• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Entertainment Details Updates

susanta
ସୁଶାନ୍ତଙ୍କ ଅନ୍‌ସ୍କ୍ରିନ୍‌ ଭଉଣୀ କହିଲେ, ରହସ୍ୟ ତମ ସାଙ୍ଗରେ ଚାଲିଗଲା

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ବିୟୋଗରେ ସାରା ଦେଶ ସ୍ଥାଣୁ ପାଲଟିଯାଇଛି। ସେ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟରେ ରାଜ୍‌ କରୁଥିଲେ। ସୁଶାନ୍ତଙ୍କ ଅକାଳରେ ବିୟୋଗକୁ କେହି ବି ସହଜରେ ବିଶ୍ୱାସ କରିପାରୁନାହାନ୍ତି। ସୁଶାନ୍ତଙ୍କ ଫିଲ୍ମ ‘ଏମ୍‌ଏସ୍‌ ଧୋନୀ’ରେ ତାଙ୍କ ଭଉଣୀ ଭାବେ ଅଭିନୟ କରିଥିବା ଭୂମିକା ଚାୱଲା ନିଜ ଟ୍ୱିଟ୍‌ରେ ଏକ ଫଟୋକୁ ଶେୟାର କରିଛନ୍ତି।   View this post on Instagram   Dear Sushant – wherever you […]

  • Monday, 19 July 2021
vardhan puri
ବଲିଉଡ୍‌ରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ଅମରେଶ ପୁରୀଙ୍କ ନାତି

ମୁମ୍ବାଇ: ୨୦୧୮ରେ ଆଉଜଣେ ଷ୍ଟାରକିଡ୍‌ ବଲିଉଡ୍‌ରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି। ଜାହାଙ୍କ ନାମ ହେଉଛି ବର୍ଦ୍ଧନ ପୁରୀ। ସେ ବଲିଓଡ୍‌ର ଦିବଂଗତ ଅଭିନେତା ଅମରେଶ ପୁରୀଙ୍କ ନାତି। ଏହା ପୂର୍ବରୁ ବର୍ଦ୍ଧନ ‘ଇସକ୍‌ଜାଦେ’ ଓ ‘ଦାୱତ୍‌ ଏ ଇସ୍କ’ ପାଇଁ ପରଦା ପଛରେ କାମ କରିସାରିଛନ୍ତି। ଏହା ସହିତ ମନିଷ ଶର୍ମାଙ୍କ ସହିତ ଫିଲ୍ମ ‘ଶୁଦ୍ଧ ଦେଶୀ ରୋମାନ୍ସ’ ପାଇଁ ମଧ୍ୟ କାମ କରିବାର ଅଭିଜ୍ଞତା ରଖିଛନ୍ତି।    ଖବର ଅନୁଯାୟୀ ବର୍ଦ୍ଧନ ପୁରୀ ତାଙ୍କର ପ୍ରଥମ […]

  • Monday, 19 July 2021
sonali
ରୋଗଶଯ୍ୟାରୁ ପୁଅକୁ ଜନ୍ମଦିନର ବାର୍ତ୍ତା ପଠାଇଲେ ସୋନାଲି ବେନ୍ଦ୍ରେ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ତାଙ୍କ ପୁଅ ରଣବୀରକୁ ୧୩ତମ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି। କ୍ୟାନ୍‌ସର ସହ ସଂଗ୍ରାମ କରୁଥିବା ସୋନାଲି ନ୍ୟୁୟର୍କରେ ଚିକିତ୍ସିତ ହେଉଛନ୍ତି। ଜନ୍ମଦିନ ଅବସରରେ ତାଙ୍କ ପୁଅ ଉଦ୍ଦେଶ୍ୟରେ ପୋଷ୍ଟ କରିଥିବା ଭିଡିଓଟି ବେଶ୍‌ ଭାବପୂର୍ଣ୍ଣ ହୋଇଛି। ଏଥି ସହିତ ରୋଗଶଯ୍ୟାରୁ ପୁଅ ପାଇଁ ଅସୁମାରୀ ସ୍ନେହ ଓ ପ୍ରେମଭରା ବାର୍ତ୍ତା ପଠାଇଛନ୍ତି। ଯାହାକୁ ପଢ଼ିବା ପରେ ଯେ କେହି ବି ଅନୁଭବ କରିପାରିବ ପୁଅଠୁ ଦୂରରେ ରହିବା  ମା’ ପାଇଁ […]

