ଗାଜାପଟ୍ଟିରେ ଗାତୁଆ ମୂଷା ଭଳି ଲୁଚିଛନ୍ତି ହମାସ୍ ଆତଙ୍କୀ । ବୁଣିଛନ୍ତି ଭୂତଳ ସୁଡ଼ଙ୍ଗର ବୁଢ଼ିଆଣୀ ଜାଲ 'ଗାଜା ମେଟ୍ରୋ' । ଅଣ୍ଡରଗ୍ରାଉଣ୍ଡ ଟନେଲ୍ ଏବେ ଇସ୍ରାଏଲ ପାଇଁ ଗୋଲକଧନ୍ଦା । ଗାଜା ସହରର ମାଟି ତଳେ ଆଉ ଏକ ସହର । ଉପରେ ହସ୍ପିଟାଲ, ତଳେ ହମାସର...
ବେଆଇନ୍ ବାଣ ତିଆରି ଓ ବିକ୍ରି କରିବା କେତେ ଯେ ବିପଦପୂର୍ଣ୍ଣ ଇଏ ତାର ଏକ ଜ୍ୱଳନ୍ତ ଉଦାହରଣ । ପ୍ରତି ମୁହୂର୍ତ୍ତରେ ଜୀବନ ଚାଲିଯିବାର ଭୟ, ଆଶଙ୍କା ।
ଦିନ ଥିଲା, ଇଏ ଥିଲା ସେବକ ପ୍ରିୟ ମାଧବ ଶ୍ରୀଜଗନ୍ନାଥଙ୍କ ଏକ ପ୍ରମୁଖ ସେବା । ଦେବଦାସୀ ସେବା । ଆଉ ଥିଲେ ମହାପ୍ରଭୁଙ୍କ ଦେବଦାସୀ ପରଂପରାର ଶେଷ ସେବିକା ପରସ ମଣି । ସେ ବି ୨୦୨୧ରୁ ଇହଧାମ ଛା଼ଡ଼ିଲେଣି । ତେବେ ଦେବଦାସୀ ପ୍ରଥା ବନ୍ଦ...
ସହର ଭିତରେ ଅଳିଆର ପାହାଡ଼ । ଇଏ ପାହାଡ଼ ତ ନୁହେଁ ପର୍ବତ । ଗଦା ହୋଇ ରହିଛି ପୁରା ସ୍ମାର୍ଟ ସିଟିର ଅଳିଆ ଆବର୍ଜନା । ପ୍ରତିଦିନ ଟନ୍ ଟନ୍ ଅଳିଆ ବୁହା ହୋଇ ଆସୁଛି, ଆଉ ଖୁନ୍ଦି ଖୁନ୍ଦି ଭର୍ତ୍ତି କରାଯାଉଛି । ମଲା ଗାଈ...
ସକାଳ ୮ଟା ବେଳେ ଭୁବନେଶ୍ୱର RBI ସାମ୍ନାରେ ଗତକାଲି ଭଳି ଆଜି ବି ଲୋକଙ୍କ ଲମ୍ବା ଲାଇନ୍ । ହେଲେ ଆଜି କିନ୍ତୁ ବଦଳି ଯାଇଥିଲା ନୋଟ୍ ବଦଳର ତରିକା । କାଲି ଲାଇନ ଲଗାଇଥିବା ଅଧିକାଂଶ ଲୋକଙ୍କ ହାତରେ ୨ ହଜାର ଟଙ୍କିଆ ନୋଟ୍ ନଥିଲା ।...
