• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sonali Ojha

Sonali Ojha

Editor

ସାମ୍ୱାଦିକତା ନିଶା ଆଉ ପେସା ବି। ଆଇଆଇଏମସିରୁ ସାମ୍ୱାଦିକତା ଶେଷ ପରେ ନନ୍ଦିଘୋଷ ଟିଭ ...more

ସାମ୍ୱାଦିକତା ନିଶା ଆଉ ପେସା ବି। ଆଇଆଇଏମସିରୁ ସାମ୍ୱାଦିକତା ଶେଷ ପରେ ନନ୍ଦିଘୋଷ ଟିଭିରେ ସାମ୍ୱାଦିକତା ଜୀବନ ଆରମ୍ଭ। ନ୍ୟୁଜ ବୁଲେଟିନ, ପ୍ୟାକେଜିଂ, ଆଙ୍କରିଂ ସହ ବ୍ରେକିଂରେ କାମ କରିଛି। ଖବର ସହ ରହିବାକୁ ପସନ୍ଦ। କିଛି ନୂଆ କରିବାର ସୁଯୋଗ ଦେଇଛି ଓଟିଭି।

less

Posts by Sonali Ojha

IAS
First Female IAS Officer: ଦେଶର ପ୍ରଥମ ମହିଳା IAS ଅଫିସର; ଯାହାଙ୍କୁ ଏକାସଙ୍ଗେ ମିଳିଥିଲା ଜଏନିଂ ଓ ସସ୍ପେନ୍‌ସନ୍‌ ଲେଟର୍ !

ସ୍ୱାଧୀନତା ପରେ ରାଜନୀତିଠାରୁ ଆରମ୍ଭ କରି ପ୍ରଶାସନ, ପ୍ରତିରକ୍ଷା ବିଭାଗ ଓ କ୍ରୀଡା ଜଗତ ପର୍ଯ୍ୟନ୍ତ ଅନେକ ମହିଳା ଦାୟିତ୍ୱ ନେଇଛନ୍ତି। ପ୍ରଥମ ଥର ପାଇଁ ଜଣେ ମହିଳା ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ। ସେ ସ୍ୱାଧୀନ ଭାରତର ପ୍ରଥମ ମହିଳା IAS ଅଧିକାରୀ ହୋଇଥିଲେ। ଆସନ୍ତୁ...

job
Jobs in Svalbard: ଏହି ଦେଶକୁ ଯିବାକୁ ଦରକାର ନାହିଁ ଭିସା; ଚାକିରି ପାଇଁ ନାହିଁ କଟକଣା

ୟୁରୋପ ଏହାର ସୌନ୍ଦର୍ଯ୍ୟ ପାଇଁ ଜଣାଶୁଣା। ବିଶ୍ୱର ଅନେକ ସୁନ୍ଦର ସହର ଏଠାରେ ରହିଛି। କିନ୍ତୁ ଖୁବ୍ କମ୍ ଲୋକ ଜାଣନ୍ତି ଯେ ୟୁରୋପରେ କିଛି ଦ୍ୱୀପପୁଞ୍ଜ ଅଛି, ଯଦି ଆପଣ ସେଠାକୁ ଯିବେ ଆପଣଙ୍କୁ କୌଣସି ଭିସାର ଆବଶ୍ୟକତା ପଡ଼ିବ ନାହିଁ।

Jogimatha
Jogi matha Waterfall: ପର୍ଯ୍ୟଟକଙ୍କ ପାଇଁ ଅପହଞ୍ଚ ଯୋଗୀ ମଠ ଜଳପ୍ରପାତ

ପଥରର ଛାତିକୁ ଚିରି ଅନବରତ ଭାବେ ଜଙ୍ଗଲ ଭିତରେ ଅଙ୍କା ବଙ୍କା ହୋଇ ବୋହି ଯାଉଛି ଝରଣାର ପାଣି । ତାକୁ ଯିଏ ଥରେ ଦେଖିବ, ସେହି ଜଙ୍ଗଲ ଭିତରେ ଘଡିଏ ଅଟକି ଯିବ । ଆଉ ତା’ ସୌନ୍ଦର୍ଯ୍ୟର ପ୍ରେମରେ ପଡିଯିବ ।

Naveen Patnaik
Polavaram Project: ଗୃହରେ ପୋଲାଭରମ୍ ତାତି; ଚାଲିପାରିଲାନି ପ୍ରଶ୍ନକାଳ, ନବୀନ କହିଲେ...

