ପରସ୍ପରକୁ ପ୍ରେମର ଭାଷାରେ ଭିଜାଉଥିବା ଏହି ଦମ୍ପତିଙ୍କୁ ଦେଖି ଲାଗିବନି ଯେ ଏମାନେ ମୁକ ବୋଲି । ଈଶ୍ୱର କଥା କହିବାର ଶକ୍ତି ଦେଇ ନାହାନ୍ତି ସତ, ହେଲେ ନିରୋଳା ଭଲ ପାଇବାର ମୁକସାକ୍ଷୀ କରିଛନ୍ତି ଏହି ଦୁଇଜଣଙ୍କୁ । ଭାଲେଷ୍ଟାଇନ ଡେରେ ଦେଖନ୍ତୁ ଏହି ଲଭ ଷ୍ଟୋରୀ ।
Published By: Swadesi Megha Mallhar Prusty
Last updated: 14 February 2024, 10:37 AM IST
ଗତକାଲି ଆମକୁ ବ୍ୟକ୍ତିଗତ ଆକ୍ଷେପ କରାଯାଇଥିଲା । କ୍ଷମା ନ ମାଗିବା ଯାଏଁ ବଡୁ କଣ ତାହା ଦେଖେଇଦେବୁ ବୋଲି ଚେତାବନୀ ଶୁଣାଇଛନ୍ତି ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ।