• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

Tanmay Kumar Mahalik

Editor

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି ...more

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି । ରାଜନୀତି, ସ୍ପେଶାଲ ଷ୍ଟୋରୀ ଏବଂ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂରେ ସ୍ୱତନ୍ତ୍ର ରୁଚି ରହିଛି । ୨୦୨୩ରୁ ‘ଓଡ଼ିଶା ଟିଭି’ରେ କାର୍ଯ୍ୟରତ ।

less

Posts by Tanmay Kumar Mahalik

Assembly Elections 2023
ଛତିଶଗଡ ବିଧାନସଭା ନିର୍ବାଚନକୁ ଆଉ ୨ ଦିନ; ନିର୍ଣ୍ଣାୟକ ହୋଇପାରନ୍ତି ଓଡ଼ିଆ ଭୋଟର

ଛତିଶଗଡ ନିର୍ବାଚନ ପାଇଁ ଜୋର ସୋର ଚାଲିଛି ପ୍ରଚାର । ପ୍ରଚାର ମୈଦାନରେ କଳ ବଳ ଖଟାଉଛନ୍ତି ଉଭୟ କଂଗ୍ରେସ ଓ ବିଜେପି । ଓଡିଶା ସୀମାନ୍ତ ଜଗଦଲପୁର ଅଞ୍ଚଳ ସୀମାବର୍ତ୍ତୀ ଜିଲ୍ଲା ହୋଇଥିବାରୁ ଏଠାରେ ବହୁ ସଂଖ୍ୟାରେ ଓଡିଆ ବାସବାସ କରନ୍ତି ।

Tutu Nayak
ଗିରଫ ପରେ ଜେଲ୍‌ ଗଲେ ପ୍ରଯୋଜକ ଟୁଟୁ ନାୟକ

ଗିରଫ ହେବା ପରେ ପ୍ରଯୋଜକ ଟୁଟୁ ନାୟକ ଜେଲ୍‌ ଯାଇଛନ୍ତି । ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ତାଙ୍କୁ ପଠାଇଦିଆଯାଇଛି ।

Room acceptance letter
ଅଜବ ଘରମାଲିକ; ଘରଭଡ଼ା ପାଇଁ ନେଲେ Interview !

ଜଣେ ଘର ମାଲିକଙ୍କ ଘରଭଡ଼ା ଦେବାର ତରିକା ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି । କାରଣ ଜଣେ ଚାକିରି ଆଶାୟୀ ଠାରୁ କମ୍‌ ନଥିଲା ଭର ମାଲିକଙ୍କ ପ୍ରଶ୍ନ ।

Producer Tutu Nayak Arrested
ପ୍ରଯୋଜକ ଟୁଟୁ ନାୟକ ଗିରଫ; ବାନ୍ଧିଲା ଖାରବେଳନଗର ପୋଲିସ

ମହିଳା ସାମ୍ବାଦିକାଙ୍କୁ ମାଡ଼ ମାରିବା ଅଭିଯୋଗରେ ପ୍ରଯୋଜକ ଟୁଟୁ ନାୟକଙ୍କୁ ଥାନାକୁ ଆଣିଥିଲା ଖାରବେଳନଗର ଥାନା ପୋଲିସ ।ତାଙ୍କୁ ଥାନାରେ ପଚରାଉଚରା କରିଥିଲା ପୋଲିସ ।

Rain
କଳାହାଣ୍ଡିରେ ଅଦିନିଆ ବର୍ଷା, ମାଟିରେ ମିଶିଗଲା ବର୍ଷକର ଫସଲ

ହଠାତ୍ ରାତି ୧୦ଟା ବେଳେ ପ୍ରବଳବର୍ଷା ପବନ ସାଙ୍ଗକୁ କୂଆପଥର ମାଡ ଯୋଗୁଁ  ବିଜୁଳି ଖୁଣ୍ଟ ଓ ଗଛ ଉପୁଡ଼ି ପଡ଼ିବା ସହ ଚାଷର ବ୍ୟାପକ କ୍ଷତି ହୋଇଛି ।