  • Monday, 19 July 2021
hina khan wp
ଫଟୋ ପୋଷ୍ଟ୍‌ କରି ହୀନସ୍ତା ହେଲେ ହୀନା ଖାନ୍‌

ମୁମ୍ବାଇ: ଅଭିନେତ୍ରୀ ହୀନା ଖାନ୍‌ ଏମିତି ଗୋଟେ ବିବାଦୀୟ ଫଟୋ ପୋଷ୍ଟ କରିଛନ୍ତି ଯାହାକୁ ନେଇ ସେ ସୋଶାଲ ମିଡିଆରେ ସାଂଘାତିକ ଭାବେ ଟ୍ରୋଲ୍‌ ହୋଇଛନ୍ତି। ପୋଷ୍ଟ୍‌ ହୋଇଥିବା ଫଟୋରେ ଦେଖାଯାଉଛି ପ୍ରଭୁ ଗଣେଶଙ୍କ ମୂର୍ତ୍ତି ଆଗରେ ହୀନା ଓ ତାଙ୍କ ପୁରୁଷବନ୍ଧୁ ରକି ଜୋତା ପିନ୍ଧି ପୋଜ୍‌ ଦେଇଛନ୍ତି। କେବଳ ସେତିକି ନୁହେଁ ହୀନା ଯେଉଁ ପୋଷାକ ପିନ୍ଧିଛନ୍ତି ଯେଉଁଥିରେ ତାଙ୍କ ଅନ୍ତଃବସ୍ତ୍ର ଦେଖାଯାଉଛି। ଅଭିନେତ୍ରୀ ହୀନା ଖାନ୍‌ ତାଙ୍କ ଧାରାବାହିକ ‘ୟେ ରିସ୍ତା କ୍ୟା […]

  • Monday, 19 July 2021
susanta
‘ବନ୍ଦେ ଭାରତମ୍‌’ ଫିଲ୍ମରେ ଲିଡ୍‌ ରୋଲ କରିଥାନ୍ତେ ସୁଶାନ୍ତ, କିନ୍ତୁ...

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଦେହାନ୍ତ ପରେ ତାଙ୍କର ପ୍ରଶଂସକ , ପରିବାର ଓ ବନ୍ଧୁମାନଙ୍କୁ ଆଶ୍ଚର୍ଯ୍ୟ କରିଛି। ସୁଶାନ୍ତଙ୍କ ବିୟୋଗରେ ତାଙ୍କ ସହ ଜଡ଼ିତ ଅନେକ ନୂଆ ନୂଆ କଥା ସାମ୍ନାକୁ ଆସୁଛି। ସୁଶାନ୍ତ ସାଇନ୍‌ କରିଥିବା ପ୍ରୋଜେକ୍ଟଗୁଡିକ ଅଧୁରା ରହିଛି। ସେହି ପ୍ରୋଜେକ୍ଟ ମଧ୍ୟରୁ ‘ବନ୍ଦେ ଭାରତମ’ ହେଉଛି ଅନ୍ୟତମ। ସେହି ଫିଲ୍ମରେ ସୁଶାନ୍ତ ଲିଡ୍‌ ରୋଲରେ ଅଭିନୟ କରିଥାନ୍ତେ। ଏହି ଫିଲ୍ମଟିକୁ ସୁଶାନ୍ତଙ୍କର ଖାସ୍‌ ବନ୍ଧୁ ତଥା ଫିଲ୍ମ ନିର୍ଦ୍ଦେଶକ […]

mahesh
ମହେଶ@43: ଛୁଟିଲା ଶୁଭେଚ୍ଛାର ସୁଅ

ଆଜି ଟଲିଉଡ୍‌ ସୁପରଷ୍ଟାର ତଥା ଷ୍ଟାଇଲିଶ ହିରୋ ମହେଶ ବାବୁଙ୍କ ଜନ୍ମଦିନ। ଆଜି ସେ ୪୩ ବର୍ଷରେ ପଦାର୍ପଣ କରିଛନ୍ତି। ଏଥିପାଇଁ ତାଙ୍କୁ ଶୁଭେଛୁମାନଙ୍କଠାରୁ ଶୁଭେଚ୍ଛାର ସୁଅ ଛୁଟିଛି। ତାଙ୍କୁ ସମନ୍ଥା ଆକିନେନି, ରାକୁଲ ପ୍ରୀତ୍‌, ମୋହନଲାଲ୍, ବିଭିଏସ୍‌ ରବି, ବଂଶୀ ପାଇଦିପଲ୍ଲୀ, ସୁମନ୍ତ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି। ମହେଶଙ୍କ ଚେହେରାର ବିଶେଷତ୍ତ୍ୱ ହେଉଛି ସେ ଆଜି ବି ୨୦ ବର୍ଷ କମ୍‌ ଦେଖାଯାଉଛନ୍ତି। ତାଙ୍କ ଜନ୍ମଦିନ ଅବସରରେ ସେ ତାଙ୍କର ନୂଆ ସିନେମା ‘ମହାରିଶି’ର ଫାଷ୍ଟ […]

