• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

Tanmay Kumar Mahalik

Editor

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି ...more

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି । ରାଜନୀତି, ସ୍ପେଶାଲ ଷ୍ଟୋରୀ ଏବଂ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂରେ ସ୍ୱତନ୍ତ୍ର ରୁଚି ରହିଛି । ୨୦୨୩ରୁ ‘ଓଡ଼ିଶା ଟିଭି’ରେ କାର୍ଯ୍ୟରତ ।

less

Posts by Tanmay Kumar Mahalik

Anubhav-Varsha marital discord
ବିବାହ ବିଚ୍ଛେଦ ମାମଲା; ବର୍ଷାଙ୍କୁ ଚାଲିଛି ଚୂଡ଼ାନ୍ତ ଜେରା

ବର୍ଷାଙ୍କୁ ଛାଡ଼ପତ୍ର ମାମଲାରେ ଚୂଡ଼ାନ୍ତ ଜେରା ଆରମ୍ଭ କରାଯାଇଛି । ପୂର୍ବରୁ ବର୍ଷାଙ୍କ ଜେରା ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ ।

ଆଇଆଇଟି କ୍ୟାଣ୍ଟିନରେ ବିବାଦୀୟ ପୋଷ୍ଟର; ‘ଏଠି କେବଳ ଶାକାହାରୀ ବସିବେ’

ହଷ୍ଟେଲ ପକ୍ଷରୁ ମଧ୍ୟ ମେଲ୍‌ ଆସିଥିଲା । କର୍ତ୍ତୃପକ୍ଷଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଏପରି ଆଚରଣ ଗ୍ରହଣୀୟ ନୁହେଁ ବୋଲି କୁହାଯାଇଥିଲା ।

culvert collapses
ରାୟଗଡ଼ାରେ ବଡ଼ ଅଘଟଣ; ନିର୍ମାଣାଧୀନ କଲଭର୍ଟ ଭୁଶୁଡ଼ି ୫ ମୃତ

ନିର୍ମାଣାଧୀନ କଲଭର୍ଟ ଭୁଶୁଡ଼ିପଡ଼ିବା ଫଳରେ ୫ ଜଣଙ୍କ ମୃତ୍ୟୁ ଘଟିଛି ।

bhubaneswar market building
କାଲିଠୁ ଖୋଲିବ ଭୁବନେଶ୍ୱର ୟୁନିଟ ୨ ମାର୍କେଟ ବିଲଡିଂ !

ତେବେ ଆଜି ସେଣ୍ଟ୍ରାଲ ମାର୍କେଟ ବିଲ୍ଡିଂର ୧୧ଜଣିଆ ପ୍ରତିନିଧି ଦଳ ପୁଣି ଥରେ ବିଏମସି କମିଶନରଙ୍କୁ ଭେଟିବ ବୋଲି ସୂଚନା ମିଳିଛି । ସମସ୍ୟାର ସମାଧାନ ସହ ଲିଖିତ ପ୍ରତିଶ୍ରୁତି ମିଳିଲେ ମଙ୍ଗଳବାର ଠାରୁ ମାର୍କେଟ ବିଲ୍ଡିଂ ଖୋଲିବ ବୋଲି କୁହାଯାଇଛି ।

Odisha Weather updates
ଲଘୁଚାପ ବର୍ଷାରେ ଭିଜୁଛି ଓଡ଼ିଶା; ୫ ଜିଲ୍ଲାରେ ପ୍ରବଳ ବର୍ଷିବା ସମ୍ଭାବନା

ପରବର୍ତ୍ତୀ ଦୁଇ ଦିନ ପାଇଁ ପୁରୀ, ଜଗତସିଂହପୁର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ସୁବର୍ଣ୍ଣପୁର, ବଲାଙ୍ଗିର, ସମ୍ବଲପୁର, ନୂଆପଡ଼ା, ନବରଙ୍ଗପୁର, ବରଗଡ଼ ଆଦି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି ।

Police arrest four after minor boy dies under mysterious circumstances in Angul
ଗୁପ୍ତଧନ ପାଇଁ ନାବାଳକ ବଳି ! ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ଜେରା କରିବ ପୋଲିସ