Class 9 student murder
ଟିଉସନ୍‌ ଫି’ ପାଇଁ ନାବାଳକକୁ କରାଯାଇଛି ହତ୍ୟା; ଡିସିପି

ପ୍ରେସମିଟରେ ଭୁବନେଶ୍ୱର ଡିସିପି ଆହୁରି କହିଛନ୍ତି ଯେ, ହତ୍ୟା କରିଥିବା +୨ ଛାତ୍ର ଜଣକ ସେଠାରେ ଟିଉସନ୍‌ ହେଉଥିଲେ । ପ୍ରାୟ ୩ରୁ ୫ ହଜାର ଟଙ୍କା ଟିଉସନ୍‌ ଫି’ ବାକି ରହିଥିଲା ।

Yojanara Na Hariloot
୨ ଯୋଜନା ନାଁରେ ଲକ୍ଷ ଲକ୍ଷ ଟଙ୍କା ଖାଇଗଲେ ସରକାରୀ ବାବୁ

୨ ଯୋଜନା ନାଁରେ ଲକ୍ଷ ଲକ୍ଷ ଟଙ୍କା ଖାଇଗଲେ ସରକାରୀ ବାବୁ

Pratap jena
ପ୍ରତାପ ଜେନାଙ୍କୁ ସାମୟିକ ଆଶ୍ୱସ୍ତି; କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଉପରେ ହାଇକୋର୍ଟଙ୍କ ରୋକ୍‌

ମାହାଙ୍ଗା ଡବଲ ମର୍ଡର ମାମଲାରେ ଗତ ୩୧ ତାରିଖ ହାଇକୋର୍ଟ ଯାଇଥିଲେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନା । ତଳ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ପ୍ରତାପ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

 Shah Rukh Khan
୫୮ ବର୍ଷ ବୟସରେ ପାଦ ଥାପିଲେ ଗ୍ଲୋବାଲ ଷ୍ଟାର୍‌

ଓବାମାଙ୍କଠୁ ଆରମ୍ଭ କରି ହଲିଉଡ୍‌ର ଷ୍ଟାର କଳାକାରଙ୍କ ମୁହଁରେ ଶାହରୁଖଙ୍କର ପ୍ରଶଂସା। ଏପରି ଏକ ବ୍ୟକ୍ତିତ୍ୱ ଯିଏ କୁଆଁରୀ ଝିଅର ପ୍ରେମ, ମାଆର ଆଦର୍ଶ, ଜେଜେମାର ବାତ୍ସଲ୍ୟ। କିଙ୍ଗ୍ ଖାନ୍, କିଙ୍ଗ ଅଫ୍ ରୋମାନ୍ସ..ବାଜିଗର ଏମିତି ଅନେକ ନାମରେ ଫ୍ୟାନ୍ସଙ୍କ ହୃଦୟରେ ରାଜ କରନ୍ତି ସେ। ଆଜି ସେ...

News Fuse
ଏଇ ଘରେ ରୁହନ୍ତି ଶତାଧିକ ପିଲାଛୁଆ, ସବୁ ନିଜର କେହି ନୁହଁନ୍ତି ପର

ଏଇ ଆଜ୍ଞା ଆଉ ଗୋଟିଏ ଘର, ଜୀବନ ବେଳାରେ ସନ୍ଧ୍ୟା ହୋଇ ହୋଇ ଆସୁଥିବା ଅନେକ ପକ୍ଷୀଙ୍କ ମେଳ ଇଏ। ଏଠି ବିଶ୍ୱାସ ଅଛି ଏଠି ନିଶ୍ୱାସ ବି ଅଛି। ଏଠି ଆତ୍ମୀୟତା ଅଛି, ଏଠି ମମତା ଅଛି।

Tu Mo Subhadra Mun To Jaga
ଚଳିତ ସପ୍ତାହରେ ରିଲିଜ ହେବ ‘ତୁ ମୋ ସୁଭଦ୍ରା ମୁଁ ତ ଜଗା’

ଭାଇ ଭଉଣୀ ସମ୍ପର୍କ ଅତି ପବିତ୍ର। ଭଉଣୀର ସୁରକ୍ଷା ପାଇଁ ଭାଇ ସବୁବେଳେ ତତ୍ପର। ଭାଇ ଭଉଣୀର ନିଆରା ସମ୍ପର୍କକୁ ନେଇ ଆସୁଛି ନୂଆ ଚଳଚ୍ଚିତ୍ର ‘ତୁ ମୋ ସୁଭଦ୍ରା ମୁଁ ତ ଜଗା’ ।

