• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sonali Ojha

Sonali Ojha

Editor

ସାମ୍ୱାଦିକତା ନିଶା ଆଉ ପେସା ବି। ଆଇଆଇଏମସିରୁ ସାମ୍ୱାଦିକତା ଶେଷ ପରେ ନନ୍ଦିଘୋଷ ଟିଭ ...more

ସାମ୍ୱାଦିକତା ନିଶା ଆଉ ପେସା ବି। ଆଇଆଇଏମସିରୁ ସାମ୍ୱାଦିକତା ଶେଷ ପରେ ନନ୍ଦିଘୋଷ ଟିଭିରେ ସାମ୍ୱାଦିକତା ଜୀବନ ଆରମ୍ଭ। ନ୍ୟୁଜ ବୁଲେଟିନ, ପ୍ୟାକେଜିଂ, ଆଙ୍କରିଂ ସହ ବ୍ରେକିଂରେ କାମ କରିଛି। ଖବର ସହ ରହିବାକୁ ପସନ୍ଦ। କିଛି ନୂଆ କରିବାର ସୁଯୋଗ ଦେଇଛି ଓଟିଭି।

less

Posts by Sonali Ojha

Rain
Weather Update: ଆଜିଠୁ ବଦଳିବ ପାଗର ମିଜାଜ୍; କମିବ ବର୍ଷା, ବଢିବ ଶୀତ

ଆସନ୍ତା ୨୪ ଘଣ୍ଟାରେ ରାଜ୍ୟରେ ଘନ କୁହୁଡ଼ିର ସମ୍ଭାବନା ରହିଛି । ଦିନ ତାପମାତ୍ରା କମିଥିବା ବେଳେ ରାତି ତାପମାତ୍ରା ସ୍ବାଭାବିକଠୁ ଅଧିକ ରହିଛି ।

Russia Ukraine War
Russia Ukraine War: ରୁଷର କାଜାନ୍ ଉପରେ ୟୁକ୍ରେନର କାମାକାଜି ଆଟାକ୍; ତାଜା ହେଲା 9/11 ଆତଙ୍କୀ ହମଲା କଥା

୨୦୦୧ ସେପ୍ଟେମ୍ବର ୧୧ରେ ଆତଙ୍କୀମାନେ ଯେଉଁଭଳି ଭାବେ ଆମେରିକାସ୍ଥିତ ୱାଲ୍ଡ ଟ୍ରେଡ୍ ସେଣ୍ଟରରେ ବିମାନ ଧକ୍କା କରାଇଥିଲେ, ଆଜି କାଜାନ୍ ଉପରେ ୟୁକ୍ରେନ ଡ୍ରୋନ୍ ଆଟାକର ଦୃଶ୍ୟ ବି କିଛି ସେହିଭଳି ଦେଖାଯାଉଛି। ୮ଟି ଡ୍ରୋନରୁ ୬ଟି ଡ୍ରୋନ୍ ଆବାସିକ କୋଠାରେ ଓ ଗୋଟିଏ ଶିଳ୍ପାଞ୍ଚଳରେ ମାଡ଼ ହୋଇଥିବା...

Weather
Crop Loss Fear: ଅମଳ ବେଳେ ଭାତହାଣ୍ଡି ଉଜାଡ଼ି ଦେଲା ଅଦିନିଆ ବର୍ଷା; କ୍ଷେତରେ ଲୋଟୁଛି ବର୍ଷକର ଦାନା ପାଣି

ପାଚିଲା ଧାନ କଳେଇକୁ ଉଠେଇଲା ବେଳକୁ ଭାଙ୍ଗିଯାଉଛି ଚାଷୀର ଦମ୍ଭ...କ୍ଷେତ ମଝିରେ ବତୁରା ଫସଲକୁ ବଞ୍ଚାଇବା ପାଇଁ ଉଦ୍ୟମ ସତ୍ତ୍ବେ ନିରାଶ ହେଉଛି ଚଷାପୁଅ...ଆଉ ବା କ’ଣ ଅଛି ଯେ ବଞ୍ଚିବ। ଖଳାକୁ ଯିବା ଆଗରୁ ବିଲ ମଝିରେ ଓଦାରେ ଯେତେବେଳେ ସରସର ହୋଇଯାଇଛି ବର୍ଷକର ଦାନାପାଣି, ସେତେବେଳେ...