ବୋହୂ ଜଣକ ନିଜ ପୁଅକୁ ଖାଇବାକୁ ଦେବାକୁ ଚାହୁଁଥିଲେ । କିନ୍ତୁ ସେହି ସମୟରେ ଅସୁସ୍ଥ ବୃଦ୍ଧ ଶ୍ୱଶୁର ଶୋଇବାକୁ ଚାହୁଁଥିଲେ । ଯାହାକୁ ନେଇ ବୋହୂ ରାଗି ଯାଇଥିଲେ । ପରେ ସେହି କଥାକୁ ନେଇ ଶ୍ୱଶୁରଙ୍କୁ ଜାଳିଦେବାକୁ ରାଗରେ ଉଦ୍ୟମ କରିଥିବା ଜଣାପଡ଼ିଛି ।
ଗତ ମାସ ୧୫ ତାରିଖରେ କଗନିଜେନ୍ସ ଗ୍ରହଣ କରିଥିଲେ ସାଲେପୁର JMFC କୋର୍ଟ । ହତ୍ୟା (୩୦୨) ଅପରାଧିକ ଷଡ଼ଯନ୍ତ୍ର (୧୨୦ ବି) ଏବଂ ଧମକ (୫୦୬) ଆଦି ଦଫାରେ ଆପାତତଃ ବିଚାରଯୋଗ୍ୟ ତଥ୍ୟ ରହିଥିବା କୋର୍ଟ କହିଥିଲେ ।
ଏ ସମସ୍ୟାକୁ ନେଇ ଖପ୍ପା ସୁଆର ଓ ମହାସୁଆର ନିଯୋଗ । ନିଯୋଗ କହିଛି, ଆନନ୍ଦ ବଜାରରେ ପୂର୍ବରୁ କେବଳ ସୁପକାର ସେବାୟତ ମହାପ୍ରସାଦ ବିକିବେ ଏବଂ ଅଣସୁପକାରଙ୍କୁ ତଡ଼ିବାକୁ ନିଷ୍ପତ୍ତି ହୋଇଥିଲା ।
ରାଜ୍ୟରେ ଦିନକୁ ସଡ଼କ ଦୁର୍ଘଟଣାରେ ୧୫ ଜଣଙ୍କ ମୃତ୍ୟୁ ହେଉଛି । ଗତବର୍ଷ ରାଜ୍ୟରେ ଦୁର୍ଘଟଣାରେ ୫,୪୬୭ ଜଣଙ୍କ ମୃତ୍ୟୁ ହୋଇଥିଲା । ଯାହାକି ୨୦୨୧ ତୁଳନାରେ ୨୦୨୨ରେ ଦୁର୍ଘଟଣା ଜନିତ ମୃତ୍ୟୁସଂଖ୍ୟା ବଢ଼ିଥିବା ଜଣାପଡ଼ିଛି ।
ବିନା କାରଣରେ ୩୨୮ ଆଶାୟୀଙ୍କ ନାମ ଚୂଡାନ୍ତ ତାଲିକାରୁ ପଡ଼ିଛି ବାଦ୍ ପଡିଛି । ଯାହାକୁ ନେଇ ଦେଖା ଦେଇଛି ଅସନ୍ତୋଷ । ୭ହାଜର ୪୨୮ ନର୍ସିଂ ଅଫିସର ପୋଷ୍ଟ ପାଇଁ ବିଜ୍ଞାପନ ପ୍ରକାଶ ପାଇଥିବା ବେଳେ ପରୀକ୍ଷା ପରେ ସାଢ଼େ ୪ ହାଜର ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଥିଲେ...
ମନମୋହନ କହିଛନ୍ତି ଦୁର୍ନୀତି ଭ୍ରଷ୍ଟାଚାର ଓ ଅଗଣତାନ୍ତ୍ରିକ ବ୍ୟବସ୍ଥା ଭିତରେ ରାଜ୍ୟର ଶାସନ ବ୍ୟବସ୍ଥା ଚାଲିଛି । ପଞ୍ଚାୟତଠାରୁ ବ୍ଲକ, ଜିଲ୍ଲା, ରାଜ୍ୟ ପର୍ଯ୍ୟନ୍ତ ସବୁଠାରେ ଦୁର୍ନୀତି ଚାଲିଛି ।
ଓଡ଼ିଶା ରାଜଭବନକୁ ମିଳିଲା ନୂଆ ଅଧିପତି । ବିଧିବଦ୍ଧ ଭାବେ ରାଜ୍ୟକୁ ମିଳିଲେ ନୂଆ ରାଜ୍ୟପାଳ । ଆଜି ରାଜ୍ୟପାଳ ଭାବେ ଶପଥ ନେଲେ ରଘୁବର ଦାସ ।
କୌଣସି ବଜାର ନୁହେଁ, କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ବାସଭବନ ଆଗରେ ପିଆଜ କେଜି ପିଛା ୮୦ ଟଙ୍କାରେ କିଣି ୨୦ ଟଙ୍କାରେ ବିକିଛି ଛାତ୍ର କଂଗ୍ରେସ । ପିଆଜ ଦରବୃଦ୍ଧି ନିୟନ୍ତ୍ରଣରେ ସରକାରଙ୍କ ବିଫଳତାକୁ ଦାୟୀ କରି ଏଭଳି ଢଙ୍ଗରେ ପ୍ରତିବାଦ କରିଛନ୍ତି ଛାତ୍ର କଂଗ୍ରେସ କର୍ମୀ...
