାଲନ୍ତୁ ଜାଣନ୍ତୁ ଅଧିକ ଗ୍ରୀନ ଟି ପିଇବା ଦ୍ୱାରା ଆମ ଶରୀର ପାଇଁ କ’ଣ କ୍ଷତି ହୋଇଥାଏ ।
ଲୋକମାନେ ଶାରୀରିକ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଅନେକ ସମୟରେ ହାତ – ଗୋଡ ମସାଜ୍ କରନ୍ତି। ମସାଜ୍ ଯନ୍ତ୍ରଣାକୁ ସାଙ୍ଗେ ସାଙ୍ଗେ ଆରାମ ଦେଇଥାଏ ସତ କିନ୍ତୁ ଏହା ଦୀର୍ଘ ସମୟ ପାଇଁ ନୁହେଁ। ତେଣୁ ଶରୀରର ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଯୋଗ ଏକ ସ୍ଥାୟୀ ଚିକିତ୍ସା ଭାବରେ ଲାଭଦାୟକ।
ଲେମ୍ବୁ ରସ ଶରୀର ପାଇଁ ଖୁବ ଉପଯୋଗୀ ଅଟେ । ଗବେଷଣା ଅନୁସାରେ ଜଣା ପଡିଛି ଯେ ଲେମ୍ବୁରସରେ ଏପରି କିଛି ଗୁଣ ଯାହା ଆମକୁ ବିଭିନ ସଂକ୍ରମଣରୁ ରକ୍ଷା କରିବା ସହିତ ବିଶେଷ କରି ବର୍ଷା ଋତୁରେ ବିଭିନ ସଂକ୍ରମଣରୁ ରକ୍ଷା କରିଥାଏ ।
ଏବେ ଖରା ଦିନ। ଆଗକୁ ଦିନକୁ ଦିନ ଖରା ବଢ଼ିବାର ଆଶଙ୍କା ରହିଛି । ତେବେ ଖରାଦିନେ ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି ମଧ୍ୟ ଅନୁଭବ ହୋଇଥାଏ । ଏଭଳି ସ୍ଥିତିରେ ଗରମରୁ ବଞ୍ଚିବା ପାଇଁ ନିଜ ଶରୀରକୁ ପ୍ରାକୃତିକ ରୂପେ ଥଣ୍ଡା ରଖିବା ଉଚିତ। ପ୍ରଚୁର ପାଣି ପିଇବା ସହ ନିଜ ଡାଏଟ୍ରେ ବିଶେଷ ଖାଦ୍ୟ ପଦାର୍ଥ ମଧ୍ୟ ସାମିଲ କରିବା ଉଚିତ, ଯାହା ଆଣପଙ୍କ ଶରୀରକୁ ଥଣ୍ଡା ରଖିବାରେ ସହାୟକ ହୋଇପାରିବ।
ଏବେ ଖରା ଦିନ। ଆଗକୁ ଦିନକୁ ଦିନ ଖରା ବଢ଼ିବାର ଆଶଙ୍କା ରହିଛି । ତେବେ ଖରାଦିନେ ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି ମଧ୍ୟ ଅନୁଭବ ହୋଇଥାଏ । ଏଭଳି ସ୍ଥିତିରେ ଗରମରୁ ବଞ୍ଚିବା ପାଇଁ ନିଜ ଶରୀରକୁ ପ୍ରାକୃତିକ ରୂପେ ଥଣ୍ଡା ରଖିବା ଉଚିତ। ପ୍ରଚୁର ପାଣି ପିଇବା ସହ ନିଜ ଡାଏଟ୍ରେ ବିଶେଷ ଖାଦ୍ୟ ପଦାର୍ଥ ମଧ୍ୟ ସାମିଲ କରିବା ଉଚିତ, ଯାହା ଆଣପଙ୍କ ଶରୀରକୁ ଥଣ୍ଡା ରଖିବାରେ ସହାୟକ ହୋଇପାରିବ।
ପିଲାମାନଙ୍କ ପରୀକ୍ଷା ସମୟ ପାଖେଇ ଆସୁଛି। ଏଭଳି ପରିସ୍ଥିତିରେ ଅନେକ ପିଲା ହୁଏତ ଚାପରେ ଥିଲେ। କିନ୍ତୁ ସବୁ ଅସୁବିଧା ସତ୍ତ୍ୱେ ପିଲାଙ୍କ ଭବିଷ୍ୟତ ନଷ୍ଟ ନ ହେବା ଜରୁରୀ। ଏଠାରେ କେତେକ ଆସନର ତାଲିକା ଦିଆଗଲା। ଏହାକୁ କରିଲେ ସବୁ ସମସ୍ୟା ଦୂର ହୋଇଯିବ।
ପରିସ୍ରାରେ କାହିଁକି ରକ୍ତ ପଡ଼ୁଛି? ଯଦି ପଡ଼ୁଛି ତେବେ କରିବେ କ’ଣ? ତେବେ ଚାଲନ୍ତୁ ଜାଣିବା ଏହାର ଉପଚାର ।
ଆମ ଭାରତରେ ପ୍ରାୟ ସମସ୍ତ ସ୍ଥାନରେ ପାନର ଚାହିଦା ରହିଛି । ଏହାକୁ ପ୍ରାୟ ସମସ୍ତେ ବିଭିନ୍ନ ମସଲା ଦ୍ଵାରା ଖାଇବାକୁ ପସନ୍ଦ କରି ଥାଆନ୍ତି । କେହି କେହି ସାଧା ଓ ଅନ୍ୟ କେହି କଡ଼ା ପାନ ଖାଇବାକୁ ଈଛା କରନ୍ତି । ପାନ କେବଳ ପାଟିର ସ୍ଵାଦ ପାଇଁ ଖାଇ ନଥାଆନ୍ତି । ଏହାର ଔଷଧୀୟ ଗୁଣ ଭରପୁର ମାତ୍ରାରେ ରହିଛି ।
ଆମ ଭିତରେ ଖୁବ୍ କମ୍ ଲୋକ ଥିବେ ଯେଉଁମାନେ ନିରାମିଷ ଭୋଜନ କରୁଥିବେ । ପ୍ରାୟ ଅଧିକାଂଶ ଲୋକ ଆମିଷ ଭୋଜନ କରିବାକୁ ପସନ୍ଦ କରି ଥାଆନ୍ତି । କିନ୍ତୁ ଅଧିକ ଆମିଷ ଭୋଜନ କରିବା ମଧ୍ୟ ଶରୀର ପକ୍ଷରେ କ୍ଷତି କାରକ ଅଟେ ।