ବିଧାନସଭାରେ ଉଠିଲା ପୋଲାଭରମ୍ ପ୍ରସଙ୍ଗ। ବିରୋଧୀଙ୍କ ଗର୍ଜନ ଓ ନାରାବାଜିରେ କମ୍ପିଲା ଗୃହ। ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । କହିଲେ...

Earthquake
California Earthquake: ଉତ୍ତର କାଲିଫର୍ଣ୍ଣିଆରେ ବଡ଼ଧରଣର ଭୂକମ୍ପ; ରିକ୍ଟର ସ୍କେଲରେ ତୀବ୍ରତା ୭.୦ ରେକର୍ଡ

ସାନ ଫ୍ରାନ୍ସିସ୍କୋ ପର୍ଯ୍ୟନ୍ତ କମ୍ପନ ଅନୁଭୂତ ହୋଇଥିଲା। ସ୍ଥାନୀୟ ଲୋକ କହିଛନ୍ତି ସେମାନେ ଝୁଲୁଥିବା ଭଳି ଅନୁଭବ କଲେ, ଏହା ପରେ ଅନେକ ଥର କମ୍ପନ ଅନୁଭବ ହେଲା ।

Pushpa 2 Premiere Stampede
Pushpa 2 Stampede: ପୁଷ୍ପା-୨ ଖୁସିରେ ଲାଗିଲା ଗ୍ରହଣ ! ଅଲ୍ଲୁ ଅର୍ଜୁନଙ୍କ ବିରୋଧରେ ରୁଜୁ ହେଲା ମାମଲା

ପୁଷ୍ପା ନାଁରେ ରୁଜୁ ହୋଇଛି ମାମଲା। ରିଲ୍ ନୁହେଁ ରିୟଲ୍ ରେ ପୁଷ୍ପରାଜ୍ ଅର୍ଥାତ ଅଲ୍ଲୁ ଅର୍ଜୁନଙ୍କ ନାଁରେ ରୁଜୁ ହୋଇଛି କେସ୍। ଥିଏଟରରେ ସ୍କ୍ରିନିଂ ସମୟରେ ଯଦି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି ତେବେ ଅଲ୍ଲୁ ଅର୍ଜୁନଙ୍କ ବିରୋଧରେ କାହିଁକି ମାମଲା ରୁଜୁ ହୋଇଛି ବୋଲି ମଧ୍ୟ...

REBATI RAMAN JOSHI, ACF
Vigilance Raid: ACF ରେବତୀ ରମଣ ଯୋଶୀଙ୍କ ଘରେ ଘାଣ୍ଟୁଛି ଭିଜିଲାନ୍ସ; ୯ଟି ସ୍ଥାନରେ କରିଛି ରେଡ୍

ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ACF ରେବତୀ ରମଣ ଯୋଶୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ରେଡ୍ ଚାଲିଛି।

president
President Droupadi Murmu: ଜନ୍ମମାଟି ମୟୂରଭଞ୍ଜ ଆସୁଛନ୍ତି ରାଷ୍ଟ୍ରପତି; ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ରାଷ୍ଟ୍ରପତିଙ୍କ ରାଇରଙ୍ଗପୁର ଓ ବାଙ୍ଗିରିପୋଷି ଗସ୍ତ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିଛନ୍ତି ପୋଲିସ ଏଡିଜି। ଦୁଇ ଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତ କରିରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବାଙ୍ଗିରିପୋଷି ଠାରେ ୩ଟି ରେଳ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ।

