ଭିଡିଓଟିରେ ଯେଉଁ ଭଲପାଇବା ଦେଖିବାକୁ ମିଳୁଛି ତାହା ସତରେ ବିରଳ । ଯାହାକୁ ବର୍ଣ୍ଣନା କରିବାକୁ ହୁଏତ ଶବ୍ଦର ଅଭାବ ପଡ଼ିପାରେ । କାରଣ ଭିଡିଓଟିରେ ବନ୍ଧୁତା ଓ ଭଲପାଇବା ହଜାଇ ଦେଇଛି ନିଜର ଅସ୍ତିତ୍ୱ ।
କଟକ ମହିଳା ଥାନାରେ ସୌରିନ୍ ହାଜର ହୋଇଥିବାବେଳେ ଥାନାକୁ ଯିବା ସମୟରେ ଗଣମାଧ୍ୟମ ଆଗାରେ ସେ ପ୍ରତିକ୍ରିୟା ରଖିଛନ୍ତି ।
୨ ଜଣ କାଉଡ଼ିଆଙ୍କୁ ଉଦ୍ଧାର କରାଯାଇପାରିନାହିଁ । ସେମାନେ ଏବେ ବି ନିଖୋଜ ରହିଛନ୍ତି । ଏନେଇ ଅଗ୍ନିଶମ ବାହିନୀ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ନିଖୋଜ କାଉଡ଼ିଆଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରଖିଛି ।
ସ୍ୱାସ୍ଥ୍ୟ ବିଭାଗ ଚିନ୍ତାରେ ରହିଥିବାବେଳେ ସତର୍କତା ମଧ୍ୟ ଜାରି କରିଛି । ଘଟଣାକୁ ନେଇ CDMO ପ୍ରତିକ୍ରିୟା ରଖିବା ସହ ସ୍ଥିତି ଉପରେ ନଜର ରଖାଯାଇଥିବା କହିଛନ୍ତି ।
ଚନ୍ଦ୍ରୟାନ ଚନ୍ଦ୍ରପୃଷ୍ଠର ଚମତ୍କାର ଭିଡିଓ ମଧ୍ୟ ପଠାଇଛି ଚନ୍ଦ୍ରାୟନ-୩। ଚନ୍ଦ୍ରୟାନର ଲ୍ୟାଣ୍ଡରରେ ଲାଗିଥିବା କ୍ୟାମେରା ଦ୍ୱାରା ଏହି ଭିଡିଓ ଉତ୍ତୋଳନ କରାଯାଇଛି। ଏହାକୁ ଟ୍ୱିଟ୍ କରି ସାର୍ବଜନୀନ କରିଛି ଇସ୍ରୋ ।
ସ୍ଥାନୀୟ ଅଞ୍ଚଳର କେତେକ ତୃଣମୂଳସ୍ତରର ନେତାଙ୍କ ନାଁରେ ମାମଲା ରୁଜ୍ଜୁ ହୋଇଛି । ଥାନାରେ ଲଙ୍କାକାଣ୍ଡ ଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଏହି ଘଟଣାରେ ଫିରିଙ୍ଗିଆ ବ୍ଲକ ଉପାଧ୍ୟକ୍ଷ ଅଜିତ ସାହୁ, ଫିରିଙ୍ଗିଆ ସରପଂଚ ଓ ସମିତି ସଭ୍ୟଙ୍କ ସମେତ ୫ ଜଣ ସରପଂଚ, ୩ ସମିତି...
କେବେ ଦୂର ହେବ ବୁଣାକାରଙ୍କ ଦୁଃଖ ? ନିଜେ ବୁଣଥିବା ଜିନିଷ ବଡ଼ ସହରରେ ବିକ୍ରି ହେଉଛି । ଅଥଚ ଦଦରା ଘରେ ଦୟନୀୟ ଭାବେ ବଞ୍ଚୁଛି ବୁଣାକାର ।
ମଣିଷ ସହ ମିତ ବସିଛି ବାଛୁରୀ । କପିଳା ଡାକିଲେ ବନ୍ଧୁଙ୍କ ପାଖକୁ ଦୌଡ଼ି ଆସୁଛି । ସାଙ୍ଗରେ ଯିବାରୁ ଜିଦ୍ ଧରୁଛି...
ସାଙ୍ଗ ହେବ ତ ଏମିତି ! ଜଣେ ଦିବ୍ୟାଙ୍ଗ ହେବାରୁ ଅନ୍ୟ ଜଣେ କାନ୍ଧରେ ବସାଇ ନିଇତି ନେଉଛି ସ୍କୁଲ । ଖାଇବାଠୁ ପିଇବା...ବସିବାଠୁ ବୁଲିବା ସବୁ ଏକାଠି କରୁଛନ୍ତି ଏମାନେ । ଲୋକେ କହୁଛନ୍ତି, ଏସେ ଦୋସ୍ତି ନେହଁ ଦେଖେଥେ
ସ୍ୱପ୍ନ ପାଲଟିଛି ପିଚୁ ରାସ୍ତା । କାଦୁଅ ରାସ୍ତାରେ ବର୍ଷ ବର୍ଷ ଧରି ଚାଲିବାକୁ ବାଧ୍ୟ ହେଉଛନ୍ତି ଲୋକେ । ଆସୁନି ଆମ୍ବୁଲାନ୍ସ କି ଗଡ଼ୁନି ଗାଡ଼ି । ଭାରରେ ବୁହାହୋଇ ମେଡିକାଲ ଯାଉଛନ୍ତି ଗର୍ଭବତୀ ମହିଳା ।
କରାଚିର ଅମେନା ତାଙ୍କ ବିବାହ ପାଇଁ ଭିସା ଆବେଦନ କରିଥିଲେ । ହେଲେ ତାଙ୍କୁ ଭିସା ମିଳିନଥିଲା । ଫଳରେ ସେ ତାଙ୍କ ପ୍ରେମିକ ଅରବାଜ ଖାନଙ୍କ ସହ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ଉଭୟଙ୍କ ବିବାହ ବୁଧବାର ଦିନ ଅନ୍ଲାନ୍ରେ ହୋଇଥିଲା ।
ମୂଳରୁ ରାସ୍ତା କାମ ହୋଇନି, ନାଁକୁ ମୋରମ ପଡିଛି । ହେଲେ ବିଲ୍ ହୋଇଛି ୫ ଲକ୍ଷ ଟଙ୍କା..ଶ୍ରମିକଙ୍କୁ ପୁଣି ୩୪୫ ବଦଳରେ ମିଳିଛି ମାତ୍ର ୨୦୦ ଟଙ୍କା
ଇଚ୍ଛା ଆଗରେ ହାର ମାନିଛି ବୟସ । ୬୮ ବର୍ଷରେ ବି ଥକିନାହାନ୍ତି...ଜିମ୍ ଯାଉଛନ୍ତି, ୱର୍କ ଆଉଟ୍ କରୁଛନ୍ତି । ସୋସିଆଲ ମିଡିଆରେ ଏବେ ଭାଇରାଲ ହେଉଛି ଭିଡିଓ
ଆଦିବାସୀ ବୋଲି...ଦେହ ଖରାପ ହୋଇଥିଲା, ଡାକ୍ତରଖାନାକୁ ଯାଇଥିଲେ ଚିକିତ୍ସା ପାଇଁ । କିଛିଦିନ ଚିକିତ୍ସା କଲେ, ହେଲେ ପରେ କହିଲେ ତୁମର ଡେଟ୍ ସରିଗଲା, ଘରକୁ ପଳାଅ । ବିଧାୟକ କହିଲେ, କାର୍ଯ୍ୟାନୁଷ୍ଠାନ ନହେଲେ ଜୋରଦାର ହେବ ଆନ୍ଦୋଳନ
