ଏପଟେ ସରକାର ଓ ପରୋକ୍ଷ ରାଜନୀତିରେ ପାଣ୍ଡିଆନଙ୍କ ଏଭଳି ରୂପାନ୍ତରଣକୁ ନେଇ ସରଗରମ୍ ରାଜନୀତି। ବିଜେପି କହିଛି, ଆଗକୁ ପାଣ୍ଡିଆନ୍ ରାଜନୀତିକୁ ଆସିଲେ ବିଜେଡିର ସ୍ୱାଭିମାନୀ ନେତା ଆଉ ଦଳରେ ରହିବେନି। ସେପଟେ କଂଗ୍ରେସ, ମାତ୍ର ୩ ଦିନ ଭିତରେ ପାଣ୍ଡିଆନଙ୍କ VRS ଆବେଦନ ମଂଜୁରୀକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟକୁ ସମାଲୋଚନା କରିଛି। ବିଜେଡି କହିଛି ବିକାଶ ଧାରାକୁ ଆଗକୁ ନେବାକୁ ମୁଖ୍ୟମନ୍ତ୍ରୀ ଏଭଳି ପଦକ୍ଷେପ ନେଇଛନ୍ତି। ଏସବୁ ଭିତରେ ବିରୋଧୀଙ୍କ 'ପାଣ୍ଡିଆନ୍' ମୁଦ୍ଦା ଆଗକୁ କେଉଁ ରୂପନେବ ତାକୁ ନେଇ ଚର୍ଚ୍ଚା ଜୋର୍।
Published By: Tanmay Kumar Mahalik
Last updated: 24 October 2023, 09:17 PM IST
ଦିନକୁ ଦିନ ବଢୁଛି ଚାଷୀଙ୍କ ଟେନସନ୍ , ଚାଷୀଙ୍କ ପାଇଁ ଧାନ ବିକ୍ରି ଚିନ୍ତା ବେଶ୍ ଗମ୍ଭୀର ହେଉଥିବା ଦେଖିବାକୁ ମିଳୁଛି । ମଣ୍ଡିରେ ଧାନ ବିକ୍ରି ହୋଇପାରୁନଥିବା ବେଳେ ବଢୁଛି ମିଲରଙ୍କ ମନମାନୀ ।