  • Monday, 19 July 2021
film
ରିଲିଜ୍ ହେଲା ଓଡ଼ିଆ ଫିଲ୍ମ ‘ଲୋକାଲ ଟୋକା ଲଭ୍ ଚୋଖା’ର ଅଡିଓ

ଭୁବନେଶ୍ୱର : ଖୁବ୍‌ଶୀଘ୍ର ପରଦାକୁ ଅାସିବାକୁ ଯାଉଛି ଅଭିନେତା ବାବୁସାନ ଓ ଅଭିନେତ୍ରୀ ସନମିରାଙ୍କ ଅଭିନୀତ ଫିଲ୍ମ ‘ଲୋକାଲ ଟୋକା ଲଭ୍ ଚୋଖା’। ଗତକାଲି କଟକରେ ଫିଲ୍ମର ଅଡ଼ିଓ ରିଲିଜ୍‌ ହୋଇଛି। ପ୍ରଦ୍ୟୁମ୍ନ ଲେଙ୍କା, ଡ଼ିପି ଖଣ୍ଡେଲୱାଲ ଓ ଅନୁପ ଅଗ୍ରୱାଲ ଫିଲ୍ମର ପ୍ରଯୋଜନା ଦେଇଥିବାବେଳେ ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ସୁଧାଂଶୁ ମୋହନା ସାହୁ। ତରଙ୍ଗ ମ୍ୟୁଜିକ୍‌ ବ୍ୟାନରରେ ନିର୍ମିତ ଗୀତ ଗୁଡ଼ିକର ନିର୍ଦ୍ଦେଶନା ବୈଦ୍ୟନାଥ ଦାସ ଦେଇଥିବାବେଳେ ଗୀତ ରଚନା କରିଛନ୍ତି  ନିର୍ମଳ ନାୟକ। ତେବେ […]

  • Monday, 19 July 2021
sonali
ଫ୍ରେଣ୍ଡସିପ୍‌ ଡେ’ରେ ସୋନାଲି ଶେୟାର କଲେ ନିଜର ଫଟୋ

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ସୋନାଲି ବେନ୍ଦ୍ରେଙ୍କୁ ହାଇଗ୍ରେଡ୍‌ କ୍ୟାନସର୍‌ ହୋଇଥିବା ଖବର ପ୍ରଶଂସକମାନଙ୍କୁ ବ୍ୟଥିତ କରିଛି। ସୋନାଲି ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଏକ ଫଟୋ ଶେୟାର କରିଛନ୍ତି। ଏହାକୁ ଦେଖିବା ପରେ ତାଙ୍କ ପ୍ରଶଂସକମାନେ ଏକ ପ୍ରକାର ଭାଙ୍ଗି ପଡ଼ିଛନ୍ତି। ଏହି ଫଟୋରେ ସୋନାଲି ପୂରା ଲଣ୍ଡା ହୋଇଯାଇଛନ୍ତି। ଫଟୋର କ୍ୟାପ୍‌ସନ୍‌ରେ ସେ ଲେଖିଛନ୍ତି- Boldisbeautiful। ସୋନାଲିଙ୍କ ସହ ଏହି ଫଟୋରେ ହ୍ରିତିକ୍‌ ରୋଶନ୍‌ଙ୍କ ପୂର୍ବତନ ପତ୍ନୀ ସୁଜେନ୍‌ ଖାନ୍‌ ବି ଅଛନ୍ତି। ଫ୍ରେଣ୍ଡସିପ୍‌ ଡେ’ […]

  • Monday, 19 July 2021
friendship day
ଆଜି ଫ୍ରେଣ୍ଡସିପ୍ ଡେ’

ଭୁବନେଶ୍ୱର: ବନ୍ଧୁ। ସବୁଠୁ ଭିନ୍ନ ଏ ସମ୍ପର୍କ। ଏଥିରେ  ନା ଥାଏ କୌଣସି ବାଛବିଚାର, ନା ବୟସର କଟକଣା। ସେ ଯୁବକ ହେଉ କି ବୃଦ୍ଧ ସମସ୍ତଙ୍କ ପାଖରେ ବନ୍ଧୁତ୍ୱର ମହତ୍ତ୍ୱ ରହିଛି। ତେଣୁ ସମସ୍ତେ ବନ୍ଧୁତ୍ତ୍ୱ ଦିବସକୁ ଖୁବ୍‌ ଉତ୍ସାହର ସହ ପାଳନ୍ତି। ଆଜି ହେଉଛି ସେହି ବନ୍ଧୁତ୍ୱ ଦିବସ। ବନ୍ଧୁଙ୍କ ପାଇଁ ଦିନଟିଏ କହିଲେ ଅତ୍ୟୁକ୍ତି ହେବ ନାହିଁ। ଖାଲି ଭାରତ ନୁହେଁ ସାରା ବିଶ୍ୱରେ ଆଜି ପାଳନ ହେଉଛି ବନ୍ଧୁତ୍ୱ ଦିବସ ଅର୍ଥାତ୍‌ […]

