• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Education Updates

ICSE Results
ପ୍ରକାଶ ପାଇଲା ICSE, ISC ରେଜଲ୍ଟ: ଓଡ଼ିଶାରୁ ପ୍ରିୟଙ୍କା ପରାସର, ବିଷ୍ଣୁ ଶତପଥୀ ଟପ୍ପର

ପିଲାମାନେ cisce.org ଓ results.cisce.org ସାଇଟରେ ରେଜଲ୍ଟ ଦେଖିପାରିବେ । ଡିଜିଲକର ଓ SMS ଜରିଆରେ ମଧ୍ୟ ରେଜଲ୍ଟ ଜାଣି ହେବ ।

  • Sunday, 14 May 2023
ICSE Exam Results
ଅପରାହ୍ନ ୩ଟାରେ ପ୍ରକାଶ ପାଇବ ଦଶମ ଓ ଦ୍ୱାଦଶ ରେଜଲ୍ଟ; ଜାଣନ୍ତୁ କେମିତି ଚେକ୍‌ କରିବେ ରେଜଲ୍ଟ ?

ଚଳିତବର୍ଷ ଚଳିତବର୍ଷ ପ୍ରାୟ ୨ଲକ୍ଷ ୫୦ ହଜାର ଛାତ୍ରଛାତ୍ରୀ ଆଇସିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷା ଦେଇଛନ୍ତି । 

ICSE board results 2023 to be announced today
ଆଜି ବାହାରିବ ICSE ବୋର୍ଡ ରେଜଲ୍ଟ: ଜାଣନ୍ତୁ ୱେବ୍‌ସାଇଟ୍‌ ଓ SMS ମାଧ୍ୟମରେ କେମିତି ଚେକ୍‌ କରିବେ ରେଜଲ୍ଟ...

ଆଜି ICSEର ଦଶମ ଓ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ ବାହାରିବ ବୋଲି ଜଣାପଡ଼ିଛି। ଆଜି ଅପରାହ୍ଣ ୩ଟାରେ ICSEର ଅଫିସିଆଲ୍‌ ୱେବ୍‌ସାଇଟ୍‌- results cisce.org ରେ ରେଜଲ୍ଟ ଉପଲ୍ଲବ୍ଧ ହେବ।

Odisha extends validity of OTET
ଖୁସି ଖବର: ଥରେ OTETରେ ସଫଳ ହେଲେ ଆଉ ପରୀକ୍ଷା ଦେବାକୁ ପଡ଼ିବନି

ଶିକ୍ଷକତା ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। ଥରେ OTETରେ ସଫଳ ହେଲେ ଆଉ ପରୀକ୍ଷା ଦେବାକୁ ପଡ଼ିବ ନାହିଁ।

  • Saturday, 13 May 2023
  • OTET
CBSE Results
ଉଭୟ ଦଶମ ଦ୍ୱାଦଶରେ ବାଜି ମାରିଲେ ଛାତ୍ରୀ

କମିଲା ପାସ୍ ହାର । ବାଜି ମାରିଲେ ଛାତ୍ରୀ । ଆଜି CBSE ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପାଇଥିବାରୁ ସ୍କୁଲ ଗୁଡ଼ିକରେ ଉତ୍ସବର ମାହୋଲ ।

CBSE Results
CBSE Results 2023: ଏଥର ବି ପୁଅଙ୍କୁ ପଛରେ ପକାଇ ବାଜି ମାରିଲେ ଝିଅ

ପ୍ରକାଶ ପାଇଲା CBSE ରେଜଲ୍ଟ । ଉଭୟ ଦଶମ ଦ୍ୱାଦଶରେ ବାଜି ମାରିଲେ ଛାତ୍ରୀ । ଦଶମରେ ପାସ ହାର ୯୩.୧୨% ଥିବା ବେଳେ ଦ୍ୱାଦଶରେ ପାସ ହାର ରହିଛି ୮୭.୩୩% ।

CBSE 10th Results Out Today
ବାହାରିଲା CBSE ଦଶମ ପରୀକ୍ଷା ଫଳ... କେମିତି ଜାଣିବେ ରେଜଲ୍ଟ...

 ଛାତ୍ରଛାତ୍ରୀ ଓ ଅଭିଭାବକମାନେ cbse.nic.in କିମ୍ବା cbseresults.nic.in ୱେବ୍‌ସାଇଟ୍‌ରୁ ରେଜଲ୍ଟ ଦେଖିପାରିବେ । 

CBSE 12th Result
ବାହାରିଲା CBSE ଦ୍ୱାଦଶ ପରୀକ୍ଷା ଫଳ, ଜାଣନ୍ତୁ କେମିତି ଦେଖିବେ ରେଜଲ୍ଟ...

