କଫିନ୍ର ଚତୁଃପାର୍ଶ୍ୱରେ ପ୍ଲାଷ୍ଟର ମଧ୍ୟ କରାଯାଇଥିଲା । ହେଲେ ମହିଳାଙ୍କୁ କବର ଦେବାର ୧୧ ଦିନ ବିତିଯିବା ପରେ କବରରୁ କିଛି ଶବ୍ଦ ଶୁଶିବାକୁ ମିଳିଥିଲା । ଯାହାକୁ ଶ୍ମଶାନ ନିକଟରେ ରହିଥିବା କିଛି ଲୋକ ଶୁଣିବାକୁ ପାଇଥିଲେ ।
ପୂର୍ବରୁ ବନ୍ଦେ ଭାରତ ଏକ୍ସପ୍ରେସ୍ ଧଳାରଙ୍ଗରେ ଦେଖିବାକୁ ମିଳୁଥିଲା । ଧଳା ରଙ୍ଗ ସହ ସବୁଜ ରଙ୍ଗରେ ନଜର ଆସୁଥିଲା ବନ୍ଦେ ଭାରତ । ହେଲେ ବର୍ତ୍ତମାନ ଏହାର ରଙ୍ଗରେ ପରିବର୍ତ୍ତନ କରାଯାଇଛି ।
ଅଭିଯୁକ୍ତ ପ୍ରେମିକା ବିବାହିତ ଯୁବକ ଜିତେନ୍ଦ୍ରଙ୍କୁ ପ୍ରେମ କରୁଥିଲେ । ତାଙ୍କ ସହ ରିଲେସନସିପ୍ରେ ମଧ୍ୟ ରହିଥିଲେ । ରିଲେସନସିପ୍ରେ କିଛି ଦିନ ରହିବା ପରେ ତାଙ୍କୁ ବିବାହ କରିବାକୁ କହିଥିଲେ ।
୧୬ କିଲୋଗ୍ରାମ ହରିଣ ମାଂସ ଜବତ କରାଯାଇଛି । ତା’ ସହିତ ତିନି ଜଣ ଅଭିଯୁକ୍ତଙ୍କୁ ପୋଲିସ ଗରିଫ କରିଛି ।
ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପୂଣ୍ୟତିଥି। ସେ ତିନିଥର ଭାରତର ପ୍ରଧାନମନ୍ତ୍ରୀ ହୋଇଥିଲେ ।
ସଫଳତା ପଥେ ଚନ୍ଦ୍ରଯାନ-୩; କକ୍ଷପଥ ଯାତ୍ରା ସରିଲା । ଆଜି ସକାଳ ସୁଦ୍ଧା ୧୫୩x୧୬୩ କକ୍ଷପଥରେ ଚନ୍ଦ୍ରଯାନ-୩ । ଆସନ୍ତାକାଲି ସୁଦ୍ଧା ଲ୍ୟାଣ୍ଡର ଓ ରୋଭର ଅଲଗା ହେବ । ଏଯାବତ ଲକ୍ଷ୍ୟ ହାସଲ ହୋଇଥିବା ନେଇ ଇସ୍ରୋ ପକ୍ଷରୁ ସୂଚନା ।
ସ୍ତ୍ରୀର ପ୍ରେମିକକୁ ଗୁଳି କଲା ସ୍ୱାମୀ। ମହିଳା ଜଣକ ସ୍ୱାମୀଙ୍କୁ ଛାଡ଼ି ପ୍ରେମିକ ସହ ରହୁଥିଲେ।
ମହିଳାଙ୍କୁ ଖାଇଦେଲା କୁମ୍ଭୀର। ମହିଳା ଜଣକ ବିରୁପା ନଦୀରେ ଲୁଗା ଧୋଉଥିବା ବେଳେ କୁମ୍ଭୀର ତାଙ୍କୁ ଟାଣି ନେଇଥିବା ଜଣାପଡ଼ିଛି।
ସାଇକେଲ ବୁଲାଇଲା ଚାରିଧାମ । ଚାରିଧାନ ଭ୍ରମଣ ସାରି ୮୩ ଦିନ ପରେ ଫେରିଲେ । ସାଇକେଲରେ ୯୩୪୦କିଲୋମିଟର ଯାତ୍ରା କରି ଗାଁକୁ ଫେରିବା ପରେ ପାଛୋଟି ନେଲେ ଗ୍ରାମବାସୀ
ଜନତା ପଚାରିଛନ୍ତି ମହଙ୍ଗା ପ୍ରଶ୍ନ- ଆମ ଭୋଟ୍ ର କଣ ମୂଲ୍ୟ ନାହିଁ ? ଦେଶ ପାଳୁଛି ଆଜାଦିର ଅମୃତ ମହୋତ୍ସବ । ସବୁ ଗାଁରେ ପକ୍କା ରାସ୍ତା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କାହିଁ କେତେ ଯୋଜନା । କିନ୍ତୁ ଏଠି ଲୋକଙ୍କ ଭାଗ୍ୟରେ...
ସ୍ୱାଧୀନତାର ୭ ଦଶନ୍ଧୀ ପରେ ଗାଁକୁ ହୋଇପାରିନି ବିଦ୍ୟୁତ ସଂଯୋଗ । ସୂର୍ଯ୍ୟ ବୁଡ଼ିଲେ ଘରେ ପଡ଼ିଯାଏ ତାଟି କବାଟ, ପୁଣି ସୂର୍ଯ୍ୟ ଉଦୟ ହେଲେ ଆରମ୍ଭ ହୁଏ ଜୀବନ । ଖୁଣ୍ଟ ପଡ଼ିନି, ତାର ଟଣା ହୋଇନି କି ଟ୍ରାନ୍ସଫର୍ମର ବସିନି କିନ୍ତୁ ମିଟର ବସିଛି ବିଦ୍ୟୁତ...
୪ର୍ଥୀ ଦିନ ଫୋନ୍ ଆସିଲା...ସୀମାରେ ଚାଇନା ସହ ଯୁଦ୍ଧ ହେଲାଣି ତୁରନ୍ତ ଆସ । ବାହାଘରକୁ ମାତ୍ର ୪ ଦିନ ହୋଇଛି । ବାସର ରାତିରେ ସ୍ତ୍ରୀଙ୍କୁ କଥା ଦେଇଥିଲେ ବ୍ୟସ୍ତ ହେବୁନି, ମୁଁ ଜଲଦି ଫେରିଆସିବି । ଏହାରି ଭିତରେ ୬୧ ବର୍ଷ ବିତିଗଲା ପଛେ ଘରକୁ...
ସୌର କର୍କଟ ମାସ ଶ୍ରାବଣ (ମଳ) କୃଷ୍ଣପକ୍ଷ । ଇଂରାଜୀରେ ୧୬ ତାରିଖ ବୁଧବାର । ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଭାରତ 6G ଯୁଗରେ ପ୍ରବେଶ କରିବାକୁ ପ୍ରସ୍ତୁତ ହେଉଛି । ବର୍ତ୍ତମାନ 5G ଭାରତରେ ଚାଲୁ ରହିଥିବାବେଳେ 5Gରୁ 6Gକୁ ଏହା ଶୀଘ୍ର ପରିବର୍ତ୍ତନ କରାଯିବ ।
ବ୍ୟକ୍ତିଙ୍କ ଦେହରେ ଗୁଳିବାଜିବା ପରେ ସେ ସେହି ରାସ୍ତାରେ ଟଳିପଡ଼ିଥିଲେ । କାନ୍ଧରେ ବସିଥିବା ଛୋଟ ଝିଅ ମଧ୍ୟ ରାସ୍ତାରେ ଖସିପଡ଼ିଥିଲା । ଘଟଣାର ଭିଡିଓ ସେଠାରେ ଲାଗିଥିବା ଏକ ସିସିଟିଭିରେ କଏଦ ହୋଇଛି ।
କୁହାଯାଏ ଜୀବନ ସାଥୀ ହେଉଛି ସାତ ଜନ୍ମର ସାଥୀ । ଗୋଟିଏ ଥର ବିବାହ କରିବା ପରେ ଉଭୟ ସାତ ଜନ୍ମର ସାଥୀ ହେବାକୁ କଥା ଦେଇଥା’ନ୍ତି । ସାରା ଜୀବନ ଏକାଠି ରହିଥା’ନ୍ତି । ହେଲେ ବର୍ତ୍ତମାନ ଏମିତି ଏକ ପରମ୍ପରା ନଜରକୁ ଆସିଛି ଯାହା ସତରେ...
ଭାରତୀୟ ଗଣତନ୍ତ୍ରର ସମ୍ମାନ ଉଦ୍ଦେଶ୍ୟରେ ବୁର୍ଜ ଖଲିଫା ଟାୱାରକୁ ତ୍ରିରଙ୍ଗା ଆଲୋକରେ ଆଲୋକିତ କରାଯାଇଥିଲା । ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବାର ଲାଗିଛି ।
ଯେପରିକି ବଣିଆ, କୁମ୍ଭାର, ବାରିକ ଏବଂ ସଫେଇ କର୍ମଚାରୀ ଭଳି କୌଳିକ ବର୍ଗର ଶ୍ରମିକ ମାନେ ଉପକୃତ ହେବେ । ବିଶେଷକରି ଯେଉଁମାନେ ଓବିସି ବର୍ଗରୁ ଆସିଛନ୍ତି ସେମାନେ ଏହି ଯୋଜନାର ଲାଭ ପାଇପାରିବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
୧୯୩୪ ମସିହାର କଥା । ଏହି ଗାଁ ଦେଇ ଗାନ୍ଧିଜୀଙ୍କ ହରିଜନ ପଦଯାତ୍ରା ଆଗକୁ ବଢ଼ିଥିଲା । ଖାଲି ସତେିକି ନୁହେଁ । ଗାନ୍ଧିଜୀ ମଧୁବାବୁଙ୍କ ବ୍ୟକ୍ତିତ୍ୱରେ ମଧ୍ୟ ବହୁଭାବେ ପ୍ରଭାବିତ ହୋଇଥିଲେ ।
ମାତ୍ର ୨୦ ଜଣ ସତ୍ୟାଗ୍ରହୀ କଟକରୁ ଚାନ୍ଦବାଲି ହୋଇ ବାଲେଶ୍ୱରର ସ୍ୱରାଜ ଆଶ୍ରମରେ ପହଞ୍ଚିଥିଲେ ସେଠାରୁ ପରଦିନ ପ୍ରଥମେ ତୁଣ୍ଡୁରା ପହଞ୍ଚିବା ପରେ ପଣାସଂକ୍ରାନ୍ତି ଦିନ ଇଞ୍ଚୁଡ ସମୁଦ୍ର ମୁହାଣର ଧୋବାଗଣ୍ଡି ନଈକୂଳରେ ଏକତ୍ରିତ ହୋଇ ସେହି ପାଣିରେ ଲୁଣ ମାରିଥିଲେ ।