+2 exam
Odisha Plus-2 Exam: ବଦଳିବ +2 ପରୀକ୍ଷା ଢାଞ୍ଚା; ନୂଆ ଫର୍ମାଟରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ

ପରୀକ୍ଷା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଫର୍ମପୂରଣ ପ୍ରକ୍ରିୟା ଶେଷ ହୋଇଛି। ଫର୍ମ ପୂରଣ ତଥ୍ୟ ଯାଞ୍ଚ ଲାଗି କାଉନସିଲ୍ ପକ୍ଷରୁ ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Murder
Father Sets Fire On Son: ଜହ୍ଲାଦ ବାପାର ଜଘନ୍ୟକାଣ୍ଡ; ପେଟ୍ରୋଲ ଢାଳି ପୋଡ଼ିଥିଲା, ବୋହୂ ପଛେ ପଛେ ଚାଲିଗଲା ପୁଅ

ପୁଅ ଦେଲାନି ଟଙ୍କା, ବାପା ପାଲଟିଲା ଜହ୍ଲାଦ। ପୁଅ-ବୋହୂଙ୍କୁ ପୋଡ଼ି ମାରିଦେଲା। ପୂର୍ବରୁ ବୋହୂ ସସ୍ମିତାଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ସବୁଦିନ ପାଇଁ ଆରପାରିକୁ ଚାଲିଯାଇଛି ପୁଅ।

sell clean air as a service
Delhi Air Pollution: ଷ୍ଟାର ହୋଟେଲ୍‌ରେ ବିକ୍ରି ହେଉଛି ବିଶୁଦ୍ଧ ବାୟୁ; ଟଙ୍କା ଥିଲେ ବଞ୍ଚିବ ଜୀବନ !

ଦିଲ୍ଲୀରେ ସ୍ୱଚ୍ଛ ବାୟୁ ଏକ ପ୍ରିମିୟମ ଅଫର୍ ପାଲଟିଛି, କେବଳ ସେହିମାନଙ୍କ ପାଇଁ ଉପଲବ୍ଧ ଯେଉଁମାନେ ଏହାକୁ ଟଙ୍କା ଦେଇ କିଣିପାରିବେ।

Queen Of Millets
Queen Of Millets: ଚମକିଲେ ମିଲେଟ୍ ରାଣୀ; ରାଷ୍ଟ୍ରପତି ପ୍ରଦାନ କଲେ ଡକ୍ଟରେଟ୍ ଉପାଧି

ଦିନ ଥିଲା ପେଟକୁ ଦାନା ଗଣ୍ଡେ ଯୋଗାଡ଼ କରିବା ବି କଷ୍ଟକର ହୋଇପଡୁଥିଲା। ହେଲେ ଆଜି ସେ ମିଲେଟ୍ ରାଣୀ। ସାଇତିଛନ୍ତି ୩୦୦ରୁ ଅଧିକ ମାଣ୍ଡିଆ କିସମ। ଆଉ ଆଜି ତାଙ୍କୁ ମିଳିଛି ସମ୍ମାନ ସୂଚକ ଡକ୍ଟରେଟ ଉପାଧି। ଆସନ୍ତୁ ଜାଣିବା ମିଲେଟ ରାଣୀ ଭାବେ ପରିଚିତ ରାଇମତୀ...

Assembly
Odisha Assembly: ଆନ୍ତଃରାଜ୍ୟ ସୀମା ବିବାଦରେ ଫସିରହିଛନ୍ତି ଓଡ଼ିଶାର ଏହି ୧୪ଟି ଜିଲ୍ଲା

