ଯେଉଁ ଭାରତୀୟ ନାଗରିକମାନେ ଇସ୍ରାଏଲରୁ ଭାରତ ଫେରିବାକୁ ଇଚ୍ଛୁକ, ସେମାନଙ୍କ ପାଇଁ ସ୍ୱତନ୍ତ୍ର ଚାଟର୍ ଫ୍ଲାଇଟ୍ ଓ ଅନ୍ୟ ବନ୍ଦୋବସ୍ତ କରାଯାଇଥିବା ସେ ସୋସିଆଲ ମିଡିଆରେ ପ୍ରକାଶ କରିଛନ୍ତି ।
୨୦୧୧ ଜାନୁୟାରୀ ୨୭ ତାରିଖ । ୧୨ ବର୍ଷ ତଳର କଥା । ଭୁବନେଶ୍ୱର ଟଙ୍କପାଣି ଅଞ୍ଚଳର ଜଣେ ବ୍ୟକ୍ତିଙ୍କଠାରୁ ଲାବ୍ରାଡର୍ ପ୍ରଜାତିର ଏହି କୁକୁରକୁ ଛୁଆ ଅବସ୍ଥାରେ ଆଣିଥିଲେ ବ୍ୟବସାୟୀ ଚନ୍ଦ୍ରଶେଖର । ସ୍ନେହ ସରାଗ ଦେଇ ବଢ଼ାଇଲେ, ଆପଣାର କଲେ । ଶ୍ରଦ୍ଧାରେ ତା ନାଁ...
ରିଜର୍ଭ ବ୍ୟାଙ୍କ ସାମ୍ନାରେ ଉଡ଼ିଲା ନୋଟ୍ । ଟଙ୍କା ଉଡ଼ୁଥିବା ଦେଖି ସମସ୍ତେ ଆଶ୍ଚର୍ଯ୍ୟ । ସଭିଙ୍କ ମନରେ ପ୍ରଶ୍ନ, କିଏ ଉଡ଼ାଇଲା ଟଙ୍କା ? କାହିଁକି ଉଡ଼ାଇଲା ? ବାସ୍ତବ କଥା ହେଉଛି, RBI ସମ୍ମୁଖରେ ଉଡ଼ୁଥିବା ଏ ନୋଟ୍ ସବୁ ହେଉଛି ଚିରା ଫଟା ନୋଟ୍...
ଗାଜାରେ ବର୍ଷୁଛି ବୋମା । ଧ୍ୱଂସସ୍ତୁପରେ ପରିଣତ ହେଉଛି ସହର । ଆଉ ଇଏ ବିମାନ ଆକ୍ରମଣ ହେବାର କିଛି କ୍ଷଣ ପୂର୍ବର ଭିଡିଓ । ସାଇରନ ବାଜିବା କ୍ଷଣି ପ୍ରାଣ ବଞ୍ଚାଇବାକୁ ଚାଲିଛି ଏମିତି ଧାଁଧପଡ଼ । ଏପଟେ ପାଣି ବନ୍ଦ, ବିଦ୍ୟୁତ ବନ୍ଦ, ଅତ୍ୟାବଶ୍ୟକ ସାମଗ୍ରୀ...
ବାପା ପାଣ୍ଡୁ ହନହୋଗା । ପୁଅ ଦାଦନ ଖଟିବାକୁ ଯିବା ପରେ ଝୁରି ଝୁରି ତାଙ୍କ ଅବସ୍ଥା କହିଲେ ନସରେ । କେତେବେଳେ କ’ଣ ଦୁଇଟା ଖାଉଛନ୍ତି ତ ପୁଣି କେତେବେଳେ ସେମତି ସମୟ ବିତିଯାଉଛି । ମୟୂରଭଞ୍ଜ ଜିଲ୍ଲା ଯଶିପୁର ବ୍ଲକ ଅନ୍ତର୍ଗତ ପାଣ୍ଠ ଗ୍ରାମ ପଞ୍ଚାୟତ...
