• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

Tanmay Kumar Mahalik

Editor

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି ...more

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି । ରାଜନୀତି, ସ୍ପେଶାଲ ଷ୍ଟୋରୀ ଏବଂ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂରେ ସ୍ୱତନ୍ତ୍ର ରୁଚି ରହିଛି । ୨୦୨୩ରୁ ‘ଓଡ଼ିଶା ଟିଭି’ରେ କାର୍ଯ୍ୟରତ ।

less

Posts by Tanmay Kumar Mahalik

electricity office
ବାରମ୍ବାର ହେଉଥିଲା ବିଦ୍ୟୁତ୍‌ କାଟ୍‌; ରାଗିଗଲେ ଚାଷୀ, ଅଫିସ୍‌ରେ ଛାଡ଼ିଦେଲେ କୁମ୍ଭୀର

ବାରମ୍ବାର ବିଦ୍ୟୁତ୍‌ କାଟକୁ ନେଇ ଅଭିଯୋଗ କରିବା ପରେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଏପରି କାଣ୍ଡ ଭିଆଇଛନ୍ତି ଲୋକେ । ସୂଚନା ଅନୁସାରେ ବିଜୟପୁରାରେ ବାରମ୍ବାର ବିଦ୍ୟୁତ୍‌ କାଟ୍‌ କରାଯାଉଥିଲା । ଯାହାଫଳରେ ଚାଷୀମାନେ ଚାଷ କାମ କରିବାରେ ନାନା ଅସୁବିଧାର ସମ୍ମୁଖୀନ ହେଉଥିଲେ ।

Egyptian Pyramids
ମଣ୍ଡପ କହୁଛି ମିଶର କଥା... ଇଜିପ୍ଟ ନୁହେଁ, ଇଏ କୋଲକାତା

ଖାଲି ବାହାରେ ନୁହେଁ, ଭିତରେ ବି ଅସୁମାରି ଚମତ୍କାର । ଖମ୍ବ, କାନ୍ଥ ଓ ଛାତ ସାରା ପ୍ରାଚୀନ ମିଶର ସଭ୍ୟତା ଶିଳାଲେଖର ପ୍ରତିକୃତି ଓ ସ୍ଥାନେ ସ୍ଥାନେ ଫାରୋ ବା ମିଶର ଶାସକମାନଙ୍କର ପ୍ରତିମୂର୍ତ୍ତି । ଆଉ ଗର୍ଭଗୃହରେ ସିଂହବାହିନୀ ଦେବୀ ଦୁର୍ଗା, ପାର୍ଶ୍ୱ ଦେବଦେବୀ ଏବଂ...

5T Secretary V.K. Pandian
ଚାପରେ ନା ବିରୋଧୀଙ୍କ ଚ୍ୟାଲେଞ୍ଜକୁ ଆକ୍ସେପ୍ଟ କଲେ ପାଣ୍ତିଆନ ?

ବିରୋଧୀଙ୍କ ଜୋରଦାର ପ୍ରତିବାଦ, ବିକ୍ଷୋଭ..ସରକାରୀ ଚାକିରି ଛାଡ଼ି ରାଜନୀତିକୁ ଆସିବାକୁ ଆହ୍ୱାନ। ଏସବୁ ଦାବି ଆଗରେ କଣ ମୁଣ୍ଡ ନୁଆଁଇ ଓ ବିରୋଧୀଙ୍କ ଚ୍ୟାଲେଞ୍ଜକୁ ଗ୍ରହଣ କରି IAS ଚାକିରିରୁ VRS ନେଲେ କି ପାଣ୍ଡିଆନ?

Vijayadashami celebrated with great fanfare across India
ଅସତ୍ୟ ଉପରେ ସତ୍ୟର ବିଜୟ; ଧୂମ୍‌ଧାମରେ ପାଳିତ ହେଲା ବିଜୟା ଦଶମୀ

କଟକରେ କିଛି ପୂଜା ମଣ୍ଡପରେ ପରମ୍ପରା ଅନୁସାରେ ମାଙ୍କ ନିକଟରେ ଲାଗି ହୋଇଥିଲା ସୁସ୍ୱାଦୁ ଓ ସୁବାସିତ ଦହି ପାଖଳ । ଚାଉଳିଆଗଞ୍ଜରେ ୧୦ ହଜାର ଓ ଗୋପାଳପୁର ପୂଜା କମିଟି ପକ୍ଷରୁ ୫ ହଜାର ଶ୍ରଦ୍ଧାଳୁଙ୍କ ପାଇଁ ଦହିପଖାଳର ଭୋଗର ବ୍ୟବସ୍ଥା ହୋଇଥିଲା ।

wife gang-raped in Dhenkanal
ଭୁବନରେ ଲଜ୍ଜା; ସ୍ୱାମୀଙ୍କୁ ପିଟିଲେ, ପତ୍ନୀଙ୍କୁ ଗଣଦୁଷ୍କର୍ମ କଲେ