ଛାତ୍ରଛାତ୍ରୀ ଓ ଅଭିଭାବକମାନେ cbse.nic.in କିମ୍ବା cbseresults.nic.in ୱେବ୍‌ସାଇଟ୍‌ରୁ ରେଜଲ୍ଟ ଦେଖିପାରିବେ । 

CBSE Class 10 12 Result Likely To Announce Today
ଆଜି ପ୍ରକାଶ ପାଇପାରେ CBSE ରେଜଲ୍ଟ: ଜାଣନ୍ତୁ, ଡିଜିଲକର୍‌ରେ କେମିତି ଚେକ୍‌ କରିବେ ?

ଆଜି ପ୍ରକାଶ ପାଇପାରେ ସିବିଏସଇ ରେଜଲ୍ଟ। ଛାତ୍ରଛାତ୍ରୀ ଓ ଅଭିଭାବକମାନେ cbse.nic.in କିମ୍ବା cbseresults.nic.in ୱେବ୍‌ସାଇଟ୍‌ରୁ ରେଜଲ୍ଟ ଦେଖିପାରିବେ। 

Khallikote University
ୟୁଜିସି ୱେବସାଇଟରେ ନାହିଁ ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟ ନାଁ

ୟୁନିଭର୍ସିଟି ହେବାର ୨୧ ମାସ ପରେ ବି ୟୁଜିସି କିମ୍ବା ଏନସିଟିଇ ତାଲିକାରେ ନାହିଁ ଖଲିକୋଟ ଏକକ ବିଶ୍ୱବିଦ୍ୟାଳୟର ନାଁ ।

Khallikote University
ଛାତ୍ରଛାତ୍ରୀଙ୍କ ବଡ଼ ଦ୍ୱନ୍ଦ୍ୱ!! ଖଲିକୋଟ ସ୍ୱୟଂଶାସିତ କଲେଜ ନା ଖଲିକୋଟ ବିଶ୍ୱବିଦ୍ୟାଳୟ ?

ନାମଫଳକ ବଦଳିଲା, କୁଳପତି ନିଯୁକ୍ତ ହେଲେ। କିନ୍ତୁ ଏହା ଭିତରେ ୟୁନିଭର୍ସିଟି ଗଠନକୁ ଦୁଇ ବର୍ଷ ହେବାକୁ ଯାଉଥିଲା ବେଳେ, ଛାତ୍ରଛାତ୍ରୀଙ୍କ ଅଭିଯୋଗ ନା ଖଲିକୋଟ ବିଶ୍ୱବିଦ୍ୟାଳୟକୁ ଏଯାଏଁ ୟୁଜିସି ସ୍ୱୀକୃତି ମିଳିଛି, ନା ଏନ୍‌ସିଟିଇ ବା ନ୍ୟାସନାଲ କାଉନସିଲ ଫର ଟିଚର ଏଜୁକେନ୍ ତାଲିକାରେ ୟୁନିଭର୍ସିଟିର ନାଁ ଅଛି ।

how to know CBSE Class 10, 12 Result 2023 marksheets on DigiLocker
ଖୁବ୍‌ଶୀଘ୍ର CBSE ରେଜଲ୍ଟ ! ଜାଣନ୍ତୁ, କେମିତି ଡିଜିଲକର୍‌ରୁ ପାଇବେ ମାର୍କସିଟ୍‌ ?

ଖୁବ୍‌ଶୀଘ୍ର ସିବିଏସ୍‌ଇ ଏହାର ଚଳିତ ବର୍ଷର ଦଶମ ଓ ଦ୍ୱାଦଶ ଶ୍ରେଣୀର ରେଜଲ୍ଟ ପ୍ରକାଶ କରିବ ବୋଲି ଜଣାପଡ଼ିଛି। ଛାତ୍ରଛାତ୍ରୀଙ୍କ ଦଶମ ଓ ଦ୍ୱାଦଶ ଶ୍ରେଣୀର ମାର୍କସିଟ୍‌ ଓ ପାସିଂ ସାର୍ଟିଫିକେଟ୍‌ ଡିଜିଲକର୍‌ ଆପ୍‌(DigiLocker App)ରେ ଅପ୍‌ଲୋଡ୍‌ ହେବ।

Technology courses after 12th board exam
Career Tips: ଦ୍ୱାଦଶ ପରେ କ୍ୟାରିଅର୍‌କୁ ନେଇ ଚିନ୍ତାରେ ଅଛନ୍ତି କି? ଆପଣଙ୍କ ପାଇଁ ଟିପ୍ସ

