• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sonali Ojha

ସୌର ସିଂହ ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୦୫ ତାରିଖ ଗୁରୁବାର। ଚନ୍ଦ୍ର- କନ୍ୟା ଅହୋରାତ୍ର । ତିଥି- ୨ୟା ଦିବା ୧୨.୨୧ ଗତେ ୩ୟା। ଘାତଚନ୍ଦ୍ର- ବୃଷ ରାଶିର ଅହୋରାତ୍ର। ଘାତବାର- ତୁଳା ଓ କୁମ୍ଭ ରାଶିର. ପୁଷ୍କର ଦୋଷ- ୧ ପାଦ-କୁତୁମ୍ବହାନି-ତିଳକାଞ୍ଚନ ଦାନ ଦିବା ୦୯.୪୭ ଗତେ ୨ ପାଦ-ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ ଦାନ ।

ଶୁଭ ସମୟ-

ପ୍ରାତଃ - ୦୫.୩୫ ରୁ ୦୭.୧୪

ଦିବା- ୧୦.୩୧ ରୁ ୧୨.୫୯

ରାତ୍ରି- ୦୨.୨୮ ରୁ ୦୩.୧୫

ଅଶୁଭ ସମୟ-

ରାହୁକାଳ- ଦିବା ୦୧.୧୭ ରୁ ୦୨.୪୯

କାଳବେଳା- ଦିବା ୦୨.୪୯ ରୁ ୦୪.୨୨

ବାରବେଳା- ଦିବା ୦୪.୨୨ ରୁ ୦୫.୫୪

କାଳରାତ୍ରି- ରାତ୍ରି ୧୧.୪୫ ରୁ ୦୧.୧୨

OTV is now on Whatsapp

Join and get latest news update delivered to you via whatsapp

Join Now