ବର୍ଷକ ବାରମାସ ତାଙ୍କ କ୍ଷେତରେ କିଛି ନା କିଛି ଚାଷ ହେଉଥାଏ । ସନ୍ତୋଷିନୀ ଏହି ଚାଷ ଜମିରୁ ନିଜର ପରିବାର ସହ ଆହୁରୀ ୬ ପରିବାରଙ୍କୁ ନିଯୁକ୍ତି ଦେଇଛନ୍ତି । ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଗାଁର ଯୁବରାଜ ଛତ୍ରିଆ ।
ବଣିଆ ବ୍ୟାଙ୍କ ପାଇଁ କାମ କରୁଥିଲେ । ବ୍ୟାଙ୍କ ସୁନାର ମାନ ଓ ମୂଲ୍ୟ ନିର୍ଦ୍ଧାରଣ କରୁଥିଲେ ବଣିଆ ପଦ୍ମଲୋଚନ ରଣା । ସେ ନିଜେ କଷ୍ଟମର ଯୋଗାଡ କରୁଥିଲେ ।
ଆପଣ ଜାଣନ୍ତି କି ? ଏମିତି ୪ଟି ଆପ୍ ରହିଛି ଯାହା ଆପଣ ଆପଣଙ୍କ ଫୋନ୍ରେ ରଖିବା ନିହାତି ଜରୁରୀ । କାରଣ ଏହି ଆପ୍ ଗୁଡ଼ିକ ଦ୍ୱାରା ଆପଣ ଅନେକ ସୁବିଧା ପାଇପାରିବେ ।
ନିଜର ସୁରକ୍ଷା ଦାବି କରି ରାଜ ପରିବାରର ବୋହୂ ଅଦ୍ରିଜା ମଞ୍ଜରୀ ବଲାଙ୍ଗିର ଟାଉନ୍ ଥାନାରେ ଦ୍ୱାରସ୍ଥ ହୋଇଛନ୍ତି । ଅର୍କେଶ ନାରାୟଣ ସିଂଦେଓଙ୍କ ପତ୍ନୀ ହେଉଛନ୍ତି ଅଦ୍ରିଜା ମଞ୍ଜରୀ ।
ସହିଦଙ୍କ ପାର୍ଥିବ ଶରୀରକୁ ଶୋଭାଯାତ୍ରାରେ ନିଆଯାଇଥିଲା ଶ୍ମଶାନ । ସେଠାର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଗନ୍ ସାଲ୍ୟୁଟ ଦିଆଯାଇଥିଲା । ଶେଷଦର୍ଶନ କରିଥିଲେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ।
ଦୁଇ ନାତି ଅଜାଙ୍କ ଦଶାହ କର୍ମରେ ଯୋଗଦେଇଥିଲେ । କର୍ମ ଅନୁସାରେ ଲଣ୍ଡା ହୋଇ ଗାଧୋଇବାକୁ ଯାଇଥିଲେ । ହେଲେ ଗାଧୋଇବାବେଳେ ପାଣିରେ ବୁଡି ଦୁଇ ନାତିଙ୍କ ମୃତ୍ୟୁ ହୋଇଥିଲା ।
ଅଲଟୋ କାର ରାଜପାଟଣାରୁ ଅପହରଣ କରି ନେଇଥିଲେ ୪ ଯୁବକ l ଏହି ଖବର ପାଇ ନୟାଗଡ଼ ସଦର ପୋଲିସ କାରକୁ ଗୋଡ଼ାଇ ଗୋଡ଼ାଇ ନୟାଗଡ଼ ଚଣ୍ଡୀବସ୍ତ ରାସ୍ତାରୁ ଉଦ୍ଧାର କରିଛି ପୋଲିସ l
ମେଡିକାଲ ଗେଟ୍ ଆଗରେ ମୃତଦେହ ରଖି ପରିବାର ଲୋକ ଧାରଣା ଦେଇଛନ୍ତି । ଗୁରୁବାର ଦିନ ୩ଟାରେ ସର୍ଦ୍ଦାର ବନ୍ଧ ପଂଚାୟତର ଶଙ୍ଖାଭଙ୍ଗା ଗାଁର ଗଙ୍ଗାଧର ମହାନ୍ତଙ୍କ ପେଟ ବ୍ୟଥା ହେବାରୁ ହାତୀଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତୀ ହୋଇଥିଲେ ।
