• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

Tanmay Kumar Mahalik

Editor

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି ...more

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି । ରାଜନୀତି, ସ୍ପେଶାଲ ଷ୍ଟୋରୀ ଏବଂ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂରେ ସ୍ୱତନ୍ତ୍ର ରୁଚି ରହିଛି । ୨୦୨୩ରୁ ‘ଓଡ଼ିଶା ଟିଭି’ରେ କାର୍ଯ୍ୟରତ ।

less

Posts by Tanmay Kumar Mahalik

Odisha CM not to celebrate his birthday on Monday
ଆସନ୍ତାକାଲି ନବୀନଙ୍କ ଜନ୍ମଦିନ; ଆଗୁଆ ଶୁଭେଚ୍ଛା ଜଣାଇଲେ ବିରୋଧୀ, ୨୦୨୪ ଟକ୍କର ପାଇଁ ଦେଲେ ଆହ୍ୱାନ

ଆସନ୍ତାକାଲି ୭୮ ବର୍ଷରେ ପାଦ ଥାପିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ନିଜ ଜନ୍ମଦିନକୁ ସବୁବେଳେ ନିରାଡମ୍ୱର ଭାବେ ପାଳନ କରିଥାନ୍ତି ନବୀନ । ମାତ୍ର ନିର୍ବାଚନୀ ବର୍ଷରେ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ପାଳିବାକୁ ବିଜେଡି କର୍ମୀଙ୍କ ଭିତରେ ପ୍ରବଳ ଆଗ୍ରହ ।ତେବେ ଗତମାସରେ ବଡ଼ ଭଉଣୀ ଗୀତ ମେହେଟାଙ୍କ ପରଲୋକ...

Police Double Role
ସକାଳେ ଜବତ, ରାତିରେ ଚୋରାଚାଲାଣ ! ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ପୋଲିସର ଡବଲ୍ ରୋଲ୍ ଅଭିଯୋଗ

କେତେବେଳେ କାନ ଧରି ତ ଆଉ କେତେବେଳେ ଗୋଡ଼ ହାତ ଧରି କ୍ଷମା ମାଗୁଛନ୍ତି। ଛାଡ଼ି ଦେବାକୁ କାକୁତି ମୀନତି ହେଉଛନ୍ତି। ଆଉ ଏପଟେ ହାତ ଯୋଡ଼ି ନେହୁରା ହେଉଛନ୍ତି ଏଭଳି ଭାବେ।

Parsuram Dhada
ଆସୁଛି ନିର୍ବାଚନ, ତୀବ୍ର ହେଉଛି ବିଜେଡି ଗୋଷ୍ଠୀକନ୍ଦଳ, ଦଳର ଟେନସନ୍ ବଢ଼ାଇଲାଣି ନେତାଙ୍କ ପୋଷ୍ଟର ୱାର୍

ବିଜେଡି ବିଧାୟକଙ୍କୁ ଗାଦିଚ୍ୟୁତ କରିବାକୁ କର୍ମୀଙ୍କୁ ଶପଥ ପାଠ କରାଉଛନ୍ତି ଜିଲ୍ଲା ଉପସଭାପତି। ସୋର ବିଧାୟକ ପର୍ଶୁରାମ ଧଡ଼ାଙ୍କ ବିରୋଧରେ ଏ ହେଉଛି ଦଳୀୟ ନେତା ଓ କର୍ମୀଙ୍କ ମେଳି ।

Bars
ରାଜଧାନୀରେ ସାରା ରାତି ଖୋଲା ବାର୍-ପବ୍, ମଦ ଓ DJ ତାଳେ ତାଳେ ଗ୍ରାହକ ମତୁଆଲା

ତାଗିଦ୍ ତା ବାଟରେ । ସାରା ରାତି ବାର୍ ଖୋଲା । ମଦ ସାଙ୍ଗକୁ ଡିଜେ ତାଳେ ତାଳେ ଗ୍ରାହକ ଫୁଲ୍ ମତୁଆଲା। ପୋଲିସ୍ କି ଅବକାରୀ ବିଭାଗ। କାହାକୁ ଯେମିତି ଖାତିର ନାହିଁ ରାଜଧାନୀର ଡ୍ୟାନ୍ସ ବାର, ପବ୍ ଓ ନାଇଟ କ୍ଲବ୍‌ଙ୍କର ।

Odisha CM not to celebrate his birthday on Monday
ଆସନ୍ତାକାଲି ନବୀନଙ୍କ ଜନ୍ମଦିନ; ଆଗୁଆ ଶୁଭେଚ୍ଛା ଜଣାଇଲେ ବିରୋଧୀ, ୨୦୨୪ ଟକ୍କର ପାଇଁ ଦେଲେ ଆହ୍ୱାନ

