• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

Tanmay Kumar Mahalik

Editor

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି ...more

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି । ରାଜନୀତି, ସ୍ପେଶାଲ ଷ୍ଟୋରୀ ଏବଂ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂରେ ସ୍ୱତନ୍ତ୍ର ରୁଚି ରହିଛି । ୨୦୨୩ରୁ ‘ଓଡ଼ିଶା ଟିଭି’ରେ କାର୍ଯ୍ୟରତ ।

less

Posts by Tanmay Kumar Mahalik

hotel blast
ହୋଟେଲ ଉପରେ ଏୟାର ଷ୍ଟ୍ରାଇକ୍‌; ୩ ମୃତ, ୭ ଗୁରୁତର

ହୋଟେଲକୁ ଟାର୍ଗେଟ କରି ଏୟାର ଷ୍ଟ୍ରାଇକ୍ କରାଯାଇଥିଲା । କାରଣ ଏହି ହୋଟେଲକୁ ପାକିସ୍ତାନୀ ତାଲିବାନ ହାଫିଜ ଗୁଲ ବାହାଦୂର ଦଳର କିଛି କର୍ମୀ ଆସୁଥିଲେ ।

Kaitha Ashram
ସ୍ମୃତିରେ ଗାନ୍ଧିଜୀ ; ଇତିହାସ ବଖାଣୁଛି କାଇଥା ଆଶ୍ରମ, ୧୯୩୪ରେ ଆସିଥିଲେ ବାପୁ

ଇତିହାସ ବଖାଣୁଥିବା ଓ ସ୍ମୃତିକୁ ତାଜା କରୁଥିବା ଏହି ଫଟୋ ଗାନ୍ଧିଜୀଙ୍କ ଓଡ଼ିଶାଗସ୍ତ ସମୟର । ସେତେବେଳେ ଦେଶ ପାଇଁ ସ୍ୱାଧୀନତା ଯେତିକି ଜରୁରୀ ଥିଲା ସମାଜରେ ସଚେତନତା ବି ସେତିକି ଗୁରୁତ୍ୱ ରଖୁଥିଲା ।

fenugreek seeds
ଖାଆନ୍ତୁ ଏହି ଜିନିଷ; ମିଳିବ ଅନେକ ଫାଇଦା...କମିବ ଓଜନ, ଝଡ଼ିବନି କେଶ !

ସ୍ୱାସ୍ଥ୍ୟ ପାଇଁ ବରଦାନ ମେଥି । ମେଥିକୁ କେବଳ ଖାଦ୍ୟର ସ୍ୱାଦ ଓ ବାସ୍ନା ବଢ଼ାଇବାକୁ ନୁହେଁ ବରଂ ଔଷଧ ରୂପେ ମଧ୍ୟ ବ୍ୟବହାର କରିପାରିବେ । କାରଣ ଏଥିରେ ଭରପୂର ମାତ୍ରାରେ ଔଷଧୀୟ ଗୁଣ ରହିଛି ।

'GupChup' goes
Viral ହେଉଛନ୍ତି ଦାସକାଠିଆ ଗୁପ୍‌ଚୁପ୍‌ ବାଲା; ଗୀତରେ ଗୀତରେ କିଣୁଛନ୍ତି ଗ୍ରାହକଙ୍କ ମନ

ବେଶ ଚର୍ଚ୍ଚାକୁ ଆସିଛି ଗୁପ୍‌ଚୁପ୍‌ବାଲା ଗୀତ । ଗୁପଚୁପ ଵାଲା ଆସିଚେ, ମା’ କେ ଝିଅ କହୁଚେ ,ଚାଉଳ କେ ପଇସା ମାଗୁଚେ । ଘରେ ନାଇଁନ କହିଲେ ଦୁଆରେ ଗଡ଼ ଗଡି ଯାଉଛେ ।

Dehradun Defence College
ପ୍ରକୃତିର କରାଳ ରୂପ; ଭୁଶୁଡ଼ିଲା ଡିଫେନ୍ସ କଲେଜ ବିଲ୍ଡିଂ, ଦେଖନ୍ତୁ ଛାତିଥରା ଭିଡିଓ