ରାସ୍ତାରେ ଅଟକାଇ ସ୍ୱାମୀଙ୍କୁ ପିଟିଲେ, ପତ୍ନୀଙ୍କୁ ଗଣଦୁଷ୍କର୍ମ କଲେ । ଢେଙ୍କାନାଳ ଭୁବନ ଅଞ୍ଚଳର ଲଜ୍ଜାକର ଘଟଣାରେ ୫ ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ୍, ଏସପି କହିଲେ ସମସ୍ତଙ୍କୁ ବାନ୍ଧିବୁ...

5T Secretary V.K. Pandian
କାଲି ଅବସର, ଆଜି ନିଯୁକ୍ତି : କ୍ୟାବିନେଟ୍‌ ରାଙ୍କ ଥିବାରୁ CSଙ୍କୁ ଦେଇପାରିବେ ନିର୍ଦ୍ଦେଶ

ସରକାର ଓ ରାଜନୀତିରେ ପାଣ୍ଡିଆନ୍‌ଙ୍କ ନୂଆ ରୂପାନ୍ତର ! ପ୍ରଶାସନରୁ ସିଧା ସରକାରକୁ ଲମ୍ବ ଡିଆଁ । ଆଉ ବ୍ୟାକ୍ ଡୋର ନୁହେଁ, ଏଣିକି ଫ୍ରଣ୍ଟଫୁଟରେ ବ୍ୟାଟିଂ। କାଲିଠୁ ଆଜି ଭିତରେ ରାଜ୍ୟ କ୍ଷମତା ଅଳିନ୍ଦରେ ବଡ଼ ପରିବର୍ତ୍ତନ।

Ravan Temple Kanpur
ଏଠି ବିଜୟା ଦଶମୀରେ ଖୋଲେ ରାବଣ ମନ୍ଦିର; ବର୍ଷକରେ ଥରେ ପୂଜା ପାଆନ୍ତି ଦଶାନନ

କୃତରେ, ଏହି ମନ୍ଦିର ନୂତନ ମନ୍ଦିର ନୁହେଁ କିମ୍ବା ଏଠିକାର ଲୋକଙ୍କ ପାଇଁ ଏହି ପରମ୍ପରା କୌଣସି ନୂଆ ନୁହେଁ । ବରଂ ଏହି ମନ୍ଦିରଟି ଦଶ ବର୍ଷ ପୂର୍ବେ କୃଷ୍ଣ କୁମାର ତିୱାରୀଙ୍କ ଦ୍ୱାରା ନିର୍ମାଣ କରାଯାଇଥିଲା ।

Vijayadashami celebrated with great fanfare across India
ଅସତ୍ୟ ଉପରେ ସତ୍ୟର ବିଜୟ; ଧୂମ୍‌ଧାମରେ ପାଳିତ ହେଲା ବିଜୟା ଦଶମୀ

କଟକରେ କିଛି ପୂଜା ମଣ୍ଡପରେ ପରମ୍ପରା ଅନୁସାରେ ମାଙ୍କ ନିକଟରେ ଲାଗି ହୋଇଥିଲା ସୁସ୍ୱାଦୁ ଓ ସୁବାସିତ ଦହି ପାଖଳ । ଚାଉଳିଆଗଞ୍ଜରେ ୧୦ ହଜାର ଓ ଗୋପାଳପୁର ପୂଜା କମିଟି ପକ୍ଷରୁ ୫ ହଜାର ଶ୍ରଦ୍ଧାଳୁଙ୍କ ପାଇଁ ଦହିପଖାଳର ଭୋଗର ବ୍ୟବସ୍ଥା ହୋଇଥିଲା ।

Egyptian Pyramids
ମଣ୍ଡପ କହୁଛି ମିଶର କଥା... ଇଜିପ୍ଟ ନୁହେଁ, ଇଏ କୋଲକାତା

ଖାଲି ବାହାରେ ନୁହେଁ, ଭିତରେ ବି ଅସୁମାରି ଚମତ୍କାର । ଖମ୍ବ, କାନ୍ଥ ଓ ଛାତ ସାରା ପ୍ରାଚୀନ ମିଶର ସଭ୍ୟତା ଶିଳାଲେଖର ପ୍ରତିକୃତି ଓ ସ୍ଥାନେ ସ୍ଥାନେ ଫାରୋ ବା ମିଶର ଶାସକମାନଙ୍କର ପ୍ରତିମୂର୍ତ୍ତି । ଆଉ ଗର୍ଭଗୃହରେ ସିଂହବାହିନୀ ଦେବୀ ଦୁର୍ଗା, ପାର୍ଶ୍ୱ ଦେବଦେବୀ ଏବଂ...

