ରାସ୍ତା ଦେଇ ବାଇକ ଓ ଚାରିକିଆ ଯାନ ଯିବା ତ ଦୁରର କଥା ଚାଲି ଚାଲିକି ଯିବା ମଧ୍ୟ କଷ୍ଟ l ଆଉ ରାସ୍ତାରେ ରହିଥିବା କଲଭଟ୍ କଥା ନକହିବା ଭଲ l କାରଣ ସବୁ କଲଭଟ ବିପଦ ସଂକୁଳ ଅବସ୍ଥାରେ ରହିଥିବା ବେଳେ ପ୍ଲାଷ୍ଟର ଛାଡି ଲୁହାରଡ଼ ଦେଖାଗଲାଣି l
Published By: Swadesi Megha Mallhar Prusty
Last updated: 14 February 2024, 10:01 AM IST
କୁକୁର ଏମିତି ହେବା ପଛରେ ମଣିଷଙ୍କର କିଛି ଭୂମିକା ନାହିଁ । ବୈଜ୍ଞାନିକ କାରଣ କୁହେ, ବାଇକ ବା କାରର ଟାୟାରରୁ ବାହାରୁଥିବା ଗନ୍ଧ ଏଥିପାଇଁ ଦାୟୀ । ଯେହେତୁ କୁକୁରଙ୍କ ଘ୍ରାଣ ଶକ୍ତି ଖୁବ ପ୍ରଖର ତେଣୁ ସେମାନେ ଗାଡ଼ିର ଟାୟାରରୁ ଅନ୍ୟ କୁକୁରର ଗନ୍ଧ ଆଘ୍ରାଣ କରିପାରନ୍ତି । ତେଣୁ ସେମାନେ ଆକ୍ରମଣାତ୍ମକ ହୋଇପଡ଼ନ୍ତି ଏବଂ ଖୁବ ଜୋରରେ ଭୁକିବା ଆରମ୍ଭ କରି ଦିଅନ୍ତି ।