ଉତ୍ତରାଖଣ୍ଡ ଡେରାଡୁନରେ ନଦୀ କୂଳରେ ଥିବା ଡିଫେନ୍ସ କଲେଜ ବିଲ୍ଡିଂ ଭୁଶୁଡିବା ସହ ଭାସି ଯାଇଛି ।

Bhubaneswar-New Delhi Rajdhani Express
ନୂଆ ରୂପରେ ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ; ଯାତ୍ରୀ ପାଇବେ ଅନେକ ସୁବିଧା

ସ୍ୱୟଂକୃତ, ଏକକ ନିୟନ୍ତ୍ରିତ ପ୍ରବେଶ ଦ୍ୱାର ରହିଛି । ମୁଖ୍ୟ ପ୍ରବେଶ ଦ୍ୱାର ବନ୍ଦ ନହେବା ଯାଏଁ ଗଡ଼ିବନି ଟ୍ରେନ୍ । ପ୍ରତି କୋଚରେ ୬ଟି ଲେଖାଏଁ କ୍ୟାମେରା ଲାଗିଛି । ସବୁ କ୍ୟାମେରାରେ ୨୪ ଘଣ୍ଟିଆ ଲାଇଭ୍ ରେକର୍ଡିଂ ।

India’s first Solar mission
ଚନ୍ଦ୍ର ପରେ ଏବେ ମିଶନ ସୂର୍ଯ୍ୟ; ଇସ୍ରୋ ଲଞ୍ଚ କରିବ ଆଦିତ୍ୟ-L1

ଆଦିତ୍ୟ-L1 ମାଧ୍ୟମରେ ସୂର୍ଯ୍ୟଙ୍କ ଉପରେ ଅଧିକ ତଥ୍ୟ ଜାଣିହେବ । ୟୁ.ଆର ରାଓ ସାଟେଲାଇଟ ସେଣ୍ଟରରେ ଏହାର ନିର୍ମାଣ କରାଯାଇଥିବା ବେଳେ ଶ୍ରୀହରିକୋଟାକୁ ଅଣାଯାଇଛି ।

Man jumps into Sidua river
୯ ମାସର ଛୁଆକୁ ଧରି ନଦୀକୁ ଡେଇଁପଡ଼ିଲା ବାପା

କଟକ ଜିଲ୍ଲା ସଦର ଥାନା ସଇଁନ୍ଦା ନିକଟରେ ଥିବା ସିଢ଼ୁଆ ନଦୀରେ ଏହି ଅଘଟଣ ଘଟିଛି । ପାରିବାରିକ କଳହରୁ ବାପା ଛୁଆକୁ ଧରି ନଦୀକୁ ଡେଇଁପଡ଼ିଥିବା ସୂଚନା ମିଳିଛି ।

Odisha's Angul
ନିଷ୍ଠୁର ବାପା ! ପୁଅ ସ୍କୁଲ ଗଲାନି ବୋଲି ଦେଇଦେଲା ଗରମ ଚେଙ୍କ

ନାବାଳକ ଜଣକ ସ୍କୁଲ ଯାଇନଥିଲା । ଫଳରେ ତା’ର ବାପା ଏହାକୁ ନେଇ ରାଗିଯିବା ସହ ନାବାଳକକୁ ଚେଙ୍କ ଦେଇଥିଲେ ! ଖାଲି ସେତିକି ନୁହେଁ, ଅଭିଯୋଗ ଅନୁସାରେ ସାବତ ମା’ର ପ୍ରବଚନାରେ ପଡ଼ି ନାବାଳକର ବାପା ଏଭଳି କରିଥିବା କୁହାଯାଉଛି ।

