5T Secretary V.K. Pandian
ଏପଟେ ସରକାର ଓ ପରୋକ୍ଷ ରାଜନୀତିରେ ପାଣ୍ଡିଆନଙ୍କ ଏଭଳି ରୂପାନ୍ତରଣକୁ ନେଇ ସରଗରମ୍ ରାଜନୀତି। ବିଜେପି କହିଛି, ଆଗକୁ ପାଣ୍ଡିଆନ୍ ରାଜନୀତିକୁ ଆସିଲେ ବିଜେଡିର ସ୍ୱାଭିମାନୀ ନେତା ଆଉ ଦଳରେ ରହିବେନି। ସେପଟେ କଂଗ୍ରେସ, ମାତ୍ର ୩ ଦିନ ଭିତରେ ପାଣ୍ଡିଆନଙ୍କ VRS ଆବେଦନ ମଂଜୁରୀକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟକୁ ସମାଲୋଚନା କରିଛି। ବିଜେଡି କହିଛି ବିକାଶ ଧାରାକୁ ଆଗକୁ ନେବାକୁ ମୁଖ୍ୟମନ୍ତ୍ରୀ ଏଭଳି ପଦକ୍ଷେପ ନେଇଛନ୍ତି। ଏସବୁ ଭିତରେ ବିରୋଧୀଙ୍କ 'ପାଣ୍ଡିଆନ୍' ମୁଦ୍ଦା ଆଗକୁ କେଉଁ ରୂପନେବ ତାକୁ ନେଇ ଚର୍ଚ୍ଚା ଜୋର୍।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)