ଆଜି ଗୁରୁଦିବସ... ଗୁରୁଙ୍କ ପାଇଁ ଦିନ ଟିଏ । ଯାହାଙ୍କଠୁ ଶିକ୍ଷା ପାଇ ପିଲାଟିଏ ବଡ଼ ମଣିଷ ହୁଏ... ନିଜ ମାଟି... ନିଜ ଦେଶର ନାଁ ରଖେ । ଆଉ ଇଏ ଏମିତି ଜଣେ ଗୁରୁ ଯାହାଙ୍କୁ ପାଇ ଏ ପିଲାମାନେ ବହୁତ ଖୁସି ।
Published By: Sonali Ojha
Last updated: 05 September 2024, 10:55 AM IST
ଚିତ୍ରଶିଳ୍ପୀ ଆୟୁଶ ମହାପାତ୍ର ସିଙ୍ଗାପୁର ରାଷ୍ଟ୍ରପତି ଓ ତାଙ୍କ ଧର୍ମପତ୍ନୀଙ୍କ ଶ୍ରୀମନ୍ଦିର ବିଶାଳ ମନ୍ଦିର ସହ ଏକ ଚିତ୍ର ଆଙ୍କି ରଘୁରାଜପୁରକୁ ଆସିଥିଲେ। ହେଲେ ଦେବା ପାଇଁ ସୁଯୋଗ ମିଳୁନଥିଲା। ତେଣୁ ସେ ଫଟୋ ଧରି ରାସ୍ତା କଡ଼ରେ ଛିଡ଼ା ହୋଇଥିଲେ। ପ୍ରୋଟକଲ୍ ଭାଙ୍ଗି ରାଷ୍ଟ୍ରପତି କାରରୁ ଓହ୍ଲାଇ ତାଙ୍କ ଠାରୁ ଫଟୋଚିତ୍ରକୁ ଗ୍ରହଣ କରିଥିଲେ। ଏଥିସହ ଶ୍ରୀ ମହାପାତ୍ରଙ୍କୁ ପ୍ରଶଂସା ମଧ୍ୟ କରିଥିଲେ।