ଶେଷରେ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଥିବା ମନମାଳିନ୍ୟର ଅନ୍ତ ଘଟାଇ ପୁଣି ଏକାଠି ରହିବା ପାଇଁ ଗାୟକ ହ୍ୟୁମାନ ସାଗର ଓ ପତ୍ନୀ ଶ୍ରୀୟା ନିଷ୍ପତ୍ତି ନେଇଛନ୍ତି।
ଫିଲ୍ମ ଦେଖିବାର ନିଶା କଥା କହିଲେ ଆପଣ ଜମା ଆଶ୍ଚର୍ଯ୍ୟ ହେବେନି। କାରଣ ଏମିତି ନିଶାରେ ପଡ଼ିବା ଆଜିକାଲିର ଯୁବପିଢ଼ି ମାହିର୍। କିନ୍ତୁ ଜଣେ ଆଉ ଜଣଙ୍କୁ ଫିଲ୍ମ ଦେଖେଇବାର ନିଶା କଥା କହିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ।
ଗାୟକ ହ୍ୟୁମାନ ସାଗର ଓ ପତ୍ନୀ ଶ୍ରୀୟାଙ୍କ ପାରିବାରିକ ବିବାଦ ମାମଲାର ସମାଧାନ ହୋଇଛି। ବିବାଦର ସମାଧାନ ଓ ଆପୋଷ ବୁଝାମଣା ହୋଇଥିବା ହ୍ୟୁମାନ କହିଛନ୍ତି।
ବଲିଉଡ୍ର ଜଣେ ପ୍ରତିଭାବାନ ଅଭିନେତା ହେଲେ ଅର୍ଶଦ ୱାର୍ସୀ। ତାଙ୍କ ପାଖରେ ଅଛି କୋଟି କୋଟି ମୂଲ୍ୟର ସମ୍ପତ୍ତି। ପିଲାଦିନେ ଭଡାଟିଆମାନେ ତାଙ୍କୁ ଘରୁ ବିଦା କରିଦେଇଥିଲେ। ତାଙ୍କୁ ଆଜି ଏ ସ୍ଥାନରେ ପହଞ୍ଚେଇବା ନେଇ ରହିଛି ବଚ୍ଚନ ପରିବାରର ଭୂମିକା। ଆସନ୍ତୁ ପୂରା ଖବର ଜାଣିବା…
ମୁମ୍ବାଇରେ ମାରାତ୍ମକ ରୋଗ ସହ ଦୀର୍ଘ ଦିନର ଲଢେଇ ପରେ ରାଖୀ ସାୱନ୍ତଙ୍କ ମା’ ଶନିବାର ସନ୍ଧ୍ୟାରେ ଏ ଦୁନିଆରୁ ବିଦାୟ ନେଇଛନ୍ତି। ରାଖୀ ଶେଷ ମୁହୂର୍ତ୍ତରେ ତାଙ୍କ ମା’ଙ୍କ ସହ ଥିଲେ। ମା’ଙ୍କ ମୃତ୍ୟୁରେ ରାଖୀ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି।
ଖୋଲାକଥାର ହଟ୍ ସିଟ୍ରେ ଓଡ଼ିଆ ୱେବସିରିଜ୍ ‘ରକ୍ତତୀର୍ଥ’ର କାହାଣୀ କହିଲେ ଅଭିନେତ୍ରୀ କୁକିଜ୍
ସୌରଭ ଗାଙ୍ଗୁଲିଙ୍କ ଜୀବନୀକୁ ବଡ଼ ପରଦାରେ ଦେଖାଯିବ। ସୌରଭ ଗାଙ୍ଗୁଲିଙ୍କ ବାୟୋପିକ୍ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। କିଏ ହେବେ ସୌରଭ ଆସନ୍ତୁ ଜାଣିବା…
