• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

Tanmay Kumar Mahalik

Editor

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି ...more

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି । ରାଜନୀତି, ସ୍ପେଶାଲ ଷ୍ଟୋରୀ ଏବଂ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂରେ ସ୍ୱତନ୍ତ୍ର ରୁଚି ରହିଛି । ୨୦୨୩ରୁ ‘ଓଡ଼ିଶା ଟିଭି’ରେ କାର୍ଯ୍ୟରତ ।

less

Posts by Tanmay Kumar Mahalik

ISRO eyeing missions to the Sun and Venus
ସୂର୍ଯ୍ୟ ଉପରେ ଇସ୍ରୋର ଆଖି; ସେପ୍ଟେମ୍ବର ଆରମ୍ଭରେ ଆଦିତ୍ୟ-L1 ଲଞ୍ଚ ପାଇଁ ପ୍ରସ୍ତୁତି

ମିଶନ ଗଗନାୟନ ପରେ ରହିଛି ଭାରତର ଦ୍ୱିତୀୟ ମଙ୍ଗଳୟାନ ବା ମାର୍ସ ଅର୍ବିଟର ମିଶନ-୨ । ୨୦୨୪ କିମ୍ବା ୨୫ରେ ଏହି ମିଶନ ପୂରା କରିବାକୁ ଲକ୍ଷ୍ୟ ରଖିଛି ଇସ୍ରୋ । ଆସନ୍ତାବର୍ଷ ଶୁକ୍ର ଗ୍ରହର ରହସ୍ୟ ଉପରୁ ପରଦା ହଟାଇବାକୁ ଅଭିଯାନ ପାଇଁ ଇସ୍ରୋ ଯୋଜନା କରିଛି।...

Chandrayaan-3 mission
ଜହ୍ନରେ ଜଳର ସନ୍ଧାନ କରୁଛି ପ୍ରଜ୍ଞାନ; ଆଗାମୀ ୧୩ ଦିନ ମୁନ୍ ମିଶନ ପାଇଁ ଗୁରୁତ୍ୱପୂର୍ଣ୍ଣ

ରୋଭର୍ ପ୍ରଜ୍ଞାନର ପଛ ଦୁଇଟି ଚକରେ ଗୋଟିଏ ପଟେ ଇସ୍ରୋ ଲୋଗୋ ଏବଂ ଅନ୍ୟପଟେ ଭାରତର ଜାତୀୟ ପ୍ରତୀକ ଖୋଦିତ ହୋଇଥିବାରୁ, ତାହା ଗଡ଼ିବା ବେଳେ ଚନ୍ଦ୍ରପୃଷ୍ଠର ଧୂଳିରେ ତାହାର ଛାପ ଛାଡ଼ିଯିବ ।

Moon
ଚନ୍ଦ୍ରୟାନ-୩ର ସଫଳ ସଫ୍ଟ ଲ୍ୟାଣ୍ଡିଂ ପରେ ବିଦେଶରେ ସେଲିବ୍ରେସନ

କୁନି କୁନି ପିଲାଙ୍କ ମଧ୍ୟରେ ଚନ୍ଦ୍ରୟାନ-୩ର ସଫଳତାକୁ ନେଇ ବେଶ ଉତ୍ସାହ । କେରଳ କୋଟାୟମରେ ସ୍କୁଲ ପରିସରରେ ପିଲାମାନଙ୍କୁ ଚନ୍ଦ୍ରୟାନର ଗତିପଥ କିପରି ଥିଲା ସେ ସମ୍ପର୍କରେ ବୁଝାଯାଇଥିଲା ।

Rakesh Roshan
ଚନ୍ଦ୍ରରେ ଓହ୍ଲାଇଥିଲେ ରାକେଶ ରୋଶନ, କହୁ କହୁ ମମତା କହିଦେଲେ ଏମିତି...

