Advertisment

କାଲି ଅବସର, ଆଜି ନିଯୁକ୍ତି : କ୍ୟାବିନେଟ୍‌ ରାଙ୍କ ଥିବାରୁ CSଙ୍କୁ ଦେଇପାରିବେ ନିର୍ଦ୍ଦେଶ

ସରକାର ଓ ରାଜନୀତିରେ ପାଣ୍ଡିଆନ୍‌ଙ୍କ ନୂଆ ରୂପାନ୍ତର ! ପ୍ରଶାସନରୁ ସିଧା ସରକାରକୁ ଲମ୍ବ ଡିଆଁ । ଆଉ ବ୍ୟାକ୍ ଡୋର ନୁହେଁ, ଏଣିକି ଫ୍ରଣ୍ଟଫୁଟରେ ବ୍ୟାଟିଂ। କାଲିଠୁ ଆଜି ଭିତରେ ରାଜ୍ୟ କ୍ଷମତା ଅଳିନ୍ଦରେ ବଡ଼ ପରିବର୍ତ୍ତନ।

author-image
Tanmay Kumar Mahalik

ବିଜୟା ଦଶମୀରେ ରାଜ୍ୟ ରାଜନୀତିରେ ବଡ଼ ହଲଚଲ୍। VRS ନେବାର ୧୨ ଘଣ୍ଟା ଭିତରେ 5T ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ହେଲେ ଭି. କେ ପାଣ୍ଡିଆନ୍। ପୁଣି କ୍ୟାବିନେଟ୍ ପାହ୍ୟାର ନିଯୁକ୍ତି। ଆଉ କାହାକୁ ନୁହେଁ, ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ କରିବେ। ତେଣୁ ଅବସର ନେବା ପରେ ପାଣ୍ଡିଆନ୍‌ଙ୍କ ପରବର୍ତ୍ତୀ ଭୂମିକା କଣ ରହିବ ବୋଲି ଯାହା ଚର୍ଚ୍ଚା ହେଉଥିଲା, ତାର ପ୍ରଥମ ଦଫା ଉତ୍ତର ଏବେ ସାମ୍ନାରେ।

Advertisment
VK Pandian
Advertisment
Advertisment