ମାଆ ଚାଲିଗଲା ପରେ..ଦୁଇ ପୁଅଙ୍କୁ ମାଆର ସ୍ନେହ ଧରି ପାଳୁଛନ୍ତି ଜଣେ ବାପା । ରୋଷେଇବାସଠୁ ଶୁଆଇ ଦେବା...ଖୁଆଇ ଦେବାଠୁ ପଢାଇବା...ସବୁ କାମ ଟିକିନିଖି କରି କରୁଛନ୍ତି । ଦ୍ୱିତୀୟ ବିବାହ ପାଇଁ ପରିବାର ଲୋକ କହିଲେ ବି ମନାକରିଦେଲେ
Published By: Pallipuspa Samal
Last updated: 18 June 2023, 12:52 PM IST
ଆଜି ‘ଅନ୍ତର୍ଜାତୀୟ ଶ୍ରମିକ ଦିବସ’। ଏହି ଅବସରରେ ଆସନ୍ତୁ ଭାରତର ସମ୍ବିଧାନ କର୍ମଚାରୀମାନଙ୍କୁ ପ୍ରଦାନ କରିଥିବା କେତେକ ସୁବିଧା ବିଷୟରେ ଜାଣିନେବା। ଏହି ସୁବିଧାରୁ ବଞ୍ଚିତ ହେଉଥିବା ଯେକୌଣସି କର୍ମଚାରୀ ସେହି କମ୍ପାନୀ ବିରୁଧରେ ମଧ୍ୟ ଅଭିଯୋଗ କରିପାରିବେ।