Dumping yard
ଖାଲି ଗନ୍ଧ ଆଉ ଗନ୍ଧ, ରାସ୍ତାରେ ଚାଲି ହେଉନି କି ଘରେ ଶୋଇ ହେଉନି

ପୂଜା ମାହୋଲରେ ଅସ୍ତବ୍ୟସ୍ତ କରୁଛି ଗନ୍ଧ । ଅଳିଆ ଆବର୍ଜନାରେ ଭାସୁଛି ରାଜଧାନୀ । ଯୁଆଡ଼େ ଦେଖିବ ସେଆଡ଼େ କୁଢ଼ କୁଢ଼ ଅଳିଆ ।

Love triangle leads to murder, man kills cousin in Nagpur
ତ୍ରିକୋଣୀୟ ପ୍ରେମ କାହାଣୀ; ଭାଇ ହାତରେ ଗଲା ଭାଇର ଜୀବନ

ଖତରନାକ୍ ତ୍ରିକୋଣୀୟ ପ୍ରେମ କାହାଣୀ; ଭାଇ ହାତରେ ଚାଲିଗଲା ଭାଇର ଜୀବନ

Apple Iphone
ଭାରତରେ ବଢ଼ୁଛି ଆପଲ୍‌ର ଚାହିଦା, Q3ରେ ବିକ୍ରି ହେଲା ୨୫ ଲକ୍ଷରୁ ଅଧିକ

କ୍ରମାଗତ ଚତୁର୍ଥ ତ୍ରୈମାସିକ ପାଇଁ ସାମସଙ୍ଗ ଏହାର A ଏବଂ M ସିରିଜର ସଫଳତା ପାଇଥିଲା । ଯାହାଦ୍ୱାରା ୧୭.୨% ଅଂଶଧନ ସହିତ ସାମସଙ୍ଗ ଅଗ୍ରଣୀ ସ୍ଥାନ ବଜାୟ ରଖିଛି ।

note exchange
କାହାର ଏ ୨ହଜାର ନୋଟ୍‌ ? RBI ସାମ୍ନାରେ ଲାଗୁଛି ଲାଇନ୍, ଆକ୍ସନ୍ ମୋଡରେ EOW ଏବଂ ED

ସକାଳ ୮ଟା ବେଳେ ଭୁବନେଶ୍ୱର RBI ସାମ୍ନାରେ ଗତକାଲି ଭଳି ଆଜି ବି ଲୋକଙ୍କ ଲମ୍ବା ଲାଇନ୍ । ହେଲେ ଆଜି କିନ୍ତୁ ବଦଳି ଯାଇଥିଲା ନୋଟ୍ ବଦଳର ତରିକା । କାଲି ଲାଇନ ଲଗାଇଥିବା ଅଧିକାଂଶ ଲୋକଙ୍କ ହାତରେ ୨ ହଜାର ଟଙ୍କିଆ ନୋଟ୍ ନଥିଲା ।...

Dumping yard
ଦୁର୍ଗନ୍ଧରେ ଫାଟିପଡୁଛି ରାଜଧାନୀ; ଆବର୍ଜନାର ପାହାଡ଼ ପାଲଟିଛି ସୈନିକ ସ୍କୁଲ ପଛ

ସହର ଭିତରେ ଅଳିଆର ପାହାଡ଼ । ଇଏ ପାହାଡ଼ ତ ନୁହେଁ ପର୍ବତ । ଗଦା ହୋଇ ରହିଛି ପୁରା ସ୍ମାର୍ଟ ସିଟିର ଅଳିଆ ଆବର୍ଜନା । ପ୍ରତିଦିନ ଟନ୍ ଟନ୍ ଅଳିଆ ବୁହା ହୋଇ ଆସୁଛି, ଆଉ ଖୁନ୍ଦି ଖୁନ୍ଦି ଭର୍ତ୍ତି କରାଯାଉଛି । ମଲା ଗାଈ...

