ବଲାଙ୍ଗୀର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଗତକାଲି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କାର୍ଯ୍ୟକ୍ରମ ଆଜି ସର୍କିଟ ହାଉସଠାରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ବଲାଙ୍ଗୀରକୁ ଅବହେଳା କରାଯାଇଥିବା କହି ପୂର୍ବ ସରକାର ଉପରେ ବର୍ଷିଛନ୍ତି।
ଆଜିଠୁ ମାଟ୍ରିକ ଫର୍ମ ଫିଲଅପ୍ । ମାଟ୍ରିକ ରେଗୁଲାର ଓ ଏକ୍ସରେଗୁଲାର ପରୀକ୍ଷାର୍ଥୀଙ୍କ ଫର୍ମ ପୂରଣ ଅନଲାଇନରେ ହେବ । ଆସନ୍ତା ୧୮ ତାରିଖ ଯାଏ ଏହି ପ୍ରକ୍ରିୟା ଚାଲିବ।
ହଜିଗଲା ମାନବିକତା। ସ୍ୱାମୀ ହସ୍ପିଟାଲ୍ ବେଡ୍ରେ ଆଖିବୁଜିଲେ । ହେଲେ ୫ ମାସର ଗର୍ଭବତୀଙ୍କୁ ସ୍ୱାମୀ ରହିଥିବା ରକ୍ତ ଜୁଡୁବୁଡୁ ବେଡ୍ ସଫା କରାଇଲେ ହସ୍ପିଟାଲ୍ କର୍ମଚାରୀ।
ଦିଲ୍ଲୀରେ ଉତ୍କଟ ବାୟୁ ପ୍ରଦୂଷଣ। ଦୀପାବଳିରେ ଯେତିକି ପ୍ରଦୂଷଣ ହୋଇନଥିଲା ଏହାର ୨ଦିନ ପରେ ଏହା ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ସ୍ଥିତି ଏବେ ପୂରା ବିଗିଡ଼ିଯାଇଛି। ୧୨ ଘଣ୍ଟା ମଧ୍ୟରେ ପ୍ରଦୂଷଣ ସ୍ତର ଖରାପରୁ ବିପଦଜ୍ଜନକ ସ୍ଥିତିରେ ପହଞ୍ଚିଛି।
ଭଦ୍ରକରେ ଫୁଟିଲା ଗୁଳି । ଧାମରା ଥାନା ଅଧିନ କୋଇଥଖୋଲା କିଶୋର ପ୍ରସାଦ ଛକରେ ଗୁଳିମାଡ଼ରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଯୁବକ ହେଲେ କିଶୋର ପ୍ରସାଦ ଗାଁର ରାଜେନ୍ଦ୍ର ମହାପାତ୍ର ।
ପ୍ରକୃତି ପ୍ରଦତ୍ତ ଏସବୁ ଖାଦ୍ୟ ବିଷାକ୍ତ ନୁହେଁ, କିନ୍ତୁ ଖାଦ୍ୟ ପ୍ରକ୍ରିୟାକରଣ ସହ ରକ୍ଷଣାବେକ୍ଷଣରେ ସମସ୍ୟା ଯୋଗୁ ଘାତକ ସାଜୁଛି। ସବୁରି ମୂଳରେ ରହିଛି ସଚେତନତାର ଅଭାବ।
ବାରମ୍ବାର ଦୁର୍ଘଟଣା ଘଟାଉଥିବା ମୋ ବସ୍ ଚାଳକଙ୍କ ବେପରୁଆ ଚାଳନାକୁ ନେଇ ତେଜୁଛି ଅସନ୍ତୋଷ। ସେପଟେ ଏବାବଦରେ କିନ୍ତୁ କ୍ରୁଟ୍ କର୍ତ୍ତୃପକ୍ଷ ଚୁପ୍।
ବିମାନ ଯାତ୍ରାକୁ ନେଇ ଏବେ ଚିନ୍ତା ବଢିଛି। କେତେବେଳେ ବିମାନକୁ ବୋମା ଧମକ ମିଳୁଛି ତ ଆଉ କେତେବେଳେ ଯାନ୍ତ୍ରିକ ତ୍ରୁଟି କାରଣରୁ ଏମର୍ଜେନ୍ସି ଲ୍ୟାଣ୍ଡିଂ ହେଉଛି। ଏହାରି ଭିତରେ ପୁଣି ଏକ ଖବର ସାମନାକୁ ଆସିଛି।
ପାକିସ୍ତାନକୁ କଡ଼ା ଚେତାବନୀ ଦେଇ ଚୀନ୍ କହିଛି, ନାଗରିକଙ୍କ ପ୍ରତି ହେଉଥିବା ଆତଙ୍କୀ ଆକ୍ରମଣକୁ ଆଦୌ ବରଦାସ୍ତ କରାଯିବନି। ଚୀନ ଏହି ଆକ୍ରମଣକୁ ନିନ୍ଦା କରୁଛି ।
ନଭେମ୍ବର ଶେଷ ସୁଦ୍ଧା ମିଳିବ ‘ସୁଭଦ୍ରା’ ତୃତୀୟ ପର୍ଯ୍ୟାୟ ଟଙ୍କା। ୨୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା’ ଟଙ୍କା। ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।
ନବଜାତ ଶିଶୁଟିକୁ ବାପା ମା’ ଅଲୋଡା ଭାବି ଫିଙ୍ଗିଦେବା ପରେ ବି ସେ ମୃତ୍ୟୁକୁ ଜୟ କରି ବିଜୟୀ ହୋଇପାରିଛି। ଗଛ ଡାଳରେ ଝୁଲି, ପଶୁ ପକ୍ଷୀଙ୍କ କାମୁଡାର ଶିକାର ହୋଇ ସୁଦ୍ଧା ସେ ସୁସ୍ଥ ହୋଇ କଳି ଯୁଗ କୃଷ୍ଣର ଆଖ୍ୟା ପାଇଛି।
ଆକ୍ସନ ମୋଡରେ ମୁମ୍ୱାଇ ପୋଲିସ। ଭାରତ ଫେରିବ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ସାନ ଭାଇ ଅନମୋଲ ବିଷ୍ଣୋଇ। ଅନମୋଲକୁ ଭାରତ ଫେରାଇ ଆଣିବାକୁ ମୁମ୍ବାଇ ପୋଲିସ ପ୍ରସ୍ତୁତି ଆରମ୍ଭ କରିଛି ।
ନିର୍ବାଚନରେ ଜିତିବା ପାଇଁ ସବୁ ଦଳ ପ୍ରାଣପଣେ ଉଦ୍ୟମ କରନ୍ତି। କୋଟି କୋଟି ଟଙ୍କା ଖର୍ଚ୍ଚ କରିବା ସହ ଅନେକ ରଣନୀତି ବି ଆପଣାନ୍ତି। ହେଲେ ସେମାନେ ଏଥିପାଇଁ କେତେ ଟଙ୍କା ଖର୍ଚ୍ଚ କରନ୍ତି ଆପଣ ଜାଣନ୍ତି କି ?
ସୁନ୍ଦରଗଡ଼ ମର୍ଡରର ତନାଘନା କରୁଛି ପୋଲିସ। କାଲିଠାରୁ ଅଭିଯୁକ୍ତଙ୍କୁ ଧରିବାକୁ ଜାଲ ବିଛାଇଛି। ତେବେ ଏହି ଘଟଣାରେ ମୋଟ୍ ୧୩ ଜଣଙ୍କୁ ଅଟକ ରଖିଛି ପୋଲିସ ।
ଆମେରିକା ରାଷ୍ଟ୍ରପତି ନିର୍ବାଚନ ଯେତେ ପାଖେଇ ଆସୁଛି, ପ୍ରଚାର ସେତେ ଜୋର୍ଦାର ହେଉଛି। ନିର୍ବାଚନରେ ଜିତିବା ପାଇଁ ଡୋନାଲ୍ଡ ଟ୍ରମ୍ପ ପ୍ରାଣପଣେ ଉଦ୍ୟମ ଚଳାଇଛନ୍ତି। ଟ୍ରମ୍ପ ଏବଂ ତାଙ୍କ ଟିମ୍ ୨୦୧୯ ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ 'ମେ ଭି ଚକିଦାର' ଫର୍ମୁଲା ଆପଣେଇଛନ୍ତି।
ଦୀପାବଳି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଟୁଇଟ୍ ଜରିଆରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଲୋକ ଓ ଆନନ୍ଦର ପର୍ବ ଦୀପାବଳି ଅବସରରେ ଓଡ଼ିଶାର ସମସ୍ତ ଭାଇ ଓ ଭଉଣୀମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ।
ପ୍ରଥମେ ହତ୍ୟା କଲେ। ପ୍ରମାଣ ନଷ୍ଟ କରିବାକୁ ଯାଇ ସୁଟକେସ୍ରେ ମୃତଦେହ ଭର୍ତ୍ତି କରି ପୋଲ ତଳେ ଫିଙ୍ଗିଦେଲେ। ପୋଲିସ କବଳରୁ ବଞ୍ଚିବା ପାଇଁ କାର୍ ବିକି ଦେବା ସହ ମୋବାଇଲ୍ ଅଫ କରି ଦେଇଥିଲେ। ଏପରି ନାଟକୀୟ ଢଙ୍ଗରେ ହତ୍ୟାକାଣ୍ଡ ଘଟାଇଥିବା ଓଡ଼ିଆ ଦମ୍ପତିଙ୍କୁ ବାନ୍ଧିଛି ବେଙ୍ଗାଲୁରୁ...
ମୋମୋ ଖାଇ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏଥିରେ ଆଉ ୨୦ଜଣ ଗୁରୁତର ହୋଇ ଚିକିତ୍ସାଧୀନ ଅଛନ୍ତି।
ପୁଅର ମୃତ୍ୟୁ ଖବର ଏହି ବୃଦ୍ଧ ଦମ୍ପତି ଜାଣି ନଥିଲେ। ବୟସ୍କମାନେ କହିଲେ ଯେ ସେ ଚାଲି ପାରୁ ନାହାନ୍ତି। ଏଭଳି ପରିସ୍ଥିତିରେ ସେହି ଲୋକମାନେ ପୁଅକୁ ଅନେକ ଥର ଡାକିଥିଲେ ମଧ୍ୟ ପ୍ରମୋଦ କୌଣସି ଉତ୍ତର ଦେଇନଥିଲେ।
କୋଲକାତା ଆରଜି କର ମେଜିକାଲ୍ କଲେଜ ତାତି ନଥମୁଣୁ ଆଉ ଏକ ଘଟଣା ସାମନାକୁ ଆସିଛି। ଡାକ୍ତରଙ୍କ ପାଇଁ ସମସ୍ତେ ନ୍ୟାୟ ଭିକ୍ଷା କରୁଥିବା ବେଳେ ଏହି ଘଟଣାରେ ଜଣେ ଡାକ୍ତର ରୋଗୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।