• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Crime Updates

Loot
ଲୁଟେରାଙ୍କ ଟାର୍ଗେଟରେ ବିବାହ ମଣ୍ଡପ

ଲୁଟେରାଙ୍କ ଟାର୍ଗେଟରେ ବିବାହ ମଣ୍ଡପ। ରିସେପସନରୁ ଟଙ୍କା, ସୁନା, ଗିଫ୍ଟ ନେଇ ମାରୁଛନ୍ତି ଚମ୍ପଟ।

Loot
ଚଇନି ଚିକ୍କଣ ହୋଇ ଆସିଲେ; ଗିଫ୍ଟ ସୁନା ଗହଣା ଧରି ଛୁ ମାରିଲେ..

ଲୁଟେରାଙ୍କ ଟାର୍ଗେଟରେ ବିବାହ ମଣ୍ଡପ। ରିସେପସନରୁ ଟଙ୍କା, ସୁନା, ଗିଫ୍ଟ ନେଇ ମାରୁଛନ୍ତି ଚମ୍ପଟ।

Blood Vomiting
ମାଉଥ୍‌ ଫ୍ରେସନର୍‌ ଖାଇ ରକ୍ତବାନ୍ତି; ରେଷ୍ଟୁରାଣ୍ଟ ମାଲିକଙ୍କ ନାଁରେ ମାମଲା

ଆମେ ପ୍ରାୟତଃ ହୋଟେଲରେ ମିଲ୍‌ ଖାଇବା ପରେ ମାଉଥ୍‌ ଫ୍ରେସନର୍‌ ଖାଇଥାଉ। ହରିୟାଣା ଗୁରୁଗ୍ରାମରେ ମାଉଥ ଫ୍ରେସନର ଖାଇ ୫ଜଣ ରକ୍ତବାନ୍ତି କରିଥିବାର ସୂଚନା ମିଳିଛି।

  • Tuesday, 05 March 2024
 man attacks wife
ବିଚ୍ ରୋଡ୍‌ରେ ସ୍ତ୍ରୀକୁ ଗୋଡ଼ାଇ ଗୋଡ଼ାଇ ହାଣିଲା ସ୍ୱାମୀ; ଭିଡ଼ିଓ ସୁଟ୍‌ କଲେ ଲୋକ...

ରକ୍ତମୁଖା ସ୍ୱାମୀ । ବିଚ୍‌ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ସ୍ତ୍ରୀକୁ ନିର୍ମମ ଭାବେ ହାଣିଲା ସ୍ୱାମୀ । ଏକ ଧାରୁଆ ଅସ୍ତ୍ରରେ ସ୍ତ୍ରୀକୁ ହାଣି ହତ୍ୟାକଲା ସ୍ୱାମୀ ।

woman stabs husband
ମିଳିଲାନି ବିବାହ ବାର୍ଷିକୀର ଉପହାର; ସ୍ୱାମୀକୁ ଛୁରୀ ଭୁସି ଦେଲା ସ୍ତ୍ରୀ...

ସ୍ତ୍ରୀର ବର୍ବରକାଣ୍ତ । ମିଳିଲାନି ବିବାହ ବାର୍ଷିକୀ ଉପହାର, ସ୍ୱାମୀକୁ ଛୁରୀ ଭୁସି ଦେଲା ସ୍ତ୍ରୀ । ସ୍ୱାମୀ ଶୋଇଥିବା ବେଳେ ରୋଷେଇ ଘରର ଛୁରୀ ନେଇ ସ୍ୱାମୀ ହାତରେ ଭୁସି ଦେଲା ସ୍ତ୍ରୀ ।

Gangster Kala
ଲେଡି ଡନ୍‌କୁ ବାହା ହେବାକୁ ପାରୋଲରେ ଆସିଲା ଗ୍ୟାଙ୍ଗଷ୍ଟର

୨୦୨୩ରେ ଅନୁରାଧା ଏକ ସାକ୍ଷାତକାରରେ ସ୍ପଷ୍ଟ କରିଦେଇଥିଲା ଯେ ଏବେ ଅପରାଧ ସହ ତାର କୌଣସି ସମ୍ପର୍କ ନାହିଁ, ସେ କେବଳ ଜଣେ ଗୃହିଣୀ ଏବଂ ସନ୍ଦୀପର ଘର ସମ୍ଭାଳୁଛି । ଅନୁରାଧା ଏବେ ସାଧାରଣ ଜୀବନଯାପନ କରୁଛି ।

