ପୋଲିସ ହାତରେ ମଧୁମିତାର ସୁଇସାଇଡାଲ ନୋଟ । ମୃତ୍ୟୁ ପୂର୍ବରୁ ଛାଡ଼ି ଯାଇଛନ୍ତି ସ୍ୱାମୀ ଶ୍ରୀଧରର ଜୀବନ ପଞ୍ଜିକା l
ସ୍ତ୍ରୀକୁ ବୀଭତ୍ସ ଭାବେ ହତ୍ୟା କରିଥିଲା ସଂଜୀତ । ଏହି ମାମଲାର ବିଚାର କରିକୋର୍ଟ ସଂଜୀତକୁ ଫାଶି ଦଣ୍ଡାଦେଶ ଶୁଣାଇଛନ୍ତି ।
ଗତ ଏପ୍ରିଲ ମାସରେ ସୁପରଷ୍ଟାର ସଲମାନଙ୍କ ଉପରେ ଆକ୍ରମଣ ହୋଇଥିଲା । ସଲମାନଙ୍କ ଘର ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ ଦୁଇଜଣ ବ୍ୟକ୍ତି ଗୁଳି ଚଳାଇଥିଲେ । ପରେ ପୋଲିସ ଅଭିଯୁକ୍ତ ଦ୍ୱୟଙ୍କୁ ଗିରଫ କରିଥିଲା ।
ମହାନ୍ତିଙ୍କ ବିରୋଧରେ ଖୋଲିବାରେ ଲାଗିଛି ଅଭିଯୋଗର ଲମ୍ବା ଫର୍ଦ୍ଦ ।
ସପ୍ତାହ ଭିତରେ ଭିଜିଲାନ୍ସ ଜାଲରେ ପଡିଲେଣି ତିନି ତିନି ଜଣ ବଡ଼ ବାବୁ। ପ୍ରଥମେ ଲୋୟର ସୁକତେଲ ପ୍ରକଳ୍ପ ମୁଖ୍ୟ ଯନ୍ତ୍ରୀ ସୁନୀଲ କୁମାର ରାଉତ, ପରେ ଅବକାରୀ ଯୁଗ୍ମ କମିଶନର ରାମଚନ୍ଦ୍ର ମିଶ୍ର ଏବଂ ଏବେ ପାଳି ପଡିଛି ଜଟଣୀ ବ୍ଲକ୍ ସହକାରୀ ଯନ୍ତ୍ରୀ ନିବେଦିତା ମହାନ୍ତିଙ୍କର।
ମହିଳା ସାମ୍ବାଦିକ ମଧୁମିତା ମୃତ୍ୟୁ ଘଟଣା। ପରିବାରର ଅଭିଯୋଗ ପରେ ପୁଲିସ ଘଟଣାର ତଦନ୍ତ କରୁଛି । ଏପରି ସମୟରେ ମଧୁମିତା ବାପାଙ୍କ ଏହି ବୟାନ କେବଳ ମଧୁମିତାଙ୍କ ସ୍ୱାମୀ ଶ୍ରୀଧରଙ୍କୁ ନୁହେଁ ଏହି ମୃତ୍ୟୁ ଘଟଣା ପଛରେ ତାଙ୍କ ସହ ଆନ୍ୟ କିଛି ଝିଅଙ୍କ ସମ୍ପୃକ୍ତି ଥିବା ମଧ୍ୟ ଖୋଲା ଖୋଲି କହିଛନ୍ତି । ଖାଲି ଏତିକି ଯେ ତାହା ନୁହେଁ, ଏଥିରେ ଶ୍ରୀଧରଙ୍କ ଭାଇଙ୍କ ହତଥିବା ମଧ୍ୟ ସେ ଆଣିଛନ୍ତି ଅଭିଯୋଗ ।
୨୭ତାରିଖ ଦିନ ୧୦ଟା ୪୫ମିନିଟ ସମୟରେ ଏକ ଅଜଣା ନମ୍ବରରୁ ତାଙ୍କ ମୋବାଇକୁ ଫୋନ କଲ ଆସିଥିଲା।
ଗତ ଶନିବାର ଅର୍ଥାତ ଜୁଲାଇ ୨୭ ତାରିଖ ରାତିରେ କ୍ୟାପିଟାଲ୍ ଥାନା ଅଞ୍ଚଳରେ ଘଟିଥିବା ଏକ ଘଟଣା ପାଇଁ ନିଆଯାଇଛି ଆକ୍ସନ।