ଫିଲ୍ମ 'RRR' କୁ ମିଳିଛି ଆଉ ଏକ ନୂଆ ସଫଳତା। ଏହା ଜାପାନର ବକ୍ସ ଅଫିସ୍ରେ ୧୦୦ ଦିନ ପୂରଣ କରିଥିବା ପ୍ରଥମ ଭାରତୀୟ ଚଳଚ୍ଚିତ୍ର ହୋଇପାରିଛି।
ବବି ଦେଓଲ ବଲିଉଡ୍ର ସେହି ଷ୍ଟାର୍କିଡ୍ମାନଙ୍କ ମଧ୍ୟରୁ ଜଣେ ଯିଏକି ସେ ବଲିଉଡ୍କୁ ଆସୁ ଆସୁ ଛାଇ ଯାଇଥିଲେ। ତାଙ୍କୁ ଦିନେ ବିଫଳତାର ସ୍ୱାଦ ବି ଚାଖିବାକୁ ପଡିଥିଲା। ଉଦାସିନତାରୁ ମୁକ୍ତି ପାଇଁ ଦିନ ରାତି ନିଶାରେ ରହୁଥିଲେ।
ଦର୍ଶକଙ୍କ ଅପେକ୍ଷାର ଅନ୍ତ ହୋଇଛି। ଆଜିଠାରୁ ‘ତରଙ୍ଗ ପ୍ଲସ୍’ରେ ଷ୍ଟ୍ରିମିଙ୍ଗ୍ ହୋଇଛି ‘ରକ୍ତତୀର୍ଥ’। ଲୋକେ ଓଡିଆରେ ପାଟ୍ରିଓଟିକ୍ ଥ୍ରୀଲର୍ର ଅନୁଭବ ନେବେ। ପ୍ରତ୍ୟେକ ଅଭିନେତାଙ୍କ ଦମଦାର ଅଭିନୟ ଦର୍ଶକଙ୍କୁ ବାନ୍ଧି ରଖିବ।
KRK ପ୍ରାୟତଃ ନିଜ ଟ୍ୱିଟ୍ ମାଧ୍ୟମରେ ଚର୍ଚ୍ଚାରେ ରହିଥାନ୍ତି। ଫିଲ୍ମ ହେଉ କି ସେଲିବ୍ରେଟି ସେମାନଙ୍କୁ ଟାର୍ଗେଟ୍ କରି ଅପମାନିତ କରୁଥିବା KRK ଙ୍କ ସ୍ୱର ଆଜିକାଲି ବଦଳିବା ପରି ମନେ ହୁଏ। 'ପଠାନ'କୁ ନେଇ ସେ ପ୍ରଶଂସା କରିଛନ୍ତି।
ବିବାଦ ପରେ ବି ‘ପଠାନ୍’ ଉପରେ କୌଣସି ପ୍ରଭାବ ପଡିନି। ପ୍ରଥମ ଦିନରେ ହିନ୍ଦି ବେଲ୍ଟରେ ଫିଲ୍ମ ପ୍ରଭାସଙ୍କ ‘ବାହୁବଲୀ ୨’, ୟଶଙ୍କ ‘KGF-2’, ଅଲ୍ଲୁ ଅର୍ଜୁନଙ୍କ୍ ‘ପୁଷ୍ପା’, ରାମଚରଣ ଓ ଜୁନିୟର୍ ଏନ୍ଟିଆର୍ଙ୍କ ‘RRR’ ର ରେକର୍ଡ ଭାଙ୍ଗିଛି।
କଙ୍ଗନା ରାଣାୱତ ପୁଣି ଥରେ ଫିଲ୍ମ ଇଣ୍ଡଷ୍ଟ୍ରି ଉପରେ ଆକ୍ରମଣ କରିଛନ୍ତି। ତାଙ୍କ ଟ୍ୱିଟର୍ ଆକାଉଣ୍ଟ ରିଷ୍ଟୋର୍ ହେବା ପରେ ବଲିଉଡ୍କୁ ଆକ୍ରମଣ କରି ଏହାକୁ ଅତି ଖରାପ ବୋଲି କହିଛନ୍ତି। ଏହା କଳାର ମୂଲ୍ୟ ବୁଝିପାରୁ ନାହିଁ ବୋଲି ସେ କହିଛନ୍ତି।
