ମଧ୍ୟାହ୍ନ ଧୂପ ପରେ ମହାପ୍ରଭୁଙ୍କ ମକର ନୀତି । ମକର ଚୌରାଅଶି ବେଶରେ ଦର୍ଶନ ଦେବେ ଶ୍ରୀଜିଉ ।
ମାତ୍ର ୧୩ ବର୍ଷ ବୟସରେ ପ୍ରିୟଙ୍କା ଗାନ୍ଧୀ ରବର୍ଟ ଭଦ୍ରାଙ୍କୁ ଭେଟିଥିଲେ। ଉଭୟଙ୍କ ବନ୍ଧୁତା କେତେବେଳେ ପ୍ରେମରେ ପରିଣତ ହେଲା ତାହା ଜଣା ନଥିଲା। ଫେବୃଆରୀ ୧୮, ୧୯୯୭ରେ ଉଭୟ ବିବାହ କରିଥିଲେ। ଆଜି ତାଙ୍କ ଜନ୍ମଦିନରେ ଆସନ୍ତୁ ତାଙ୍କ ବିଷୟରେ ଆଉ କିଛି ଅଜଣା କଥା ଜାଣିନେବା।
ସ୍ଥାନ ପାଇବ ହକିରେ ଯୋଗ ଦେଇଥିବା ୧୬ଟି ଦେଶର ଖାଦ୍ୟପାନୀୟ । ବଲିଉଡ ଗାୟକ ଓ କଳାକାରଙ୍କ କଳାର ଯାଦୁରେ କମ୍ପିବ ଭୁବନେଶ୍ୱର ।
ସ୍ୱାଧୀନ ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଆଜି ମୃତ୍ୟୁ ବାର୍ଷିକୀ। ସେ ଏପରି ଜଣେ ପ୍ରଧାନମନ୍ତ୍ରୀ ଥିଲେ, ଯାହାଙ୍କ ଆହ୍ୱାନରେ ସମଗ୍ର ଦେଶ ଗୋଟିଏ ଓଳି ଭୋଜନ ମଧ୍ୟ ଛାଡ଼ିଦେଇଥିଲା। ତାଙ୍କର ଚିନ୍ତାଧାରା ଆଜିବି ଲୋକଙ୍କୁ ସଠିକ୍ ପଥରେ ଚାଲିବାକୁ ଶିଖାଏ।
ପଶ୍ଚିମ ଓଡ଼ିଶାର ଗଣପର୍ବ ପୁଷ୍ପୁନି। ଏହାର ଅନ୍ୟ ନାମ ‘ଛେରଛେରା’ପର୍ବ। ଏହି ପର୍ବରେ କୌଣସି ଇଷ୍ଟ ଦେବତା ବା ଦେବୀଙ୍କୁ ପୂଜା କରାଯାଏ ନାହିଁ କି ଧର୍ମ, ଓଷା ପୂଜାର ବ୍ରତ ଘଟିତ କଥା ବା ଉପାଖ୍ୟାନ ଏଥିରେ ନାହିଁ। ମଉଜ ମଜଲିସ୍ରେ ଏହି ପର୍ବ ପାଳନ କରାଯାଏ। ଆସନ୍ତୁ ଜାଣିବା କାହିଁକି ଏମିତି ନାଁ…
ଗତ ୧୧ ଦିନ ଧରି ବରଗଡ଼ରେ ଚାଲିଥିବା ଯାତ୍ରାର ପଡ଼ିଛି ଯବନିକା।
କୁବଳୟା ହସ୍ତି ଓ ଅଷ୍ଟମଲ୍ଲଙ୍କୁ ମାରିବା ପରେ କଂସଙ୍କ ବଧ ହେବ ଅଭିନୀତ ।
ବ୍ୟାନ୍ ହୋଇଥିବା ସତ୍ତ୍ୱେ ମାଂଜା ସୂତା ବି ଦେଖିବାକୁ ମିଳୁଛି ମାର୍କେଟରେ ।
ରାଜଧାନୀ ଭୁବନେଶ୍ୱରରେ ପାଳିତ ହେଲା ବିଶ୍ୱ ବ୍ରେଲ୍ ଦିବସ।
ନୂଆବର୍ଷ ନେଇ ଆସିଛି ନୂଆ ଆଶା। ସୂର୍ଯ୍ୟଙ୍କ ପ୍ରଥମ କିରଣ ଧରାପୃଷ୍ଠକୁ ଛୁଇଁ ସାରିଛି। ଭକ୍ତମାନେ ସେମାନଙ୍କ ଆଗାମୀ ଜୀବନକୁ ସୁଖମୟ କରିବା ନେଇ ଭଗବାନ ଶିବଙ୍କୁ ପ୍ରାର୍ଥନା ପାଇଁ ଲିଙ୍ଗରାଜ ମନ୍ଦିରରେ ଭିଡ ଜମେଇଛନ୍ତି।