Gitanjali Mohanty
ପ୍ରେରଣାର ଅନ୍ୟ ନାଁ ଗୀତାଞ୍ଜଳି ମହାନ୍ତି

ପ୍ରେରଣାର ଅନ୍ୟ ନାଁ ଗୀତାଞ୍ଜଳି ମହାନ୍ତି

YojanaRaNaHariloot
ଏମିବି ହୁଏ ଦୁର୍ନୀତି: କାମରେ ଆସୁନି ପାର୍କ

ଏମିବି ହୁଏ ଦୁର୍ନୀତି: କାମରେ ଆସୁନି ପାର୍କ

Odisha farmer
ଗାଉଁଲୀ ଚାଷୀ ଦିଲ୍ଲୀରେ ହେବେ ସ୍ୱତନ୍ତ୍ର ଅତିଥି

କୃଷି ଓ କୃଷକଙ୍କ ଜିଲ୍ଲା ସୁବର୍ଣ୍ଣପୁର । ଏଠି ୯୦ ପ୍ରତିଶତ ଲୋକ ଚାଷକାମ କରି ଜୀବିକା ନିର୍ବାହ କରନ୍ତି । ଉଭୟ ଖରିଫ୍ ଏବଂ ରବି ଋତୁରେ ଧାନ ଓ ପନିପରିବା ଚାଷ କରି ପରିବାର ଚଳନ୍ତି ଏଠିକାର ଚାଷୀ....

Woman alleges massive irregularities in Awas yojana in Odisha’s Aul
ବିଧବା ଅସହାୟ ମହିଳାଙ୍କ ଆବାସ ଟଙ୍କା ଖାଇଲା କିଏ

ମନୋରମାଙ୍କ ଅଜାଣତରେ ଟଙ୍କା ଉଠିଲା କେମିତି ? ଆବାସ ବାବଦକୁ ୧ଲକ୍ଷ ୨୦ହଜାର ଟଙ୍କା ହଡ଼ପ କରିଛି କିଏ ?

Mayurbhanj-Balasore border
ଦୁଇ ଜିଲ୍ଲାର ସୀମାନ୍ତରେ ରହି ଦହଗଞ୍ଜ ହେଉଛନ୍ତି ଆଦିବାସୀ

ଗାଁରେ ଶିକ୍ଷା ବ୍ୟବସ୍ଥା କହିଲେ ଅଙ୍ଗନବାଡିରେ ସୀମିତ। ଗାଁକୁ ନା ରାସ୍ତା ଖଣ୍ଡିଏ ଅଛି, ନା ପାନୀୟ ଜଳ କି ବିଦ୍ୟୁତ ସେବା । ନାହିଁ ନାହିଁର ଜୀବନ ଜିଉଁଛନ୍ତି ସୀମାନ୍ତ ଅଧିବାସୀ...

Cuttack youths join hands to educate tribals
ଆଦିବାସୀ ବସ୍ତିରେ ଶିକ୍ଷାର ଉନ୍ନତି ଦିଗରେ ଅଣ୍ଟା ଭିଡ଼ିଛନ୍ତି ଯୁବଗୋଷ୍ଠୀ

ଶିକ୍ଷାର ବିକାଶ ଦିଗରେ ସରକାର ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା । ହେଲେ ସଚେତନତା ଅଭାବରୁ ଅନେକ ବସ୍ତିରୁ ନିରକ୍ଷରତା ଦୂର ହୋଇପାରୁନାହିଁ । ଏମିତିକି କଟକ ଜିଲ୍ଲାରେ ବହୁ ବସ୍ତି ଅଛି ଯେଉଁଠି ଏ ପଯ୍ୟନ୍ତ ଶିକ୍ଷାର ସୁଧାର ଆସିନାହିଁ । ସେଠାରେ...

News Fuse
ଆଜିର ଫୁଲ୍ ଏପିସୋଡ୍ ‘ଫିରିଙ୍ଗିଆ ପାଲା’

ଆଜିର ଫୁଲ୍ ଏପିସୋଡ୍ ‘ଫିରିଙ୍ଗିଆ ପାଲା’

Locals suffer due to absence of bridge in Koraput
ଖଣିରୁ ଉଠୁଛି କୋଟିଏ କିନ୍ତୁ ପୋଲ ନିର୍ମାଣ ହୋଇ ପାରୁନି ଗୋଟିଏ

ଦୁର୍ଗମ ଅଞ୍ଚଳର ଅନ୍ଧାରୀ ମୂଲକର ୫ପଞ୍ଚାୟତର ୨୫ଖଣ୍ଡ ଗାଁକୁ ନାହିଁ ପୋଲ । ବର୍ଷା ଦିନେ ଅକଥନୀୟ ଦୁର୍ଦ୍ଦଶା ଭୋଗୁଛନ୍ତି ଶହ ଶହ ଗ୍ରାମବାସୀ.....

