ହୋଟେଲକୁ ଟାର୍ଗେଟ କରି ଏୟାର ଷ୍ଟ୍ରାଇକ୍ କରାଯାଇଥିଲା । କାରଣ ଏହି ହୋଟେଲକୁ ପାକିସ୍ତାନୀ ତାଲିବାନ ହାଫିଜ ଗୁଲ ବାହାଦୂର ଦଳର କିଛି କର୍ମୀ ଆସୁଥିଲେ ।
ଇତିହାସ ବଖାଣୁଥିବା ଓ ସ୍ମୃତିକୁ ତାଜା କରୁଥିବା ଏହି ଫଟୋ ଗାନ୍ଧିଜୀଙ୍କ ଓଡ଼ିଶାଗସ୍ତ ସମୟର । ସେତେବେଳେ ଦେଶ ପାଇଁ ସ୍ୱାଧୀନତା ଯେତିକି ଜରୁରୀ ଥିଲା ସମାଜରେ ସଚେତନତା ବି ସେତିକି ଗୁରୁତ୍ୱ ରଖୁଥିଲା ।
ସ୍ୱାସ୍ଥ୍ୟ ପାଇଁ ବରଦାନ ମେଥି । ମେଥିକୁ କେବଳ ଖାଦ୍ୟର ସ୍ୱାଦ ଓ ବାସ୍ନା ବଢ଼ାଇବାକୁ ନୁହେଁ ବରଂ ଔଷଧ ରୂପେ ମଧ୍ୟ ବ୍ୟବହାର କରିପାରିବେ । କାରଣ ଏଥିରେ ଭରପୂର ମାତ୍ରାରେ ଔଷଧୀୟ ଗୁଣ ରହିଛି ।
ବେଶ ଚର୍ଚ୍ଚାକୁ ଆସିଛି ଗୁପ୍ଚୁପ୍ବାଲା ଗୀତ । ଗୁପଚୁପ ଵାଲା ଆସିଚେ, ମା’ କେ ଝିଅ କହୁଚେ ,ଚାଉଳ କେ ପଇସା ମାଗୁଚେ । ଘରେ ନାଇଁନ କହିଲେ ଦୁଆରେ ଗଡ଼ ଗଡି ଯାଉଛେ ।
ଉତ୍ତରାଖଣ୍ଡ ଡେରାଡୁନରେ ନଦୀ କୂଳରେ ଥିବା ଡିଫେନ୍ସ କଲେଜ ବିଲ୍ଡିଂ ଭୁଶୁଡିବା ସହ ଭାସି ଯାଇଛି ।
ସ୍ୱୟଂକୃତ, ଏକକ ନିୟନ୍ତ୍ରିତ ପ୍ରବେଶ ଦ୍ୱାର ରହିଛି । ମୁଖ୍ୟ ପ୍ରବେଶ ଦ୍ୱାର ବନ୍ଦ ନହେବା ଯାଏଁ ଗଡ଼ିବନି ଟ୍ରେନ୍ । ପ୍ରତି କୋଚରେ ୬ଟି ଲେଖାଏଁ କ୍ୟାମେରା ଲାଗିଛି । ସବୁ କ୍ୟାମେରାରେ ୨୪ ଘଣ୍ଟିଆ ଲାଇଭ୍ ରେକର୍ଡିଂ ।
ଆଦିତ୍ୟ-L1 ମାଧ୍ୟମରେ ସୂର୍ଯ୍ୟଙ୍କ ଉପରେ ଅଧିକ ତଥ୍ୟ ଜାଣିହେବ । ୟୁ.ଆର ରାଓ ସାଟେଲାଇଟ ସେଣ୍ଟରରେ ଏହାର ନିର୍ମାଣ କରାଯାଇଥିବା ବେଳେ ଶ୍ରୀହରିକୋଟାକୁ ଅଣାଯାଇଛି ।
କଟକ ଜିଲ୍ଲା ସଦର ଥାନା ସଇଁନ୍ଦା ନିକଟରେ ଥିବା ସିଢ଼ୁଆ ନଦୀରେ ଏହି ଅଘଟଣ ଘଟିଛି । ପାରିବାରିକ କଳହରୁ ବାପା ଛୁଆକୁ ଧରି ନଦୀକୁ ଡେଇଁପଡ଼ିଥିବା ସୂଚନା ମିଳିଛି ।
ନାବାଳକ ଜଣକ ସ୍କୁଲ ଯାଇନଥିଲା । ଫଳରେ ତା’ର ବାପା ଏହାକୁ ନେଇ ରାଗିଯିବା ସହ ନାବାଳକକୁ ଚେଙ୍କ ଦେଇଥିଲେ ! ଖାଲି ସେତିକି ନୁହେଁ, ଅଭିଯୋଗ ଅନୁସାରେ ସାବତ ମା’ର ପ୍ରବଚନାରେ ପଡ଼ି ନାବାଳକର ବାପା ଏଭଳି କରିଥିବା କୁହାଯାଉଛି ।
କୃଷି ଓ କୃଷକଙ୍କ ଜିଲ୍ଲା ସୁବର୍ଣ୍ଣପୁର । ଏଠି ୯୦ ପ୍ରତିଶତ ଲୋକ ଚାଷକାମ କରି ଜୀବିକା ନିର୍ବାହ କରନ୍ତି । ଉଭୟ ଖରିଫ୍ ଏବଂ ରବି ଋତୁରେ ଧାନ ଓ ପନିପରିବା ଚାଷ କରି ପରିବାର ଚଳନ୍ତି ଏଠିକାର ଚାଷୀ....
