Advertisment

ରହସ୍ୟ ଘେରରେ ଲୋକପ୍ରିୟ DJ Azexଙ୍କ ମୃତ୍ୟୁ

ରହସ୍ୟ ଘେରରେ ଲୋକପ୍ରିୟ ଡିଜେ ଆଜେକ୍ସ(DJ Azex)ଙ୍କ ମୃତ୍ୟୁ। ଭୁବନେଶ୍ୱର ସ୍ଥିତ ଘରୁ ସନ୍ଦେହଜନକ ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର ହୋଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Famous DJ Azex Alias Akshay Kumar Died

Famous DJ Azex Alias Akshay Kumar Died

ରହସ୍ୟ ଘେରରେ ଲୋକପ୍ରିୟ ଡିଜେ ଆଜେକ୍ସ(DJ Azex)ଙ୍କ ମୃତ୍ୟୁ। ଭୁବନେଶ୍ୱର ସ୍ଥିତ ଘରୁ ସନ୍ଦେହଜନକ ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର ହୋଇଛି। ତାଙ୍କର ପ୍ରକୃତ ନାଁ ଅକ୍ଷୟ କୁମାର ହୋଇଥିବା ବେଳେ DJ Azex ନାଁରେ ସେ ବେଶ୍‌ ଜଣାଶୁଣା।

Advertisment

ତେବେ ତାଙ୍କ ମୃତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। କେଉଁଭଳି ପରିସ୍ଥିତିରେ ତାଙ୍କର ମୃତ୍ୟୁ ହେଲା ତାହା ଜଣାପଡ଼ିନି। 

Advertisment


 
 
 
 
 
 
 
 
 
 
 
 
 
 

A post shared by DJ AZEX (@djazex)

ପୋଲିସ୍‌ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ କ୍ୟାପିଟାଲ ହସ୍ପିଟାଲ୍‌ ପଠାଇଛି। ପୋଷ୍ଟମର୍ଟମ ରିପୋର୍ଟ ଆସିଲା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ଏହାସହ ଖଣ୍ଡଗିରି ପୋଲିସ୍ ମାମଲାର ତଦନ୍ତ କରୁଛି। ସାରା ରାଜ୍ୟରେ ବେଶ୍ ପରିଚିତ ଆଜେକ୍ସ।ଡିଜେ ଆଜେକ୍ସଙ୍କ ଶୋ’ର ଦିୱାନା ଥିଲେ ଯୁବପିଢ଼ି।


 
 
 
 
 
 
 
 
 
 
 
 
 
 

A post shared by DJ AZEX (@djazex)

Advertisment
Advertisment