ପରିବାରର ସମସ୍ତେ ଆଗ ପଛ ହୋଇ ଚାଲିଗଲେ । ଘର ଆଗରେ ଏକୁଟିଆ ବସିଛି ଏହି ଝିଅଟି। ଏକଦମ୍ ବେସାହାରା ଆଉ ଏକା । ଜଳ ଜଳ ଆଖିରେ ଚାହିଁଛି ଏବେ କରିବ କଣ ?
କଟକ ବଡ଼ ମେଡିକାଲ ଟିକେଟ୍ କାଉଣ୍ଟର ଭିତରେ ବସି ଜଣେ କର୍ମଚାରୀ ମଦ୍ୟପାନ କରୁଥିବାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଘୁରି ବୁଲୁଛି। ଜଣେ ମହିଳା କର୍ମଚାରୀ ସେଠି କାମ କରୁଥିଲେ ବି ବାବୁ ଜଣଙ୍କୁ କିଛି ଫରକ୍ ପଡ଼ୁନାହିଁ
ମଣିଷର ବେପରୁଆ ଗାଡ଼ିଚାଳନା ପାଇଁ ଗୋଟେ କଅଁଳା ବାଛୁରୀର ଜୀବନ ଗଲା। ହେଲେ ମଣିଷ ଅଟକିଲା ନାହିଁ। ଡାକ୍ତରଖାନାକୁ ନେବା ପାଇଁ ମାଆଟି ଧାଇଁ ଚାଲିଛି ଅନବରତ।
ରବିବାର କଣ ଲୋକଙ୍କୁ ଭୋକ ହୁଏ ନାହିଁ ? ନା ରବିବାର ମେଡିକାଲ୍ ବନ୍ଦ? ସରକାରୀ କାର୍ଯ୍ୟାଳୟ ସିନା ରବିବାର ବନ୍ଦ, ହେଲେ ଆହାର କେନ୍ଦ୍ର କ’ଣ ଏକ ସରକାରୀ କାର୍ଯ୍ୟାଳୟ?
ମୋଦିଙ୍କ ଲକି ନମ୍ବର ୮। ଏଇ ତାରିଖରେ ଯାହା କରୁଛନ୍ତି ସେଥିରେ ହେଉଛନ୍ତି ସଫଳ। ନିର୍ବାଚନ ପ୍ରଚାର ଆରମ୍ଭ ବି ମୋଦି କରନ୍ତି ଏଇ ତାରିଖରେ
ପୁରୀ ଆକାଶରେ ବାୟୁସେନାର ଜଲଓ୍ୱା.. ବ୍ଲୁ ଫ୍ଲାଦ୍ ବିଚରେ ଚାଲିଛି ସୂର୍ଯ୍ୟକିରଣ ଶୋ’
ଆବାସ ଯୋଜନା ନାଁରେ ଲକ୍ଷଲକ୍ଷ ଚଳୁ। କୋଉଠି ଭୂତ ନାଁରେ ଘର ଆଲର୍ଟ ହୋଇଛି ତ ପୁଣି ସ୍ୱାମୀ-ସ୍ତ୍ରୀଙ୍କୁ ଦିଆଯାଇଛି ଦୁଇଟି ଲେଖାଏଁ ଘର...ଯିଏ ଲାଂଚ ଦେଲା ସିଏ ଘର ପାଇଲା, ଆଉ ଯିଏ ଦେଲାନି....