VK Pandian takes voluntary retirement
VRS ନେଲେ ପାଣ୍ଡିଆନ୍‌... କଂଗ୍ରେସ କହିଲା, ସରିଲା କଳଙ୍କିତ ଅଧ୍ୟାୟ; ବିଜେପିର ପ୍ରତିକ୍ରିୟା ୨୪ ପାଇଁ ରାସ୍ତା ବନ୍ଦ

ପାଣ୍ଡିଆନଙ୍କ VRS ସହ ଏକ କଳଙ୍କିତ ଅଧ୍ୟାୟର ପରିସମାପ୍ତି ଘଟିଲା । ତାହା ସହ ବହୁ ବରିଷ୍ଠ IAS ଅଧିକାରୀଙ୍କର କଣ୍ଠରୋଧର ଅବସାନ ଘଟିଲା ବୋଲି କହିଛନ୍ତି ବିଜୟ ।

Retired teacher
ରାସ୍ତା ନିର୍ମାଣ ପାଇଁ ଅବସରପ୍ରାପ୍ତ ଶିକ୍ଷକଙ୍କ ଅନଶନ; ହେଲେ ପ୍ରଶାସନ ରଖିଲାନି ପ୍ରତିକ୍ରିୟା

ଲାଲସିଂ ପଞ୍ଚାୟତରେ ଆଦର୍ଶ ମାର୍ଗ ରାସ୍ତା, ଅଙ୍ଗନବାଡି କେନ୍ଦ୍ର ଓ ରାମ ମନ୍ଦିର ଯିବା ରାସ୍ତା ଅତି ଶୋଚନୀୟ ସ୍ଥିତିରେ ରହିଛି । ଅଳିଆ ଆବର୍ଜନା ରାସ୍ତା କଡରେ ପଡୁଛି ଡ୍ରେନ ସବୁ ମୁକୁଳା ରହିଛି । ଫଳରେ ବର୍ଷା ହେଲେ ଡ୍ରେନ ପାଣି ରାସ୍ତାରେ ଜମିବା ସହ...

Man caught stealing from cloth shop in Bhubaneswar
ଯୁବକଙ୍କ 420 ଦିମାଗ୍‌; ହାପ୍‌ ପ୍ୟାଣ୍ଟ ପିନ୍ଧି ଆସିଲେ, ଲୁଟିଲେ ନୂଆ ଜିନ୍ସ ଏବଂ ଟି-ସାର୍ଟ

ଯୁବକ ଜଣକ ଧରାପଡ଼ିଯିବା ପରେ ନିଜର ଭୁଲ ହୋଇଯାଇଛି ବୋଲି କହୁଛନ୍ତି । ନିଜର ଦୋଷ ମଧ୍ୟ ସ୍ୱୀକାର କରୁଛନ୍ତି । ହେଲେ ସେଠାରେ ଉପସ୍ଥିତ ଥିବା ଲୋକମାନେ ତାଙ୍କୁ ସବକ୍‌ ଶିଖାଇଛନ୍ତି ।

5T Secretary VK Pandian takes voluntary retirement
ସ୍ୱେଚ୍ଛାକୃତ ଅବସର ନେଲେ ଭି.କେ ପାଣ୍ଡିଆନ୍‌

5T ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ୍‌ଙ୍କୁ VRS ମିଳିଛି । ପାଣ୍ଡିଆନ୍‌ଙ୍କ VRSକୁ ମଂଜୁର କରିଛି କେନ୍ଦ୍ର କାର୍ମିକ ମନ୍ତ୍ରାଳୟ ।

Cyber Loot
ମାତିଛନ୍ତି ସାଇବର ଲୁଟେରା; ସାଙ୍ଗ ବନାଇ ଲୁଟିନେଲେ ୩୫ ଲକ୍ଷ

ସାହାଯ୍ୟ କରିବା ଆଳରେ କିଶୋରଙ୍କ ବ୍ୟାଙ୍କ୍ ଆକାଉଣ୍ଟ ଡାଟା ନେଇ ଯାଇଥିଲେ । ପରେ ବିଭିନ୍ନ ଆକାଉଣ୍ଟକୁ ଟ୍ରାନସଫର କରି ଲୁଟି ନେଇଥିଲେ ୩୫ ଲକ୍ଷ ଟଙ୍କା ।

Odisha Politics
ମା'ଙ୍କ ପାଖରେ ରାଜନେତାଙ୍କ ଗହଳି; କିଏ ମାରିବ ୨୪ ବାଜି ?