ବିବାଦ ପରେ ବି ‘ପଠାନ୍’ର କ୍ରେଜ୍ କମିନି। ଏହାକୁ ଦର୍ଶକଙ୍କ ଢେର ସମର୍ଥନ ମିଳିଛି। ଆପଣମାନଙ୍କ ମଧ୍ୟରେ ବି ଏହି ଫିଲ୍ମ ଦେଖିବାର ଉତ୍ସାହ ଥିବ। ତେବେ ଦେଖିବା ପୂର୍ବରୁ ଏହି ୧୦ଟି ବଡ଼ ପଏଣ୍ଟ୍ ଉପରେ ନଜର ପକେଇ ନିଅନ୍ତୁ, ଯାହା ଫିଲ୍ମ ଦେଖିବାର ଉପଭୋଗକୁ ଦ୍ୱିଗୁଣିତ କରିଦେବ।
ବିବାଦ, ବୟକଟ୍, ହଙ୍ଗାମା ଭିତରେ ଏବର୍ଷର ସବୁଠୁ ଚର୍ଚ୍ଚିତ ବଲିଉଡ୍ ଫିଲ୍ମ ‘ପଠାନ’ ରିଲିଜ ହୋଇଛି। ସିଙ୍ଗେଲ୍ ସ୍କ୍ରିନ୍ରୁ ମଲ୍ଟି ପ୍ଲେକ୍ସ ଫୁଲ୍ ପ୍ୟାକ୍। ସବୁଠି ଖଚାଖଚ୍ ଭିଡ଼ ସହ ଫ୍ୟାନ୍ସଙ୍କ ମଧ୍ୟରେ ଜବରଦସ୍ତ ଉତ୍ସାହ ଦେଖିବାକୁ ମିଳିଛି।
ସୁନୀଲ ଶେଟ୍ଟୀଙ୍କ ଝିଅ ଆଥିୟା ଶେଟ୍ଟୀ ଭାରତୀୟ କ୍ରିକେଟର କେ.ଏଲ୍ ରାହୁଲଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେମାନଙ୍କ ପାରିବାରିକ ପୃଷ୍ଠଭୂମି ପରସ୍ପରଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଆସନ୍ତୁ ଜାଣିନେବା କିଏ କେତେ ପାଠ ପଢିଛନ୍ତି।
ପରଲୋକରେ ଅଭିନେତା ସ୍ୱର୍ଗତଃ ମିହିର ଦାସଙ୍କ ସାନ ପୁଅ ଅକ୍ଲାନ୍ତ ଦାସ। ଗତକାଲି ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି।
ଓସ୍କାର ପାଇଁ ନାମାଙ୍କନ ଘୋଷଣା କରାଯାଇଛି। ଆଶା ଅନୁଯାୟୀ, RRR ଫିଲ୍ମର "ନାଟୁ ନାଟୁ" ଗୀତକୁ ଶ୍ରେଷ୍ଠ ମୂଳ ଗୀତ ବର୍ଗରେ ଓସ୍କାର ପାଇଁ ମନୋନୀତ କରାଯାଇଛି। ନିକଟରେ ଏହି ଗୀତ ଗୋଲଡେନ୍ ଗ୍ଲୋବ୍ ମଧ୍ୟ ଜିତିଛି। ଏବେ RRR ଓସ୍କାର ଯିବାକୁ ସମର୍ଥ ହୋଇଛି।