ପୂର୍ବରୁ ମଣିପୁର ପ୍ରସଙ୍ଗକୁ ନେଇ ଅନାସ୍ଥା ପ୍ରସ୍ତାବ ଆଣିଥିଲେ ବିରୋଧୀ । ଏହି ପ୍ରସଙ୍ଗରେ ଗୃହ ମଧ୍ୟ ସରଗରମ ହୋଇଥିଲା । ପରେ ପରେ ବିରୋଧୀ ଘଟଣାରେ ପ୍ରଧାନମନ୍ତ୍ରୀଙ୍କ ବିବୃତି ଲୋଡ଼ିଥିଲା । ବିରୋଧୀଙ୍କୁ ଜବାବ ଦେବାକୁ ମଧ୍ୟ ପ୍ରଧାନମନ୍ତ୍ରୀ ଗୃହରେ ନିଜର ପ୍ରତିକ୍ରିୟା ରଖିଥିଲେ ।
ପୋଲିସ ଖବର ପାଇବା ପରେ ଦୁର୍ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟାରେ ନେହେରୁ ନଗର ପୋଲିସ ଷ୍ଟେସନ ଅଧିନସ୍ଥ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଥିଲା ।
କେନ୍ଦ୍ର ସରକାରଙ୍କ ଇନ୍ଦିରା ଗାନ୍ଧି ଜାତୀୟ ବାର୍ଦ୍ଧକ୍ୟ ଭତ୍ତା ଯୋଜନାର ଦରଖାସ୍ତରେ ନିଜକୁ ଅସହାୟ ବୃଦ୍ଧ ଦର୍ଶାଇ ବାର୍ଦ୍ଧକ୍ୟ ଭତ୍ତା ଦେବାକୁ ନିବେଦନ କରିଛନ୍ତି । କଟକ ବିଜୁ ପଟ୍ଟନାୟକ ଛକରେ ଥିବା ଆନନ୍ଦ ଭବନରେ ରହୁଥିବା ନବୀନ ପଟ୍ଟନାୟକ ଭାଇ ଦିଲ୍ଲୀପ ପଟ୍ଟନାୟକଙ୍କ ଏଭଳି ପଦକ୍ଷେପ ସାରା...
ବର୍ତ୍ତମାନ ସେହିପରି ଏକ ଘଟଣା ନଜରକୁ ଆସିଛି । ଖୋଦ୍ ଆଇନ୍ର ରକ୍ଷକ ପୋଲିସ ଓ ଜନପ୍ରତିନିଧିଙ୍କ ବିରୋଧରେ ଅଭିଯୋଗ ହୋଇଛି । ଖାଲି ଯେ ଅଭିଯୋଗ ତାହାନୁହେଁ, ବିଧାୟକଙ୍କ ବିରୋଧରେ ଜୋତା ଚଟାଇବା ପରି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଜଣେ ବ୍ୟକ୍ତି ।
ଏହି ଅସାଧାରଣ ଟି-ପଟ୍ର ନାଁ 'ଇଗୋଷ୍ଟ' ରଖାଯାଇଛି । ଏହାକୁ N. Sethia Foundation (UK) ଏବଂ Newby Teas of London, ମିଳିତ ଭାବେ ତିଆରି କରିଛନ୍ତି।
ଶୁଭଲକ୍ଷ୍ମୀଙ୍କ ମୋବାଇଲକୁ ଜବତ କରି ଷ୍ଟେଟ୍ ଫରେନସିକ୍ ଲ୍ୟାବକୁ ପଠାଯାଇଛି । ଅନୁମାନ କରାଯାଉଛି, ଏହି ଫୋନ୍ ଅନେକ ରହସ୍ୟ ଉପରୁ ପରଦା ହଟାଇପାରେ ।
ଗୃହମନ୍ତ୍ରୀଙ୍କ ବିବୃତି ଅନୁସାରେ ଗଣଦୁଷ୍କର୍ମ କ୍ଷେତ୍ରରେ ଅପରାଧୀଙ୍କୁ ୨୦ ବର୍ଷ ବା ଆଜୀବନ ସଜା ମିଳିବ । ସେହିପରି ନୂଆ ଆଇନରେ ନାବାଳିକା ଗଣଦୁଷ୍କର୍ମୀଙ୍କୁ ମୃତ୍ୟୁଦଣ୍ଡ ମିଳିବ । ଭିଡ଼ ହିଂସା ପାଇଁ ୭ ବର୍ଷ, ଆଜୀବନ ବା ମୃତ୍ୟୁଦଣ୍ଡ ମିଳିବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ତାଙ୍କ ବିବୃତିରେ...
