• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

Tanmay Kumar Mahalik

Editor

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି ...more

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି । ରାଜନୀତି, ସ୍ପେଶାଲ ଷ୍ଟୋରୀ ଏବଂ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂରେ ସ୍ୱତନ୍ତ୍ର ରୁଚି ରହିଛି । ୨୦୨୩ରୁ ‘ଓଡ଼ିଶା ଟିଭି’ରେ କାର୍ଯ୍ୟରତ ।

less

Posts by Tanmay Kumar Mahalik

PM Modi to Launch ₹24,470 Crore Revamp of 508 Railway Stations under Amrit Bharat Scheme
ଆଜି ୫୦୮ ଷ୍ଟେସନର ପୁନର୍ବିକାଶ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ

ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାରୁ ୨୫ଟି ଷ୍ଟେସନର ମଧ୍ୟ ପୁନର୍ବିକାଶ ହେବାର ଯୋଜନା ରହିଛି ।

Chandrayaan-3
ଜହ୍ନ ରାଇଜ ଆଉ ଅଳପ ଦୂର; ଚନ୍ଦ୍ରର କକ୍ଷପଥରେ ପ୍ରବେଶ କଲା ଚନ୍ଦ୍ରୟାନ-୩

ଗତ ଜୁଲାଇ ୧୪ରେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟ୍ଟା ସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଚନ୍ଦ୍ରୟାନ-୩କୁ ଉତକ୍ଷେପଣ କରାଯାଇଥିଲା । ତାପରେ ଏହା ପୃଥିବୀକୁ ଦୀର୍ଘ ୨ ସପ୍ତାହ ଧରି ପରିକ୍ରମା କରିଥିଲା ଏବଂ ଗତ ୧ ତାରିଖରେ ଚନ୍ଦ୍ରୟାନକୁ ଚନ୍ଦ୍ରର କକ୍ଷପଥ ଆଡ଼କୁ ପଠାଇଥିଲା ଇସ୍ରୋ ।

Uttarakhand Temple
Viral Video; ମନ୍ଦିରରେ ଭେଟ ହୋଇଗଲେ ମୋଦି ଓ ଯୋଗୀଙ୍କ ଭଉଣୀ, କେମିତି ଥିଲା ଉଭୟଙ୍କ ସମ୍ପର୍କ ?

ବାସନ୍ତୀ ବେନ୍‌ ତାଙ୍କ ସ୍ୱାମୀଙ୍କ ସହିତ ନୀଳକଣ୍ଡ ମହାଦେବଙ୍କ ମନ୍ଦିରକୁ ଦର୍ଶନ କରିବାକୁ ଯିବା ସମୟରେ ଏହି ସାକ୍ଷାତ ହୋଇଥିଲା । ଶ୍ରାବଣ ମାସ ଚାଲୁଥିବାରୁ ଦୁହେଁ ନୀଳକଣ୍ଠ ମହାଦେବଙ୍କ ମନ୍ଦିରକୁ ଆସିଥିଲେ ।

OSSC question paper leak case
ପ୍ରଶ୍ନପତ୍ର ଲିକ୍‌ ମାମଲାରେ ଆଉ ୮ ଜଣଙ୍କୁ ବାନ୍ଧିଲା ପୋଲିସ

ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ୮ ଜଣଙ୍କୁ ବାଲେଶ୍ୱର ପୋଲିସ ଗିରଫ କରିଛି । ଏନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଥିବାବେଳେ ଘଟଣାକୁ ନେଇ ଆହୁରି ତଦନ୍ତ କରୁଛି ପୋଲିସ ।

NCC cadet
NCC କ୍ୟାଡେଟଙ୍କୁ ମାଡ଼ ମାରିବା ଘଟଣା; ଅଭିଯୁକ୍ତକୁ ଉଠାଇନେଲା ପୋଲିସ

ଅଭିଯୁକ୍ତର ବୟସ ୨୦ ବର୍ଷ । ସେ କାହିଁକି ଓ କେଉଁ କାରଣରୁ ପିଲାମାନଙ୍କୁ ମାଡ଼ ମାରୁଥିଲା ସେନେଇ ପୋଲିସ ପଚରାଉଚରା କରୁଛି ।