ଓଡ଼ିଶା ସହ ଲାଗିରହିଥିବା ପଡୋଶୀ ରାଜ୍ୟର ସୀମା ବିବାଦ ନେଇ ଉତ୍ତର ରଖିଲେ ବିଭାଗୀୟ ମନ୍ତ୍ରୀ। କହିଲେ ପଡ଼ୋଶୀ ରାଜ୍ୟ ସହ ୧୪ଟି ଜିଲ୍ଲାର ସୀମା ବିବାଦ ରହିଛି।

rbi
2000 Notes Exchange: ୨୦୦୦ ଟଙ୍କିଆ ନୋଟ୍‌ ନେଇ ଆସିଲା ବଡ଼ ଅପଡେଟ୍; ଜାଣନ୍ତୁ, ଏବେ କେମିତି ବଦଳାଇବେ

ଯଦି ଆପଣଙ୍କ ପାଖରେ ୨ ହଜାର ଟଙ୍କିଆ ନୋଟ୍ ଅଛି ତେବେ ତୁରନ୍ତ ଏହାକୁ ଜମା କରନ୍ତୁ। ଆରବିଆଇ ଏନେଇ ଏକ ରିପୋର୍ଟ ପ୍ରକାଶ କରିଛି। ଯେଉଁଥିରେ ଟଙ୍କା କେଉଁଠି ବଦଳ କରିବେ ତାହା ଉଲ୍ଲେଖ ରହିଛି। ତେବେ କିପରି ଟଙ୍କା ବଦଳାଇବେ ଜାଣିରଖନ୍ତୁ...

Milk Theft
Robbing Milk Packages: ଆରମ୍ଭ ହେଲାଣି ନୂଆ କ୍ରାଇମ୍; ଦୁଆର ମୁହଁରୁ ଚୋରି ହେଉଛି କ୍ଷୀର ପ୍ୟାକେଟ୍

ବେଙ୍ଗାଲୁରରେ ଲଗାତାର ଦୁଗ୍ଧ ଦର ବୃଦ୍ଧି ପାଉଥିବା ବେଳେ ଏବେ ଦୁଗ୍ଧ ଚୋରଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି। ଚୋରମାନେ ଲୋକଙ୍କ ଗେଟ୍‌ରେ ଟଙ୍ଗାଯାଇଥିବା କ୍ଷୀର ଓ ଦୁଗ୍ଧ କ୍ରେଟକୁ ଟାର୍ଗେଟ କରୁଛନ୍ତି। ସିସିଟିଭି ଫୁଟେଜରେ ଏହି ଭିଡିଓ ରେକର୍ଡ ହୋଇଛି।

ban on beef
Ban on Beef: ଆସାମ ସରକାରଙ୍କ ବଡ଼ ଘୋଷଣା; ସର୍ବସାଧାରଣ ସ୍ଥାନରେ ଗୋମାଂସ ବିକ୍ରି ଓ ଖାଇବାରେ କଟକଣା

ଆସାମରେ ଗୋମାଂସ ଉପରେ ଲାଗିଲା କଟକଣା। ରେଷ୍ଟୁରାଣ୍ଟ, ହୋଟେଲ ଏବଂ ସର୍ବସାଧାରଣ ସ୍ଥାନରେ ଗୋମାଂସ ବିକ୍ରି ଉପରେ ନିଷେଧାଦେଶ ଲାଗୁ ହୋଇଛି। ଏନେଇ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମା ସୂଚନା ଦେଇଛନ୍ତି।

Banker quits job to grow microgreens
Success Story: ଛାଡ଼ିଦେଲେ ବ୍ୟାଙ୍କ ଚାକିରି, ଛୋଟିଆ କୋଠରୀରୁ ମାସିକ ରୋଜଗାର ୫ ଲକ୍ଷ

ଛାଡିଦେଲେ ବ୍ୟାଙ୍କ ଚାକିରି। ୬୪ ବର୍ଗଫୁଟ କୋଠରୀରେ ଜୈବ ମାଇକ୍ରୋଗ୍ରୀନ ଚାଷ କରି ସେ ମାସକୁ ରୋଜଗାର କରୁଛନ୍ତି ୫ ଲକ୍ଷରୁ ଅଧିକ। ଆସନ୍ତୁ ଜାଣିବା ଅଜୟ ଗୋପୀନାଥଙ୍କ ସଫଳତାର କାହାଣୀ।

Bull
Odisha Assembly: ଜାଣିଛନ୍ତି କି ଓଡ଼ିଶାର କେଉଁ ଜିଲ୍ଲାରେ ଅଛନ୍ତି ସବୁଠୁ ଅଧିକ ଷଣ୍ଢ?