  • Monday, 19 July 2021
Kishore-Kumar-picture
ମନେ ପଡ଼ନ୍ତି ସ୍ୱରର ଯାଦୁଗର କିଶୋରଦା

ତାଙ୍କରି ଗୀତର ଲହର ଆପଣଙ୍କୁ ହସାଇପାରେ ଆଉ କନ୍ଦାଇ ବି ପାରେ। ସ୍ୱରର ଯାଦୁଗର କିଶୋର କୁମାର ଖାଲି ଯେ ଜଣେ ଗାୟକ ଥିଲେ ତାହା ନୁହେଁ, ଜଣେ ସଙ୍ଗୀତକାର, ଅଭିନେତା, ମ୍ୟୁଜିକ୍‌ କମ୍ପୋଜର ଓ ନିର୍ଦ୍ଦେଶକ ମଧ୍ୟ ଥିଲେ। ବଲିଉଡ୍‌ର ପ୍ରସିଦ୍ଧ ଗାୟକ କିଶୋର କୁମାରଙ୍କ ଆଜି ହେଉଛି ୮୯ତମ ଜନ୍ମ ଜୟନ୍ତୀ। ତାଙ୍କର ଜନ୍ମଦିବସ ଅବସରରେ ବଲିଉଡ୍‌ ସମେତ ସାରା ଦେଶ ତାଙ୍କୁ ମନେ ପକାଉଛନ୍ତି। ‘ପଲ୍‌ ପଲ୍‌ ଦିଲ୍‌ କେ ପାସ୍‌ ତୁମ୍‌ […]

  • Monday, 19 July 2021
ram
ଆସୁଛି ‘କରୋନା ଭାଇରସ’, ରିଲିଜ୍‌ ହେଲା ଟ୍ରେଲର

ମୁମ୍ୱାଇ: ମହାମାରୀ କରୋନା ଭାଇରସ ଲୋକଙ୍କ ଚିନ୍ତାକୁ ଦିନକୁ ଦିନ ବଢ଼ାଇବାରେ ଲାଗିଛି। ଏହି ମହାମାରୀରୁ ରକ୍ଷା ପାଇବା ପାଇଁ ଲକ୍‌ଡାଉନ୍‌ର ଅବଧିକୁ ମେ’୩୧ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ସାମାଜିକ ଦୂରତା ଉପରେ ଧ୍ୟାନ ଦେବାକୁ ସରକାର ବାରମ୍ୱାର ଜନସାଧାରଣଙ୍କୁ ଅପିଲ କରୁଛନ୍ତି। ଏହି ସମୟରେ ନିର୍ଦ୍ଦେଶକ ରାମ ଗୋପାଳ ବର୍ମା ଏକ ‍ଫିଲ୍ମ ପ୍ରସ୍ତୁତ କରୁଛନ୍ତି। ଯାହାର ନାଁ ‘କରୋନା ଭାଇରସ’। ବର୍ମା ଏହି ଫିଲ୍ମର ଏକ ଟ୍ରେଲର ରିଲିଜ କରିଛନ୍ତି। Here is the […]

  • Monday, 19 July 2021
bharati
ଭାରତୀଙ୍କ କୁକୁର ପ୍ରେମ, ମୁହଁରେ ଖୁଆଇଲେ ବିସ୍କୁଟ

ନୂଆଦିଲ୍ଲୀ: ହାସ୍ୟ ଅଭିନେତ୍ରୀ ଭାରତୀ ସିଂ ଲକ୍‌ଡାଉନ୍‌ ସମୟରେ ନିଜ ଫ୍ୟାନ୍ସମାନଙ୍କ ମନୋରଞ୍ଜନ ପାଇଁ କିଛି ନା କିଛି ଫଟୋ ଓ ଭିଡିଓକୁ ଇନଷ୍ଟାଗ୍ରାମ ଆକଉଣ୍ଟରେ ସେୟାର କରିଥାନ୍ତି। ଏବେ ଭାରତୀ ଏକ ନୂଆ ଭିଡିଓକୁ ସେୟାର କରିଛନ୍ତି। ଭିଡିଓଟିରେ ଭାରତୀ ଖାଇଥିବା ବିସ୍କୁଟକୁ କୁକୁରକୁ ଖାଇବାକୁ ଦେଉଥିବାର ଦେଖିବାକୁ ମିଳୁଛି। ଭାରତୀଙ୍କ ଏଭଳି ମଜାଦାର ଭିଡିଓକୁ ଦେଖି ଫ୍ୟାନ୍ସମାନେ  ମନୋରଞ୍ଜନ କରିବା ସହିତ ଖୁବ୍‌ ପ୍ରଶଂସା ମଧ୍ୟ କରୁଛନ୍ତି।   View this post on […]

  • Monday, 19 July 2021
bollywood film
ଫିଲ୍ମ ଫ୍ରାଇଡେରେ ରିଲିଜ୍‌ ହେଲା ଏକା ସାଙ୍ଗେ ୪ ଫିଲ୍ମ

