Advertisment

ବାହାଘର, ବ୍ରତଘରକୁ ଡାକିବ...ଭୋଜି କଲା ବେଳକୁ ସରପଞ୍ଚଙ୍କୁ ଡାକିବ?

ଭୋଜି କଲା ବେଳକୁ ବିଧାୟକ, ସରପଞ୍ଚଙ୍କୁ ଡାକି ମାଂସ ଝୋଳ ଖୁଆଇବ . . .

author-image
Prangyan Parimita

ଆଚ୍ଛା...ବାହାଘରଠୁ ବ୍ରତଘର...ଜନ୍ମଦିନଠୁ ଶ୍ରାଦ୍ଧ...ସବୁଦିନ ମତେ ଡାକିବ। ହେଲେ ଭୋଜି କଲା ବେଳକୁ ବିଧାୟକ, ସରପଞ୍ଚଙ୍କୁ ଡାକି ମାଂସ ଝୋଳ ଖୁଆଇବ । ଏମିତି ହୋଇପାରିବନି...ତୁମ ମୁଣ୍ଡକୁ...ମୋ ବୋଉଲୋ...ମାଡାମ ରାଗିଛନ୍ତି

Advertisment
The Great Odisha Political Circus Otv
Advertisment
Advertisment