ସାଇଣ୍ଟିଫିକ୍ ତଦନ୍ତର ରିପୋର୍ଟ ଓ ମୃତକ ନାବାଳକ ସଂଜିତ ବିଶ୍ୱାଳଙ୍କ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଅଣାଯିବ ବୋଲି କହିଛନ୍ତି ଏସପି । ଟୁସର ଗାଁରେ ଉତ୍ତେଜନା ଲାଗି ରହିଥିବାରୁ ପୋଲିସ ମୁତୟନ କରାଯାଇଛି ।

India TV CNX opinion poll
ତେଜିଲା ଓପିନିଅନ ପୋଲ୍ ରାଜନୀତି; ସର୍ଭେକୁ ନେଇ BJD-BJP କଥା କଟାକଟି

ଓଡ଼ିଶାରେ ବିଜୁ ଜନତା ଦଳ ଅଧିକ ଗୋଟିଏ ସିଟ ଜିତି ୧୩ଟି ଲୋକସଭା ସିଟ ହାତେଇବ । ଭାରତୀୟ ଜନତା ପାର୍ଟି ୮ ଆସନ ପାଇବାକୁ ଥିବା ବେଳେ ଅନ୍ୟ ଦଳ ବା ସ୍ୱାଧୀନ ପ୍ରାର୍ଥୀ ଜିତି ପାରିବେ ନାହିଁ ବୋଲି ସର୍ଭେ ଆଳକନ କରିଛି ।

tweet button
ଲୋଗୋ ପରେ ବଦଳିଯିବ ‘ଟ୍ୱିଟ୍‌’ର ନାଁ ! ୟୁଜର୍ସଙ୍କ ପ୍ରଶ୍ନର ସିଧା ଉତ୍ତର ଦେଲେ ଏଲନ୍‌

ସୂଚନା ଅନୁସାରେ ଉପଭୋକ୍ତା ବା ୟୁଜର୍ସମାନେ ଗୁଗଲ ପ୍ଲେ-ଷ୍ଟୋରରେ ଟ୍ୱିଟରକୁ ଯଦି ସର୍ଚ୍ଚ କରନ୍ତି, ତେବେ ଟ୍ୱିଟର ମିଳିବ ନାହିଁ । ସେମାନେ ଟ୍ୱିଟର ବଦଳେରେ ‘X’କୁ ପାଇପାରିବେ ।

Yojnara Naa Hariloot
ମୂଳରୁ କାମ ସରିନି ହେଲେ ବିଲ୍‌ ହୋଇଗଲା...

ରାସ୍ତା କାମରେ ଭୟଙ୍କର ଦୁର୍ନୀତି । ପିଇଓଙ୍କ ନାଁରେ ଆସିଥିଲା କାର୍ଯ୍ୟାଦେଶ...୩ ଲକ୍ଷ ୯୧ ହଜାର ବିଲ୍‌ ହେଲା କିନ୍ତୁ କାମ ହୋଇନଥିଲା । ଅଭିଯୋଗ ହେବା ପରେ ଏବେ ତରବରିଆ କାମ ଚାଲୁଛି

Children forced to study in under constructed house in Phulbani
ଠିକାଦାର ଟଙ୍କା ପାଇନି...୩ ବର୍ଷ ହେଲା ଗାଁରେ ଅଙ୍ଗନୱାଡର ନୂଆ ଘର ଖୋଲୁନି

ପିଲାଙ୍କ ପାଇଁ ତିଆରି ହୋଇଥିଲା ନୂଆ ଅଙ୍ଗନବାଡି କେନ୍ଦ୍ର । ଠିକାଦାର ବିଲ୍‌ ଟଙ୍କା ପାଇଲେନି ବୋଲି ଘରୁ ଖୋଲୁନାହାନ୍ତି ତାଲା । ଏବେ ବି ବିପଦସଂକୁଳ ଘରେ ପାଠ ପଢୁଛନ୍ତି କୁନିକୁନି ପିଲା ।

Power of unity,
ପ୍ରଶାସନ କଲାନି...ଧାନ, ଚାଉଳ, ଟଙ୍କା ଏକାଠି କଲେ...କଂକ୍ରିଟ୍‌ର ପୋଲ ତିଆରି କଲେ

ଏକତା ହିଁ ବଳ । ଗାଁକୁ ସବୁଦିନିଆ ପୋଲ କରିବାକୁ ବାରମ୍ବାର ଗୁହାରି କରିବା ପରେ ବି କେହି ଶୁଣିଲେନି । ବର୍ଷା ଦିନ ପୂର୍ବରୁ ମିଟିଂ ହେଲା...ଧାନ, ଚାଉଳ ସହ ଟଙ୍କା ଏକାଠି ହେଲା । କଂକ୍ରିଟ ପୋଲ ତିଆରି ପରେ ଏବେ ଘାଏଁ ଘାଏଁ ଗଡୁଛି...