ଆସନ୍ତାକାଲି ୭୮ ବର୍ଷରେ ପାଦ ଥାପିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ନିଜ ଜନ୍ମଦିନକୁ ସବୁବେଳେ ନିରାଡମ୍ୱର ଭାବେ ପାଳନ କରିଥାନ୍ତି ନବୀନ । ମାତ୍ର ନିର୍ବାଚନୀ ବର୍ଷରେ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ପାଳିବାକୁ ବିଜେଡି କର୍ମୀଙ୍କ ଭିତରେ ପ୍ରବଳ ଆଗ୍ରହ ।ତେବେ ଗତମାସରେ ବଡ଼ ଭଉଣୀ ଗୀତ ମେହେଟାଙ୍କ ପରଲୋକ...

Commissionerate police
ନିଶାଦିଆ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାସ୍; ମୁସ୍କାନକୁ ଗିରଫ କଲା କମିଶନରେଟ୍ ପୋଲିସ୍

ଦୀର୍ଘ ୭ ବର୍ଷ ଧରି ଭୁବନେଶ୍ୱର ଷ୍ଟେସନ ଅଂଚଳରେ ଲୁଟ୍ ତରାଜ ଚଳାଇଥିଲା ଲଣ୍ଡା ଗ୍ୟାଙ୍ଗ । ଗଞ୍ଜାମର କୁଖ୍ୟାତ ଲୁଟେରା ଲଣ୍ଡା ଓରଫ୍ ଅଶୋକ ବେହେରା ଓ ନୟାଗଡ଼ର ସାନ ଲଣ୍ଡା ଓରଫ ପୂର୍ଣ୍ଣଚନ୍ଦ୍ର ସେଠୀ, ଓଡ଼ଗାଁର ସୁଶାନ୍ତ ରାଉତ ପ୍ରମୁଖ ସାମିଲ ଥିଲେ ଏହି ଗ୍ୟାଙ୍ଗରେ...

Sameer Ranjan Das
ସମୀରଙ୍କ ନାଁରେ ପୁଣି ସାଂଘାତିକ ଅଭିଯୋଗ; ମାଇଣ୍ଡ ଫ୍ରେସ୍ ପାଇଁ ମହିଳାଙ୍କୁ ଡାକୁଥିଲେ ରାଜଧାନୀ

ପ୍ରଥମେ ଗତ ୯ ତାରିଖରେ ଗାଡି ଅଟକାଇ ଗାଳିଗୁଲଜ କଲେ । ଏନେଇ ଗୋପ ଥାନାରେ ଏତଲା ଦେବାରୁ, ୧୧ ତାରିଖରେ ଦୀଘାଳ ଠାରେ ତାଙ୍କ ଗାଡିକୁ ଭଙ୍ଗାରୁଜା କରିବା ସହ ତାଙ୍କ ଉପରେ ଆକ୍ରମଣ ଏବଂ ଅସଦାଚରଣ କରିଥିବା ସେ ଅଭିଯୋଗ କରିଛନ୍ତି ।

Mahalaya
ଆଜି ପବିତ୍ର ମହାଳୟା; ଶ୍ରୀମନ୍ଦିରରେ ତିନି ପୁରୁଷଙ୍କୁ ପିଣ୍ଡଦାନ କଲେ ଶ୍ରଦ୍ଧାଳୁ

ପିତୃପକ୍ଷରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ । ଶ୍ରୀକ୍ଷେତ୍ର ପୁରୀରେ ପବିତ୍ର ମହାଳୟା ଅମାବାସ୍ୟାରେ ଶ୍ରୀମନ୍ଦିର ଉତ୍ତର ଦ୍ୱାର ନିକଟରେ ପିତୃପୁରୁଷଙ୍କୁ ସପତ୍ନୀକ ଶ୍ରାଦ୍ଧ ଦେଇଛନ୍ତି ଶହ ଶହ ଶ୍ରଦ୍ଧାଳୁ । କାରଣ ବିଶ୍ୱାସ ରହିଛି ଅଶ୍ୱିନ କୃଷ୍ଣପକ୍ଷ ପ୍ରତିପଦାଠୁ ଆରମ୍ଭ ହୋଇଥିବା ପିତୃପକ୍ଷର ଶେଷ ଦିନ ଅର୍ଥାତ୍ ଅମାବାସ୍ୟାରେ,...