ମୁମ୍ବାଇ: ଆଜି ଫିଲ୍ମ ଫ୍ରାଇଡେରେ ପରଦାକୁ ଆସିଛି ଚାରିଟି ନୂଆ ଫିଲ୍ମ। ମୁଲ୍କ, ଫନି ଖାନ୍, କାରୱାନ୍‌ ଏବଂ ପିହୁ ସାରା ଦେଶରେ ରିଲିଜ୍ ହୋଇଛି। କିଛି ଦିନର ବ୍ୟବଧାନ ପରେ ଦର୍ଶକଙ୍କ ସାମ୍ନାକୁ ଆସିଛି କୋର୍ଟ ରୁମ୍ ଡ୍ରାମା। ତାପସୀ ପାନ୍ନୁ ଏବଂ ରିଶି କପୁରଙ୍କ ‘ମୁଲ୍କ’ ରିଲିଜ୍ ପୂର୍ବରୁ ବେଶ୍‌ ପ୍ରଂଶସା ସାଉଁଟି ସାରିଛି। ତେବେ ୩୧ ବର୍ଷୀୟ ତାପସୀଙ୍କ ଓକିଲ ଭୂମିକାକୁ ନେଇ ବେଶ୍‌ କଳ୍ପନାଜଳ୍ପନା ଲାଗି ରହିଛି। ୟଙ୍ଗ୍‌ ଡାଇନାମିକ୍ କ୍ୟାରେକ୍ଟର […]

  • Monday, 19 July 2021
Bhuj
'ଭୁଜ : ଦ ପ୍ରାଇଡ୍ ଅଫ୍ ଇଣ୍ଡିଆ'ର ପ୍ରଥମ ଗୀତ 'ହଞ୍ଜୁଗମ୍' ରିଲିଜ୍

ଫିଲ୍ମ 'ଭୁଜ୍: ଦି ପ୍ରାଇଡ୍ ଅଫ୍ ଇଣ୍ଡିଆ'ର ପ୍ରଥମ ଗୀତ' ହଞ୍ଜୁଗମ୍ 'ମୁକ୍ତିଲାଭ କରିଛି। ଏହି ଗୀତ ଅଜୟ ଦେବଗନ ଏବଂ ଅଭିନେତ୍ରୀ ପ୍ରଣିତା ସୁଭାଷଙ୍କ ଉପରେ ସୁଟିଂ କରାଯାଇଛି। ଏହି ଦୁଇଜଣଙ୍କର ରୋମାଣ୍ଟିକ୍ ଯୋଡି ହିଁ ଗୀତଟିକୁ ଆଶ୍ଚର୍ଯ୍ୟଜନକଭାବେ ରିଲିଜ୍ ହେବା ମାତ୍ରେ ସୋସିଆଲ ମିଡିଆରେ ଚହଳ ପକେଇ ଦେଇଛି।

sani
ଭାରତ ଛାଡ଼ି କରୋନା ହଟସ୍ପଟ ‘ଆମେରିକା’ରେ ରହିବାକୁ ପସନ୍ଦ କଲେ ସନ୍ନି

ନୂଆଦିଲ୍ଲୀ: ସାରା ବିଶ୍ୱରେ ମହାମାରୀ କରୋନା ନିଜର କାୟା ବିସ୍ତାର କରିବାରେ ଲାଗିଛି।  ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକା ବି ଏହାର ପଞ୍ଝାରୁ ମୁକୁଳି ପାରିନି।  କରୋନା ହଟ୍‌ସ୍ପଟ ପାଲଟିଛି ଆମେରିକା।  ଏପରି ସମୟରେ ବଲିଉଡ ଅଭିନେତ୍ରୀ ସନ୍ନି ଲିଓନ୍‌  ଭାରତ ଅପକ୍ଷା ଆମେରିକାକୁ ସୁରକ୍ଷିତ ସ୍ଥାନ ମନେ କରି ତାଙ୍କ ସ୍ୱାମୀ ଓ ତିନି ପିଲାଙ୍କ ସହ ଆମେରିକାର ଲସ୍ ଆଞ୍ଜେଲସ୍‌ ପଳାଇଛନ୍ତି । ସନି ନିଜ ଅଫିସିଆଲ ଇନଷ୍ଟାଗ୍ରାମରେଏକ ଫଟୋ ଶେୟାର କରିଛନ୍ତି, […]

Ayesha_Nana
ନାନା ପାଟେକରଙ୍କ ସହ ଲିଭ୍‌-ଇନ୍‌- ରିଲେସନ୍‌ସିପ୍‌ରେ ଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ ସିନେମାରେ ନିଖୁଣ ଅଭିନୟରେ ସିନେପ୍ରେମୀଙ୍କ ମନ ଜିଣିଥିବା ନାନା ପାଟେକର ବି ଲିଭ୍‌-ଇନ୍-ରିଲେସନ୍‌ସିପ୍‌ରେ ଥିଲେ। ଯଦିଓ ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ଅଭିନେତା ଅଭିନେତ୍ରୀ ଲିଭ୍‌-ଇନ୍‌-ରିଲେସନ୍‌ସିପ୍‌ରେ ରହିଥିବା ନୂଆ ନୁହେଁ, କିନ୍ତୁ ନାନାଙ୍କ କଥା ଟିକେ ଅଲଗା। କାରଣ ତାଙ୍କର ବଲିଉଡ୍‌ରେ ସ୍ୱତନ୍ତ୍ର ପରିଚୟ ରହିଛି। ତାଙ୍କର ଫ୍ୟାନ୍‌ମାନେ ମଧ୍ୟ ସ୍ୱତନ୍ତ୍ର । କ୍ରାନ୍ତିବୀରଠାରୁ ଆରମ୍ଭ କରି ତିରଙ୍ଗା ପର୍ଯ୍ୟନ୍ତ ନାନା ତାଙ୍କ ଫିଲ୍ମରେ ଯେଉଁ ନିଖୁଣ ଅଭିନୟ କରିଥିଲେ ତାହା ଦେଖିଥିବା ଲୋକ ଭୁଲିପାରିବ ନାହିଁ। […]