ବଲାଙ୍ଗିରର ବ୍ୟାଙ୍କ କୃଷି ଅଧିକାରୀ ଦିବ୍ୟରଂଜନ ମିଶ୍ରଙ୍କ ମୃତ୍ୟୁକୁ ନେଇ ବଢୁଛି ସସପେନ୍ସ ।
ହୀରାକୁଦ ଡ୍ୟାମର ଅଧିକ ଗେଟ୍ ଖୋଲିବା ଚାହୁଁଛି ବଘେଲ୍ ସରକାର, ଓଡ଼ିଶା କହିଲା ୩୪ରୁ ଅଧିକ ଖୋଲିବୁନି
ପାଣି ଘେରରେ କେନ୍ଦୁଝର ସହର...କାମାକ୍ଷାନଗରରେ କାନ୍ଥ ପଡ଼ି ମହିଳା ଓ ବାଲୁଗାଁରେ ପାଣିରେ ବୁଡ଼ି ଶିଶୁ ମୃତ
କରୋନା ବର୍ଷ ଭଳି କ୍ୱାଟର ଏଣ୍ଡ ନା ବର୍ଷ ଶେଷକୁ ଫାଇନାଲ୍ ଏକଜାମ୍...CHSE ସ୍ପଷ୍ଟ କରୁନଥିବାରୁ ବଢୁଛି ଛାତ୍ରଛାତ୍ରୀ ଓ ଅଧ୍ୟାପକଙ୍କ ସଂଶୟ
ଠେଙ୍ଗା ବାଡି ଧରି ରାତି ଉଜାଗର ଗାଁ ଲୋକେ
ପ୍ରଜାତନ୍ତ୍ର ପ୍ରତିଷ୍ଠା ଉତ୍ସବରେ ଯୋଗଦେଲେ କହିଲେ, ଓଡ଼ିଶାରେ ଆସିଗଲା ଅଚ୍ଛେଦିନ
ମାନିବାକୁ ପଡିବ ଏ ଭାଇଙ୍କୁ। ମହାଦେବଙ୍କ ମସ୍ତକରେ ପାଣି ଢାଳିବା ପରେ ଅନ୍ଧାର କରି ଛୁ ମାରିଲେ...
ଭୋଜି କଲା ବେଳକୁ ବିଧାୟକ, ସରପଞ୍ଚଙ୍କୁ ଡାକି ମାଂସ ଝୋଳ ଖୁଆଇବ . . .
ବଂଶ ବୁଡ଼େଇ ଦେଲା ଖରସ୍ରୋତା। ଏକା ସାଙ୍ଗରେ ଚାଲିଗଲେ ଜେନା ଘରର ୪ ପୁଅ...୨ ଏବେ ବି ନିଖୋଜ। ୬ ନାତିଙ୍କୁ ହରାଇ ଛାତି ପିଟି କାନ୍ଦୁଛି ବୁଢ଼ା ଜେଜେ। ଯେଉଁମାନେ ବୁଢା ଜେଜେଙ୍କୁ କାନ୍ଧ ଲଗାଇ ମଶାଣି ନେଇ ଥାଆନ୍ତେ ସେମାନଙ୍କୁ ନିଜ କାନ୍ଧରେ ମଶାଣି ନେଉଛି ଏହି ବୁଢା ଜେଜେ
୨୦୧୮ ପ୍ରାରମ୍ଭରେ ମହାପ୍ରଭୁ ଜଗନ୍ନାଥଙ୍କ ରତ୍ନଭଣ୍ଡାର ସୁରକ୍ଷା ନେଇ ହଲ୍ଲାପଟା ଭିତରେ ଆସିଥିଲା ଭିତରଭଣ୍ଡାର ଚାବି ହଯିଯିବା ଖବର। ଏନେଇ ତମ୍ବିତୋଫାନ ଚାଲିଥିବାବେଳେ ଜାନୁଆରୀ ୧୩ ତାରିଖରେ ସେତେବେଳର ଜିଲ୍ଲାପାଳ ସୂଚନାରେ କଣ କହିଥିଲେ, ଆଉ ଏବେ କଣ ଘଟିଲା ଜାଣନ୍ତୁ
ରାଜନୈତିକ ମହଲରେ ଆଲୋଚନା, ଦିବ୍ୟଶଙ୍କର ପାଇଁ ବିଜେଡି ଏତେ ବଦନାମ ହେଉଥିବା ସତ୍ୱେ, ନବୀନ କାହିଁକି ତାଙ୍କୁ ମଂଚ ଉପରେ ନିଜ ପାଖରେ ବସାଇବାକୁ ରାଜି ହେଲେ? ଏଥିପାଇଁ ଏହି ୧୧ଟି କାରଣ ଦାୟୀ କି?
