• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

Tanmay Kumar Mahalik

Editor

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି ...more

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି । ରାଜନୀତି, ସ୍ପେଶାଲ ଷ୍ଟୋରୀ ଏବଂ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂରେ ସ୍ୱତନ୍ତ୍ର ରୁଚି ରହିଛି । ୨୦୨୩ରୁ ‘ଓଡ଼ିଶା ଟିଭି’ରେ କାର୍ଯ୍ୟରତ ।

less

Posts by Tanmay Kumar Mahalik

Maheshwar Mohanty
ପରଲୋକରେ ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତି; ଶୋକ ପ୍ରକାଶ କଲେ ବିଶିଷ୍ଟ ବ୍ୟକ୍ତି

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡି କାର୍ଯ୍ୟାଳୟରେ ମହେଶ୍ୱର ମହାନ୍ତିଙ୍କୁ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସେହିପରି ମହେଶ୍ୱର ମହାନ୍ତିଙ୍କ ପରଲୋକରେ ଗଭୀର ଶୋକପ୍ରକାଶ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ।

Apana Eka Nuhanti
ମୁଁ ଆଉ ଚିକିତ୍ସା ଚାହୁଁନି.. କେବଳ ମରଣ ଚାହୁଁଛି, ମୁଁ ମୁକ୍ତି ପାଇଯିବି..

ଘରର ଗୋଟିଏ ବୋଲି ପୁଅ.. ଯୁବକ ଅବସ୍ଥାରୁ ଶୋଇ ରହିଛି.. ଆଜି ଯାଏ ଉଠୁନି..ପୁଅ ସୁସ୍ଥ ହୋଇଯିବ ବୋଲି ଅପେକ୍ଷା କରି କରି ଅଣ୍ଟା ନଇଁ ଗଲାଣି ବାପା ମାଆଙ୍କର.. ଏବେ ଆଉ ପାରୁନାହାନ୍ତି.. ବାପା ମାଆଙ୍କ ଯନ୍ତ୍ରଣା ଦେଖି ପୁଅ ବି କହୁଛି ମୋତେ ଇଚ୍ଛାମୃତ୍ୟୁ ଦେଇଦିଅ.....

Engineer turned farmer, earns massive profit from vegetable farming in Balasore
‘ବାପା ଏଇ ଚାଷ କରି ମଣିଷ କରିଛନ୍ତି, କେମିତି ଭୁଲିବି ଏଇ ମାଟିକୁ’

ସଫ୍ଟଓ୍ୱେୟର ଇଂଜିନିୟରୁ ସଫଳ ଚାଷୀ ଦେବେନ୍ଦ୍ର । କହିଛନ୍ତି ବାପାଙ୍କ ମୋ ପ୍ରେରଣା । ବାପା ଏଇ ଚାଷ କରି ବଡ଼ ମଣିଷ କରିଛନ୍ତି, କେମିତି ଭୁଲିବି ଏଇ ମାଟିକୁ ।

Olive Ridley
ବିଭାଗୀୟ ଅଧିକାରୀଙ୍କ ସୁରକ୍ଷା ଢିଲା

କେଳୁଣୀ ମୁହାଣରୁ ଦେବୀନାଶୀ ଆଇଲାଣ୍ଡ ପାଖାପାଖି ୨୦ କିମି ଯାଏ ନିୟମ ବଳବତ୍ତର..ତଥାପି ସମୁଦ୍ରର ଅତି କୂଳକୁ ଆସୁଛି ବଡବଡ ଟ୍ରଲର

Mobile phone
ମରାମତି ବେଳେ ଫାଟିଲା ମୋବାଇଲ ବ୍ୟାଟେରୀ; ଅଳ୍ପକେ ବର୍ତ୍ତିଲେ ଗ୍ରାହକ-ଦୋକାନୀ

ମୋବାଇଲ ରିପ୍ୟାରିଙ୍ଗ କରିବା ପାଇଁ ଅନନ୍ତପୁରର ଜଣେ ଗ୍ରାହକ କାମାକ୍ଷାନଗର କଲେଜ ରୋଡରେ ଥିବା କାଳିଆ ମୋବାଇଲ ଦୋକାନକୁ ଯାଇଥିଲେ ।

