କଂଗ୍ରେସ ପ୍ରତି ଅନାସ୍ଥା ନେଇ ବିଭିନ୍ନ ରାଜ୍ୟର ଉଦାହରଣ ଦେଲେ ମୋଦି । ଓଡ଼ିଶାରେ ୨୮ ବର୍ଷ ହେଲା କଂଗ୍ରେସ କ୍ଷମତାଚ୍ୟୁତ ହୋଇଛି କହିଲେ । ୧୯୯୫ ପରେ ଓଡ଼ିଶାରେ ଆଉ କଂଗ୍ରେସ କ୍ଷମତାକୁ ଆସିପାରିନାହିଁ ।
ମୋଦି ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ କାଟ୍ ଖାଇଲା । ଅନାସ୍ଥା ପ୍ରସ୍ତାବରେ ପୁଣି ଜିତିଲା ମୋଦି ସରକାର । ବାଚନିକ ଭୋଟରେ ହେଲା ଭୋଟିଂ । ଭୋଟ୍ ପୂର୍ବରୁ କକ୍ଷତ୍ୟାଗ କରିଥିଲେ ବିରୋଧୀ ।
ସମାନ ଦଶା ଭୋଗୁଛନ୍ତି ସେହି ମୁଂଜା ଗାଁର ଚାଷୀ ସୀମାଞ୍ଚଳ ସାମନ୍ତରାୟ । ତାଙ୍କ ଜମି ବି ପଡ଼ିଆ ପଡ଼ିଛି, ଶୁଖିଲା ମାଟିରେ ବା କେମିତି ତଳି ରୋଇବେ ଚିନ୍ତା ଘାରିଛି ତାଙ୍କୁ ।
ବିଏମସିର ତଥ୍ୟ ଅନୁସାରେ ଭୁବନେଶ୍ୱରରେ ଅଗଷ୍ଟ ପହିଲାରୁ ଆଜି ଯାଏ ୩୬୧ ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି । ସେପଟେ ଚୋର ଗଲା ପରେ ବୁଦ୍ଧି ଆସିବା ପରି ଏବେ ଚେତିଛି ଭୁବନେଶ୍ୱର ମହାନଗର ନିଗମ । ବିଏମ୍ସି ଜାରି କରିଛି ଅଜବ ନିର୍ଦ୍ଦେଶନାମା ।
ପୋଲିସ ସ୍କାନରରେ ସଂପର୍କୀୟ ମାମୁ ସହିତ ଏକାଧିକ ପୁରୁଷ ବନ୍ଧୁ । ଡିସିପିଙ୍କୁ ରିପୋର୍ଟ ମାଗିଲେ ରାଜ୍ୟ ମହିଳା କମିଶନ ।
ନନ୍ଦକିଶୋର ନାଗ୍ । ପିଲାଟି ବେଳୁ ଦେଶମାତୃକାର ସେବା ପାଇଁ ସ୍ୱପ୍ନ ଦେଖୁଥିଲେ ସତ, ହେଲେ ପରିସ୍ଥିତି ତାଙ୍କୁ ଶ୍ରମିକ ସଜେଇଦେଇଥିଲା । ବାପା କାଳିଆ ନାଗ, ହଠାତ୍ ପକ୍ଷାଘାତରେ ପୀଡ଼ିତ ହେବାରୁ ପାଠପଢ଼ାରେ ଡୋରି ଲାଗିଲା ।
ନନ୍ଦକିଶୋର ନାଗ୍ । ପିଲାଟି ବେଳୁ ଦେଶମାତୃକାର ସେବା ପାଇଁ ସ୍ୱପ୍ନ ଦେଖୁଥିଲେ ସତ, ହେଲେ ପରିସ୍ଥିତି ତାଙ୍କୁ ଶ୍ରମିକ ସଜେଇଦେଇଥିଲା । ବାପା କାଳିଆ ନାଗ, ହଠାତ୍ ପକ୍ଷାଘାତରେ ପୀଡ଼ିତ ହେବାରୁ ପାଠପଢ଼ାରେ ଡୋରି ଲାଗିଲା ।
ବିଧାନସଭାରେ ତଥ୍ୟ ଓ ହାଇକୋର୍ଟରେ ଦାଖଲ ସତ୍ୟପାଠରେ ତଥ୍ୟ ଭିନ୍ନ । ୪୦ କେଜି ରୁପା କମ୍ ଦର୍ଶାଇଛନ୍ତି ରାଜ୍ୟ ସରକାର ।
ମୋଦି ସରକାରକୁ ଖୋଲା ସମର୍ଥନ ପରେ ଅଡୁଆରେ ବିଜେଡି । ବିଜେପି-ବିଜେଡିର ସମୁଦ୍ର-ନଦୀ ଉପାଖ୍ୟାନକୁ ନେଇ ବୟାନବାଜି ।
ବିଏମସିର ତଥ୍ୟ ଅନୁସାରେ ଭୁବନେଶ୍ୱରରେ ଅଗଷ୍ଟ ପହିଲାରୁ ଆଜି ଯାଏ ୩୬୧ ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି । ସେପଟେ ଚୋର ଗଲା ପରେ ବୁଦ୍ଧି ଆସିବା ପରି ଏବେ ଚେତିଛି ଭୁବନେଶ୍ୱର ମହାନଗର ନିଗମ । ବିଏମ୍ସି ଜାରି କରିଛି ଅଜବ ନିର୍ଦ୍ଦେଶନାମା ।