ମା'ଙ୍କ ପାଖରେ ନେତାଙ୍କ ଗହଳି। ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେବୀ ଦୁର୍ଗାଙ୍କ ଦର୍ଶନ କରିଥିବାବେଳେ କଟକରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ମା’ଙ୍କ ପେଣ୍ଡାଲ ବୁଲିଛନ୍ତି ।

quack
କ୍ୱାକ୍ ନେଇଗଲେ କାର୍ ଡ୍ରାଇଭରଙ୍କ ଜୀବନ !

କାର ଡ୍ରାଇଭର ମୁକୁନ୍ଦ ନନ୍ଦ ଅଚେତ ହୋଇଯାଇଥିଲେ । ତାଙ୍କୁ ବିଳମ୍ବିତ ରାତିରେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ଆଣିଥିଲେ କ୍ୱାକ୍ ଅନିଲ ମହାକୁଡ଼ ।

Cyclone
ଓଡ଼ିଶାକୁ ନାହିଁ ବାତ୍ୟା ଭୟ; ୨୫ରେ ବାଂଲାଦେଶ ଉପକୂଳ ଛୁଇଁବ 'ହାମୁନ'

ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ଆଜି ସକାଳୁ ଓ କିଛି ସ୍ଥାନରେ ମଧ୍ୟାହ୍ନରୁ ବର୍ଷା ଆରମ୍ଭ ହୋଇଯାଇଛି । ଏହି ପ୍ରଭାବ ଆସନ୍ତା ୨୬ ତାରିଖ ଯାଏଁ ରହିବା ନେଇ ଆକଳନ କରିଛି ପାଣିପାଗ ବିଭାଗ ।

Paradeep Rain
ଅଶାନ୍ତ ରହିଛି ସମୁଦ୍ର; ପାରାଦୀପରେ ଲାଗି ରହିଛି ତୁହାକୁ ତୁହା ବର୍ଷା

ପାରାଦୀପର ଷଣ୍ଢକୁଦ, ନୂଆବଜାର ବସ୍ତି ହେଉ କିମ୍ବା ଏରସମାର ସମୁଦ୍ରକୂଳିଆ ଅଞ୍ଚଳ ହେଉ ବାତ୍ୟାକୁ ନେଇ ଲୋକେ ଚିନ୍ତିତ ହୋଇଛନ୍ତି । ସମ୍ଭାବ୍ୟ ବାତ୍ୟା ପରିସ୍ଥିତି ଉପରେ ପ୍ରଶାସନ ନଜର ରଖଥିବା ବେଳେ ଦରକାର ସମୟରେ ଆବଶ୍ୟକ ପଦକ୍ଷେପ ନେବ ବୋଲି ପାରାଦୀପ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି...

Happy Birthday Prabhas
ଆଜି ସାଉଥ୍ ସୁପର ଷ୍ଟାର ପ୍ରଭାସଙ୍କ ଜନ୍ମଦିନ; ଏହି ଫିଲ୍ମରୁ ଆରମ୍ଭ କରିଥିଲେ କ୍ୟାରିୟର

୨୦୦୪ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ବର୍ଷମ୍‌’ ପ୍ରଭାସଙ୍କ ଅଭିନୀତ ପ୍ରଥମ ସଫଳ ଚଳଚ୍ଚିତ୍ର ଥିଲା । ଏସ୍ଏସ୍‌ ରାଜାମୌଲିଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ଛତ୍ରପତି’ ତାଙ୍କୁ ଅଧିକ ଲୋକପ୍ରିୟ କରିଥିଲା ।

Former India captain Bishan Bedi
ଭାରତର କିମ୍ବଦନ୍ତୀ ସ୍ପିନର ବିଶନ ସିଂ ବେଦୀଙ୍କ ପରଲୋକ

ଭାରତ ପଇଁ ୧୯୬୭ରୁ ୧୯୭୯ ପର୍ଯ୍ୟନ୍ତ ୬୭ଟି ଟେଷ୍ଟ ମ୍ୟାଚ ଖେଳି ସେ ୨୬୬ଟ ୱିକେଟ୍ ଅକ୍ତିଆର କରିଥିଲେ । ଏମିତିକି ତାଙ୍କ ଅଧିନାୟକତ୍ୱରେ ଭାରତ ଟେଷ୍ଟ ମ୍ୟାଚରେ ବି ବିଜୟୀ ହୋଇଥିଲା ।

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି । ରାଜନୀତି, ସ୍ପେଶାଲ ଷ୍ଟୋରୀ ଏବଂ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂରେ ସ୍ୱତନ୍ତ୍ର ରୁଚି ରହିଛି । ୨୦୨୩ରୁ ‘ଓଡ଼ିଶା ଟିଭି’ରେ କାର୍ଯ୍ୟରତ ।