Odisha’s Kamakhyanagar
ମାଇନାଙ୍କ ଦୁଃଖ ଶୁଣିନି ପ୍ରଶାସନ : ୬ ଫୁଟିଆ ଘରେ ବିତୁଛି ୬ ଜଣଙ୍କ ଜୀବନ

ଗୁହାରି କରି କରି ଥକିଗଲେଣି ହେଲେ କେହି ଶୁଣିଲେନି । ନିଜର ବୋଇଲେ କିଛି ନାହିଁ...ସକାଳେ ବିଲରେ ଖଟିଲେ ରାତିରେ ଘରେ ଜଳିବ ଚୁଲି । ଏମିତି ସ୍ଥିତିରେ ସରକାରୀ ସାହାଯ୍ୟକୁ ଅପେକ୍ଷା କରିଛି ପୂରା ପରିବାର ।

Naba Das Murder Case
ପଲିଗ୍ରାଫ୍‌ ଟେଷ୍ଟରେ କେଉଁ ୨୬ ପ୍ରଶ୍ନର ଉତ୍ତର ହଁ ନାରେ ଦେଇଥିଲା ଗୋପାଳ ?

ମନ୍ତ୍ରୀ ନବ ଦାସଙ୍କୁ କାହିଁକି ହତ୍ୟା କରିଥିଲା ଗୋପାଳ? ପଲିଗ୍ରାଫ୍‌ ଟେଷ୍ଟରେ ପଚରାଯାଇଥିଲା ୨୬ ପ୍ରଶ୍ନ...୧୩ ପ୍ରଶ୍ନର ଉତ୍ତର ହଁ ଦେଇଥିଲା ଆଉ ୧୩ର ଦେଇଥିଲା ନା ।

Illicit liquor traders attack and injure excise team during raid in Athagarh forest
ଚଢାଉ କରିବାକୁ ଯାଇଥିଲେ, ନିର୍ଧୂମ ଛେଚା ଖାଇ ଫେରିଲେ

ଜଙ୍ଗଲରେ ଚାଲିଥିଲା ଚୋରା ମଦ ବେପାର । ଖବର ପାଇବା ପରେ ଚଢାଉ ପାଇଁ ଯାଇଥିଲା ପୂରା ଟିମ୍‌...ହେଲେ ହାତରେ ଥିଲା ଖାଲି ଲାଠି । କିନ୍ତୁ ଚୋରା ବେପାରୀ ପୂରା ପ୍ରସ୍ତୁତ ଥିଲେ, ମାରଣାସ୍ତ୍ର ସଜେଇ ରଖିଥିଲେ । ଅବକାରୀ ଟିମ୍‌ ପହଞ୍ଚିବା ମାତ୍ରେ ମୁଖା ପିନ୍ଧି...

school students
ଏ ଖାଇବା କିଏ ଖାଇବ ? ଭାତରେ ପୋକ, ଡାଲିରେ ହଳଦୀ..ଅଣ୍ଡା ତରକାରୀ କଥା ପଚାରେ କିଏ ?

ମଧ୍ୟାହ୍ନ ଭୋଜନ ଖାଇଲେ ପିଲାଙ୍କ ସ୍ୱାସ୍ଥ୍ୟ ବଢିବ ନା ମେଡିକାଲ ଯିବାକୁ ପଡ଼ିବ ? କୁନି କୁନି ପିଲାଙ୍କୁ ଦିଆଯାଉଥିବା ଭାତରେ ସାଲୁବାଲୁ ହେଉଛନ୍ତି ପୋକ, ଡାଲିରେ ଖାଲି ହଳଦୀ । ଆଉ ଅଣ୍ଡା ତରକାରୀ କଥା ପଚାରେ କିଏ ?