ଅଗଷ୍ଟ ୨୩ରେ ଚନ୍ଦ୍ରୟାନ-୩ର ଚନ୍ଦ୍ର ଅବତରଣ ପୂର୍ବରୁ କୋଲକାତାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

Delhi bus conductor
ଚାକିରି କରାଇଦେବାକୁ କହି ମହିଳାଙ୍କୁ ଦୁଷ୍କର୍ମ, ପରେ ଭିଡିଓ କରି ବ୍ଲାକମେଲିଂ

ଖାଲି ଦୁଷ୍କର୍ମ ନୁହେଁ ସେହି ସମୟର କିଛି ଅଶ୍ଳୀଳ ଫଟୋ ଓ ଭିଡିଓ ମଧ୍ୟ କରାଯାଇଥିବା ପୋଲିସ କହିଛି । ପୋଲିସର ସୂଚନା ଅନୁସାରେ ପୀଡ଼ିତା ମହିଳା ଚାକିରି କରିବାକୁ ଇଚ୍ଛୁକ ଥିଲେ ।

Female home guard torture
ମହିଳା ହୋମଗାର୍ଡଙ୍କ ଆତ୍ମହତ୍ୟା ଉଦ୍ୟମ ମାମଲା; NHRCଙ୍କୁ ଭେଟି ଫେରାଦ ହେଲା ରାଜ୍ୟ ବିଜେପି

NHRCଙ୍କୁ ଭେଟି ଲିଖିତ ଫେରାଦ ହେଲା ରାଜ୍ୟ ବିଜେପି । ଲେଖାଶ୍ରୀ ସାମନ୍ତସିଂହାର, ଗୋଲକ ମହାପାତ୍ର ପ୍ରମୁଖ ଭେଟି NHRCଙ୍କୁ ଭେଟି ଲିଖିତ ଫେରାଦ ହୋଇଛନ୍ତି ।

Police Encounter
ପୁରୀରେ ପୋଲିସର ଏନ୍‌କାଉଣ୍ଟର

ପୋଲିସ ଗୁଳିରେ ଅପରାଧୀ ପିନୁ ବରାଳ ଆହତ ହୋଇଥିବାବେଳେ ପିନୁର ବାମ ଗୋଡ଼ରେ ଗୁଳି ବାଜିଥିବା ଜଣାପଡ଼ିଛି ।

Swachh Bharat Mission
କେତେ ସ୍ୱଚ୍ଛ ‘ସ୍ୱଚ୍ଛ ଭାରତ ମିଶନ’ ?

କେତେ ସ୍ୱଚ୍ଛ ‘ସ୍ୱଚ୍ଛ ଭାରତ ମିଶନ’ ?

Kaavaalaa song
ତମନ୍ନାଙ୍କ ଗୀତରେ କୁନିଝିଅର ଠୁମ୍‌କା; ପସନ୍ଦ କରୁଛନ୍ତି ଦର୍ଶକ, ଭାଇରାଲ ହେଉଛନ୍ତି କ୍ୟୁଟି ଗାର୍ଲ

କାଭାଲା ଗୀତରେ ଏବେ ଖୁବ୍‌ ଭାଇରାଲ ହେଉଛନ୍ତି କ୍ୟୁଟି କୁନିଝିଅ । ତାଙ୍କର ଡ୍ୟାନ୍ସ ସାଙ୍ଗକୁ ପ୍ରତିଟି ଷ୍ଟେପ୍‌ ଯେମିତି ଲୋକଙ୍କୁ ବାନ୍ଧି ରଖିଛି । ଗୀତର ତାଳେ ତାଳେ ଠୁମ୍‌କା ଲଗାଉଛି କୁନିଝିଅ ।

Odisha’s Lamtaput 5T school
ଗାଁରେ ରହିଛି ଫାଇଭ୍ ଟି ସ୍କୁଲ ଯିବାକୁ ନାହିଁ ରାସ୍ତା

ଗାଁର ରାସ୍ତା ସମସ୍ୟା ନେଇ ଅନେକ ବାର ପ୍ରଶାସନ ନିକଟରେ ଗୁହାରୀ କରିଛନ୍ତି ଲୋକେ । ପ୍ରଶାସନ କିନ୍ତୁ ଦାବି ଶୁଣି ଚୁପ୍ ବସି ଯାଉଥିବା ଅଭିଯୋଗ ହୋଇଛି...

