Advertisment

ଉପଜିଲ୍ଲାପାଳ ହେଲେ ୬ ନବାଗତ ଆଇଏଏସ; ନିଯୁକ୍ତି ଦେଲେ ରାଜ୍ୟ ସରକାର

ନିଯୁକ୍ତ ହେଲେ ୬ ନୂଆ ଉପଜିଲ୍ଲାପାଳ। ୬ ଟ୍ରେନି IASଙ୍କୁ ଉପଜିଲ୍ଲାପାଳ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର।

author-image
Sonali Ojha
ଅଦ୍ୟତନ ହୋଇଛି
Odisha govt appoints six IAS officers as sub-collectors

sub-collectors

ନିଯୁକ୍ତ ହେଲେ ୬ ନୂଆ ଉପଜିଲ୍ଲାପାଳ। ୬ ଟ୍ରେନି IASଙ୍କୁ ଉପଜିଲ୍ଲାପାଳ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର। IAS ଅକ୍ଷୟ ପିଲାଇଙ୍କୁ ବଣାଇ ଉପଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଥିବାବେଳେ ଆଠଗଡ଼ ଉପଜିଲ୍ଲାପାଳ ହୋଇଛନ୍ତି IAS ପ୍ରହ୍ଲାଦ ନାରାୟଣ ଶର୍ମା।

Advertisment

ଅଧିକ ପଢ଼ନ୍ତୁ: ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ସରକାରଙ୍କ ବିଚାରାଧୀନ: ମୁଖ୍ୟମନ୍ତ୍ରୀ

ସେହିପରି IAS ଅରୁଗୁଳା ସ୍ନେହାଙ୍କୁ ପଦ୍ମପୁର ଉପଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି।IAS ଆକବରମ ସାସି ରେଡ୍ଡୀ ଜୟପୁର ଉପଜିଲ୍ଲାପାଳ, IAS ସମୀର କୁମାର ଜେନା ତାଳଚେର ଉପଜିଲ୍ଲାପାଳ ଏବଂ ରାଇରଙ୍ଗପୁର ଉପଜିଲ୍ଲାପାଳ ଭାବେ IAS ସୌମ୍ୟରଞ୍ଜନ ପ୍ରଧାନଙ୍କୁ ନିଯୁକ୍ତି ନେଇ ବିଜ୍ଞପ୍ତି ଜାରି କରିଛନ୍ତି ରାଜ୍ୟ ସରକାର।

Advertisment

Odisha Govt Sub Collector
Advertisment
Advertisment