Israeli army says it killed two Hamas commanders who led attack
ଗାଜା ଷ୍ଟ୍ରିପରେ ପଶିଲା ଇସ୍ରାଏଲ ଗ୍ରାଉଣ୍ଡ ଫୋର୍ସ; ହମାସର ଦୁଇ ଟପ୍ କମାଣ୍ଡର ନିହତ ସୂଚନା

ନୃଶଂସତାର ସବୁ ସୀମା ଟପିଥିବା ହମାସ ଆତଙ୍କୀଙ୍କ କାପୁରୁଷତାର କଳା ଚିତ୍ର । ଜୀବନ ଭୟରେ ନୀରିହ ଶିଶୁଙ୍କୁ ଢାଲ କରିଛନ୍ତି ଆତଙ୍କୀ । ଇସ୍ରାଏଲୀ ଗ୍ରାଉଣ୍ଡ ଆଟାକ୍ ଭୟରେ କଅଁଳ ଶିଶୁଙ୍କୁ ସଜାଇଛି ହ୍ୟୁମାନ ସିଲ୍ଡ ।

Doctor in Odisha’s Paradip under CBI scanner
ଖୋଲୁଛି ଡାକ୍ତରଙ୍କ ଦୁର୍ନୀତିର ଗୁମର; କୋଟିଏରୁ ଊର୍ଦ୍ଧ୍ୱ ସମ୍ପତ୍ତି ଠାବ, ଆହୁରି ଖୋଜୁଛି CBI

ପୁଳା ପୁଳା ଡଲାର, ଗଦା ଗଦା ନୋଟ୍ ଆଉ ବହୁ ଦାମୀ କମ୍ପାନୀର ବିଦେଶୀ ମଦ ଓ ସିଗାରେଟ୍ ବିପୁଳ ସମ୍ଭାର । ତାଙ୍କ ଷ୍ଟୋର ରୁମରେ ଆଖି ବୁଲାଇ ଆଣିଲେ, ଆହୁରି କେତେ କିସମର ଦେଶୀ ବିଦେଶୀ ଗିଫ୍ଟ । ତେବେ ଡାକ୍ତର ରାଜେନ୍ଦ୍ର ନରାୟଣ କାହାଠୁ...

Son Attacked
ସୈତାନ ପାଲଟିଗଲା ଜନ୍ମକଲା ପୁଅ; କାନ୍ଥରେ ମା’ର ମୁଣ୍ଡକୁ ପିଟିପିଟି ମାରିଦେଲା

ଅଭିଯୁକ୍ତ ପୁଅ ସବୁ ସମୟରେ ମୋବାଇଲ୍‌ ବ୍ୟବହାର କରୁଥିବାରୁ ମା’ ବାରଣ କରିଥିଲେ । ହେଲେ ମା’ଙ୍କ ବାରଣକୁ ନେଇ ଅଭିଯୁକ୍ତ ପୁଅ ବହୁତ ଜୋରରେ ରାଗି ଯାଇଥିଲା । ପରେ ମା’ ସହ ବଚସା କରିବା ସହିତ ତାଙ୍କୁ ମାଡ଼ ମାରିଥିଲା ।

Cataract operation goes wrong for 6 patients in Odisha
ମୋତିଆବିନ୍ଦୁ କହି ଅପରେସନ୍‌ କରିଦେଲେ ଡାକ୍ତର, ଅସ୍ତ୍ରୋପଚାର ପରେ ସବୁ ଅନ୍ଧାର

ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲାରୁ । ସହରାଞ୍ଚଳ ୧୬ନଂ ଜାତୀୟ ରାଜପଥ ଡାହାଣୀ ଗଡିଆ ନିକଟରେ ଥିବା ଏକ ଘରୋଇ ହସ୍ପିଟାଲରେ ଘଟିଛି ଏଭଳି ଘଟଣା । ୨୮ରୁ ୩୦ତାରିଖ ମଧ୍ୟରେ ୬ ଜଣ ବରିଷ୍ଠ ଚକ୍ଷୁରୋଗୀଙ୍କ ଅପରେସନ ହୋଇଥିଲା ।

Parineeti Chopra blushes after papparazi ask, ‘Jiju kaise hai?’
ଜିଜୁ କୈସେ ହେଁ..? ଲାଜେଇ ଗଲେ ପରିଣୀତି

ନବବିବାହିତା ପରିଣୀତି ଚୋପ୍ରାଙ୍କ ଲାଜ ଲାଜ ହସ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି..