ଦିନେ ବିଜେଡି ଓ ନବୀନଙ୍କ ବିରୋଧରେ ଗର୍ଜୁଥିଲେ, ଆଜି ଶଙ୍ଖ ଫୁଙ୍କିଲେ। ଦିନେ ରାହୁଲ ଆଣିଥିଲେ ରାଜନୀତିକୁ, ରଖିଥିଲେ କୋର୍ କମିଟିରେ। ଆଜି ସେଇ ହାତକୁ କହିଲେ ବାଏ ବାଏ। ଆଉ ହାତରେ ଧରିଲେ ବିଜେଡି ଶଙ୍ଖ।
ଯାଜପୁରର ଏମିତି ଏକ କ୍ଷେତ୍ର ଯେଉଁଠାରେ ମାଆ କାଳୀଙ୍କୁ କରାଯାଏ ସ୍ୱତନ୍ତ୍ର ପୂଜା। ଗୋଟିଏ ସହରର ତିନୋଟି ସ୍ଥାନରେ ମାଆଙ୍କର ଆଦ୍ୟରୂପକୁ କରାଯାଉଛି ପୂଜା
ଆଜି ଅକ୍ଟୋବର ୨୯ ତାରିଖ, ଶୁକ୍ରବାର। ସେଦିନ ବି ଥିଲା ଶୁକ୍ରବାର....ସନ୍ଧ୍ୟା ବେଳକୁ ମାଡ଼ି ଆସିଲା ଅଣଚାଷ ପବନ ସାଙ୍ଗକୁ ମୁସଳ ବର୍ଷା। ଆକାଶରେ ଝଟକୁଥାଏ ବିଜୁଳି, ମାରୁଥାଏ ଘଡ଼ଘଡ଼ି।
ମହାବାତ୍ୟା ସମୟରେ ମୃତ୍ୟୁ ଲୋକଙ୍କ ପାଖେ ପାଖେ ବୁଲୁଥିଲା। ସମୁଦ୍ର ପାଣି ମାଡି ଆସିବା ପରେ ନଗରୀ ଗାଁର ଲୋକମାନେ କିଏ ଚାଳ ଉପରେ ତ କିଏ ଗଛରେ ଚଢି ଯାଇଥିଲେ। ବିଭାସ ଚନ୍ଦ୍ର ଫନ୍ଦକାର ନାମକ ଜଣେ ଯୁବକଙ୍କ ପରିବାରରୁ ୧୧ ଜଣ ଲୋକ ପ୍ରାଣ ହରାଇଥିଲେ। ଯୁବକ ବିଭାସ, ଚାଳ ଉପରକୁ ଉଠିଯାଇ ଗୋଟିଏ ହାତରେ ମାଆଙ୍କୁ ଓ ଅନ୍ୟ ହାତରେ ନିଜ ଭଉଣୀଙ୍କୁ ଧରିଥିଲେ। କିନ୍ତୁ…
ମାଛର ଦାମ ଶୁଣିଲେ ଉଡିଯିବ ହୋସ । ଦେଖନ୍ତୁ ଏହା କେଉଁ ମାଛ ।
୨୧ ବର୍ଷ ଧରି ଓଡ଼ିଶାକୁ ଶାସନ କରୁଥିବା ବିଜେଡି ଏଥର ନିଜର ମନ୍ତ୍ରୀଙ୍କୁ ନେଇ ଅଡୁଆରେ ପଡ଼ିପାରେ। ପଞ୍ଚାୟତ ନିର୍ବାଚନ ଆସୁଥିବାରୁ ଏହି ପ୍ରସଙ୍ଗ ଦଳର ଗୋଡ଼ ଟାଣିପାରେ। ପୂର୍ବରୁ ମଧ୍ୟ ଏହାର ଉଦାହରଣ ରହିଛି।