Car Flips 8 Times
Car Flips 8 Times: ୮ଥର ଓଲଟି ଗୁଣ୍ଡ ହୋଇଗଲା କାର୍; ସୁରକ୍ଷିତ ଓହ୍ଲାଇଲେ ୫ ଯାତ୍ରୀ, କହିଲେ ଚା’ କପେ ମିଳିବ ?

ଦୁର୍ଘଟଣା ସମୟରେ ଡ୍ରାଇଭର କାରରୁ ଡେଇଁ ପଡ଼ିଥିଲେ। ଏହା ପରେ କାରଟି ଓଲଟି ପଡ଼ିବା ପରେ ଅବଶିଷ୍ଟ ୪ ଜଣ ଯାତ୍ରୀ ମଧ୍ୟ ଶୋ’ରୁମ ନିକଟରେ ପହଞ୍ଚିଥିଲେ। ସେଠାରେ ପହଞ୍ଚିବା ପରେ ସମସ୍ତେ ଥଟ୍ଟା କରି ଶୋ’ରୁମ୍‌ରେ ପ୍ରବେଶ କରି କହିଲେ, “ଆମକୁ ଚା ଦିଅ” ।

supreme court
Supreme Court: ଭରଣପୋଷଣ ନେଇ ସୁପ୍ରିମ ରାୟ; ପୂର୍ବ ପତ୍ନୀଙ୍କୁ ସ୍ୱାମୀ ଜୀବନ ସାରା...

ଏକ ଛାଡ଼ପତ୍ର ମାମଲାରେ ସୁପ୍ରିମକୋର୍ଟ ବଡ଼ ରାୟ ଦେଇଛନ୍ତି। ବ୍ୟକ୍ତି ଜଣକ ପ୍ରଥମ ସ୍ତ୍ରୀଙ୍କୁ ଭରଣପୋଷଣ ବାବଦକୁ ୫୦୦ କୋଟି ଦେଇଥିବା ବେଳେ ଦ୍ୱିତୀୟ ସ୍ତ୍ରୀ ମଧ୍ୟ ସମାନ ପରିମାଣର ଟଙ୍କା ଦାବି କରିଥିଲେ। ଯାହାକୁ ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିବା ସହ ସ୍ୱାମୀଙ୍କ ସଂପତ୍ତି ସହ...

Fire brigade
Fire Brigade Vehicle Sink in Ganga: ଗଙ୍ଗା ନଦୀରେ ବୁଡ଼ିଗଲା ଫାୟାର ବ୍ରିଗେଡ୍ ଗାଡ଼ି; ଜଣେ ନିଖୋଜ, ସର୍ଚ୍ଚ ଅପରେସନ୍ ଜୋର୍‌ଦାର୍‌

ରୋପୱେରେ ପାଣି ଭର୍ତ୍ତି କରୁଥିବା ସମୟରେ ଗାଡିରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିଲା। ଗାଡି ଦ୍ରୁତ ଗତିରେ ପଛକୁ ଗଡ଼ିବା ଆରମ୍ଭ କଲା । ଏହି ସମୟରେ ସଜଲିମ୍ ବୁଦ୍ଧି ଖଟାଇ ଗାଡିରୁ ଡେଇଁପଡିଥିଲେ, କିନ୍ତୁ କନଷ୍ଟେବଳ ଅରୁଣ କୁମାର ଗାଡିରୁ ବାହାରି ପାରିନଥିଲେ ।

Attack
Drone Attack on Russia: ରୁଷର କାଜାନ୍ ଉପରେ ପ୍ରଚଣ୍ଡ ଆକ୍ରମଣ; ୩ଟି ବିଲ୍ଡିଂକୁ ଟାର୍ଗେଟ୍‌ କରି UAV ଡ୍ରୋନ୍ ଆଟାକ୍

କାଜାନର ଏକ ଉଚ୍ଚ ବିଲ୍ଡିଂ ଉପରେ UAV ଆକ୍ରମଣର ଚିତ୍ର ଏବଂ ଭିଡିଓ ସୋସିଆଲ ମିଡିଆରେ ଏବେ ନିଆଁ ପରି ବ୍ୟାପିବାରେ ଲାଗିଛି। ଭିଡିଓରେ ସ୍ପଷ୍ଟ ଭାବେ ଦେଖାଯାଉଛି ଯେ ବିଭିନ୍ନ ଦିଗରୁ ଆସୁଥିବା ଘାତକ ଡ୍ରୋନ୍ (UAV) ଅଟ୍ଟାଳିକା ସହ ଧକ୍କା ହେଉଛି।