Palm tree
ଜଙ୍ଗଲ ବିଭାଗ ଲଗାଇବ ତାଳ ଗଛ; ରୋକିବ ବଜ୍ରପାତ ଜନିତ କ୍ଷତି

ଆଗାମୀ ୨୦୨୪-୨୫ ଓ ୨୦୨୫-୨୬ ରୌପଣ ବର୍ଷରେ ପାଖାପାଖି ୭.୫ କୋଟି ଟଙ୍କା ବ୍ୟୟ କରି ପ୍ରାୟ ୧୯ ଲକ୍ଷ ତାଳ ଗଛ ରୋପଣ କରାଯିବ । ରାଜ୍ୟରେ ୪ହଜାର୪୭୯ଟି ବିଜ୍ଞାପିତ ଜଙ୍ଗଲ ବ୍ଲକ ଓ ୩୯ହଜାର୬୭୧ ବର୍ଗକିଲୋମିଟର ବାଉଣ୍ଡରୀ ଲାଇନ୍ ରହିଛି ।

Ratna Bahandar
ରତ୍ନଭଣ୍ଡାର ଲେଜର ସ୍କାନିଂ; ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ୍‌

ରତ୍ନଭଣ୍ଡାର ଖୋଲିବା ଦାୟିତ୍ୱ ସଂପୂର୍ଣ୍ଣ ସରକାରଙ୍କର । କେବଳ ସୁପାରିସ କରିବା କ୍ଷମତା ଗଜପତିଙ୍କ ଅଛି । ୧୯୫୨ ମସିହାରେ ସ୍ୱତନ୍ତ୍ର ଆଇନ କରି ଜଗନ୍ନାଥ ମନ୍ଦିର ପରିଚାଳନା ପାଇଁ ନିଷ୍ପତ୍ତି ନେଇ ଗଜପତିଙ୍କ ଠାରୁ କ୍ଷମତା ନେଇଗଲେ ।

30 migrant workers rescued in Bolangir, 3 middlemen detained
ଥମୁନି ଦାଦନ ଦୁଃଖ; ୩୦ ଦାଦନ ଶ୍ରମିକ ଉଦ୍ଧାର, ୩ ଦଲାଲ ଅଟକ

ବିଳମ୍ବିତ ରାତିରେ ରେଲୱେ ଷ୍ଟେସନ ପାଖରୁ ଦୁଇଟି ପୃଥକ ପୃଥକ ବେଆଇନ ଚାଲାଣ ହେଉଥିଲା । ଏଥିରେ ୨୧ଜଣ ପୁରୁଷ, ୯ଜଣ ମହିଳା ଓ ୪ ଜଣ ଛୋଟ ଛୁଆ ଉଦ୍ଧାର ହୋଇଛନ୍ତି ।

Cyber Fraud
ପର୍ଯ୍ୟଟନ ସହରକୁ ବୁଲିବାକୁ ଯାଉଛନ୍ତି କି... ପୁରୀରେ ଭୂତ ହୋଟେଲ !

ପଶ୍ଚିମବଙ୍ଗର ଜଣେ ପର୍ଯ୍ୟଟକ ହ୍ୱାଟସଆପ୍ ଯୋଗେ ହୋଟେଲ ବୁକ୍ କରି ଠକେଇର ଶିକାର ହୋଇଥିବା ଅଭିଯୋଗ ହୋଇଛି । ପୁରୀର ନିୟୁ ମେରାଇନ ଡ୍ରାଇଭ ରୋଡର ହୋଟେଲ ସ୍ୱର୍ଣ୍ଣ ଦୀପ ନାଁରେ ବୁକିଂ କରାଯାଇଛି ।

Newly born baby
ପୁଣି ଅଲୋଡା ଶିଶୁକନ୍ୟା; ମସଜିଦ ପାଖରୁ ନବଜାତ ଶିଶୁ ଉଦ୍ଧାର

ଶିଶୁକନ୍ୟାକୁ ବାଲେଶ୍ୱରକୁ ସ୍ଥାନାନ୍ତର କରାଯାଇଛି । ଘଟଣା ପ୍ରଘଟ ହେବା ପରେ ସ୍ଥାନୀୟ ମହିଳାମାନେ ସେହି ଅଞ୍ଚଳର ଜଣେ ମହିଳାଙ୍କ ଉପରେ ସନ୍ଦେହ କରି ପଚରାଉଚରା କରିଥିଲେ ।