SRIMANDIR
ଶ୍ରୀମନ୍ଦିରରେ ଶଙ୍ଖ ବାଜେନି, ସତ ନା ଗୁଜବ ?

ଦିନ ଥିଲା, ଇଏ ଥିଲା ସେବକ ପ୍ରିୟ ମାଧବ ଶ୍ରୀଜଗନ୍ନାଥଙ୍କ ଏକ ପ୍ରମୁଖ ସେବା । ଦେବଦାସୀ ସେବା । ଆଉ ଥିଲେ ମହାପ୍ରଭୁଙ୍କ ଦେବଦାସୀ ପରଂପରାର ଶେଷ ସେବିକା ପରସ ମଣି । ସେ ବି ୨୦୨୧ରୁ ଇହଧାମ ଛା଼ଡ଼ିଲେଣି । ତେବେ ଦେବଦାସୀ ପ୍ରଥା ବନ୍ଦ...

cracker factory fire
ବାରମ୍ବାର ବେଆଇନ୍‌ ବାଣ ନେଉଛି ଜୀବନ; କେବେ ଚେତିବ ପ୍ରଶାସନ ?

ବେଆଇନ୍ ବାଣ ତିଆରି ଓ ବିକ୍ରି କରିବା କେତେ ଯେ ବିପଦପୂର୍ଣ୍ଣ ଇଏ ତାର ଏକ ଜ୍ୱଳନ୍ତ ଉଦାହରଣ । ପ୍ରତି ମୁହୂର୍ତ୍ତରେ ଜୀବନ ଚାଲିଯିବାର ଭୟ, ଆଶଙ୍କା ।

Fake
ଅନ୍ଧାରରେ ପିଲାଙ୍କ କ୍ୟାରିୟର; ବିନା ଅନୁମୋଦନରେ ଚାଲିଛି ଉଚ୍ଚ ଶିକ୍ଷାନୁଷ୍ଠାନ

ବିନା ଅନୁମୋଦନରେ ଚାଲିଛି ଉଚ୍ଚ ଶିକ୍ଷାନୁଷ୍ଠାନ । ପିଲାଙ୍କୁ ଅନ୍ଧାରରେ ରଖି କଲେଜ କର୍ତ୍ତୃପକ୍ଷ କରାଉଛନ୍ତି ଆଡମିଶନ । କ୍ୟାରିୟର ସହ ଚାଲିଛି ଖେଳ । ଚିନ୍ତାରେ ଉଚ୍ଚଶିକ୍ଷା ବିଭାଗ । କାରଣ ବିଭାଗର ନାକ ନିଶ ତଳେ ଚାଲିଛି ଏଭଳି ବେଆଇନ୍ କାରବାର ।

Fake
ଅନ୍ଧାରରେ ପିଲାଙ୍କ କ୍ୟାରିୟର; ବିନା ଅନୁମୋଦନରେ ଚାଲିଛି ଉଚ୍ଚ ଶିକ୍ଷାନୁଷ୍ଠାନ

ବିନା ଅନୁମୋଦନରେ ଚାଲିଛି ଉଚ୍ଚ ଶିକ୍ଷାନୁଷ୍ଠାନ । ପିଲାଙ୍କୁ ଅନ୍ଧାରରେ ରଖି କଲେଜ କର୍ତ୍ତୃପକ୍ଷ କରାଉଛନ୍ତି ଆଡମିଶନ । କ୍ୟାରିୟର ସହ ଚାଲିଛି ଖେଳ । ଚିନ୍ତାରେ ଉଚ୍ଚଶିକ୍ଷା ବିଭାଗ । କାରଣ ବିଭାଗର ନାକ ନିଶ ତଳେ ଚାଲିଛି ଏଭଳି ବେଆଇନ୍ କାରବାର ।

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି । ରାଜନୀତି, ସ୍ପେଶାଲ ଷ୍ଟୋରୀ ଏବଂ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂରେ ସ୍ୱତନ୍ତ୍ର ରୁଚି ରହିଛି । ୨୦୨୩ରୁ ‘ଓଡ଼ିଶା ଟିଭି’ରେ କାର୍ଯ୍ୟରତ ।