ଅରୁଣ ରାୟଙ୍କୁ ସରକାରୀ ପ୍ରେସ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ମିଳିଛି । ଅମୃତ ମୋହନ ପ୍ରସାଦଙ୍କୁ ଜେଲ ବିଭାଗ ଡିଜି ଭାବେ ନୂଆ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର ।
ଥାଇଲାଣ୍ଡ ସରକାରଙ୍କ ପକ୍ଷରୁ ଏହି ଘୋଷଣା କରାଯାଇଛି । ବିନା ଭିସାରେ ଭାରତୀୟମାନେ ଥାଇଲାଣ୍ଡରେ ୩୦ ଦିନ ରହିପାରିବେ । ଅଧିକରୁ ଅଧିକ ଭାରତୀୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଥାଇଲାଣ୍ଡ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।
ଭଦ୍ରକ ସାବରଙ୍ଗ ଥାନା ଅଧିନ ଵେନ୍ତାନ ପଞ୍ଚାୟତ ଭଵାନୀଵିନ୍ଧା ଗାଁରେ ଘଟିଥିଲା ଏହି ଘଟଣା । ଗତ ଜୁଲାଇ ୧୪ ତାରିଖ ଶୁକ୍ରବାର ରାତି ୧୦.୨୦ ସମୟରେ ଚିତ୍କାର କରି ଉଠିଥିଲେ ପ୍ରଫୁଲ୍ଲ ।
TC କମ୍ପାନୀର ଜଣେ ଏଜେଣ୍ଟ ୩ଲକ୍ଷ ୩୩ ହଜାର ଟଙ୍କା ଆଦାୟ କରିଥିଲେ । ବ୍ୟାଙ୍କରେ ଟଙ୍କା ଜମା ନକରି ଗେମରେ ଟଙ୍କା ଉଡ଼ାଇ ଦେଇଥିଲେ । ଟଙ୍କା ଖର୍ଚ୍ଚ ହୋଇଯିବାରୁ ଲୁଟ ପ୍ଲାନ କରିଥିଲେ ଅଭିଯୁକ୍ତ ।
ପ୍ରଜାପତି ଉଦ୍ୟାନ, ଏହି ନାଁ ଟା ଶୁଣିଲେ ଆପଣଙ୍କୁ ନୂଆ ଲାଗୁଥିବା। ଆପଣ ବିଭିନ୍ନ ସମୟରେ ଅନେକ ପ୍ରକାରର ଉଦ୍ୟାନର ନାଁ ଶୁଣିଥିବେ କିମ୍ବା ଦେଖିଥିବେ । କିନ୍ତ ପ୍ରଥମ ଥର ପାଇଁ ଆପଣ ପ୍ରଜାପତି ଉଦ୍ୟାନ କଥା ଶୁଣୁଥିବେ । ହଁ ଆଜ୍ଞା ସମ୍ବଲପୁରରେ ଆରମ୍ଭ ହେବାକୁ...
ଧାଡ଼ିକୁ ଧାଡ଼ି ହୋଇ ଲାଗିଛି ଡ୍ରାଗନ୍ ଫ୍ରୁଟ୍ ଗଛ I ଗଛ ଗୁଡ଼ିକ ବେଶ୍ ସୁନ୍ଦର ହେବା ସହ ଫଳ ବି ଧରିଛି । ଏହି ଫଳ ସବୁ ପାଚିଲେ ବଜାରକୁ ବିକ୍ରି ପାଇଁ ଯିବ । ଏ ଦୃଶ୍ୟ କେଉଁ ବିଦେଶରେ ନୁହେଁ ବରଂ ଆମ ଓଡ଼ିଶାର...
ଆସନ୍ତକାଲି ସକାଳ ୮ଟା ୪୫ ମିନିଟରେ ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବା ପରେ ପୂର୍ବାହ୍ନ ପ୍ରାୟ ୧୧ଟା ୪୫ରେ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବେ ବୋଲି ସୂଚନା ରହିଛି ।