Mo Odisha Nabin Odisha
ରାଇରଙ୍ଗପୁରରେ ‘ଆମ ଓଡ଼ିଶା, ନବୀନ ଓଡିଶା' କାର୍ଯ୍ୟକ୍ରମକୁ ବର୍ଜନ

ଉଦଘାଟିତ ଉତ୍ସବରେ କୌଣସି ସରପଞ୍ଚ ଯୋଗ ଦେଇ ନଥିଲେ । ତେବେ ଆଗାମୀ ଦିନରେ ଦାବି ପୂରଣ ନ ହେଲେ ସରପଞ୍ଚ ସଂଘ୍ ରାଜ ରାସ୍ତାକୁ ଓହ୍ଲାଇବେ ବୋଲି କହିଛନ୍ତି ସରପଞ୍ଚ ସଂଘ ।

land dispute
ଜମି ବିବାଦରୁ ଗଣ୍ଡଗୋଳ; ଭୁଜାଲି ଆକ୍ରମଣରେ ୧୨ ଆହତ

ଖଣ୍ଡା ଓ ଭୁଜାଲି ଆକ୍ରମଣରେ ୨ ପରିବାରର ୧୨ ଆହତ ହୋଇଛନ୍ତି । ଗୋଟିଏ ପରିବାର ୮ ଜଣ ହୋଇଥିବା ବେଳେ ଅନ୍ୟ ପରିବାରର ୪ ଜଣ ରହିଛନ୍ତି l

B Gangadhar transferred to State Police Headquarters
ଏସ୍.ସୁଶ୍ରୀ ହେଲେ ମୟୂରଭଞ୍ଜର ନୂଆ SP

ମୟୂରଭଞ୍ଜ SP ବି.ଗଙ୍ଗାଧରଙ୍କୁ ବଦଳି କରାଯାଇଛି । ତାଙ୍କ ସ୍ଥାନରେ ଏସ୍.ସୁଶ୍ରୀଙ୍କୁ SP ଭାବେ ନିଯୁକ୍ତ କରାଯାଇଛି । ବି.ଗଙ୍ଗାଧର ରାଜ୍ୟ ପୋଲିସ୍ ମୁଖ୍ୟାଳୟକୁ ବଦଳି ହୋଇଛନ୍ତି ।

Nepal earthquake
ମଧ୍ୟରାତ୍ରରେ ପ୍ରକୃତିର ତାଣ୍ଡବ; ନେପାଳରେ ୬.୪ ତୀବ୍ରତାର ଭୂକମ୍ପ, ମୃତ୍ୟୁସଂଖ୍ୟା ଦେଢ଼ଶହ ପାର୍‌

ଶୁକ୍ରବାର ରାତି ପ୍ରାୟ ୧୧ଟା ୩୨ । ସମସ୍ତେ ଖାଇ ପିଇ ନିଶ୍ଚିନ୍ତରେ ଶୋଇଥିବା ବେଳେ ହଠାତ୍ ଯେମିତି ଚେଇଁ ଉଠିଥିଲା ପ୍ରକୃତି । ଥରି ଉଠିଥିଲା ପାହାଡି ଦେଶ ନେପାଳ । ମଧ୍ୟରାତ୍ରରେ ପ୍ରକୃତିର ତାଣ୍ଡବ । ପୁଣି ଭୂକମ୍ପର ଭୟଙ୍କର ଝଟକା । ଏଥର ତୀବ୍ରତା...

Controversy Over Ama Odisha Naveen Odisha
ଆମ ଓଡ଼ିଶା, ନବୀନ ଓଡ଼ିଶାକୁ ସରପଞ୍ଚଙ୍କ ବିରୋଧ,ସଭାସ୍ଥଳକୁ କଲେ ବୟକଟ୍

ଆମ ଓଡ଼ିଶା, ନବୀନ ଓଡିଶା କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତି ପଞ୍ଚାୟତକୁ ବିକାଶମୂଳକ କାମ ଲାଗି ୫୦ ଲକ୍ଷ ଟଙ୍କାର ପାଣ୍ଠି ଦିଆଯାଉଛି। ତେବେ ପ୍ରଶ୍ନ ଉଠୁଛି ବିକାଶମୂଳକ କାମରେ ଜନପ୍ରତିନିଧିମାନଙ୍କୁ କାହିଁକି ଅଣଦେଖା କରାଯାଉଛି?