Locals suffer due to poor road connectivity in Odisha’s Khariar
ରାସ୍ତା ସମସ୍ୟାରେ ଦହଗଞ୍ଜ ହେଉଛନ୍ତି ଖଡ଼ିଆଳ ସମାଡ଼ ପଦର ଗାଁ ଲୋକେ

ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ମିଳୁଛି କିନ୍ତୁ ଫଳ ଶୂନ। ଜିଲ୍ଲାପାଳଙ୍କ ଠାରୁ ରାଜନେତା ଯାଏ ସମସ୍ତେ କେବଳ ଗୋଟିଏ କଥା କହୁଛନ୍ତି ରାସ୍ତା ନିର୍ମାଣ ହେବ, ହେଲେ ସପନ ଭାଙ୍ଗି ଭାଙ୍ଗି ଯାଉଛି।ଏବେ ବି ରାସ୍ତା ଅପେକ୍ଷାରେ ରହିଛନ୍ତି ଲୋକେ...

parents lock school
ସଂସ୍କୃତି, ସାହିତ୍ୟ ସାର୍ ନିଥିବାରୁ ସ୍କୁଲରେ ପଡ଼ିଲା ତାଲା

ସଂସ୍କୃତି, ସାହିତ୍ୟ ସାର୍ ନିଥିବାରୁ ସ୍କୁଲରେ ପଡ଼ିଲା ତାଲା । ଗଜପତି ରାୟଗଡ ବ୍ଲକ ପୁତାର ଗ୍ରାମର ହାଇସ୍କୁଲରେ ଶିକ୍ଷକ ଅଭାବକୁ ନେଇ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ...

divyang couple
ଦୃଷ୍ଟିବାଧିତ ବରକୁ ଦିବ୍ୟାଙ୍ଗ କନ୍ୟା; ଏମିତି ହେଲା ବାହାଘର

ବାହାଘର ଏକ ମିଳନ ସେ ଯୁଗ ଯୁଗର । ଏମିତି ବାହାଘର କିନ୍ତୁ ଦେଖି ନଥିବେ ଆପଣ । ଦୁନିଆ ଦେଖିପାରୁନଥିବା ବରର ହାତ ଧରି ବାଟ ଚାଲିବେ ଦିବ୍ୟାଙ୍ଗ କନ୍ୟା। ସତରେ ମନେ ରହିବ ଏମିତି ଏକ ନିଆରା ବାହାଘର....

Kantabanji jailer
ହରଡ଼ଘଣାରେ କଣ୍ଟାବାଞ୍ଜି ଲେଡି ଜେଲର

କଣ୍ଟାବାଞ୍ଜି ଜେଲରଙ୍କ ଭାଇରାଲ୍ ଅଡ଼ିଓକୁ ନେଇ ହଇଚଇ। ସ୍ଥାନୀୟ ଅଞ୍ଚଳର ଜଣେ ସାମ୍ବାଦିକଙ୍କ ମୁଣ୍ଡ ଜୀବନ୍ତ ବା ମୃତ ଅବସ୍ଥାରେ ଆଣି ଦେବାକୁ ଜଣେ ଦଲାଲକୁ କହୁଛନ୍ତି ମହିଳା ଜେଲର….

