ଯୋଗ ଶରୀର ଓ ମନର ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ଯୋଗ ହେଉଛି ଏକ ଆଧ୍ୟାତ୍ମିକ ଅଭ୍ୟାସ ଯାହା ଶାନ୍ତି, ଆତ୍ମବିଶ୍ୱାସ ଏବଂ ସାହସ ଜାଗ୍ରତ କରେ। ଯୋଗ ମାଧ୍ୟମରେ ଶରୀର, ମନ ଓ ମସ୍ତିଷ୍କକୁ ଉତ୍ତମ ରୂପେ ପରିଚାଳନା କରିହୁଏ। ଯୋଗ ହେଉଛି ଏମିତି ଏକ ଅଭ୍ୟାସ ଯାହା ଅନେକ ରୋଗରୁ ମୁକ୍ତି ଦିଏ। ଫଳରେ ନିୟମିତ ଯୋଗ ଅଭ୍ୟାସକୁ ପରାମର୍ଶ ଦିଆଯାଏ। ଯୋଗର ମହତ୍ତ୍ୱକୁ ବୁଝି ସାରା ବିଶ୍ୱ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରୁଛି।
Published By: Otv Khabar Bureau
Last updated: 23 June 2022, 11:39 AM IST
ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଯୋଗ ଅଭ୍ୟାସ କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି
ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ରାଷ୍ଟ୍ରପତି ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଅଭ୍ୟାସ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
ରାଷ୍ଟ୍ରପତି ଭବନରେ ଆୟୋଜିତ ହେଲା ଯୋଗାଭ୍ୟାସ କାର୍ଯ୍ୟକ୍ରମ
ଦିଲ୍ଲୀ ବିଜେପି ପ୍ରଦେଶ କାର୍ଯ୍ୟାଳୟରେ ଯୋଗ କରୁଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା
ଯୋଗ କରୁଛନ୍ତି ଯୋଗ ଗୁରୁ ରାମଦେବ