/odishatv-khabar/media/post_attachments/uploadimage/library/16_9/16_9_0/panchanga_1725157805.jpg)
panchanga
ସୌର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୦୩ ତାରିଖ ମଙ୍ଗଳବାର। ଚନ୍ଦ୍ର- ସିଂହ ଅହୋରାତ୍ର। ତିଥି- ଅମାବାସ୍ୟା ପ୍ରାତଃ ୦୭.୨୫ ଗତେ ପ୍ରତିପଦ। ଘାତଚନ୍ଦ୍ର- କର୍କଟ ଓ ମକର ରାଶିର ଅହୋରାତ୍ର । ଘାତବାର- ମକର ରାଶିର। ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ରାତ୍ରି ୦୩.୧୦ ଗତେ ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ।
ଶୁଭ ସମୟ
ଦିବା - ୦୮.୪୦ ରୁ ୧୦.୩୧
ଦିବା- ୧୨.୫୯ ରୁ ୦୧.୧୮
ଦିବା- ୦୪.୨୩ ରୁ ୦୫.୦୬
ସନ୍ଧ୍ୟା- ୦୫.୫୬ ରୁ ୦୬.୪୨
ରାତ୍ରି- ୦୯.୦୨ ରୁ ୧୧.୨୨
ରାତ୍ରି- ୦୧.୪୨ ରୁ ୦୩.୧୫
Advertisment
ଅଧିକ ପଢ଼ନ୍ତୁ: Vastu Tips: ବାସ୍ତୁର କେତେକ ସାଧାରଣ ନିୟମ; ନ ମାନିଲେ ଆସେ ବଡ ବିପଦ
ଅଶୁଭ ସମୟ
ରାହୁକାଳ- ଦିବା ୦୨.୫୧ ରୁ ୦୪.୨୩
କାଳବେଳା- ଦିବା ୦୧.୧୮ ରୁ ୦୨.୫୧
ବାରବେଳା- ପ୍ରାତଃ ୦୭.୦୭ ରୁ ୦୮.୪୦
କାଳରାତ୍ରି- ସନ୍ଧ୍ୟା ୦୭.୨୩ ରୁ ୦୮.୫୧
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)