ଜଣେ ଶିକ୍ଷକଙ୍କୁ ଠକିଦେଲା ଠକ ନକଲି ସିବିଆଇ ଅଧିକାରୀ ।
ଶନିବାର ରାତିରେ କ’ଣ ଥିଲା ଅସଲ ଘଟଣା, ବଢ଼ିଲା ଚର୍ଚ୍ଚା । RTI କର୍ମୀଙ୍କ ପିଟିସନ ପରେ ଶନିବାର ଘଟଣାକୁ ନେଇ ବଢ଼ିଲା ଚର୍ଚ୍ଚା ।
ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ରେଡ୍ ପରେ ଭୁବନେଶ୍ୱର ଅବକାରୀ ବିଭାଗର ଜଏଣ୍ଟ କମିଶନର ରାମଚନ୍ଦ୍ର ମିଶ୍ରଙ୍କ ପାଖରୁ ମିଳିଛି ଏଭଳି ବିପୁଳ ସମ୍ପତ୍ତି
ସପ୍ତାହକ ଭିତରେ ଭିଜିଲାନ୍ସ ଜାଲରେ ଆଉ ଜଣେ ବଡ଼ ମାଛ । ୪ ଦିନ ତଳେ ଜଣେ ବରିଷ୍ଠ ଯନ୍ତ୍ରୀ ସୁନୀଲ ରାଉତଙ୍କ ଆଖି ତରାଟିଲା ଭଳି ଧନସଂପତ୍ତି ମିଳିଥିଲା ।
ରାତ୍ରିକାଳୀନ ଚେକିଂ ବେଳେ ଗ୍ୟାଙ୍ଗର ସଦସ୍ୟମାନଙ୍କୁ ଧରିଥିଲା କମିସନରେଟ ପୋଲିସର ସ୍ପେଶାଲ ସ୍କ୍ବାର୍ଡ ।
ଭୁବନେଶ୍ୱରରେ ମହିଳା ସାମ୍ବାଦିକା ମଧୁମିତାଙ୍କ ମୃତ୍ୟୁ ମାମଲାରେ ଆସିଲା ପୋଷ୍ଟମର୍ଟମ ରିପୋର୍ଟ । ମୃତ୍ୟୁ ପୂର୍ବରୁ ମଧୁମିତାଙ୍କ ଦେହରେ ଏକାଧିକ କ୍ଷତ ରହିଛି ।
ବର୍ତ୍ତମାନ ସୁଦ୍ଧା ରେଡ୍ରୁ ରାମଚନ୍ଦ୍ର ମିଶ୍ରଙ୍କର ୩୦ରୁ ଅଧିକ ପ୍ଲଟ୍ ଥିବା ଠାବ ହୋଇଥିବା ସୂଚନା ମିଳିଛି ।
ଜାମ୍ମୁ ଓ କାଶ୍ମୀରର ଡୋଡାରେ ସଂଗଠିତ ଆତଙ୍କବାଦୀ ଆକ୍ରମଣରେ ସଂପୃକ୍ତ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ସ୍କେଚ୍ ଜାରି କରିଛି ଜାମ୍ମୁ ଓ କାଶ୍ମୀର ପୋଲିସ । ଡୋଡା ପୋଲିସ ପକ୍ଷରୁ ଏଥିପାଇଁ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଛି ।
ପୋଲିସ ଶବ ବ୍ୟବଚ୍ଛେଦ କରିବା ପରେ ରିପୋର୍ଟରୁ ଦୁଷ୍କର୍ମ ଓ ହତ୍ୟା ବୋଲି ଜଣାପଡିଥିଲା। ଏହି ଘଟଣାର ତଦନ୍ତ ପାଇଁ ଏକ ଏସଆଇଟି ଟିମ୍ ଗଠନ କରାଯାଇଥିଲା।