୩୧ ବର୍ଷ ତଳେ ସାଙ୍ଗର ଯାଇଥିଲା ଜୀବନ । ଏମିତି ଦୁଃଖକୁ କେବେ ଭୁଲିପାରୁନାହାନ୍ତି ଆଉ ଜଣେ ସାଙ୍ଗ । ଦିନରାତି ୨୪ ଘଂଟା ଶ୍ମଶାନରେ ଏବେ କଟୁଛି ଦିନ । ଇଚ୍ଛା ଅଛି...ସାଙ୍ଗର ପ୍ରେତାତ୍ମାକୁ ଦେଖିବେ, ଦୁଇ ପଦ କଥା ହେବେ
ଏମିତି ବନ୍ଧୁ କେବେ ଦେଖିନଥିବେ ! ଏକା ସାଙ୍ଗରେ ମଣିଷ-ମାଙ୍କଡ଼-କୁକୁର-ଚଢେଇ ବାହାରୁଛନ୍ତି ବୁଲି । ପୁଣି କୁକୁରଠାରୁ କ୍ଷୀର ପିଉଛି ମାଙ୍କଡ଼ । କେହି କାହାକୁ କାମୁଡୁନାହାନ୍ତି କି ଆକ୍ରମଣ କରୁନାହାନ୍ତି । ନିଜେ ନଖାଇ ଏମାନଙ୍କ ମୁହଁରେ ଦାନା ଦେଉଛନ୍ତି ପୀତବାସ
ମୁହଁ ଖୋଲିଲେ ଦଣ୍ଡ ! ଦିବ୍ୟାଙ୍ଗଙ୍କ ଦୋକାନ ମୁହଁରେ ଜମୁଛି ଆଣ୍ଠୁଏ ପାଣି । ବନ୍ୟା ପାଣି ଯେଉଁ ନାଳରେ ଯିବା କଥା ତାକୁ ବନ୍ଦ କରିଦେଲେ, ପ୍ରଶାସନ ପାଖରେ ଗୁହାରି କରିବା ପରେ ବି ଦିନ ଗଡୁଛି ହେଲେ ସମସ୍ୟାର ସମାଧାନ ହେଉନି
କି କଷ୍ଟ ! ସ୍ୱାମୀ ନାହାନ୍ତି...ବୟସ ବି ଢେର ଅଧିକ ହେଲାଣି । ସହାୟତା ପାଇଁ ଗୁହାରୀ କରିଥିଲେ ହେଲେ ଘର ମିଳିଲା କିନ୍ତୁ ଭତ୍ତା ମିଳିଲାନି । ଘର ତିଆରି ଚାଲିଛି ଯେ ସରିବାର ନା ଧରୁନି । ବୁଢୀ ଶାଶୂ ଓ ପିଲାଙ୍କ ମୁହଁରେ ଆହାର...
ସମ୍ପର୍କରେ ଏମାନେ ସ୍ୱାମୀ-ସ୍ତ୍ରୀ...୧୦ ବର୍ଷ ହେଲାଣି ରୋଗରେ ପଡିଛି ସ୍ୱାମୀ । ଖରାପ ପରିସ୍ଥିତିରେ ବି ହାର ମାନିନି ସ୍ତ୍ରୀ । ୭ ଜନ୍ମର ସାଥୀ ହେବାକୁ ଯେଉଁ ଶପଥ କରିଥିଲା ଆଜି ବି ତା’କୁ ପାଳନ କରୁଛି । ମଜୁରୀ ଖଟି ଆସିବା ପରେ ସ୍ତ୍ରୀର ମୁହଁକୁ...
ଆଜିର ମ୍ୟାଚ୍ ଜିତି ସିରିଜ ବରାବର କରିବାକୁ ଚେଷ୍ଟା କରିବ ଟିମ୍ ଇଣ୍ଡିଆ । ପ୍ରଥମ ଟି-୨୦ରେ ଭାରତ ପ୍ରଥମ ୧୫ ଓଭରରେ ୪ ୱିକେଟ୍ ହରାଇ ୧୧୩ ରନ୍ କରିଥିଲା ।