ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି। ରାଜଧାନୀ ଭୁବନେଶ୍ୱର ପୁଣି ରେଡ୍ ଜୋନ୍କୁ ଫେରିଛି। ରେଡ୍ ଜୋନ୍କୁ ଫେରିବା ପରେ ଭୁବନେଶ୍ୱର ମେୟର କଡ଼ା ତାଗିଦ୍ କରିଛନ୍ତି।
ରାଜ୍ୟରେ ୨୪ ଘଣ୍ଟାରେ ଆଉ ୪୭୦ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା...
କଟକ ଅଡ଼ଶପୁରର ଏକ କଲେଜରୁ ୨୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ଛାତ୍ର ଓ ବାକି ୨୬ ଜଣ ଛାତ୍ରୀ ରହିଛନ୍ତି।
ଗୋଟଟିଏ କଲେଜ୍ରୁ ୨୭ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ହୋଇଥିବା ସୂଚନା...
ରାଜ୍ୟରେ ଚିନ୍ତା ବଢ଼ାଉଛି କରୋନା ଆକ୍ରାନ୍ତ ସଂଖ୍ୟା...
ଓମିକ୍ରନ୍ର ନୂଆ ସବ୍ ଭାରିଆଣ୍ଟ ଠାବ । ଭାରତ ସହ ୧୦ଟି ଦେଶରେ ନୂଆ ଭାରିଆଣ୍ଟ ଠାବ ।
ରାଜ୍ୟରେ ମାଡ଼ିଚାଲିଛି ମହାମାରୀ କୋଭିଡ୍ । ସଂକ୍ରମଣରେ ବ୍ରେକ୍ ଲାଗୁନି । ୧୦ ଦିନ ଭିତରେ ପ୍ରାୟ ୬ ଗୁଣା ହେଲାଣି ଦୈନିକ ସଂକ୍ରମଣ । ଜୁନ୍ ୨୭ ତାରିଖରେ ରାଜ୍ୟର ଦୈନିକ ସଂକ୍ରମଣ ଥିଲା ୬୯ । ଆଉ ଆଜି ୪ ଶହ ପାର୍ କରିଛି ସଂକ୍ରମଣ ।
ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୪ ଶହ ଟପିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୦୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
ଜନଗହଳି ପୂର୍ଣ୍ଣ ସ୍ଥାନରେ ଯଦି କେହି ମାସ୍କ ପିନ୍ଧି ନଥିବେ ତେବେ ତାଙ୍କ ବିରୋଧରେ ଗ୍ରହଣ କରାଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ସେମାନଙ୍କଠାରୁ ଆଦାୟ ହେବ ୫୦୦ ଟଙ୍କା ଜରିମାନା ।
ରାଜ୍ୟରେ ପୁଣି ୩୦୦ ପାର କଲା ପଜିଟିଭ୍ । ୨୪ ଘଣ୍ଟାରେ ୩୩୪ ପଜିଟିଭ ଚିହ୍ନଟ ହୋଇଛନ୍ତି ।
ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ଭୁବନେଶ୍ୱରରେ ଟେଷ୍ଟିଂ ସେଣ୍ଟରକୁ BMC ବଢ଼ାଇଛି। ଏବେ ଭୁବନେଶ୍ୱରର ୨୫ଟି UPHC ଓ UCHCରେ କୋଭିଡ୍ ଟେଷ୍ଟ ବ୍ୟବସ୍ଥା ରହିଛି।
ରାଜ୍ୟରେ ୨୪ ଘଣ୍ଟାରେ ୩୪୬ ନୂଆ ଆକ୍ରାନ୍ତ ଚିହ୍ନଟ । କେବଳ ଖୋର୍ଦ୍ଧା ଓ କଟକରୁ ଦୈନିକ ସଂକ୍ରମଣର ୭୦% ଚିହ୍ନଟ ।
ରାଜ୍ୟରେ ଚିନ୍ତା ବଢ଼ାଉଛି କରୋନା ସଂକ୍ରମଣ...୨୪ ଘଣ୍ଟାରେ ଆଉ ୩୪୬ ଆକ୍ରାନ୍ତ ଚିହ୍ନଟ...
ରାଜ୍ୟରେ କୋଭିଡ ସ୍ଥିତି ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ସୂଚନା । ରଥଯାତ୍ରା ଯୋଗୁଁ କୋଭିଡ ବଢିଛି କି ନାହିଁ ୧୦/୧୫ ଦିନରେ ଜଣାପଡ଼ିବ ।
ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୯୯ ହଜାର ୬୦୨କୁ ବୃଦ୍ଧି । ସୁସ୍ଥ ହେଲେଣି ୪ କୋଟି ୨୮ ଲକ୍ଷ ୮ ହଜାର ୬୬୬ ଆକ୍ରାନ୍ତ ।
୧୮ ଓ ତଦୁର୍ଦ୍ଧ ପ୍ରାପ୍ତ ବୟସ୍କଙ୍କ ପାଇଁ ଅନୁମତି । ୨ରୁ ୮ ଡିଗ୍ରୀ ସେଲସିୟସରେ ରହୁଥିବା ପ୍ରଥମ କୋଭିଡ୍ ଭ୍ୟାକ୍ସିନ୍ ।
ରାଜ୍ୟରେ ପୁଣି ଉପରମୁହାଁ ସଂକ୍ରମଣ,ଖୋର୍ଦ୍ଧାରେ ବଢ଼ୁଛି କରୋନା ରୋଗୀଙ୍କ ସଂଖ୍ୟା
ଭିଡ଼କୁ ନଯିବାକୁ, ସବୁ ବେଳେ ମାସ୍କ ପିନ୍ଧିବାକୁ ଲୋକଙ୍କୁ କୁହାଯାଇଛି।
କୋଭୋଭ୍ୟାକ୍ସ ଟିକାକୁ ନେଇ ସୁପାରିଶ କଲା DCGIର ବୈଷୟିକ ବିଶେଷଜ୍ଞ କମିଟି । ପୁଣେ ସ୍ଥିତ ସେରମ୍ ଇନ୍ଷ୍ଟିଚ୍ୟୁଟ୍ ଦ୍ୱାରା ବିକଶିତ ଟିକା କୋଭୋଭ୍ୟାକ୍ସ ୭ ରୁ ୧୧ ବର୍ଷ ପିଲାଙ୍କୁ ଦିଆଯିବା ନେଇ ସୁପାରିଶ ।
କରୋନା ସଂକ୍ରମଣ ବଢୁଥିବାରୁ ଟେଷ୍ଟିଂ ଓ ସର୍ଭେଲାନ୍ସ ଉପରେ ଗୁରୁତ୍ୱ ଦେବାକୁ ସ୍ବାସ୍ଥ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।
କରୋନା ମୁକାବିଲା ନେଇ ଭାରତ ବାୟୋଟେକର ନାଜାଲ ଭ୍ୟାକ୍ସିନ୍ ସରିଲା ତୃତୀୟ ପରୀକ୍ଷଣ।