ଶ୍ରେୟା ଧର୍ମରାଜ ତାଙ୍କ ଅଭିଜ୍ଞତାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଭାରତରେ ବ୍ରିଟିଶ ହାଇ କମିଶନର ଭାବରେ ଗୋଟିଏ ଦିନ ବିତାଇବା ମୋ ପାଇଁ ଏକ ଅବିଶ୍ୱସନୀୟ ଜ୍ଞାନ ଏବଂ ଅନୁଭୂତି ଥିଲା ।
ଯୁବକଙ୍କ ନାଁ ମହମ୍ମଦ ଇଡ୍ରିସ୍ । ତାଙ୍କ ବୟସ ୩୦ ବର୍ଷ । ସେ ତିରୁନେଲଭେଲି ଜିଲ୍ଲାରୁ ଚେନ୍ନାଇକୁ ଚାକିରି କରିବାକୁ ଆସିଥିଲେ । ଏକ ଫାର୍ମାସିରେ ମହମ୍ମଦ କାମ କରୁଥିଲେ ।
ଆଜି ସକାଳେ ସୋସିଆଲ୍ ମିଡିଆରେ ନୂଆ ଭିଡ଼ିଓ ଛାଡ଼ିଛନ୍ତି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି । ବର୍ଷାଙ୍କ ଚରିତ୍ର ସଂହାର କରିବା ମୋ ଉଦ୍ଦେଶ୍ୟ ନୁହେଁ ବୋଲି ଅନୁଭବ କହିବା ସହ କୋର୍ଟଙ୍କ ଐତିହାସିକ ରାୟକୁ ଆମେ ଚ୍ୟାଲେଞ୍ଜ କରିବୁ ବୋଲି ସେ କହିଛନ୍ତି ।
ଚଳିତ ବର୍ଷ କୁମାରପୂର୍ଣ୍ଣିମାରେ ଏକମାତ୍ର ରାହୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ ଅନୁଷ୍ଠିତ ହେବ । ଗ୍ରହଣର ସ୍ପର୍ଶ ସମୟ ହେଉଛି ରାତ୍ରି ୧ଘଣ୍ଟା ୪ ମିନିଟ୍ ୫୫ସେକେଣ୍ଡ । ଗ୍ରହଣ ସର୍ବମୋକ୍ଷ ରାତ୍ରୀ ୨ଟା ୨୪ମିନିଟ୍ ୨ ସେକେଣ୍ଡ ।
ପରିବାରର ସମସ୍ତ ସଦସ୍ୟ ଗାଁ ଯାତ୍ରା ପଡ଼ିଆ ନିକଟରେ ଶୋଇଥିବାବେଳେ ବାଘମୁଣ୍ଡା ଗାଁରୁ ବାଲି ଅନଲୋଡ଼ କରି ଆସୁଥିବା ଏକ ଟ୍ରକ ମାଡି ଯାଇଥିଲା ।
ଉଭୟ ଡ୍ରାଇଭର ଓ ହେଲପର ଉତ୍ତର ପ୍ରଦେଶ ରାମପୁରର ବୋଲି ଜଣାପଡିଛି । ପୂର୍ବରୁ ଏହି ସ୍ଥାନରେ କିଛି ମାସ ତଳେ ଏକ ବସ୍ ଦୁର୍ଘଟଣା ଘଟିଥିଲା । ଯେଉଁଥିରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ ।
ସାଇବର କ୍ରାଇମ୍କୁ ନେଇ ଜୟପୁର ସରକାରୀ ମହିଳା ମହାବିଦ୍ୟାଳୟରେ ଆୟୋଜିତ ସଚେତନତା ଶିବିରରେ ନିଜର ଅନୁଭୂତି ବଖାଣିଛନ୍ତି ତାରା ।
