Advertisment

ଅସତ୍ୟ ଉପରେ ସତ୍ୟର ବିଜୟ; ଧୂମ୍‌ଧାମରେ ପାଳିତ ହେଲା ବିଜୟା ଦଶମୀ

କଟକରେ କିଛି ପୂଜା ମଣ୍ଡପରେ ପରମ୍ପରା ଅନୁସାରେ ମାଙ୍କ ନିକଟରେ ଲାଗି ହୋଇଥିଲା ସୁସ୍ୱାଦୁ ଓ ସୁବାସିତ ଦହି ପାଖଳ । ଚାଉଳିଆଗଞ୍ଜରେ ୧୦ ହଜାର ଓ ଗୋପାଳପୁର ପୂଜା କମିଟି ପକ୍ଷରୁ ୫ ହଜାର ଶ୍ରଦ୍ଧାଳୁଙ୍କ ପାଇଁ ଦହିପଖାଳର ଭୋଗର ବ୍ୟବସ୍ଥା ହୋଇଥିଲା ।

author-image
Tanmay Kumar Mahalik

ଅସତ୍ୟ ଉପରେ ସତ୍ୟର ବିଜୟ ସ୍ୱରୂପ ଆଜି ଧୂମଧାମରେ ପାଳିତ ହୋଇଛି ବିଜୟା ଦଶମୀ । ଶାରଦୀୟ ଦୁର୍ଗାପୂଜାର ଅନ୍ତିମ ପର୍ବ ବିଜୟା ଦଶମୀରେ ମଣ୍ଡପରେ ଶେଷ ପୂଜାର୍ଚ୍ଚନା ପରେ ଅନୁଷ୍ଠିତ ହୋଇଛି ବିସର୍ଜନ ନୀତି । ଏହାସହ ଆଜି ରାଜ୍ୟର ବିଭିନ୍ନ ପୂଜା ମଣ୍ଡପରେ ମା’ଙ୍କ ନିକଟରେ ଦହି ପଖାଳ ଲାଗି ସାଙ୍ଗକୁ ଆଉ କିଛି ସ୍ଥାନରେ ବଙ୍ଗୀୟ ପରମ୍ପରାରେ ସିନ୍ଦୂରଖେଳ ବି ଦେଖିବାକୁ ମିଳିଛି ।

Advertisment
Durga Puja
Advertisment
Advertisment