China children's
CAC ଜାରିକଲା ନିର୍ଦ୍ଦେଶାବଳୀ; ୧୮ ବର୍ଷରୁ କମ୍‌ ପିଲାଙ୍କୁ ଅଧିକ ସମୟ ମୋବାଇଲ୍‌ ମନା

୮ରୁ ୧୫ ବର୍ଷ ବୟସର ପିଲାମାନଙ୍କୁ ଦିନକୁ ମାତ୍ର ଏକ ଘଣ୍ଟା ମୋବାଇଲ୍‌ ବ୍ୟବହାର କରିବାକୁ ଅନୁମତି ମିଳିବ । ତାହା ସହିତ ୮ବର୍ଷରୁ କମ୍ ପିଲାମାନଙ୍କୁ କେବଳ ୮୦ ମିନିଟ୍ ମୋବାଇଲ୍‌ରେ ସମୟ ଅତିବାହିତ କରିପାରିବେ ବୋଲି କୁହାଯାଇଛି । ଚାଇନାର ସାଇବର ସ୍ପେସ୍ ଆଡମିନିଷ୍ଟ୍ରେସନ ପକ୍ଷରୁ...

ନକ୍ସଲ ମୁକାବିଲାରେ ଓଡ଼ିଶା ଆମକୁ ସର୍ବଦା ସମର୍ଥନ କରିଛି: କେନ୍ଦ୍ର ଗୃହମନ୍ତ୍ରୀ

ଗୃହମନ୍ତ୍ରୀ କହିଛନ୍ତି, ଓଡ଼ିଶା ଭଳି ଗୁଜରାଟ ଲୋକ ବି ଜଗନ୍ନାଥଙ୍କୁ ବହୁତ ଭକ୍ତି କରନ୍ତି । ଆଜିର ଦିନରେ ୩୭୦ ଧାରା ଉଚ୍ଛେଦ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି । ଏହି ଅବସରରେ ସାରା ଦେଶବାସୀଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଶାହ ।

Home remedies to get rid from rats from fields and crops
ମୂଷାଙ୍କ ଦାଉରୁ ମିଳିବ ମୁକ୍ତି ! ଜାଣିନିଅନ୍ତୁ ଏହି ୭ ଟିପ୍ସ, ଘରକୁ କେବେ ଆସିବେନି ମୂଷା

ଆଜି ଆମେ ଆପଣଙ୍କୁ ଏମିତି କିଛି ଟିପ୍ସ ଜଣାଇବୁ । ଯାହାଦ୍ୱାରା ଆପଣ ଖୁବ୍‌ ସହଜରେ ମୂଷାଙ୍କୁ ଘରୁ ତଡ଼ିଦେଇପାରିବେ ।

World’s richest IITian grew up without electricity but earned Rs 71,189 crore
ନିଷ୍ଠା ବଦଳାଇଦେଲା ଭାଗ୍ୟ; ଚାଷୀ ପୁଅ ଆଜି ଆମେରିକାରେ ସବୁଠୁ ଧନୀ !

ଜୟ ଚୌଧୁରୀ ୧୯୮୦ ମସିହାରେ ଆମେରିକା ଯାଇଥିଲେ । ସେଠାରେ ଏକ କମ୍ପାନୀରେ ଚାକିରି କରିଥିଲେ । ପରେ ୧୯୯୬ ମସିହାରେ ଜୟ ଏବଂ ତାଙ୍କ ପତ୍ନୀ ଜ୍ୟୋତି ଚାକିରି ଛାଡିଥିଲେ ।

Rice Price Hike
ସରକାରୀ ତଥ୍ୟ ; କେବଳ ଟମାଟୋ ନୁହେଁ ଡାଲି-ଚାଉଳ ଦର ବି ବେଲଗାମ୍‌

ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ବଢ଼ିଥିବା କଥା ସଂସଦରେ ଉଠିବା ସହ କିଲୋଗ୍ରାମ ପିଛା ପୂର୍ବରୁ କେତେ ଟଙ୍କା ଥିଲା ଓ ପରେ କେତେ ଟଙ୍କା ହୋଇଛି ସେନେଇ ମଧ୍ୟ ଟିକିନିଖି ସୂଚନା ଦିଆଯାଇଛି ।