ଦ୍ୱାଦଶ ପରେ କ’ଣ କରିବା? ଦ୍ୱାଦଶ ପାଶ୍‌ ପରେ ଏହି ପ୍ରଶ୍ନ ନିଶ୍ଚିତ ଭାବରେ ପ୍ରତ୍ୟେକ ଛାତ୍ରଙ୍କ ମନରେ ଆସେ। ଦ୍ୱାଦଶ ବୋର୍ଡ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ, ଟେକ୍ନୋଲୋଜି କ୍ଷେତ୍ରରେ କ୍ୟାରିୟର କରିବା ଏକ ଉତ୍ତମ ବିକଳ୍ପ ବୋଲି ପ୍ରମାଣିତ ହେବ। ଆସନ୍ତୁ ସେ ବିଷୟରେ ପୂରା ଜାଣିନେବା।

Matric result
ମେ’ ତୃତୀୟ ସପ୍ତାହରେ ମାଟ୍ରିକ ରେଜଲ୍ଟ!

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏସମ୍ପର୍କରେ ସୂଚନା ଦେଇଛନ୍ତି ।

Medical aspirants to take all India NEET exams today
ଆଜି NEET ପରୀକ୍ଷା, ଓଡ଼ିଶାର ୨୭ଟି ସହରରେ ପରୀକ୍ଷା ଆୟୋଜନ

ଆଜି ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା(NEET)। ଚଳିତ ବର୍ଷ ୧୮ ଲକ୍ଷ ୭୨ ହଜାର ୩୪୧ ପରୀକ୍ଷାର୍ଥୀ ନାମ ପଞ୍ଜୀକରଣ କରିଛନ୍ତି।

What is neet dress code 2023 for girls and boys
ଆଜି NEET UG ପରୀକ୍ଷା; ଜାଣନ୍ତୁ କ’ଣ ଡ୍ରେସ୍ କୋଡ୍; କ’ଣ ନେବେ କ’ଣ ନେବେନି

NEET Ug ୨୦୨୩ ଅଫିସିଆଲ୍ ଡ୍ରେସ୍ କୋଡ୍ ଜାରି କରିଛି। ପୁଅ-ଝିଅଙ୍କ ପାଇଁ ଅଲଗା ଅଲଗା ଡ୍ରେସ୍ କୋଡ୍ ଜାରି ହୋଇଛି। କେହି ବି ଫୁଲ୍ ସାର୍ଟ ପିନ୍ଧି ପାରିବେ ନାହିଁ। ସେହିପରି ଆଉ କ’ଣ ରହିଛି ଆସନ୍ତୁ ଜାଣିବା।

  • Sunday, 07 May 2023
  • NEET
School
ବାହାରେ ଚକଚକ, ଭିତରେ ଫମ୍ପା: ରାଜ୍ୟ ସରକାରଙ୍କ ଚୂନବୋଳା 5T ସ୍କୁଲର ଫିଟୁଛି ଅସଲ ଚେହେରା

ବାହାରେ ଚକଚକ, ଭିତରେ ଫମ୍ପା: ରାଜ୍ୟ ସରକାରଙ୍କ ଚୂନବୋଳା 5T ସ୍କୁଲର ଫିଟୁଛି ଅସଲ ଚେହେରା, ନାଁକୁ ସ୍ମାର୍ଟ, ନିମ୍ନମାନର କାମ ଯୋଗୁ କେଉଁଠି ବ୍ଲାକବୋର୍ଡ ଧଡ଼ ଧଡ଼ ତ କେଉଁଠି ଓହଳି ପଡ଼ିଲାଣି କବାଟ, ନବରଙ୍ଗପୁର ରାଇଘରରେ ବିଡିଓଙ୍କୁ ଘେରିଲେ ଲୋକେ

  • Saturday, 06 May 2023
School Student
ସାର୍ ଗଲେ ଆମେ ପାଠ ପଢିବୁ କେମିତି ? ଏମିତି କହି ସ୍କୁଲ୍‌ ଗେଟ୍‌ରେ ତାଲା ଠୁଙ୍କିଲେ ପିଲା

ବିଦ୍ୟାଳୟର ଶୈକ୍ଷିକ ବାତାବରଣ ଧୀରେ ଧୀରେ ସୁଧୁରି ଆସିଥିଲା। କିନ୍ତୁ ହଠାତ ବିଦ୍ୟାଳୟ ଛୁଟି ଥିବା ବେଳେ ପ୍ରଧାନଶିକ୍ଷକଙ୍କ ହଠାତ ବଦଳିକୁ କେହି ସହଜରେ ଗ୍ରହଣ କରିପାରୁନାହାଁନ୍ତି ।

Utkal University
ନାକ୍ ଗ୍ରେଡେସନରେ ତଳକୁ ଖସିଲା ଉତ୍କଳ ବିଶ୍ୱବିଦ୍ୟାଳୟ

୧୫ ଦିନ ଭିତରେ ପୁନର୍ବିଚାର କରିବାକୁ ନାକ୍ ନିକଟରେ ଆବେଦନ କରାଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ।