  • Monday, 19 July 2021
vlcsnap-error689
ରିଲିଜ୍‌ ହେଲା ପାଟଣାଗଡ଼ ପାର୍ସଲ ବୋମା ସିନେମାର ଟିଜର

ଭୁବନେଶ୍ୱର: ସିଲଭର୍ ସ୍କ୍ରିନ୍‌କୁ ଥରାଇବ ପାଟଣାଗଡ଼ର ପାର୍ସଲ ବୋମା କାହାଣୀ। ନିର୍ମାଣାଧିନ ସିନେମାର ଟିଜର ସିକ୍ୱେନ୍ସରେ ଦମଦାର୍ ଷ୍ଟାରକାଷ୍ଟରୁ ବାରି ହେଉଛି ଫିଲ୍ମର କେମିତି ହେଉଥିବ ମେକିଂ। ଆଜି ରିଲିଜ୍‌ ହୋଇଛି ଏହି ଚଳଚ୍ଚିତ୍ରର ଟିଜର। ଯାହାକି ଏବେ ବଢ଼ାଇଛି ଦର୍ଶକଙ୍କ ଉତ୍କଣ୍ଠା। ରେଂଜ ରୟାଲ ସିନେ ଲ୍ୟାବ ବ୍ୟାନରରେ ଶ୍ରୀଧର ମାର୍ଥା ପ୍ରଯୋଜିତ ଏବଂ ରାଜେଶ ଟଚରିଭରଙ୍କ ନିର୍ଦ୍ଦେଶନାରେ ଜୋରସୋରରେ ଚାଲିଛି ମୁଭିର ସୁଟିଂ। ଜେରା କରାଯାଉଛି ପାଟଣାଗଡ଼ ବ୍ଲାଷ୍ଟର ଖଳନାୟକଙ୍କୁ। କେମିତି ପଠାଇଥିଲା ମୃତ୍ୟୁର […]

  • Monday, 19 July 2021
ial
ବଲିଉଡ୍‌ରେ ଚମକିଲେ ଓଡ଼ିଆ ଝିଅ

ନୂଆଦିଲ୍ଲୀ: ବଲିଉଡ୍‌ରେ ପୁଣି ଚମକିଲେ ଓଡ଼ିଆ ଝିଅ ।ସଞ୍ଜୟ ଲୀଲା ଭଂସାଲୀଙ୍କ ଆଗାମୀ ଫିଲ୍ମ ମଲାଲ୍‌ ଆଇଟମ୍ ନମ୍ବର ଆଇଲାରେ ନଜର ଆସୁଛନ୍ତି। ସମ୍ବଲପୁରର ସୁଶ୍ରୀ ଶ୍ରେୟା ମିଶ୍ର । ପୂର୍ବରୁ ମିସ୍ ଇଣ୍ଡିଆ କଣ୍ଟେଷ୍ଟ୍ରେ ଭାଗ ନେବା ସହ ମଡେଲିଂ ଜଗତରେ ବେଶ୍ ନାଁ କମାଇଥିବା ଶ୍ରେୟାଙ୍କର ଏହା ଦ୍ୱିତୀୟ ବଲିଉଡ୍ ମୁଭି ଓ ପ୍ରଥମ ଆଇଟମ୍ ସଙ୍ଗ୍ । ଆଜି ଏହି ଗୀତର ଭିଡିଓ ରିଲିଜ୍ ହୋଇଥିବାବେଳେ କେବଳ ୟୁଟ୍ୟୁ଼ବରେ ୬ ଘଣ୍ଟାରେ ୩ […]

new film
ଫିଲ୍ମ ଫ୍ରାଇଡେରେ ଆଜି ରିଲିଜ୍‌ ହୋଇଛି ଦୁଇଟି ଫିଲ୍ମ

ମୁମ୍ବାଇ: ଆଜି ଫିଲ୍ମ ଫ୍ରାଇଡେରେ  ରିଲିଜ ହୋଇଛି ଦୁଇଟି ବଡ ଫିଲ୍ମ। ହଲିଉଡ ଓ ବଲିଉଡ ମଧ୍ୟରେ ଦେଖିବାକୁ ମିଳିଛି କଡ଼ା ଟକ୍କର। ଗୋଟିଏ ପଟେ ରିଲିଜ୍‌ ହୋଇଛି ସଞ୍ଜୟ ଦତ୍ତଙ୍କ ଫିଲ୍ମ ‘ସାହିବ ବିବି ଔର ଗ୍ୟାଙ୍ଗଷ୍ଟାର୍ ଥ୍ରୀ’ ଯେଉଁଥିରେ ସଞ୍ଜୟ ଦତ୍ତ ଗ୍ୟାଙ୍ଗଷ୍ଟାର ଭୁମିକାରେ ନଜର ଆସିଛନ୍ତି। ସଞ୍ଜୟଙ୍କ ବ୍ୟତୀତ ଫିଲ୍ମରେ ଜିମ୍ମି ଶେରଗିଲ, ମାହି ଗିଲ, ଓ ଚିତ୍ରାଙ୍ଗନ୍ଧା ସିଂହ ଏଥିରେ ନଜର ଆସିଛନ୍ତି। ଫିଲ୍ମରେ ଭରି ରହିଛି ଡ୍ରାମା ଓ ସସ୍‌ପେନ୍ସ […]