Worlds fattest kids
ଦୁନିଆର ସବୁଠାରୁ ମୋଟା ବାଳକ ! ଖାଦ୍ୟ ଖାଆନ୍ତି ଆବଶ୍ୟକ ଠାରୁ ପ୍ରାୟ ୬ ଗୁଣା ଅଧିକ

ମୋଟାପଣ ପାଇଁ ୨୦୧୭ ଏପ୍ରିଲ୍ ମାସରେ ଆର୍ଯ୍ୟଙ୍କ ବାରିଆଟ୍ରିକ୍ ସର୍ଜରୀ ହୋଇଥିଲା । ଜାକର୍ତ୍ତାର ଓମନି ହସ୍ପିଟାଲରେ ଅସ୍ତ୍ରୋପଚାର ପରେ ସେ ବଡି ବିଲଡିଂ ଚାମ୍ପିଅନ୍ ଆଡେ ରାୟଙ୍କୁ ଭେଟିଥିଲେ ।

Supreme Court
ରାହୁଲ ଗାନ୍ଧୀଙ୍କୁ ବଡ଼ ଆଶ୍ୱସ୍ତି; ଦଣ୍ଡ ଉପରେ ରୋକ୍ ଲଗାଇଲେ ସୁପ୍ରିମ୍‌କୋର୍ଟ

ମାନହାନୀ ମାମଲାରେ ରାହୁଲଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି ସୁପ୍ରିମକୋର୍ଟ । ରାହୁଲଙ୍କ ଦଣ୍ଡ ଉପରେ ସର୍ବୋଚ୍ଚ ନ୍ୟାୟାଳୟ ରୋକ୍ ଲଗାଇଛନ୍ତି ।

ASO recruitment
ASO ଚୟନ ଅନିୟମିତତା ମାମଲା; ୬ ସପ୍ତାହରେ ଚୟନ ପ୍ରକ୍ରିୟା ସଂପୂର୍ଣ୍ଣ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ୍ କରିଥିଲେ କୃତକାର୍ଯ୍ୟ ପରୀକ୍ଷାର୍ଥୀ । ଏହାକୁ ଚ୍ୟାଲେଞ୍ଜ କରି ଦୁଇଟି ମାମଲା ମଧ୍ୟ ରୁଜୁ କରାଯାଇଥିଲା । ନିଷ୍ପତ୍ତିର ପୁନର୍ବିଚାର ଓ ପକ୍ଷ ନ ଥିବାରୁ ରିଟ୍ ପିଟିସନ୍ ହୋଇଥିଲା ।

NCC Cadets
NCC ଛାତ୍ରଙ୍କୁ ନିର୍ଯାତନା; ବର୍ଷା ପାଣିରେ ମୁଣ୍ଡ ତଳକୁ କରି ପ୍ରବଳ ପିଟିଲେ ସିନିୟର ଛାତ୍ର

ବାନ୍ଦୋଦକର କଲେଜରେ ଏନସିସି ତାଲିମ ବେଳେ ଏପରି ଘଟଣା ଘଟିଥିବା କୁହାଯାଉଛି । ଭିଡିଓରେ ବାଡ଼ି ଧରିଥିବା ବ୍ୟକ୍ତି ଜଣକ ଜଣେ ସିନିୟର କ୍ୟାଡେଟ ବୋଲି ଜଣାପଡିଛି ।

Banakalagi rituals
ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

ବନକଲାଗି ବିଭ୍ରାଟ ଓ ରତ୍ନଭଣ୍ଡାର ପ୍ରସଙ୍ଗରେ ଆଲୋଚନା ନେଇ ଏଜେଣ୍ଡାରେ ସ୍ଥିର ହୋଇନି । ତେବେ ସଭାପତିଙ୍କ ଅନୁମତି କ୍ରମେ ଏହି ଦୁଇ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ କି ନାହିଁ, ତାକୁ ଅପେକ୍ଷା ରହିଛି ।