Meritorious divyang girl dreams to become IAS officer in Cuttack
ସୁଭଦ୍ରାକୁ ଦଇବ ନା ହାତ ଦେଇଛି ନା ଦେଇଛି ଗୋଡ଼ ତଥାପି ସେ ସକ୍ଷମ

ଦିବ୍ୟାଙ୍ଗ ହେଲେ ବି ସେ କାହାଠୁ କମ୍ ନୁହନ୍ତି । ନିଜ ଦୃଢ଼ଇଚ୍ଛା ଶକ୍ତି ଆଗରେ ସମସ୍ତଙ୍କୁ ପଛରେ ପକେଇ ବଞ୍ଚିବାର ରାହା ଆପଣେଇଛନ୍ତି ଦଶମ ଶ୍ରେଣୀ ରେ ପାଠ ପଢୁଥିବା ସୁଭଦ୍ରା....

'short marriage'
ବିବାହ ପାଇଁ ଅଜବ ବିଜ୍ଞାପନ; ‘ମତେ ଅଳ୍ପ ଦିନ ପାଇଁ ବର ଦରକାର’

ଖବର କାଗଜରେ ନିଜ ସମ୍ପର୍କରେ କିଛି ତଥ୍ୟ ଦେବା ସହ ଯୁବତୀ ଜଣକ ସ୍ୱଳ୍ପ ସମୟ ପାଇଁ ବିବାହ କରିବାକୁ ଇଚ୍ଛୁକ ଥିବା ଦର୍ଶାଇଛନ୍ତି । ଖବର କାଗଜରେ ଏକ ଆଡ୍‌ ମଧ୍ୟମରେ ଯୁବତୀ ଲେଖିଛନ୍ତି, ‘ସ୍ୱଳ୍ପ ସମୟ ପାଇଁ ବିବାହ କରିବାକୁ ଚାହୁଁଛି ।

Bihar Story
ସରିଥିଲା ଝିଅର ଶବସତ୍କାର; ହଠାତ୍‌ ଆସିଲା କଲ୍‌...ବାପା ମୁଁ ବଞ୍ଚିଛି, ଶାଶୂଘରେ ଅଛି

ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଚିହ୍ନଟ କରିବା ସହ ଶବଟିକୁ ସତ୍କାର କରିଥିଲେ । ହେଲେ ପରେ ପରେ ଶୁଦ୍ଧକ୍ରିୟା ସମୟରେ ଜୀବିତ ଥିବା ଝିଅର କଲ୍‌ ଆସିଥିଲା ।

SpecialReport
ମିଳିମଶି ଖାଇଗଲେ ! ବିନା କାମରେ ବିଲ୍ ଅଭିଯୋଗ

ରାସ୍ତା କାମ ପାଇଁ ଅନୁଦାନ ଆସିଥିଲା । ରାସ୍ତାରେ ପଡ଼ିନି ମୁଠାଏ ମାଟି କି ଗୋଡ଼ି । ଗ୍ରାମବାସୀଙ୍କ ଅଭିଯୋଗ ବିନା କାମରେ ହୋଇଛି ବିଲ୍..

Khola Katha
‘ଏବେ କହିବିନି ଠିକ୍ ସମୟରେ କହିବି’

ଆଗକୁ ବଡ଼ ଖୁଲାସା କରିବେ ମନମୋହନ ! ଖୋଲାକଥାରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ବଡ଼ ଇସାରା । କହିଲେ ଏବେ କହିବିନି ଠିକ୍ ସମୟରେ କହିବି..

Yojanara Na Hariloot
କାମ ନସରୁଣୁ ମାଡ଼ିରେ ଲୋଟିଲା ପାଚେରି

ବାଃରେ କାମ... କାମ ନସରୁଣୁ ମାଡ଼ିରେ ଲୋଟିଲା ପାଚେରି । ଗ୍ରାମବାସୀ ବାରିଲେ ଦୁର୍ନୀତିର ଗନ୍ଧ

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି । ରାଜନୀତି, ସ୍ପେଶାଲ ଷ୍ଟୋରୀ ଏବଂ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂରେ ସ୍ୱତନ୍ତ୍ର ରୁଚି ରହିଛି । ୨୦୨୩ରୁ ‘ଓଡ଼ିଶା ଟିଭି’ରେ କାର୍ଯ୍ୟରତ ।