Srimandir
ପରିଚାଳନା କମିଟିର ମୋହର; ଜାନୁଆରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ

ମୋହର ବାଜିଲା । ଜାନୁଆରୀ ୧୭ରେ ହିଁ ହେବ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା ଉତ୍ସବ । କାଲି ନୀତି ସବ୍ କମିଟି ବୈଠକର ନିଷ୍ପତ୍ତିକୁ ଆଜି ପରିଚାଳନା କମିଟି ବୈଠକର ଅନୁମୋଦନ ମିଳିଛି ।

Srimandir
ପରିଚାଳନା କମିଟିର ମୋହର; ଜାନୁଆରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ

ମୋହର ବାଜିଲା । ଜାନୁଆରୀ ୧୭ରେ ହିଁ ହେବ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା ଉତ୍ସବ । କାଲି ନୀତି ସବ୍ କମିଟି ବୈଠକର ନିଷ୍ପତ୍ତିକୁ ଆଜି ପରିଚାଳନା କମିଟି ବୈଠକର ଅନୁମୋଦନ ମିଳିଛି ।

Nepal earthquake
ମଧ୍ୟରାତ୍ରରେ ପ୍ରକୃତିର ତାଣ୍ଡବ; ନେପାଳରେ ୬.୪ ତୀବ୍ରତାର ଭୂକମ୍ପ, ମୃତ୍ୟୁସଂଖ୍ୟା ଦେଢ଼ଶହ ପାର୍‌

ଶୁକ୍ରବାର ରାତି ପ୍ରାୟ ୧୧ଟା ୩୨ । ସମସ୍ତେ ଖାଇ ପିଇ ନିଶ୍ଚିନ୍ତରେ ଶୋଇଥିବା ବେଳେ ହଠାତ୍ ଯେମିତି ଚେଇଁ ଉଠିଥିଲା ପ୍ରକୃତି । ଥରି ଉଠିଥିଲା ପାହାଡି ଦେଶ ନେପାଳ । ମଧ୍ୟରାତ୍ରରେ ପ୍ରକୃତିର ତାଣ୍ଡବ । ପୁଣି ଭୂକମ୍ପର ଭୟଙ୍କର ଝଟକା । ଏଥର ତୀବ୍ରତା...

Mahadev app scam
ମହାଦେବ ବେଟିଂ ଆପକୁ ନେଇ ଛତିଶଗଡ଼ରେ ରାଜନୀତି; ନାଁ ନନେଇ ଭୁପେଶଙ୍କୁ ମୋଦିଙ୍କ ଟାର୍ଗେଟ୍

ରାଜ୍ୟରେ ବିଜେପି ସରକାରକୁ ଆସିଲେ ଏଭଳି ଅପରାଧୀଙ୍କୁ ଜେଲରେ ପୂରାଇବ ବୋଲି ମୋଦି କହିଛନ୍ତି । ଖାଲି ସେତିକି ନୁହେଁ ରାଜ୍ୟରେ ୩୦ ପ୍ରତିଶତର କମିଶନର ସରକାର ଚାଲିଛି । ଏଥର ଆଉ ଏହାକୁ ସହିବେନି ଜନତା ।

Winter session
୨୧ରୁ ଆରମ୍ଭ ହେବ ବିଧାନସଭାର ଶୀତ ଅଧିବେଶନ

ବିଭିନ୍ନ ପ୍ରସଙ୍ଗରେ ସରକାର ଓ ବିରୋଧୀ ମୁହାଁମୁହିଁ ହୋଇପାରନ୍ତି । ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଗୃହରେ ଉପସ୍ଥାପନ ହେବାର ସମ୍ଭାବନା ରହିଛି ।

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି । ରାଜନୀତି, ସ୍ପେଶାଲ ଷ୍ଟୋରୀ ଏବଂ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂରେ ସ୍ୱତନ୍ତ୍ର ରୁଚି ରହିଛି । ୨୦୨୩ରୁ ‘ଓଡ଼ିଶା ଟିଭି’ରେ କାର୍ଯ୍ୟରତ ।