Odisha BJP chief's new team
୨୦୨୪ ପୂର୍ବରୁ ରଣନୀତି; ମନମୋହନ ଗଠନ କଲେ ନୂଆଟିମ୍‌

ମନମୋହନ ଜାରି କରିଥିବା ଉପସଭାପତିଙ୍କ ତାଲିକାରେ ନାଉରୀ ନାୟକ, ଅପରାଜିତା ଷଡ଼ଙ୍ଗୀ, ରବି ନାଏକ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ନାଁ ରହିଛି ।

Driver burnt alive after truck catches fire in major accident in Keonjhar
ଟ୍ରକ୍‌କୁ ଧକ୍କା ଦେଇ ଜଳିଗଲା ଟ୍ରକ୍‌; ଡ୍ରାଇଭର ମୃତ

ଆଲୁମିନିୟମ ବୋଝେଇ ଟ୍ରକର ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ମୃତ ଡ୍ରାଇଭରଙ୍କ ପରିଚୟ ମିଳିନାହିଁ । ଆଜି ଭୋର ୪ଟା ସମୟରେ ଦୁଇଟି ଯାକ ଟ୍ରକ କୋଲକାତା ଅଭିମୁଖେ ଯାଉଥିବା ବେଳେ ଲୁହା ଚାଦର ବୋଝେଇ ଟ୍ରକକୁ ପଛରୁ ଧକ୍କା ଦେଇ ଆଲୁମିନିୟମ ବୋଝେଇ ଟ୍ରକଟି ଜଳିଯାଇଛି...

Bhadrak Flood
ବନ୍ୟାପାଣିରେ ଉବୁଟୁବୁ ଭଦ୍ରକ; ଆଖଣ୍ଡଳମଣିକୁ ଯୋଗାଯୋଗ ବିଚ୍ଛିନ୍ନ

ସାଳନ୍ଦୀରେ ପାଣି ଆସିବା ଯୋଗୁଁ ଭଦ୍ରକ ବ୍ଲକର ଦୁଇ ପଞ୍ଚାୟତ ବନ୍ୟାରେ ପ୍ରଭାବିତ ହୋଇଛି । ଭଣ୍ଡାରିପୋଖରୀ ବ୍ଲକ ଓ ଧାମନଗର ବ୍ଲକରେ ଅନେକ ସ୍ଥାନ ଓ ଗାଁ ଜଳବନ୍ଦୀ ହୋଇଛି ।

Indian Navy Recruitment 2023
ଭାରତୀୟ ନୌ-ସେନାରେ ବାହାରିଲା ଚାକିରି, ଆପଣ ବି କରିପାରିବେ ଆବେଦନ

ନୌସେନାର ଏହି ବିଭାଗରେ ଆପଣ ଆବେଦନ କରିବାକୁ ହେଲେ ବୟସ, ଶିକ୍ଷାଗତ ଯୋଗ୍ୟତା ଓ ଆବେଦନ ପାଇଁ ସମୀୟ ସୀମା ଜାଣିନେବା ନିହାତି ଜରୁରୀ । ଏଥିପାଇଁ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ସୂଚନା ଦିଆଯାଇଛି ।

Minor girl raped
ମଣିଷ ପାଲଟିଗଲା ରାକ୍ଷସ ! ଗଣଦୁଷ୍କର୍ମ କଲେ, ପରେ କୋଇଲା ଚୁଲାରେ ଜାଳିଦେଲେ

ଝିଅଟିର ଭାଇ କାମରୁ ଫେରିବା ପରେ ଭଉଣୀକୁ ଖୋଜାଖୋଜି କରିଥିଲେ । ହେଲେ କିଛି ସନ୍ଧାନ ମିଳିନଥିଲା । ସେଦିନ ପ୍ରାୟ ରାତି ୧୦ଟା ସମୟରେ କୋଲ୍ ଫର୍ଣ୍ଣେସ ଅଞ୍ଚଳରେ ପରିବାର ଲୋକ ଖୋଜାଖୋଜି କରିଥିଲେ ।

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି । ରାଜନୀତି, ସ୍ପେଶାଲ ଷ୍ଟୋରୀ ଏବଂ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂରେ ସ୍ୱତନ୍ତ୍ର ରୁଚି ରହିଛି । ୨୦୨୩ରୁ ‘ଓଡ଼ିଶା ଟିଭି’ରେ କାର୍ଯ୍ୟରତ ।