ଦ୍ୱିତୀୟା ତିଥିରୁ ଷୋଡ଼ଶ ଉପଚାର ପୂଜା ଆରମ୍ଭ ହେବା ସହ ସ୍ଥାପନ ହୋଇଛି ଦଶକଳସ ।ପ୍ରତିପଦା ଠାରୁ ଆରମ୍ଭ ହେବ ମାଆଙ୍କ ନବଦିନାତ୍ମକ ରଥଯାତ୍ରା ।
ହାତରେ ବ୍ୟାଗ୍, କାନ୍ଧରେ ବାପାର ଶୁଦ୍ଧି ପାଇଁ ପଡ଼ିଥିବା ଗାମୁଛା । ସକାଳୁ ଭାଇ, ଭଉଣୀ ଗାଁକୁ ଗାଁ ବୁଲି ଭିକ ମାଗୁଛନ୍ତି । ବାପା ନାହାନ୍ତି...ତାଙ୍କ ଅନ୍ତେ ସବୁ ଦାୟିତ୍ୱ ଭାଇ, ଭଉଣୀଙ୍କ ଉପରେ...ଶୁଦ୍ଧି ତ କରିବାକୁ ପଡ଼ିବ, କ୍ରିୟା ତ ସାରିବାକୁ ହେବ ।
ନିଜର ପ୍ରଥମ ମ୍ୟାଚ ଜିତିଛି ବାଂଲାଦେଶ । ଆଜିର ଦ୍ୱିତୀୟ ମ୍ୟାଚ ହେବ ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ । ହାଇଦ୍ରାବାଦରେ ଏହି ମ୍ୟାଚ ଖେଳାଯିବ ।
ପୂର୍ବତନ ଡିଜିପି ଶରତ ଚନ୍ଦ୍ର ମିଶ୍ରଙ୍କ ପରଲୋକ ହୋଇଛି । ୮୮ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ।
ପ୍ରଥମ ଥର ପାଇଁ ଶହେ ପାର୍ କରିଛି ମେଡାଲ ସଂଖ୍ୟା । ୨୮ ସ୍ୱର୍ଣ୍ଣ, ୩୮ ରୌପ୍ୟ ଓ ୪୧ ବ୍ରୋଞ୍ଚ ସହିତ ମୋଟ ୧୦୭ଟି ପଦକ ପାଇ ତାଲିକାର ଚତୁର୍ଥ ସ୍ଥାନରେ ରହିଛି ଭାରତ ।
ହମାସ୍ ଆତଙ୍କବାଦୀଙ୍କ ଉପରେ ହମଲାକୁ ଅଧିକ ଜୋରଦାର କରିଛି ଇସ୍ରାଏଲ୍ । ଗାଜାପଟ୍ଟି ଉପରେ ଘନ ଘନ ବୋମାମାଡ଼ ପରେ ଏବେ ସ୍ଥଳ ପଥରେ ଅପରେସନ୍ ଆରମ୍ଭ ହୋଇଛି ।
ହମାସର ଆତଙ୍କୀ ଠିକଣାକୁ ଖୋଜି ଖୋଜି ଧ୍ୱଂସ କରାଯାଉଛି । ତା’ସହ ବିଭିନ୍ନ ସ୍ଥାନରେ ଅପହୃତ ହୋଇଥିବା ଇସ୍ରାଏଲ୍ ନାଗରିକଙ୍କୁ ଉଦ୍ଧାର ଚାଲିଛି । ଅନ୍ୟପଟେ ବନ୍ଧକ ରଖିଥିବା ଶହ ଶହ ଇସ୍ରାଏଲ୍ ନାଗରିକଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଇଛି ହମାସ୍ ।
ଆଲୋଚନା ନେଇ ଆମେ ଷ୍ଟିୟରିଂ କମିଟି ବୈଠକରେ ଜଣାଇବୁ । ତା’ପରେ ଷ୍ଟିୟରିଂ କମିଟି ନିଷ୍ପତ୍ତି ଅନୁସାରେ ଆମେ ଚୂଡ଼ାନ୍ତ ପଦକ୍ଷେପ ନେବୁ । ତେବେ ଆମକୁ ଲିଖିତ ପ୍ରତିଶ୍ରୁତି ଦରକାର ବୋଲି କହିଛନ୍ତି ସଂଘ ସଂପାଦକ ।