Prafulla Samal, Prayaskanti Samal
ବାପାଙ୍କ ପରେ EDରେ ହାଜର ହେଲେ ପୁଅ ପ୍ରୟାସକାନ୍ତି

ପ୍ରଫୁଲ୍ଲ ସାମଲଙ୍କୁ ୮ ଘଣ୍ଟା ଧରି ଜେରା କରିଥିଲା ଇଡି ।

Fraud, Loot
‘୫ ଲକ୍ଷ ଦିଅ, ୨୦ ଲକ୍ଷ ନେବ’ କହି ଧରାଇ ଦେଲା ବାଲି ବାକ୍ସ !

ଥାନାରେ ଏତଲା ଦେବା ପରେ ପୋଲିସ୍ ଦୁଇ ଅଭିଯୁକ୍ତ ବୁଲୁ ପତି ଓ ପ୍ରିୟରଞ୍ଜନ ନାୟକଙ୍କୁ ଗିରଫ କରିଛି।

Narendra Modi
ଛୁରି ଧରି ମୋଦିଙ୍କୁ ହତ୍ୟା ଧମକ ଦେଲା ହାଇଦ୍ରାବାଦ ଯୁବକ !

ସମ୍ବେଦନଶୀଳ ପୋଷ୍ଟ ପରେ ତଦନ୍ତ ଆରମ୍ଭ କରିଛି କର୍ଣ୍ଣାଟକ ପୋଲିସ୍। ବ୍ୟକ୍ତି ଜଣକ ହାଇଦ୍ରାବାଦର ହୋଇଥିବା ଜଣାପଡ଼ିଛି। ଏଣୁ ହାଇଦ୍ରାବାଦର ଏକାଧିକ ସ୍ଥାନରେ ଚଢ଼ାଉ ହୋଇଛି।

Reception Party
Viral Video: ରିସେପ୍‌ସନ୍‌ ପାର୍ଟିରେ ପଶିଲା, ସୁନା-ଅଳଙ୍କାର ଗିପ୍ଟ ବ୍ୟାଗ୍‌ ଧରି ଛୁ ମାରିଲା

ଲୁଟ୍ କରି ଜଣେ ସନ୍ଦିଗ୍ଧ ଖସି ପଳାଉଥିବାର ଚିତ୍ର ସିସିଟିଭିରେ କଏଦ୍ । ଖୋଳତାଡ଼ କରୁଛି ବଳିଆପଣ୍ଡା ଥାନା ପୋଲିସ ।

Chakshu Portal
ଅନଲାଇନ ଅପରାଧୀଙ୍କ ଉପରେ କଡ଼ା ନଜର ରଖିବ 'ଚକ୍ଷୁ'

ସାଇବର ଠକେଇ ସନ୍ଦେହ ହେଲେ ସହଜରେ କରିହେବ ଅଭିଯୋଗ । 'ଚକ୍ଷୁ' ପୋର୍ଟାଲର ଲୋକାର୍ପଣ କଲେ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।

Brown Sugar
ଅତ୍ୟଧିକ ବ୍ରାଉନ୍‌ ସୁଗାର ଖାଇବାରୁ ଗଲା ଜୀବନ !