Holiday Homework Programme In Odisha
ହଲିଡେ’ ହୋମ୍ ୱାର୍କ ପ୍ରୋଗ୍ରାମ: ଏଣିକି ଟୋଲ୍‌ ଫ୍ରି ନମ୍ବରରେ ସିଧାସଳଖ ପ୍ରଶ୍ନ ପଚାରିପାରିବେ ଛାତ୍ରଛାତ୍ରୀ

ଖରାଛୁଟି ସମୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାର୍ଥୀମାନଙ୍କ ପାଠପଢ଼ାକୁ ଦୃଷ୍ଟିରେ ରଖି ମେ’ ୧ ତାରିଖରୁ ଅବକାଶକାଳୀନ ଗୃହକାର୍ଯ୍ୟ ବା ହଲିଡେ’ ହୋମ୍ ୱାର୍କ ପ୍ରୋଗ୍ରାମ ଆରମ୍ଭ ହୋଇଛି। ପ୍ରତ୍ୟେକ ଜିଲ୍ଲାରେ ସହାୟତା କେନ୍ଦ୍ର ଖୋଲା ଯାଇ ୪ ଜଣ ବିଷୟ ଭିତ୍ତିକ ଓ ଅଭିଜ୍ଞ ଶିକ୍ଷକଙ୍କୁ ନିୟୋଜିତ କରାଯାଇଛି।

NAAC Team, Utkal University
ରିପୋର୍ଟ ଦେଲା NAAC ଟିମ୍, ଖସିଲା ଉତ୍କଳ ବିଶ୍ୱ ବିଦ୍ୟାଳୟ ମାନ୍ୟତା

ଗତମାସରେ ନାକ୍ ଟିମ୍‌ କ୍ୟାମ୍ପସରେ ଅନୁଧ୍ୟାନ କରି ରିପୋର୍ଟ ଦେବା ପରେ ଖସିଛି ମାନ୍ୟତା ।

JEE Main Result
JEE ମେନ୍‌ ରେଜଲ୍ଟ ପ୍ରକାଶ: ପ୍ରିୟଙ୍କା ସର ଓଡ଼ିଶା ଟପ୍ପର

ଯେଉଁ ପରୀକ୍ଷାର୍ଥୀମାନେ ପରୀକ୍ଷା ଦେଇଥିବେ, ସେମାନେ ସେମାନଙ୍କର ରେଜଲ୍ଟ କେମିତି ଜାଣିବେ....

Admin gives green signal
ମୁଖ୍ୟମନ୍ତ୍ରୀଙ୍କ ପାଇଁ...କାମ ସରିନି, ଉଦଘାଟନ ହେଲା ସ୍କୁଲ

ଇଏ କେମିତିକା ନିୟମ? କାମ ସରିନି, ଚେୟାର ଟେବୁଲ ପଡିନି । ମୁଖ୍ୟମନ୍ତ୍ରୀ ଉଦଘାଟନ କରିବେ ବୋଲି ଅଧପନ୍ତରିଆ ସ୍କୁଲର ଉଦଘାଟନ ପାଇଁ ଗ୍ରୀନ ସିଗ୍ନାଲ ଦେଇଦେଲା ପ୍ରଶାସନ

Google free online courses with high salary jobs
Career Tips: ଗୁଗୁଲ୍‌ର ଏହି ଫ୍ରି କୋର୍ସ କଲେ, ଘରେ ବସି ଲକ୍ଷାଧିକ ଟଙ୍କା ପାଇବେ

ଆଜିର ଦିନରେ ଏକ ଦରକାରୀ ପାଠ୍ୟକ୍ରମ ହେଉଛି ଗୁଗୁଲ୍‌ ଦ୍ୱାରା ପ୍ରଦାନ କରାଯାଉଥିବା ଏକ ମାଗଣା ପ୍ରୋଗ୍ରାମ, ଯାହା ଦ୍ୱାରା ଆପଣ ଘରେ ବସି ଭଲ ଦରମା ସହିତ ସହଜରେ ଚାକିରି ପାଇପାରିବେ। ତେବେ ଆସନ୍ତୁ ଏହା ସହ ଜଡିତ ସମ୍ପୂର୍ଣ୍ଣ ସୂଚନା ବିଷୟରେ ଜାଣିନେବା।

 Amlan scheme
ଖରାଛୁଟିରେ ଛାତ୍ରଛାତ୍ରୀଙ୍କୁ ମିଳିବ ଆଇରନ ଓ ଫଲିକ ଏସିଡ୍ ବଟିକା

ଟାବଲେଟ୍‌ ବାଣ୍ଟିବାକୁ ଶିକ୍ଷକମାନଙ୍କୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