Forest officials arrest youth over selling exotic birds in Rourkela
ଛାଡିଗଲା ଚୋରି ନିଶା: ଏବେ ଜେଲ୍‌ ଗଲେ ମେକାନିକାଲ୍‌ ଇଞ୍ଜିନିୟର

ମେକାନିକାଲ୍‌ ଇଞ୍ଜିନିୟର...ହେଲେ ନିଶା ଚୋରା ବେପାର । ଶୁଆଠୁ ଶାରୀ...ୟୁଟ୍ୟୁବ୍‌ରେ ବିଜ୍ଞାପନ ଦେଇ ଚଳାଇଥିଲେ ବଡ଼ ରାକେଟ୍‌ । ଛଦ୍ମ ବେଶରେ ଆସି ମାଡ଼ି ବସିଲା ବନବିଭାଗ । ଏବେ ଅନ୍ଧାର ଘରେ କଟିବ ଜୀବନ ।

SpecialStory
ଖଟିଲେ ଖାଇବେ... ଗରିବଙ୍କୁ କ’ଣ ମିଳେ ଏମାନେ କିଛି ଜାଣନ୍ତିନାହିଁ

ଦିନରେ ମଜୁରୀ ଖଟିଲେ ରାତିରେ ଚୁଲି ଜଳିବ । ମହିଳା ଓ ପୁରୁଷ ସମସ୍ତେ କାମ କରନ୍ତି...ଅତି ଗରିବ ଶ୍ରେଣୀର ଏମାନେ । ସରକାର ଗରିବଙ୍କ ଲାଗି କି କି ଯୋଜନା କରିଛନ୍ତି ଏମାନେ ଜାଣିନାହାନ୍ତି । ସ୍ୱାଧୀନତାର ୭୫ ବର୍ଷ ହେଲାଣି...ଏମାନଙ୍କୁ ମୌଳିକ ସୁବିଧା ମିଳିବ...

Wall collapses
ନିମ୍ନମାନର କାମ ଲାଗି ଭୁଶୁଡ଼ିଗଲା ଛାତ, ସରପଞ୍ଚ କହୁଛନ୍ତି ରାତିରେ ଭାଙ୍ଗିଦେଲା ହାତୀ

ଛାତ ପଡିବାର ୨ ମାସ ପରେ ଭୁଶୁଡ଼ି ପଡ଼ିଲା । ଲୋକେ କହୁଛନ୍ତି ଅତି ନିମ୍ନମାନର କାମ ହୋଇଛି । ହେଲେ ସରପଞ୍ଚ ମାନିବାକୁ ନାରାଜ । କହୁଛନ୍ତି, ଅଧ ରାତିରେ ହାତୀ ଆସିଲା, ଛାତ ଭାଙ୍ଗି ପଳେଇଗଲା

12 Kanwarias injuries
ଓଲଟିଲା ଭ୍ୟାନ୍‌; ୧୨ କାଉଡ଼ିଆ ଆହତ, ଜଣେ ଗୁରୁତର

ଦୁଇଟି ଗାଡ଼ିରେ କେନ୍ଦ୍ରାପଡ଼ାରୁ କିଛି ଯୁବକ ଯୋଡ଼ା ମୂର୍ଗା ମହାଦେବଙ୍କ ନିକଟକୁ ଜଳଲାଗି ପାଇଁ ଯାଉଥିଲେ । ସେହି ସମୟରେ ଘଷିପୁରା ଥାନା ଅନ୍ତର୍ଗତ NH ୨୦ ହୋହିରା ନିକଟରେ ଗାଡ଼ି ଦୁର୍ଘଟଣା ହୋଇଥିଲା ।

Weather news
ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହେଲା ଲଘୁଚାପ; ୨୦ ଜିଲ୍ଲାକୁ ବର୍ଷା ୱାର୍ଣ୍ଣିଂ

ଲଘୁଚାପ ପାଇଁ ଆଜି ସକାଳ ସାଢେ ୮ଟା ସୁଦ୍ଧା ୨୦ ଜିଲ୍ଲାକୁ ବର୍ଷା ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ମୟୂରଭଂଜ, ଯାଜପୁର, ବଲାଙ୍ଗିର ଏବଂ ବରଗଡ଼ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ।

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି । ରାଜନୀତି, ସ୍ପେଶାଲ ଷ୍ଟୋରୀ ଏବଂ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂରେ ସ୍ୱତନ୍ତ୍ର ରୁଚି ରହିଛି । ୨୦୨୩ରୁ ‘ଓଡ଼ିଶା ଟିଭି’ରେ କାର୍ଯ୍ୟରତ ।