Sri Mandira Parikrama
Srimandir Parikrama Project Row: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ହେବ ନବୀକରଣ; ଆଇନମନ୍ତ୍ରୀଙ୍କ ସୂଚନା ପରେ ବଢ଼ିଲା ଆଶା

ଗଜପତି ମହାରାଜ ଏତିହ୍ୟ କରିଡର ପ୍ରକଳ୍ପରେ ସନାତନ ଧର୍ମର ଚାରି ଯଜ୍ଞର କାର୍ଯ୍ୟକାରିତା ଉପରେ ଗୁରୁତ୍ବ ଦେବାକୁ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଥିବା ନେଇ ସୂଚନା ଦେଇଥିଲେ। ତା ସତ୍ତ୍ବେ ବି ନବୀନ ସରକାର ଏହା ଉପରେ ଧ୍ୟାନ ଦେଇ ନଥିବା ବେଳେ ମୋହନ ସରକାର ଏହାକୁ...

Winter
Weather Update: ଶୀତ ଭିତରେ ବର୍ଷାର ଦାଉ; ଖଳାରେ ଭିଜିଲା ଅମଳ ଧାନ, ଆହୁରି ୨ ଦିନ ବର୍ଷିବ

ପାଣିପାଗ ବିଭାଗର ପୂର୍ବାନୁମାନ, ବଙ୍ଗୋପସାଗରରେ ଦାନା ବାନ୍ଧିଥିବା ଲଘୁଚାପ ଆସନ୍ତା ୧୨ ଘଣ୍ଟା ଭିତରେ ଅବପାତରେ ପରିଣତ ହେବ। ଏହାକ୍ରମେ ଉତ୍ତର-ଉତ୍ତର ପୂର୍ବ ଦିଗକୁ ଗତି କରି ପୁଣି ଲଘୁଚାପରେ ପରିଣତ ହୋଇ ଦୁର୍ବଳ ହୋଇଯିବ। ଏହି ପ୍ରକ୍ରିୟା ଭିତରେ ଆସନ୍ତା ୨୨ ସକାଳ ଯାଏଁ ଉପକୂଳ, ଦକ୍ଷିଣ...

Vigilance Raid
Vigilance Raid In Boudh: ଭିଜିଲାନ୍ସ ଜାଲରେ ୨ ଲାଞ୍ଚୁଆ ଅଫିସର୍; ଛାଡିଦେବାକୁ କହି କାନ୍ଦି ପକାଇଲେ

ତନ୍ତ ସରଞ୍ଜାମ ଅନୁଦାନ ଟଙ୍କା ପ୍ରଦାନ ପାଇଁ ଭେରିଫିକେସନ ରିପୋର୍ଟରେ ଦସ୍ତଖତ କରିବାକୁ ବୁଣାକାର ସମିତି ସମ୍ପାଦକଙ୍କଠାରୁ ଏମାନେ ଲାଞ୍ଚ ନେଉଥିଲେ। ଦସ୍ତଖତ କରିବା ପାଇଁ ସେମାନେ ୧୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ।

Dead Body Found in Parcel
Dead Body in Parcel: ମଗାଇଥିଲେ ଇଲେକ୍ଟ୍ରିକ୍ ଜିନିଷ; ପାର୍ସଲ ଖୋଲିବା ପରେ ବାହାରିଲା ମୃତଦେହ

ଗୁରୁବାର ରାତିରେ ଜଣେ ବ୍ୟକ୍ତି ତାଙ୍କ ଦୁଆରେ ଏକ ପାର୍ସଲ ରଖି କହିଥିଲେ ଏଥିରେ ବୈଦ୍ୟୁତିକ ଉପକରଣ ରହିଛି। ତୁଳସୀ ପାର୍ସଲ ଖୋଲିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ବାକ୍ସରେ ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ମୃତଦେହ ଥିଲା ।

Atul Subhas
Atul Subhash Suicide Case: ନାତି ପାଇଁ ସୁପ୍ରିମକୋର୍ଟରେ ପହଞ୍ଚିଲେ ଅତୁଲଙ୍କ ମା’; କହିଲେ...

