Omicron Surge
ସ୍କୁଲ୍ ବନ୍ଦ, କଲେଜ୍ ବନ୍ଦ୍, ୟୁନିଭର୍ସିଟି ବନ୍ଦ, ହଷ୍ଟେଲ୍ ବନ୍ଦ୍, କୋଚିଂ ବନ୍ଦ... ସବୁ ଅଫଲାଇନ୍ ସିଷ୍ଟମ ବନ୍ଦ। ଯାହା ଚାଲିବ ଅନଲାଇନ୍..
Advertisment
ଆଜି ୯ଟାରୁ ରାଜ୍ୟର ସବୁ ସହରାଞ୍ଚଳରେ ଲାଗୁ ହେବ ନାଇଟ କର୍ଫ୍ୟୁ । କୋଭିଡ୍ କଟକଣା ଉଲ୍ଲଙ୍ଘନକାରୀକୁ ସାବାଡ୍ ଲାଗି ତତ୍ପର ହୋଇଛି କମିଶନରେଟ୍ ପୋଲିସ । ସହରର ଛକ ଛକରେ ଫୋର୍ସ ମୁତୟନ କରାଯାଇଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)