  • Monday, 19 July 2021
kbc
ରିଲିଜ ହେଲା ‘କୌନ୍‌ ବନେଗା କରୋଡ଼ପତି-୧୦’ ପ୍ରୋମୋ

ନୂଆଦିଲ୍ଲୀ: ଟେଲିଭିଜନ୍‌ ଦୁନିଆର ସବୁଠାରୁ ପପୁଲାର ଗେମ୍‌ ଶୋ’ ‘କୌନ୍‌ ବନେଗା କରୋଡ଼ପତି’ର ସିଜିନ୍‌ ୧୦ ଖୁବ୍‌ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଯେଉଁଥିରେ ଜଣେ ଗରିବ ବାପା କିଭଳି ଭାବରେ ନିଜ ପୁଅକୁ ଅଧିକ ପାଠ ପଢ଼ାଇବା ପାଇଁ ନିଜ ଜୀବନକୁ ଜଳାଞ୍ଜଳି ଦେଉଛନ୍ତି ତାହା ଦେଖିବାକୁ ମିଳିବ। ସବୁ ଥର ପରି ଏଥର ମଧ୍ୟ ବିଗ୍‌ ବି ଅମିତାଭ ବଚ୍ଚନ ଏହି ଶୋ’କୁ ହୋଷ୍ଟ୍‌ କରିବେ। ବିଗ୍‌ ବିଙ୍କୁ ସୁଟ୍‌ ବୁଟ୍‌ ସହ ଏକ […]

  • Monday, 19 July 2021
Ranveer-Jaggi
ସଦ୍‌ଗୁରୁ ଜାଗି ବାସୁଦେବଙ୍କ ସହ ନାଚିଲେ ରଣବୀର ସିଂ

ବେଙ୍ଗାଲୁରୁ: ଭାଇରାଲ ହେବାରେ ଲାଗିଛି ରଣବୀର ସିଂଙ୍କ ଏକ ଭିଡିଓ। ଏହି ଭିଡିଓରେ ସଦ୍‌ଗୁରୁ ଜାଗି ବାସୁଦେବଙ୍କ ସହିତ ରଣବୀର ସିଂ ଡ୍ୟାନ୍ସ କରୁଥିବାର ଦେଖାଯାଇଛି। ବେଙ୍ଗାଲୁରୁ ସ୍ଥିତ ଆଇଆଇଏମ୍‌ରେ ଏହି ଭିଡିଓ ସୁଟ୍‌ କରାଯାଇଥିବା ଜଣାପଡ଼ିଛି। ଏହି ଭିଡିଓକୁ ରଣବୀର ତାଙ୍କ ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ରଣବୀର ଭିଡିଓର କ୍ୟାପ୍ସନ ରଖିଛନ୍ତି ହାପି ଡ୍ୟାନ୍ସ । କାର୍ଯ୍ୟକ୍ରମରେ ଯେତେବେଳେ ରଣବୀରଙ୍କୁ ସଦଗୁରୁଙ୍କ ସହ ଡ୍ୟାନ୍ସ କରିବାକୁ କୁହାଗଲା, ସେ ତୁରନ୍ତ ରାଜି ହୋଇଯାଇଥିଲେ। ଅନ୍ୟପଟେ […]

  • Monday, 19 July 2021
rishi kapoor
ହସ୍ପିଟାଲରେ ରିଷି କପୁର ! ଫଙ୍କସନ ଛାଡ଼ି ପହଞ୍ଚିଲେ ରଣବୀର , ଆଲିଆ

ନୂଆଦିଲ୍ଲୀ : ଏବେ ଖବର ଆସିଛି ଦିଲ୍ଲୀର ଏକ ହସ୍ପିଟାଲରେ ରିଷି କପୁର ଭର୍ତ୍ତି ହୋଇଛନ୍ତି । ଏହି କାରଣରୁ ସେ ଅରମାନ ଜୈନଙ୍କ ମେହେନ୍ଦୀ ସେରେମନିରେ ଅନୁପସ୍ଥିତ ଥିଲେ । ଶୁଣିବାକୁ ମିଳୁଛି କି ନୀତୁ ,ରଣବୀର ଓ ଆଲିଆ ମଧ୍ୟ ତାଙ୍କ ପାଖରେ ପହଞ୍ଚିଛନ୍ତି । ସୂଚନା ଯେ , ଗତବର୍ଷ ରିଷି କପୁର କ୍ୟାନସର ଚିକିତ୍ସିତ ହୋଇ ୧୧ ମାସ ପରେ ନ୍ୟୁୟର୍କରୁ ଫେରିଥିଲେ । ଏବେ ପୁଣି ଖବର ଆସିଛି , […]

  • Monday, 19 July 2021
silpa
ଶିଳ୍ପା ସେଟ୍ଟୀଙ୍କୁ ଦେଖି ନିଜ ଗର୍ଲଫ୍ରେଣ୍ଡଙ୍କୁ ଭୁଲିଗଲେ ଯୁବକ !