Man returns village after 40 years with wife in Odisha’s Mohana
ଜଙ୍ଗଲରେ ଯୌବନ ବିତିଗଲା ଏବେ ବୁଢ଼ା ବୟସରେ ଘର ଚିନ୍ତା

ଛୋଟ ବେଳୁ ଦାଦନ ଖଟିବାକୁ ନେଇ ଯାଇଥିଲା ସର୍ଦ୍ଦାର । ଗଜପତିରୁ ଯାଇ ପହଞ୍ଚିଥିଲେ ଅରୁଣାଚଳରେ । ସେଇଠି ଯୌବନଟା ବିତିଗଲା । ଏବେ ଯେତେବେଳେ ଆସାମର ସ୍ତ୍ରୀକୁ ସାଙ୍ଗରେ ଧରି ସେ ଗାଁକୁ ଫେରିଛନ୍ତି ଏଠି ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ ନାହିଁ । ସରକାରୀ ସହାୟତା...

Bollywood Actor Prem Parija
ବଲିଉଡରେ ହିରୋ ଓଡ଼ିଆ ପୁଅ; ୱେବସିରିଜ୍ ‘କମାଣ୍ଡୋ’ ଲିଡ୍‌ ରୋଲରେ ଭୁବନେଶ୍ୱରର ପ୍ରେମ ପରିଜା

୧୧ ହଜାରରୁ ଅଧିକ ଅଶାୟୀଙ୍କ ମଧ୍ୟରୁ ତାଙ୍କୁ ବାଛିଛନ୍ତି ବିପୁଲ ଶାହା ଗତ ୧୦ ବର୍ଷ ଧରି ମୁମ୍ବାଇରେ ନିଜ ଭାଗ୍ୟ ପରଖିବା ପରେ ପ୍ରେମକୁ ମିଳିଛି ଏତେ ବଡ଼ ସୁଯୋଗ । ଏହାପୂର୍ବରୁ କିଛି ହିନ୍ଦୀ ଫିଲ୍ମରେ ସହକାରୀ ନିର୍ଦ୍ଦେଶକ ଭାବେ କାମ ବି କରିଛନ୍ତି ପ୍ରେମ...

FM Nirmala Sitharaman
ଓଡ଼ିଶା ଆସିବେ ନିର୍ମଳା ସୀତାରମଣ; ଭୁବନେଶ୍ୱର ଜାତୀୟ CA ସମ୍ମିଳନୀରେ ହେବେ ମୁଖ୍ୟ ଅତିଥି

୩ ଦିନ ଧରି ହେବାକୁ ଥିବା ଏହି ସମ୍ମିଳନୀରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସିଥାରମନଙ୍କ ସହ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଯୋଗ ଦେବେ । ସମ୍ମିଳନୀରେ ୧୪ଶହରୁ ୧୫ ଶହ ଚାଟାର୍ଡ ଆକାଉଣ୍ଟାଣ୍ଟ, ACCOUNTING କମ୍ପାନୀ ସେକ୍ରେଟାରୀ ଏବଂ କର୍ପୋରେଟ ଅଫିସିଆଲ୍ ମାନେ ରହିବେ ।

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି । ରାଜନୀତି, ସ୍ପେଶାଲ ଷ୍ଟୋରୀ ଏବଂ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂରେ ସ୍ୱତନ୍ତ୍ର ରୁଚି ରହିଛି । ୨୦୨୩ରୁ ‘ଓଡ଼ିଶା ଟିଭି’ରେ କାର୍ଯ୍ୟରତ ।