ମନୋରମାଙ୍କ ଅଜାଣତରେ ଟଙ୍କା ଉଠିଲା କେମିତି ? ଆବାସ ବାବଦକୁ ୧ଲକ୍ଷ ୨୦ହଜାର ଟଙ୍କା ହଡ଼ପ କରିଛି କିଏ ?
ଗାଁରେ ଶିକ୍ଷା ବ୍ୟବସ୍ଥା କହିଲେ ଅଙ୍ଗନବାଡିରେ ସୀମିତ। ଗାଁକୁ ନା ରାସ୍ତା ଖଣ୍ଡିଏ ଅଛି, ନା ପାନୀୟ ଜଳ କି ବିଦ୍ୟୁତ ସେବା । ନାହିଁ ନାହିଁର ଜୀବନ ଜିଉଁଛନ୍ତି ସୀମାନ୍ତ ଅଧିବାସୀ...
ଶିକ୍ଷାର ବିକାଶ ଦିଗରେ ସରକାର ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା । ହେଲେ ସଚେତନତା ଅଭାବରୁ ଅନେକ ବସ୍ତିରୁ ନିରକ୍ଷରତା ଦୂର ହୋଇପାରୁନାହିଁ । ଏମିତିକି କଟକ ଜିଲ୍ଲାରେ ବହୁ ବସ୍ତି ଅଛି ଯେଉଁଠି ଏ ପଯ୍ୟନ୍ତ ଶିକ୍ଷାର ସୁଧାର ଆସିନାହିଁ । ସେଠାରେ...
ଦୁର୍ଗମ ଅଞ୍ଚଳର ଅନ୍ଧାରୀ ମୂଲକର ୫ପଞ୍ଚାୟତର ୨୫ଖଣ୍ଡ ଗାଁକୁ ନାହିଁ ପୋଲ । ବର୍ଷା ଦିନେ ଅକଥନୀୟ ଦୁର୍ଦ୍ଦଶା ଭୋଗୁଛନ୍ତି ଶହ ଶହ ଗ୍ରାମବାସୀ.....
ଛୋଟ ବେଳୁ ଦାଦନ ଖଟିବାକୁ ନେଇ ଯାଇଥିଲା ସର୍ଦ୍ଦାର । ଗଜପତିରୁ ଯାଇ ପହଞ୍ଚିଥିଲେ ଅରୁଣାଚଳରେ । ସେଇଠି ଯୌବନଟା ବିତିଗଲା । ଏବେ ଯେତେବେଳେ ଆସାମର ସ୍ତ୍ରୀକୁ ସାଙ୍ଗରେ ଧରି ସେ ଗାଁକୁ ଫେରିଛନ୍ତି ଏଠି ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ ନାହିଁ । ସରକାରୀ ସହାୟତା...
୧୧ ହଜାରରୁ ଅଧିକ ଅଶାୟୀଙ୍କ ମଧ୍ୟରୁ ତାଙ୍କୁ ବାଛିଛନ୍ତି ବିପୁଲ ଶାହା ଗତ ୧୦ ବର୍ଷ ଧରି ମୁମ୍ବାଇରେ ନିଜ ଭାଗ୍ୟ ପରଖିବା ପରେ ପ୍ରେମକୁ ମିଳିଛି ଏତେ ବଡ଼ ସୁଯୋଗ । ଏହାପୂର୍ବରୁ କିଛି ହିନ୍ଦୀ ଫିଲ୍ମରେ ସହକାରୀ ନିର୍ଦ୍ଦେଶକ ଭାବେ କାମ ବି କରିଛନ୍ତି ପ୍ରେମ...
୩ ଦିନ ଧରି ହେବାକୁ ଥିବା ଏହି ସମ୍ମିଳନୀରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସିଥାରମନଙ୍କ ସହ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଯୋଗ ଦେବେ । ସମ୍ମିଳନୀରେ ୧୪ଶହରୁ ୧୫ ଶହ ଚାଟାର୍ଡ ଆକାଉଣ୍ଟାଣ୍ଟ, ACCOUNTING କମ୍ପାନୀ ସେକ୍ରେଟାରୀ ଏବଂ କର୍ପୋରେଟ ଅଫିସିଆଲ୍ ମାନେ ରହିବେ ।