ନିକଟରେ 'ପ୍ୟାରିସ୍ ଫ୍ୟାଶନ ୱିକ୍' ୨୦୨୩ ରେ ସେମିତି କିଛି ଦେଖିବାକୁ ମିଳିଥିଲା। ଏଥିରେ, ମଡେଲ ଡୋଜା କ୍ୟାଟ୍ଙ୍କ ଲାଲ୍ ଅବତାର ଲୋକଙ୍କୁ ଏତେ ଆକର୍ଷିତ କରିଥିଲା ଯେ ସେମାନଙ୍କ ଆଖି ଲାଖିଯାଇଥିଲା। ଡୋଜା ୩୦ ହଜାର ସ୍ୱାରୋଭସ୍କି ସ୍ଫଟିକ୍ ପିନ୍ଧି ଇଭେଣ୍ଟରେ ପହଞ୍ଚିଥିଲେ।
କେ.ଏଲ୍ ରାହୁଲ ଏବଂ ଆଥିୟା ଶେଟ୍ଟୀଙ୍କ ବିବାହକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା। ବିବାହ ପରେ ସୁନୀଲ ଗୋଟିଏ ନୁହେଁ ୨ଟି ଗ୍ରାଣ୍ଡ୍ ରିସେପ୍ସନ୍ ଦେବାର ଯୋଜନା କରୁଛନ୍ତି। କିନ୍ତୁ ଆଥିୟା ଏବଂ ରାହୁଲ କେବଳ ରିସେପ୍ସନ୍ ନୁହେଁ ହନିମୁନ୍ ମଧ୍ୟ ବାତିଲ କରିଛନ୍ତି। ହେଲେ କାହିଁକି…
ଆପତ୍ତି ଉଠାଇଲେ କଳାକାର, ଯାତ୍ରା ଆୟୋଜକଙ୍କ ସ୍ୱାଗତ ।
ରିଲିଜ୍ ହୋଇଛି 'ତୁ ଝୁଠି ମେ ମକ୍କାର'ର ଟ୍ରେଲର୍। ଫିଲ୍ମର ଟ୍ରେଲର ମଜାମସ୍ତିରେ ଭରପୂର ଥିବା ଦେଖାଯାଏ। ଉଭୟ ରଣବୀର ଏବଂ ଶ୍ରଦ୍ଧା ସେମାନଙ୍କ ଚରିତ୍ରକୁ ଖୁବ ଦୃଢତାର ସହ କରୁଥିବା ଦେଖାଯାଏ। ଉଭୟଙ୍କ ମଜାଳିଆ ଷ୍ଟାଇଲ୍ ଫିଲ୍ମକୁ ଖୁବ ମଜାଦାର କରିଦେଉଛି।
ବିରାଟ-ଅନୁସ୍କା, ଯୁବରାଜ-ହେଜେଲ, ହରଭଜନ-ଗୀତା ବସ୍ରା, ଆଝାରୁଦ୍ଧିନ-ସଙ୍ଗୀତା ବିଜଲାନୀ ଭଳି ଅନେକ କ୍ରିକେଟର ଓ ଅଭିନେତ୍ରୀଙ୍କ ଯୋଡ଼ି ବିବାହ କରିଛନ୍ତି ।
ସଲମାନ ଖାନ ଏବଂ ଶାହରୁଖ ଖାନଙ୍କ ବଣ୍ଡିଂ ସମସ୍ତେ ଜାଣନ୍ତି। କିଛି ଦିନ ହେବ ଉଭୟ ପରସ୍ପରକୁ ପ୍ରମୋସନ କରୁଥିବା ଦେଖାଯାଏ। ‘ପଠାନ୍’ ସହ ଏବେ ‘ଭାଇଜାନ୍’ ଆସିବେ ବୋଲି ଖବର ଆସିଛି।
ଅଶାଳୀନ ନୃତ୍ୟ ପରିବେଷଣ ନକରିବାକୁ ଯାତ୍ରା କମିଟିଙ୍କ ପାଇଁ ଭୁବନେଶ୍ୱର ମହାନଗର ନିଗମ ଏସ୍ଓପି ଜାରି କରିଛି। ସାମାଜିକ ଓ ଧାର୍ମିକ ଭାବନା ଯେପରି କ୍ଷୂର୍ଣ୍ଣ ନହେବ ତା’ ଉପରେ ଧ୍ୟାନ ଦେବା ଲାଗି ଏହି ଏସ୍ଓପିରେ କୁହାଯାଇଛି।