Google
ରିଜେକ୍ସନ ପରେ ସିଲେକ୍ସନ୍; ୧୬ କଲେଜ୍ରୁ ତଡ଼ା ଖାଇବା ପରେ Google ରେ ଚାକିରି

ବେଳେ ବେଳେ ରଜେକ୍ଟ ହେବା ବି ଭଲ.. ଯେମିତି ଇଏ ୧୮ ବର୍ଷୀୟ ଯୁବକ୧୬ ଥର ରିଜେକ୍ଟ ହେବା ପରେ ପାଇଲେ ସୁବର୍ଣ୍ଣ ସୁଯୋଗ.. ସିଧା ଗୁଗଲ୍ ତାଙ୍କୁ ବଢାଇଲା ଅଫର୍..

Israel-Hamas war
ଶବଗଦା ତଳେ ଲୁଚି ରହିଲେ ୭ଘଣ୍ଟା

ଶବର ପାହାଡ଼ ତଳେ ଲୁଚି ରହି ଜୀବନ ବଞ୍ଚାଇଲେ ଯୁବତୀ..ମୃତ୍ୟୁର କୋଳରୁ ମୁକୁଳି ବଖାଣିଲେ ହମାସ ଆତଙ୍କୀଙ୍କ ବର୍ବରତାର କାହାଣୀ..

wrong operation
ଅନ୍ଧାର କରିଦେଲା ଅପରେସନ !

ଭାବିଥିଲେ ଆଖି ଅପରେସନ ପରେ ଭଲକରି ସବୁ ଦେଖାଯିବ.. ହେଲେ ଅପରେସନ ପରେ ଆଖିକୁ କିଛି ଦିଶିଲାନି.. ସବୁ ଅନ୍ଧାର..

 pet dog
ଗୁଲୁପାପାର ମୃତ୍ୟୁ ପରେ…

ଆଉ ଆଜିକୁ ଗୁଲୁ ପାପାର ମୃତ୍ୟୁକୁ ସାତ ଦିନ ପୁରିଛି। ମହାପାତ୍ର ପରିବାର ବ୍ରାହ୍ମଣ ଭୋଜନ, ସ୍ମୃତି ସଭା କରିବା ସହ ଖବର କାଗଜ ରେ ବିଜ୍ଞାପନ ଦେଇ ଗୁଲୁ ପାପାଙ୍କୁ ଦେଇଛନ୍ତି ଶ୍ରଦ୍ଧାଞ୍ଜଳି। ଯାହା ସମାଜକୁ ପ୍ରାଣୀ ପ୍ରେମର ଗୋଟିଏ ନୂଆ ବାର୍ତ୍ତା ଦେଇଛି

JayMaaLakhmi
ମହାଲକ୍ଷ୍ମୀ ଆଉ ବେଲପତ୍ର

ଆଜି ଗୁରୁବାର ମା’ ଲକ୍ଷ୍ମୀଙ୍କ ଉପାସନାର ଦିନ.. ଓଡ଼ିଆମାନେ ଗୁରୁବାର ଦିନ ମହାଲକ୍ଷ୍ମୀଙ୍କ ଉପାସନା କରିଥାନ୍ତି.. ତେବେ ଆପଣମାନେ ଜାଣନ୍ତି କି ମହାଲକ୍ଷ୍ମୀ ସହ ବେଲପତ୍ରର କଣ ରହିଛି ସମ୍ପର୍କ ?

Today Panchang
Today Panchang 12 October 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୧୨ ତାରିଖ ଗୁରୁବାର । ଚନ୍ଦ୍ର- ସିଂହ ସନ୍ଧ୍ୟା ୦୬.୧୬ ଗତେ କନ୍ୟା । ଜାଣନ୍ତୁ ଆପଣଙ୍କ ପାଇଁ କେଉଁ ସମୟ ଶୁଭ ଅଶୁଭ

North East Express
ପୁଣି ଯାତ୍ରୀବାହୀ ଟ୍ରେନ୍‌ ଦୁର୍ଘଟଣା; ୨୧ ବଗି ଲାଇନ୍‌ଚ୍ୟୁତ

ଟ୍ରାକରୁ ବାହାରିଗଲା ଟ୍ରେନ୍ ବଗି । ନର୍ଥ ଇଷ୍ଟ ସୁପରଫାଷ୍ଟ ଏକ୍ସପ୍ରେସର ୩ଟି ବଗି ଲାଇନ୍ ଚ୍ୟୁତ ହୋଇଛି ।

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି । ରାଜନୀତି, ସ୍ପେଶାଲ ଷ୍ଟୋରୀ ଏବଂ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂରେ ସ୍ୱତନ୍ତ୍ର ରୁଚି ରହିଛି । ୨୦୨୩ରୁ ‘ଓଡ଼ିଶା ଟିଭି’ରେ କାର୍ଯ୍ୟରତ ।