ଅଞ୍ଜୁ ଦେବୀ ଅଭିଯୋଗ କରିଛନ୍ତି ଯେ ତାଙ୍କ ନାତିକୁ ବୋହୂ ଓ ତାଙ୍କ ପରିବାର ଲୋକ ଜୋର୍ ଜବରଦସ୍ତ ରଖିଛନ୍ତି। ତେବେ ତାଙ୍କ ନାତି ଏବେ କେଉଁଠାରେ ଅଛି ତାହା କେହି ଜାଣନ୍ତି ନାହିଁ ବୋଲି ସେ ଅଭିଯୋଗ ଆଣିଛନ୍ତି।

Potato
Potato Crisis In Odisha: ଆଉ ହେବନି ଆଳୁ ସଂକଟ ! ନିଜ ଜମିରେ ଆଳୁ ଫଳାଇଲେ କୋରାପୁଟ ଚାଷୀ

ଚଳିତବର୍ଷ ଜିଲ୍ଲାରେ ପ୍ରାୟ ୧୧୩୩ ହେକ୍ଟର ଜମିରେ ହୋଇଛି ରବି ଆଳୁ ଚାଷ। କେବଳ ଚାଣ୍ଡାଲଗୁଡା ଗ୍ରାମର ଶହେ ହେକ୍ଟର ଜମିରେ ଆଳୁ ଚାଷ କରାଯାଇଛି। ତେବେ ଯଦି ବର୍ଷ ତମାମ ପାଣି ସୁବିଧା ହୁଅନ୍ତା ଅଧିକ ଆଳୁ ଚାଷ କରି କରିପାରନ୍ତେ ଚାଷୀ।

Anganwadi Center in Bonai
Odisha Anganwadi Centre: ପିଲାଙ୍କ ଭବିଷ୍ୟତ ସହ ଖେଳ; ମନ୍ଦିର ଦୋକାନ ଘର ପାଲଟିଛି ଅଙ୍ଗନୱାଡ଼ି କେନ୍ଦ୍ର

ଭଙ୍ଗା ଦଦରା ଟିଣ ତଳେ ଗଢା ଚାଲିଛି ଭବିଷ୍ୟତ। ଅଙ୍ଗନବାଡି କେନ୍ଦ୍ର ନାଁରେ ଦୋକାନ ଘରେ ଚାଲିଛି ପାଠପଢା। ହେଲେ କାହିଁକି ?

stampede
Meerut Stampede: କଥାମୃତ ଚାଲିଥିବା ବେଳେ ଦଳାଚକଟା; ଏକାଧିକ ଆହତ, ଉଦ୍ଧାରକାର୍ଯ୍ୟ ଜାରି

ଉତ୍ତରପ୍ରଦେଶର ମେରୁଟ୍‌ରେ କଥାମୃତ ଚାଲିଥିବା ବେଳେ ଦଳାଚକଟା। ଅନେକ ଭକ୍ତ ତଳେ ପଡ଼ିଯାଇ ଥିବା ବେଳେ ସେମାନଙ୍କ ଉପରେ ଅନ୍ୟ ଭକ୍ତମାନେ ଚଢିଯାଇଥିଲେ। ଏଥିରେ ଏକାଧିକ ମହିଳା ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଉପସ୍ଥିତ ପୋଲିସ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି।

Coconut Oil Controversy:
Coconut Oil Controversy: ନଡ଼ିଆ ତେଲ ଖାଇବେ ନା କେଶରେ ଲଗାଇବେ ? ୨୦ ବର୍ଷର ବିବାଦକୁ ସମାଧାନ କଲେ ସୁପ୍ରିମକୋର୍ଟ

ଦେଶର ବିଭିନ୍ନ ସ୍ଥାନରେ ନଡ଼ିଆ ତେଲକୁ ବିଭିନ୍ନ ଉପାୟରେ ବ୍ୟବହାର କରାଯାଉଛି। କୋର୍ଟ କହିଛନ୍ତି ଯେ ଯେଉଁଭଳି ଭାବରେ କମ୍ପାନୀମାନେ ସେମାନଙ୍କ ତେଲକୁ ବ୍ରାଣ୍ଡ କରିବେ ଏବଂ ଏହାକୁ ବିକ୍ରି କରିବେ, ସେହି ଆଧାରରେ ଟିକସ ନିଆଯିବ।

pratap sarangi
MP Pratap Sarangi Injured: ପ୍ରତାପଙ୍କୁ ଠେଲାପେଲା ଘଟଣାକୁ ସବୁଠି ନିନ୍ଦା; ଫୋନ୍‌ କରି ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୋଦି

RML ହସ୍ପିଟାଲରେ ପ୍ରତାପ ଷଡଙ୍ଗୀଙ୍କୁ ଭେଟିବାକୁ ଅନେକ ନେତା ମନ୍ତ୍ରୀ ପହଞ୍ଚିଛନ୍ତି। ପ୍ରତାପ ଷଡଙ୍ଗୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ । ଫୋନ୍ କରି ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ। ତେବେ ଏହି ଘଟଣାକୁ ସବୁ ଆଡୁ ନିନ୍ଦା କରାଯାଉଛି।

5 Terrorists Killed
J&K Encounter: ଏନକାଉଣ୍ଟର କଲେ ସୁରକ୍ଷା କର୍ମୀ, ଜମ୍ମୁ ଓ କାଶ୍ମୀରରେ ୫ ଆତଙ୍କୀ ସଫା

ବେହେବାଗ ଅଞ୍ଚଳର କାଦରରେ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇବା ପରେ ତୁରନ୍ତ କର୍ଡନ ଏବଂ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଏହି ସମୟରେ ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ଉପରେ ଗୁଳି ଚଳାଇବା ଆରମ୍ଭ କରିଥିଲେ, ଏହା ପରେ ସୁରକ୍ଷା ବାହିନୀ ମଧ୍ୟ ଏହାର ଜବାବରେ ଏନକାଉଣ୍ଟର...

କେବଳ କ’ଣ ନନା ଆହତ ?
MP Injured In Parliament: ହସ୍ପିଟାଲ୍‌ରେ ଚାଲିଛି ପ୍ରତାପ ଷଡଙ୍ଗୀଙ୍କ ଚିକିତ୍ସା, ସଂସଦ ଇତିହାସରେ କଳା ଦିନ

ରାହୁଲ ଗାନ୍ଧି ପ୍ରଥମେ ମୁକେଶ ରାଜପୁତଙ୍କୁ ଧକ୍କା ଦେଇଥିଲେ। ମୁକେଶ ପ୍ରତାପ ଷଡଙ୍ଗୀଙ୍କ ଉପରେ ପଡିଯାଇଥିଲେ। ଏହାପରେ ତାଙ୍କ ମୁଣ୍ଡ ଫାଟିଯାଇଛି। ତାଙ୍କୁ ରାମମନୋହର ଲୋହିଆ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

Balasore MP Pratap Sarangi Injured
MP Pratap Sarangi Injured: ସାଂସଦ ପ୍ରତାପ ଷଡଙ୍ଗୀଙ୍କୁ ଠେଲିଦେଲେ ରାହୁଲ୍ ! ତଳେ ପଡ଼ି ଫାଟିଲା ମୁଣ୍ଡ

ତାଙ୍କ ମୁଣ୍ଡରେ ଆଘାତ ଲାଗିଛି। ରାହୁଲ ଗାନ୍ଧୀଙ୍କ ତାଙ୍କୁ ଠେଲି ଦେବା ପରେ ସେ ପଡିଯାଇ ଆହତ ହୋଇଛନ୍ତି ବୋଲି ବାଲେଶ୍ବର ସାଂସଦ କହିଛନ୍ତି । ସେ କହିଛନ୍ତି ଯେ, ମୁଁ ଛିଡା ହୋଇଥିଲି। ରାହୁଲ ଗାନ୍ଧୀ ଜଣେ ସାଂସଦଙ୍କୁ ଠେଲିଦେଲେ ଏବଂ ସେହି ସାଂସଦ ମୋ ଉପରେ...

ସାମ୍ୱାଦିକତା ନିଶା ଆଉ ପେସା ବି। ଆଇଆଇଏମସିରୁ ସାମ୍ୱାଦିକତା ଶେଷ ପରେ ନନ୍ଦିଘୋଷ ଟିଭିରେ ସାମ୍ୱାଦିକତା ଜୀବନ ଆରମ୍ଭ। ନ୍ୟୁଜ ବୁଲେଟିନ, ପ୍ୟାକେଜିଂ, ଆଙ୍କରିଂ ସହ ବ୍ରେକିଂରେ କାମ କରିଛି। ଖବର ସହ ରହିବାକୁ ପସନ୍ଦ। କିଛି ନୂଆ କରିବାର ସୁଯୋଗ ଦେଇଛି ଓଟିଭି।