ବନ ବିଭାଗ ଓ ପୋଲିସକୁ ମିଳିଛି ବଡ଼ ସଫଳତା । ଦୁର୍ଦ୍ଦାନ୍ତ କାଠ ମାଫିଆକୁ ଧରାଇଲା ଡ୍ରୋନ୍ । ସନ୍ତରାପୁର ଗାଁରେ ଚୋରା କାଠ ମାଫିଆଙ୍କ ଉପରେ ହୋଇଥିଲା ବଡ଼ ଆକ୍ସନ୍।
ଧରାପଡିଲା ଓଭରସ୍ମାର୍ଟ ଫୁଡ ଡେଲିଭରୀର ବଏ। ବେଆଇନ କାମ କରୁଥିବା ବେଳେ ମାଡ଼ି ବସିଲା ପୋଲିସ। ଆଉ ଇଏ ହେଉଛି ସେଇ ଜହର ଡବା। ଆଜ୍ଞା ହଁ ଦର୍ଶକବନ୍ଧୁ, ଏଥିରେ ଖାଦ୍ୟ ନାଁରେ ବିଷ ପରସୁଥିଲେ ଡେଲିଭେରି ବଏ। ଯାହାଙ୍କୁ ଗିରଫ କରିଛି ପୁଲିସ।
ବସରୁ ଚୋରି ହୋଇଗଲା ୧୭ କିଲୋ ରୁପା ଆଉ ୫ ଲକ୍ଷ । ବସରୁ ଦୁଇ ମିନିଟ୍ ପାଇଁ ତଳକୁ ଓହ୍ଲାଇଲେ । ୨ ମିନିଟରେ ଗାଏବ ହୋଇଗଲା ୨ଟି ବ୍ୟାଗ୍ ।
ଯେଉଁଠି ଦାମୀ ଏରିଆ, ସେଇଠି ଯନ୍ତ୍ରୀ ସୁନୀଲ ବାବୁଙ୍କ ରହିଛି ପ୍ଲଟ । ଭୁବନେଶ୍ବର, ପୁରୀ, କଟକ ହେଉ ଅବା ଢେଙ୍କାନାଳ ସବୁଠି ବାବୁଙ୍କର ଏକର ଏକର ଜମି।
ଯେଉଁଠି ଦାମୀ ଏରିଆ, ସେଇଠି ଯନ୍ତ୍ରୀ ସୁନୀଲ ବାବୁଙ୍କ ରହିଛି ପ୍ଲଟ । ଭୁବନେଶ୍ବର, ପୁରୀ, କଟକ ହେଉ ଅବା ଢେଙ୍କାନାଳ ସବୁଠି ବାବୁଙ୍କର ଏକର ଏକର ଜମି।
ସ୍ୱାମୀର ପରକୀୟା ପ୍ରେମରେ ଉଜୁଡ଼ିଗଲା ସାମ୍ବାଦିକା ପତ୍ନୀର ସଂସାର । ନିର୍ଯାତନାର ଲୁହଭିଜା ଭିଡ଼ିଓ ଜାରି କରିବା ପରେ ମିଳିଲା ମୃତଦେହ । ବାୟୁସେନାରେ କାର୍ଯ୍ୟରତ ସ୍ୱାମୀଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ୍ ।
ଭୁବନେଶ୍ବରରେ ୨ଟି ଆଲିସାନ କୋଠା ଓ ପୁରୀରେ ୨ଟି ଫ୍ଲାଟ୍ । ଏଯାବତ୍ ଠାବ ହେଲାଣି ୩୪ ପ୍ଲଟ୍, ୯ଟି ସ୍ଥାନରେ ହୋଇଥିଲା ରେଡ୍ ।
ସ୍ୱାମୀର ପରକୀୟା ପ୍ରେମରେ ଉଜୁଡ଼ିଗଲା ସାମ୍ବାଦିକା ପତ୍ନୀର ସଂସାର । ନିର୍ଯାତନାର ଲୁହଭିଜା ଭିଡ଼ିଓ ଜାରି କରିବା ପରେ ମିଳିଲା ମୃତଦେହ । ବାୟୁସେନାରେ କାର୍ଯ୍ୟରତ ସ୍ୱାମୀଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ୍ ।