ଖଣ୍ଡଗିରି ଥାନାରେ ଏତଲା ଦେଲେ ଯୁବକଙ୍କ ମାଆ । ମୃତ ଯୁବକ ଡେଲ୍ଟା ଛକ ରେଙ୍ଗାଳ ବସ୍ତିର ଦୀପକ ସାହୁ ।

Awas Yojana
ଆବାସ ଯୋଜନା କିସ୍ତି ଲୁଟି ନେଉଛନ୍ତି ଠିକାଦାର

ଆବାସ ଯୋଜନା କିସ୍ତି ଲୁଟୁଛନ୍ତି ଠିକାଦାର। ଘର ଯୋଗାଇବା ନାଁରେ ଭୂଆଁ ବୁଲାଉଛନ୍ତି।

Son Beats Old Father & Mother
ନୃଶଂସ ପୁଅ !! ମାଆର ଚୁଟି ଝିଙ୍କି ପିଠିରେ ବିଧା ଗୋଇଠା ଥୋଇଲା..

ଏମିତି ପୁଅ ଥାଇ କେତେ, ନଥାଇ କେତେ ? ଜମି ଖଣ୍ତିକ ପାଇଁ ବାପାମାଆଙ୍କୁ ନୃଶଂସ ଭଳି ପିଟିଲା।

Drunk Driving
ଟୁଇନସିଟିର ମଦ୍ୟପ ଗାଡ଼ି ଚାଳକ ସାବଧାନ

ମଦ୍ୟପ ଡ୍ରାଇଭରଙ୍କ ବିରୋଧରେ କମିଶନରେଟ୍ ପୋଲିସ ଏବେ ଆପଣାଇଛି ଶୂନ୍ୟ ସହନଶୀଳ ନୀତି । ଅର୍ଥାତ ଆଉ ଜରିମାନା କି ଥାନାରୁ ଜାମିନ୍ ବ୍ୟବସ୍ଥା ନାହିଁ । ସିଧା ଗିରଫ କରି ଜେଲ୍ ପଠାଉଛି କମିଶନରେଟ୍ ପୋଲିସ ।

Youth Murdered
ମନିପର୍ସରୁ ମର୍ଡର; ୫୫୦ ଟଙ୍କା ପାଇଁ ଚାଲିଗଲା ଜୀବନ

ମନିପର୍ସରୁ ମହାଭାରତ। ଯୁବକଙ୍କୁ ହତ୍ୟା। ଘଟଣାଟି ଘଟିଛି ବାରିପଦା ସୁନଗଡ଼ିଆରେ।

Cyber Crime
ସ୍ୱାମୀକୁ ଫଟୋ ପଠେଇଦେଲା ସ୍ତ୍ରୀର ଏକ୍ସ ବୟଫ୍ରେଣ୍ଡ

ନୂଆ ନୂଆ ବାହା ହୋଇଥିଲେ ବିନ୍ଦୁ.. ରାକେଶ ଟଙ୍କା ନେବା ପରେ ବି ଧମକ ଦେଉଥିଲା.. ହଠାତ୍ ସ୍ୱାମୀଙ୍କ ଫୋନକୁ ଆସିଲା ବିନ୍ଦୁଙ୍କ ଅଶ୍ଳିଳ ଫଟୋ..

Pornhub
ବ୍ୟକ୍ତିଗତ ସୁରକ୍ଷା ଲାଗୁଥିଲା ବାଜିରେ...ବାରମ୍ବାର କହିବା ପରେ ମଧ୍ୟ ଶୁଣୁନଥିଲେ ମାଲିକ

ବିନା ଅନୁମତିରେ ଇଣ୍ଟରନେଟରେ ଘୁରି ବୁଲୁଛି ଗୋପନୀୟ ଫଟୋ । ଏପରି ଏକ କେସ ବର୍ତ୍ତମାନ ସାମ୍ନାକୁ ଆସିଛି । ପର୍ଣ୍ଣହବ୍ ଡଟ୍ କମ୍ ସହ ଅନ୍ୟ କେତେକ ୱେବସାଇଟଗୁଡିକରେ ବିଭିନ୍ନ ପ୍ରକାର ଆପତ୍ତିଜନକ ଫଟୋ ପ୍ରକାଶ ହେଉଛି ।

  • Saturday, 02 March 2024
Holiday
ଶିକ୍ଷକଙ୍କ ଅଜବ କାରନାମା...ମଦ ପିଇ ଛାତ୍ରଙ୍କୁ କରିଦେଲେ ବିଦା

