କୋକସରା ଓ ଆସିକାରେ ମାତିଛନ୍ତି ଡକାୟତ ଗ୍ୟାଙ୍ଗ୍ : ଠେଙ୍ଗା ବାଡି ଧରି ରାତି ଉଜାଗର ଗାଁ ଲୋକେ, ଧନଜୀବନ ସୁରକ୍ଷା ପାଇଁ ଆଖିକୁ ନିଦ ନାହିଁ
Published: Prangyan Parimita
Last updated: 08 August 2022, 09:04 PM IST
କୁନି ବୟସରେ ସେ ବାପା ମାଆଙ୍କ ସହ ବାହାର ରାଜ୍ୟକୁ ଯାଇଥିଲା ଦାଦନ ଖଟି। ସେଠି ଇଲେକ୍ଟ୍ରି ସକ୍ ଖାଇ ତା ହାତଗୋଡ଼ ହରାଇଲା। କିନ୍ତୁ ଜଣେ ଜିଲ୍ଲା କଲେକ୍ଟର ତା ଜୀବନ ବଦଳାଇ ଦେଲେ। ଝିଆଟି ଆଜି ଜାତୀୟ ରେକର୍ଡ ସୃଷ୍ଟି କରିଛି।