ନୂଆଦିଲ୍ଲୀ  :  ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଏବେ ସୋଶାଲ ମିଡ଼ିଆରେ ବହୁତ ସକ୍ରିୟ । ପ୍ରତିଦିନ କିଛି ନା କିଛି ନୂଆ ନୂଆ ଭିଡ଼ିଓ ସେ ଫ୍ୟାନଙ୍କ ଉଦ୍ଦେଶ୍ୟରେ ସେୟାର କରିଥାନ୍ତି । ଆଉ ସବୁଠି ମଜାଦାର କଥା ହେଲା ତାଙ୍କର ଭିଡ଼ିଓ ଆସୁ ଆସୁ ଇଣ୍ଚରନେଟ୍‌ରେ ଭାଇରାଲ୍‌ ହୋଇଯାଏ । ଶିଳ୍ପା ସେଟ୍ଟୀ ଏବେ ଏମିତି ଏକ ଭିଡ଼ିଓ ନିଜର ଅଫିସିୟାଲ୍‌ ଇନ୍‌ଷ୍ଟାଗ୍ରାମରେ ସେୟାର କରିଛନ୍ତି , ଯାହା ଖୁବ୍‌ ଭାଇରାଲ୍‌ ସାଜିଛି । […]

  • Monday, 19 July 2021
lata
ଲତା ମଙ୍ଗେସକରଙ୍କ କୋଳରେ କୁନି ଋଷି କପୁର ! ସୋଶାଲ ମିଡ଼ିଆରେ ଭାଇରାଲ୍‌

ନୂଆଦିଲ୍ଲୀ  :ବଲିଉଡ୍‌ ଅଭିନେତା ଋଷି କପୁର ନିଜର ଟ୍ୱିଟ୍‌କୁ ନେଇ ଖୁବ୍‌ ଚର୍ଚ୍ଚାରେ ଥାଆନ୍ତି । ଏହି ଅଭିନେତା ନିଜର ମତକୁ ଟ୍ୱିଟରେ ପ୍ରଂଶସଙ୍କସହ ସେୟାର କରିଥାନ୍ତି । କିନ୍ତୁ ଏବେ ଋଷି ପ୍ରଶଂସକଙ୍କ ପାଇଁ ଏକ ଫଟୋ ସେୟାର କରିଛନ୍ତି , ଯାହାକି ତାଙ୍କ ପାଇଁ ବହୁତ ମୂଲ୍ୟବାନ । ଏହି ଫଟୋରେ ମହାନ ଗାୟିକା ଲତା ମଙ୍ଗେସକର ୩ ବର୍ଷର ଋଷିକୁ କୋଳେଇ ଧରିଛନ୍ତି । ଏହି ଫଟୋକୁ ସେୟାର କରି ଋଷି ଖୁବ୍‌ […]

  • Monday, 19 July 2021
disha -1
ଅଭିନେତ୍ରୀ ଦିଶା ପାଟନୀ କହିଲେ ନିଜ ସୁନ୍ଦର ଫିଟ୍‌ନେସ୍‌ର ରାଜ୍‌

ବଲିଉଡ୍‌ର ହଟ୍‌ ଅଭିନେତ୍ରୀଙ୍କ ମଧ୍ୟରେ ଦିଶା ପାଟନୀ ଅନ୍ୟତମ । ନିଜର ଅଭିନୟ ସହ  ଆକର୍ଷଣୀୟ ଓ ସୁନ୍ଦର ଫିଟ୍‌ନେସ୍‌  ପାଇଁ ସମସ୍ତଙ୍କର ପ୍ରିୟ ପାଲଟି ଯାଇଛନ୍ତି । ତାଙ୍କର ସୁନ୍ଦର ଫିଟ୍‌ନେସ୍‌ ଚର୍ଚ୍ଚା ଚାରିଆଡେ । ସେ କଣ ଖାଆନ୍ତି ? ତାଙ୍କର ସ୍ୱାସ୍ଥ୍ୟ ପ୍ଲାନ୍‌ କଣ ? ସେ କଣ କଣ ପସନ୍ଦ କରନ୍ତି ? ଏମିତି ଅନେକ ପ୍ରଶ୍ନର ଉତ୍ତର ଜାଣିବାକୁ ତାଙ୍କର ପ୍ରଶଂସକ ପ୍ରୟାସ କରନ୍ତି । ଆଉ ଦିଶା ତାଙ୍କର […]

  • Monday, 19 July 2021