ମଦ ନିଶାରେ କ୍ଲାସକୁ ଆସିଥିଲେ ଶିକ୍ଷକ। ପିଲାମାନଙ୍କୁ ସ୍କୁଲ ଛୁଟି କହିବା ସହ ଘରକୁ ବିଦା କରିଦେଇଥିଲେ।

Spanish tourist
ବୁଲିବାକୁ ଆସିଥିଲେ, କିନ୍ତୁ ମିଳିଲା ଯନ୍ତ୍ରଣା...ଝୁଣି ଝୁଣି ଖାଇଲେ ନରପିପାସୁ

ଆମ ଦେଶରେ ଅତିଥିଙ୍କୁ ଭଗବାନ ଭାବେ ମାନନ୍ତି । ଅତିଥି ଦେବୋ ଭବଃ ଅର୍ଥାତ୍ ଅତିଥି ହିଁ ହେଉଛନ୍ତି ଦେବତା । କିନ୍ତୁ ଗତକାଲି ଘଟିଥିବା ଘଟଣା ପାଇଁ ପୂରା ଦେଶ ଆଜି ଅନ୍ତର୍ଜାତୀୟ ସ୍ତରରେ ଲଜ୍ଜା ପାଇଛି ।

Murder
ବିଲରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର; ହତ୍ୟା ପରେ ପୋତିଦେଇଥିବା ସନ୍ଦେହ

ସ୍ଥାନୀୟ ଲୋକ ଛେଳି ଚରାଇ ଯାଇଥିବା ବେଳେ ମାଟି ଭିତରୁ କୁକୁର ଶବ ବାହାର କରୁଥିବା ଦେଖିବାକୁ ପାଇଥିଲେ ।

  • Saturday, 02 March 2024
  • Murder
BJP leader Killed in Chhattisgarh
ମାଓବାଦୀଙ୍କ ବର୍ବରକାଣ୍ଡ...ବିଜେପି ନେତାଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା

ପୋଲିସ ଷ୍ଟେସନଠାରୁ ପ୍ରାୟ ୭୦୦ ମିଟର ଦୂରରେ ଏହି ଘଟଣା ଘଟିଛି। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଚିକିତ୍ସାଧୀନ ସମୟରେ ତାଙ୍କର ମୃତ୍ୟୁ ଘଟିଛି।

Cafe Blast
କାଫେରେ ଆଇ‌ଇଡି ବିସ୍ଫୋରଣ, NIA ତଦନ୍ତ ଦାବି କଲେ ପ୍ରହ୍ଲାଦ ଯୋଶୀ

ଏହା ଏକ ଆତଙ୍କବାଦୀ କାର୍ଯ୍ୟକଳାପ କି ପ୍ରଶ୍ନରେ ମଖ୍ୟମନ୍ତ୍ରୀ ସିଦ୍ଧରମୈୟା କହିଛନ୍ତି ଯେ ଏବେ ଏହା ସ୍ପଷ୍ଟ ହୋଇନି। ତଦନ୍ତ ଚାଲିଛି।

Bombing
ରାଜଧାନୀରେ ବୋମାମାଡ଼; ବାଇକରେ ଆସି ବୋମା ଫିଙ୍ଗି ଚମ୍ପଟ ମାରିଲେ

ବୋମାମାଡ଼ରେ କେହି ମୃତାହତ ହୋଇନଥିବା ବେଳେ ଗାଡିର କାଚ ଭାଙ୍ଗିଯାଇଛି।

Cyber Loot
ମାତିଛନ୍ତି ଅଦୃଶ୍ୟ ଲୁଟେରା ! ହୁସିଆର ନହେଲେ ସର୍ବସ୍ୱ ଲୁଟି ନେଉଛନ୍ତି ହ୍ୟାକର୍ 

ଦୁଇ ଜଣଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଲେ ସାଇବର ଲୁଟେରା । ଜଣେ ଯବାନଙ୍କ ଆକାଉଣ୍ଟରୁ ୪ ଲକ୍ଷ ୭୫ ହଜାର ଟଙ୍କା ଗାଏବ ।