ନୂଆବର୍ଷ କିଛି ନୂଆ ଆଶା ଓ ଆକାଂକ୍ଷା ନେଇ ଆସେ। ନୂଆ ବର୍ଷ ଆରମ୍ଭରେ କିଛି ସଂକଳ୍ପ ନେବାର ଧାରା ରହିଛି, ଯାହା ଜୀବନରେ ଉନ୍ନତି ଆଣିବାକୁ ପ୍ରେରଣା ଯୋଗାଇଥାଏ। ଆପଣଙ୍କ ପିଲାମାନଙ୍କୁ ଏକ ଉତ୍ତମ ଭବିଷ୍ୟତ ଦେବା ପାଇଁ ସେମାନଙ୍କ ଦ୍ୱାରା ଏହି ୫ ସଂକଳ୍ପ ନିଶ୍ଚୟ କରାନ୍ତୁ।
ରଙ୍ଗାରଙ୍ଗ ଆତସବାଜି ସହ ଖୁସିରେ ଝୁମୁଛନ୍ତି ଲୋକେ।
ଆଉ କିଛି ସମୟ ପରେ ଆମ ଗହଣରୁ ବିଦାୟ ନେବ ବର୍ଷ ୨୦୨୨। ପଦାର୍ପଣ କରିବ ୨୦୨୩। ନୂଆବର୍ଷକୁ ସ୍ବାଗତ କରିବାକୁ ସବୁଠି ଲାଗି ରହିଛି ଉତ୍ସାହ, ଆନନ୍ଦର ପରିବେଶ।
ଘଣ୍ଟାରେ ୧୨ ବାଜିବ... କ୍ୟାଲେଣ୍ଡର୍ ବଦଳିବ... ଆଉ ଚାରିଆଡ଼େ ଶୁଭିବ ହାପି ନିୟୁ ଇୟର୍ । ଜିରୋ ନାଇଟ୍ର ଧୁମରେ, ଧମାଲ୍ କରିବ କ୍ୟାପିଟାଲ୍ ସିଟି । ରାଜଧାନୀ ଭୁବନେଶ୍ୱରରେ ମିଡ୍ ନାଇଟ୍ ସେଲିବ୍ରେସନ୍ ପାଇଁ ଜାଗା ଜାଗାରେ ଆୟୋଜନ । ରାଜଧାନୀବାସୀଙ୍କୁ ବର୍ଷ ଆରମ୍ଭରୁ ମଉଜର ସ୍ପେଶାଲ୍ ଡୋଜ୍ ଦେବାକୁ ଦିନ ରାତି ଏକ୍ କରିଦେଇଛନ୍ତି ହୋଟେଲ୍, କ୍ଲବ୍ ଏବଂ ଅନ୍ୟ ଆୟୋଜକ ପ୍ରତିଷ୍ଠାନ । ପ୍ରାୟ ସବୁଠି ସରିବା ଉପରେ ପ୍ରସ୍ତୁତି ...
ଜିରୋ ନାଇଟକୁ ଫୁଲ୍ ଯୋଶରେ ପାଳିବାକୁ ତୟାର ଯୁବପୀଢ଼ି, ଟୁଇନସିଟିରେ ହୋଟେଲ୍ ଓ କ୍ଲବ ମାନଙ୍କରେ ପ୍ରସ୍ତୁତି ଚୂଡ଼ାନ୍ତ
ଚିକମିକ୍ ଲାଇଟ୍ ଓ ବେଲୁନରେ ଚାଲିଛି ସାଜସଜା, ଓଲିଉଡ ଓ ବଲିଉଡ କଳାକାରଙ୍କ ସହ ଝୁମିବେ ଦର୍ଶକ
ଅସମ୍ଭାଳ ଭି଼ଡ଼... ଅବ୍ୟବସ୍ଥିତ ବନ୍ଦୋବସ୍ତ.. ଅସ୍ତବ୍ୟସ୍ତ ଜନତା..। ଗଲା ଦୁଇ-ତିନି ଦିନ ଧରି ଶ୍ରୀକ୍ଷେତ୍ରରେ ଅନିୟନ୍ତ୍ରିତ ଭିଡ଼ ପାଇଁ କଲବଲ ହେଉଛନ୍ତି ଜଗା ଦର୍ଶନ ପାଇଁ ଆସୁଥିବା ଜନତା । ସ୍ଥିତି ଏଭଳି ହୋଇଥିଲା ଯେ ଗତକାଲି ବାଇଶି ପାହାଚରେ ଠେଲାପେଲାରେ ଅଣନିଃଶ୍ୱାସୀ ହୋଇ ଅଚେତ ହୋଇଯାଇଥିଲେ ମୟୂରଭଞ୍ଜର ୯ ଜଣ ହାଇସ୍କୁଲ୍ ଛାତ୍ରୀ । ଆଉ ମଙ୍ଗଳବାର ବି ଥିଲା ସମାନ ପରାସ୍ଥିତି । ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଅସମ୍ଭାଳ ଭିଡ଼ ସିଂହଦ୍ୱାର ନିକଟରୁ ଆରମ୍ଭ ହୋଇଥିବା ବ୍ୟାରିକେଡ୍ ବଢି ବଢି ମରିଚିକୋଟ୍ ଛକ ଟପିଛି ।
ବୁଡ, ଭାରତୀୟ ସଂସ୍କୃତିର ଏକ ପବିତ୍ର ପରମ୍ପରା। ଶହ ଶହ ବର୍ଷ ପୂର୍ବରୁ ଶୀତଦିନେ ଏହି ପରମ୍ପରା ପାଳନ ହୋଇଆସୁଛି। କିନ୍ତୁ, କଥା ହେଉଛି ଏହି ପାଗରେ ଥଣ୍ଡା ପାଣିରେ ପଶିବା ଅନେକଙ୍କ ପକ୍ଷେ କଷ୍ଟକର। ସେମାନଙ୍କ ପାଇଁ ଜଣେ ବ୍ୟକ୍ତି ଏମିତି ଏକ ଅଜବ ସୁଯୋଗ ନେଇ ଆସିଛନ୍ତି। ଦେଖନ୍ତୁ…
ବରଗଡ଼ ଧନୁଯାତ୍ରାର ଆକର୍ଷଣ ହେଉଛି ଏହାର ପୋଷାକ । ପୌରାଣିକ ପୋଷାକ ତିଆରି କରି ଅଞ୍ଚଳରେ ବେଶ୍ ପ୍ରଶଂସିତ ।
ପୋଜିସନ୍ରେ ସୈନିକ : ଆତଙ୍କୀଙ୍କୁ ଖୋଜିବାକୁ ଚାଲିଛି ସର୍ଚ୍ଚ ଅପରେସନ୍। ଶତ୍ରୁଙ୍କୁ ଦେଖିବା ମାତ୍ରେ ବାହାରିବ ଗୁଳି...ଭୁବନେଶ୍ୱରର ସୈନିକ ସ୍କୁଲର ଡାଇମଣ୍ଡ ଜୁବୁଲି ଉତ୍ସବରେ ୧୨୦ ବାଟାଲିଅନ ପକ୍ଷରୁ ଏମିତି ହୋଇଥିଲା ଆତଙ୍କବାଦୀ ଖୋଜିବାର ଅଭିଯାନ
ସବୁ ପର୍ବ ସାମ୍ନାରେ ହାପି ଲାଗୁଥିବା ବେଳେ ଖ୍ରୀଷ୍ଟମାସ ସାମ୍ନାରେ ମେରୀ ଲାଗୁଥିବା ପଛର କାରଣ କ’ଣ ?
ମଧ୍ୟରାତ୍ରରେ ଧରାବତରଣ କଲେ ପ୍ରଭୁ ଯୀଶୁ
ଆଜି ଖ୍ରୀଷ୍ଟମାସ ବା ବଡଦିନ। ଏହିଦିନ କେକ୍, ଘଣ୍ଟି, ମହମବତୀ, ମୋଜା ଆଦିର ବିଶେଷ ମହତ୍ୱ ରହିଛି। ତେବେ ଆସନ୍ତୁ ଜାଣିନେବା ଏହି ଉତ୍ସବରେ ଏ ସବୁକୁ କାହିଁକି ବ୍ୟବହାର କରି ଘର ସଜ୍ଜାଯାଏ।
ଆଉ ମାତ୍ର ୪ ଘଂଟାର ଅପେକ୍ଷା...ଧରାବତରଣ କରିବେ ଯୀଶୁ...ଆନନ୍ଦ ଉଲ୍ଲାସରେ ବଡଦିନ ପାଳନ ପାଇଁ ସବୁଠି ସରିଛି ପ୍ରସ୍ତୁତି
ବାଲିଗୁଡ଼ା ଏବେ ଉତ୍ସବମୁଖର। ଧରାବତରଣ କରିବେ ପ୍ରଭୁ ଯୀଶୁଖ୍ରୀଷ୍ଟ। ପ୍ରଭୁଙ୍କ ମହିମା ଗାନ କରିବାକୁ ସମସ୍ତେ ବ୍ୟଗ୍ର।