ଆଇପିସିରେ ୫୧୧ ଧାରା ଥିଲା, ହେଲେ ଏବେ ୩୫୬ଟି ଧାରା ରହିବ । ୧୭୫ଟି ଧାରାରେ ପରିବର୍ତ୍ତନ କରାଯିବ । ୮ଟି ନୂଆ ଧାରା ଯୋଡ଼ାଯିବ । ଆଇପିସିରୁ ୨୨ଟି ଅନାବଶ୍ୟକ ଧାରା ହଟିଯିବ ବୋଲି କୁହାଯାଇଛି ।
କୋର୍ଟ ଏବଂ ଓକିଲଙ୍କ ଆବଶ୍ୟକତା ଅନୁଯାୟୀ ରିପୋର୍ଟ ଯୋଗାଇ ଦିଆଯାଇଥିବା ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି । ଏପଟେ ଦେଶୀ ବେହେରା ସାହିରେ ପ୍ରେମିକ ଦିନେଶଙ୍କ ଘର ସାମନାରେ ଦୀପିକା ପୁଣି ଧାରଣା ଦେଇଛନ୍ତି ।
ବିଶେଷ ଭାବେ ଅପହଞ୍ଚ ଜଳଉତ୍ସ ଗୁଡିକରେ ଔଷଧ ସ୍ପ୍ରେ କରାଯିବ । ଗତବର୍ଷ ମଧ୍ୟ ବିଏମସି ପକ୍ଷରୁ କିଛି ସ୍ଥାନରେ ଡ୍ରୋନ୍ ବ୍ୟବହାର କରାଯାଇ ଔଷଧ ସ୍ପ୍ରେ କରାଯାଇଥିଲା ।
ଜରୁରୀକାଳୀନ କାର୍ଯ୍ୟ ପାଇଁ ହେଲ୍ପଲାଇନ୍ର ବ୍ୟବସ୍ଥା କରିବାକୁ ସରକାର କହିଛନ୍ତି । ନିର୍ଦ୍ଦେଶରେ କୁହାଯାଇଛି ଯେ, ହେଲ୍ପ ଲାଇନ୍ ଜରିଆରେ ଅଭିଭାବକମାନେ ସ୍କୁଲ ସହିତ ହୋଗାଯୋଗ କରିପାରିବେ ।
ପୋଲିସ କହିଛି କି, ସେହିଦିନ ଝିଅଟି ଘରୁ ବାହାରକୁ ଯାଇଥିଲା । ହେଲେ କିଛି ଘଣ୍ଟା ପରେ ଘରକୁ ଫେରିଆସିଥିଲା । ଘରକୁ ଫେରିବା ପରେ ତା’ର ବାପା ତାଙ୍କ ସହ ପାଟିତୁଣ୍ଡ କରିଥିଲେ ।