ଜଣେ ୯ ବର୍ଷର ପୁଅ ଆଗରେ ମା’କୁ ଟଣାଓଟରା କଲା ଯୁବକ । ହେଲେ ମହିଳା ଜଣକ ଏହାକୁ ବିରୋଧ କରିବାରୁ ତାଙ୍କୁ ଚଳନ୍ତା ଟ୍ରେନ୍ରୁ ଠେଲିଦେଲା । ପୋଲିସ ଆଗରେ ଏପରି ଏକ ଚାଞ୍ଚଲ୍ୟ କର ତଥ୍ୟ ଦେଇଛି ପୀଡ଼ିତାଙ୍କ ନାବାଳକ ପୁଅ ।
ଇଏ କେମିତି କଥା? ଯେଉଁ ଗାଁକୁ MCL ଅଧିଗ୍ରହଣ କରିଛି, ସେହି ଗାଁରେ ବ୍ଲକ୍ ପ୍ରଶାସନ କରୁଛି ପ୍ରକଳ୍ପ ! ନିମ୍ନମାନର କାମ ନେଇ ଗାଁ ଲୋକ ଆଣିଲେ ସଙ୍ଗୀନ ଅଭିଯୋଗ
ରାସ୍ତା ନୁହେଁ ବିଲ । ୪ କିମି ପର୍ଯ୍ୟନ୍ତ ଅବସ୍ଥା ପୂରା ଖରାପ । ଆମ୍ବୁଲାନ୍ସ ପଶିପାରୁନି କି ଗାଡି ବାହାରିପାରୁନି । ଭାରରେ ବୁହା ହେଉଛନ୍ତି ରୋଗୀ...ଅଭିଯୋଗ ହେଉଛି ହେଲେ ରାସ୍ତା ହେଉନି
୧୦୦ ବର୍ଷ ହେଲା...ସ୍କୁଲର ଉନ୍ନତି ହେଲାନି । ଅସରେ ବର୍ଷାରେ କାନ୍ଥ ବତୁରିଯାଉଛି...ଟିଣରୁ ପାଣି ପଡୁଛି । କଳା ଧୂଆଁରେ ଆକ୍ତାମାକ୍ତ ପିଲା । ପୁଣି ଗୋଟିଏ ଶ୍ରେଣୀରେ ଦୁଇଟି କ୍ଲାସ୍ର ପିଲା । ଏମିତି ସ୍ଥିତିରେ ପାଠ ପଢା ହେବ କେମିତି ?
ଟ୍ରେନ୍ରେ ବସି ଝିଅ ନୁହେଁ ତୁ ଉର୍ବସୀ ଗୀତରେ ରିଲ୍ କଲେ...ପୁଣି ତୁ ହେବୁ କିଲୋ ମୋର ବିବି, ତତେ ଯାତରା ଦେଖାଇ ନେବି । ଏମିତି ଅନେକ ଗୀତରେ ରିଲ୍ କରୁଥିଲେ । ହେଲେ ଅଧ ରାତିରେ ହୋଟେଲ ଭିତରୁ ମିଳିଲା ଶୁଭଲକ୍ଷ୍ମୀଙ୍କ ମୃତଦେହ...ହତ୍ୟା ନା ଆତ୍ମହତ୍ୟା...
ପିଲାଟି ଦିନରୁ ସେ ଦିବ୍ୟାଙ୍ଗ । କିନ୍ତୁ ସେ ହାର ମାନିନଥିଲେ । ପାଠ ପଢା ନିଶା ଏମିତି ଥିଲା ଯେ ଘରେ ଅନଲାଇନ୍ରେ ପାଠ ପଢି ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ । ଏବେ ବ୍ରହ୍ମପୁରରେ ପଢୁଛନ୍ତି ଡାକ୍ତରୀ...ଭବିଷ୍ୟତରେ ଦୃଦରୋଗ ବିଭାଗର ଡାକ୍ତର ହେବାକୁ ଦେଖୁଛନ୍ତି ସ୍ୱପ୍ନ...
ବଜାର ସୁବିଧା ଭଲରେ ନାହିଁ । ଯଦି ବ୍ୟବସାୟ ପାଇଁ ସବୁ ସୁବିଧା କରାଯିବ ତାହାଲେ ଲାଭ ପାଇବେ ବୁଣାକାର ପରିବାର
ଇଏ କଣ ? ଏସି ଚାଲିଲାନି, ବିମାନ ଉଡ଼ିଲା ? ଗରମରେ ହନ୍ତସନ୍ତ ହେଲେ ଯାତ୍ରୀ...ଶେଷରେ ଝାଳ ପୋଛିବାକୁ ଟିସୁ ଦେଲେ ବିମାନ କର୍ତ୍ତୃପକ୍ଷ
କରୋନା ସମୟରେ ୮,୦୦୦ରୁ ଅଧିକ ବିବାହ ହୋଇଥିଲା । ବିବାହ ସମୟର ପ୍ରମାଣପତ୍ରରେ ବିବାହ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ କିଛି ଅସଙ୍ଗତି ଦେଖିବାକୁ ମିଳିଛି ।
ଆଶାୟୀ ପ୍ରାର୍ଥୀମାନେ ୨୦୨୩ ଅଗଷ୍ଟ ୧ ତାରିଖରୁ ୨୦୨୩ ଅଗଷ୍ଟ ୨୧ ତାରିଖ ଯାଏଁ ଆବେଦନ କରିପାରିବେ ବୋଲି କୁହାଯାଇଛି । ଇଚ୍ଛୁକ ପ୍ରାର୍ଥୀମାନେ ଅନ୍ଲାଇନ୍ ଯୋଗେ ଅଫିସିଆଲ୍ ୱେବସାଇଟ୍ www.isro.gov.inରେ ଆବେଦନ କରିପାରିବେ ।