ଓଡ଼ିଶାରେ ସମୁଦାୟ କେତେ ଷଣ୍ଢ ଅଛନ୍ତି, ସେଥିରୁ କେଉଁ ଜିଲ୍ଲାରେ କେତେ ଅଛନ୍ତି, କେଉଁ ଜିଲ୍ଲାରେ ସବୁଠାରୁ ଅଧିକ ଷଣ୍ଢ ଅଛନ୍ତି, ଗତବର୍ଷଠାରୁ ଏ ବର୍ଷ ଷଣ୍ଢଙ୍କ ସଂଖ୍ୟା କମିଛି ନା ବଢ଼ିଛି, ସରକାର ଷଣ୍ଢ ସଂଖ୍ୟା ବଢ଼େଇବାକୁ କଣ ପଦକ୍ଷେପ ନେଉଛନ୍ତି, ପଢ଼ନ୍ତୁ ଏହି ଖବରରୁ।

Devendra Fadnavis
Maharashtra CM: ସିଏମ ସସପେନ୍ସରେ ପୂର୍ଣ୍ଣଚ୍ଛେଦ; ଫଡନାଭିସ୍ ହେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ, କାଲି ନେବେ ଶପଥ

ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ହେବେ ଦେବେନ୍ଦ୍ର ଫଡନାବିସ୍। କୋର୍‌ କମିଟି ବୈଠକରେ ଫଡନାବିସ୍ ଙ୍କ ନାଁରେ ମୋହର ବାଜିଥିବା ଜଣାପଡିଛି।

Sukhbir Singh Badal Firing
Sukhbir Singh Badal Firing: ସ୍ୱର୍ଣ୍ଣ ମନ୍ଦିରରେ ଫୁଟିଲା ଗୁଳି; ଅଳ୍ପକେ ବର୍ତ୍ତିଲେ SAD ମୁଖ୍ୟ ସୁଖବୀର ସିଂ ବାଦଲ

ଆଜି ସ୍ୱର୍ଣ୍ଣ ମନ୍ଦିର ପ୍ରବେଶ ଦ୍ୱାରରେ ବାବର ଖାଲସା ଇଣ୍ଟରନ୍ୟାସନାଲ (BKI)ର ପୂର୍ବତନ ଆତଙ୍କବାଦୀ ନାରାୟଣ ସିଂ ଚୌରା ଶିରୋମଣି ଅକାଳୀ ଦଳ ନେତା ସୁଖବୀର ସିଂ ବାଦଲଙ୍କ ଉପରକୁ ଗୁଳିମାଡ଼ କରିଥିଲା। ନାରାୟଣ ସିଂ ଚୌରାକୁ ଉପସ୍ଥିତ ଥିବା ଲୋକଙ୍କୁ ଧରିବା ସହ ପୋଲିସକୁ ହସ୍ତାନ୍ତର କରିଥିଲେ।...

ସାମ୍ୱାଦିକତା ନିଶା ଆଉ ପେସା ବି। ଆଇଆଇଏମସିରୁ ସାମ୍ୱାଦିକତା ଶେଷ ପରେ ନନ୍ଦିଘୋଷ ଟିଭିରେ ସାମ୍ୱାଦିକତା ଜୀବନ ଆରମ୍ଭ। ନ୍ୟୁଜ ବୁଲେଟିନ, ପ୍ୟାକେଜିଂ, ଆଙ୍କରିଂ ସହ ବ୍ରେକିଂରେ କାମ କରିଛି। ଖବର ସହ ରହିବାକୁ ପସନ୍ଦ। କିଛି ନୂଆ କରିବାର ସୁଯୋଗ ଦେଇଛି ଓଟିଭି।