• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sonali Ojha

Sonali Ojha

Editor

ସାମ୍ୱାଦିକତା ନିଶା ଆଉ ପେସା ବି। ଆଇଆଇଏମସିରୁ ସାମ୍ୱାଦିକତା ଶେଷ ପରେ ନନ୍ଦିଘୋଷ ଟିଭ ...more

ସାମ୍ୱାଦିକତା ନିଶା ଆଉ ପେସା ବି। ଆଇଆଇଏମସିରୁ ସାମ୍ୱାଦିକତା ଶେଷ ପରେ ନନ୍ଦିଘୋଷ ଟିଭିରେ ସାମ୍ୱାଦିକତା ଜୀବନ ଆରମ୍ଭ। ନ୍ୟୁଜ ବୁଲେଟିନ, ପ୍ୟାକେଜିଂ, ଆଙ୍କରିଂ ସହ ବ୍ରେକିଂରେ କାମ କରିଛି। ଖବର ସହ ରହିବାକୁ ପସନ୍ଦ। କିଛି ନୂଆ କରିବାର ସୁଯୋଗ ଦେଇଛି ଓଟିଭି।

less

Posts by Sonali Ojha

11 married women run away with lovers
ସଂସାର ଉଜାଡ଼ିଲା ଆବାସ ଟଙ୍କା; କିସ୍ତି ଟଙ୍କା ନେଇ ପ୍ରେମିକ ସାଙ୍ଗେ ଛୁ’ ମାରିଲେ ୧୧ମହିଳା

ସଂସାର ଉଜାଡି ଦେଲା ପ୍ରଧାନମନ୍ତ୍ରୀ ଆବାସ ଟଙ୍କା। ଆବାସ ଯୋଜନାର ପ୍ରଥମ କିସ୍ତି ପାଇବା ପରେ ୧୧ଜଣ ମହିଳା ସେମାନଙ୍କର ସ୍ୱାମୀଙ୍କୁ ଛାଡି ପ୍ରେମିକଙ୍କ ସହ ଫେରାର୍‌ ହୋଇଯାଇଥିବା ଅଭିଯୋଗ ହୋଇଛି।

man bitten by snakes 6 times
ରିଲ୍‌ ନୁହେଁ ରିୟଲ୍‌ରେ ଜାନି ଦୁସମନ୍‌; ଖୋଜିଖୋଜି ପ୍ରତି ଶନିବାର କାମୁଡୁଛି ସାପ

ଜୁନ୍‌ ୨ରୁ ଜୁଲାଇ ୬ମଧ୍ୟରେ ବିକାଶଙ୍କୁ ୬ଥର ସାପ କାମୁଡିସାରିଛି। ଜୁନ୍‌ ୨ରେ ପ୍ରଥମେ ସେ ନିଦରୁ ଉଠିବା ପରେ ସାପ କାମୁଡାର ଶିକାର ହୋଇଥିଲେ। ତୁରନ୍ତ ପରିବାର ଲୋକ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏହାପରେ ୧୦ଜୁନ୍‌ରେ ଆଉଥରେ ସାପ କାମୁଡିଥିଲା।

Cholera outbreak in Muniguda
ରାୟଗଡ଼ାରେ ଡିପ୍‌ଥେରିଆ ପରେ ଝାଡାବାନ୍ତି ଭୟ; ଗଡ଼ିଲା ଜଣଙ୍କ ମୁଣ୍ଡ

ରାୟଗଡ଼ା କାଶୀପୁରରେ ଡିପଥେରିଆ ପରେ, ଏବେ ମୁନିଗୁଡ଼ାରେ ଝାଡାବାନ୍ତି ଆତଙ୍କ। ମୁନିଗୁଡ଼ା ବ୍ଲକ୍ ଡିମିରିଗୁଡ଼ା ପଞ୍ଚାୟତ ଭଟାଙ୍ଗପଦର ଗାଁରେ ଝାଡ଼ାବାନ୍ତିରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ପ୍ରାୟ ୬ ଜଣ ଆକ୍ରାନ୍ତ ଥିବା ସୂଚନା ମିଳିଛି।

Putin hosts PM Modi
ମୋଦିଙ୍କୁ ପୁଟିନଙ୍କ ଭବ୍ୟ ସ୍ୱାଗତ; ସାଙ୍ଗ ହୋଇ ଖାଇଲେ, କାର୍‌ରେ ବୁଲିଲେ

ଉଭୟ ନେତା ପ୍ରାଇଭେଟ୍ ଡିନର କରିବା ସହିତ ଅନୌପଚାରିକ ଭାବେ କିଛି ସମୟ ଆଲୋଚନା କରିଥିଲେ। ଏହି ଅବସରରେ ମୋଦିଙ୍କୁ ଇଲେକ୍ଟ୍ରିକ୍ କାର୍ ରେ ବସାଇ ନୋଭୋ ଓଗାରିୟୋଭୋ ପରିସର ବୁଲାଇଥିଲେ ପୁଟିନ୍। ନିଜେ ପୁଟିନ୍ ଡ୍ରାଇଭ୍ କରୁଥିବା ଦେଖିବାକୁ ମିଳିଥିଲା ।

Ratna Bhandar
ଦୀର୍ଘ ବର୍ଷ ପ୍ରତୀକ୍ଷାର ହେବ ଅନ୍ତ; ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ନିଷ୍ପତ୍ତି ଆଜି !

କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ପାଇଁ ଘଟିପାରେ ଦୀର୍ଘ ବର୍ଷ ପ୍ରତୀକ୍ଷାର ଅନ୍ତ । ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ନେଇ ଆଜି ହୋଇପାରେ ବଡ଼ ନିଷ୍ପତ୍ତି।

Terrorist Attack
ଆତଙ୍କୀଙ୍କ ଟାର୍ଟେଟ୍‌ରେ ଜମ୍ମୁ-କାଶ୍ମୀର; ସେନା ଗାଡ଼ି ଉପରେ ହମଲା, ୫ଯବାନ ସହିଦ

କଠୁଆରେ ସେନା ଗାଡି ଉପରେ ଅତର୍କିତ ଆକ୍ରମଣ କରିଛନ୍ତି ଆତଙ୍କବାଦୀ। ଏଥିରେ ୫ ଜଣ ଯବାନ ସହିଦ ହୋଇଛନ୍ତି। ୫ ଜଣ ଯବାନ ଆହତ ହୋଇଥିବା ସୂଚନା ମିଳିଛି।

SC
ଋତୁସ୍ରାବ ଛୁଟି ନେଇ ସୁପ୍ରିମକୋର୍ଟଙ୍କ ବଡ଼ ଟିପ୍ପଣୀ; ମଡେଲ ନୀତି ପ୍ରସ୍ତୁତ କରିବାକୁ ଦେଲେ ନିର୍ଦ୍ଦେଶ

ସମ୍ପ୍ରତି ବିହାର ଏବଂ କେରଳରେ ମହିଳାମାନଙ୍କୁ ଋତୁସ୍ରାବ ଛୁଟି ମିଳୁଛି। ୧୯୯୨ରେ ଲାଲୁ ପ୍ରସାଦ ଯାଦବ ବିହାରର ମୁଖ୍ୟମନ୍ତ୍ରୀ ଥିବା ସମୟରେ ମହିଳା କର୍ମଚାରୀଙ୍କ ପାଇଁ ଦୁଇ ଦିନିଆ ମାସିକ ଛୁଟିର ନିୟମ ଆରମ୍ଭ କରିଥିଲେ। ନିକଟରେ, ଜାନୁଆରୀ ୧୯ରେ କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଛାତ୍ରୀମାନଙ୍କ ପାଇଁ...

Olympics
ଅଲିମ୍ପିକ୍ସରେ ଚମକିବେ ୨ ଓଡ଼ିଆ; ୧୫ ଲକ୍ଷ ଲେଖାଏଁ ପ୍ରୋତ୍ସାହନ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କ୍ରୀଡ଼ାର ମହାକୁମ୍ଭ ହେଉଛି ଅଲିମ୍ପିକ୍ସ । ପ୍ୟାରିସ୍‌ ଅଲିମ୍ପିକ୍ସ ପାଇଁ ଉଭୟ ଯୋଗ୍ୟତା ଅର୍ଜନ କରିଛନ୍ତି। କିଶୋର ଜେନା ଜାଭଲିନ୍‍ ଥ୍ରୋ ପାଇଁ ଓ ଅମିତ ରୋହିଦାସ ହକି ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ।

father burying 15-day-old daughter alive
ବର୍ବରତାର ସୀମା ପାର୍‌; ୧୫ଦିନର କଅଁଳା ଛୁଆକୁ ଜିଅନ୍ତା ପୋତିଦେଲା ବାପା

ରୋଗିଣା ଛୁଆର ଚିକିତ୍ସା ପାଇଁ ଅର୍ଥ ବା ଆସିଥାଆନ୍ତା କେଉଁଠୁ ? ଭୋକରେ ପେଟ ପୋଡିଯାଉଛି ଆଉ ଏପଟେ ଝିଅ ଚିନ୍ତା। ଏସବୁ ଭାବି ଶେଷରେ କଅଁଳା ଶିଶୁକୁ ହତ୍ୟା କରିବାକୁ ପଛାଇନି ଜନ୍ମକଲା ବାପା।

pet dog
କୁକୁରର ବାର୍ଥ ଡେ’ ସେଲିବ୍ରେସନ; ମାଲିକାଣୀ ଦେଲେ ଅଢ଼େଇ ଲକ୍ଷର ସୁନା ଚେନ୍‌

ଅଳଙ୍କାର ଦୋକାନ ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ପୋଷ୍ଟ କରିବା ସହ ସୁନ୍ଦର କ୍ୟାପସନ ଦେଇଛି। କ୍ୟାପସନ୍‌ରେ ଲେଖାଅଛି, ମଣିଷ ଏବଂ ପଶୁମାନଙ୍କ ମଧ୍ୟରେ ଥିବା ଗଭୀର ଏବଂ ସୁନ୍ଦର ବନ୍ଧୁତାକୁ ଏପରି ପାଳନ କରାଯାଉଛି। ଏହି ଭିଡିଓ ସୋସିଆଲ ମିଡିଆରେ ଲୋକଙ୍କ ହୃଦୟ ଜିତୁଛି।

Ayushman Bharat coverage could be doubled
ଦୁଇ ଗୁଣା ହେବ ଆୟୁଷ୍ମାନ ଭାରତ ବୀମା ରାଶି ! ବଜେଟ୍‌ରେ ହୋଇପାରେ ବଡ଼ ଘୋଷଣା

ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ଆକଳନ ଅନୁଯାୟୀ ଯଦି ଏହି ପ୍ରସ୍ତାବ ଅନୁମୋଦିତ ହୁଏ ତେବେ ବାର୍ଷିକ ଅତିରିକ୍ତ ୧୨୦୭୬ କୋଟି ଟଙ୍କା ଅଧିକ ଖର୍ଚ୍ଚ ହେବ । ସୂତ୍ରରୁ ମିଳିଥିବା ଖବର ଅନୁୟାୟୀ, ଆଗାମୀ ତିନି ବର୍ଷ ମଧ୍ୟରେ AB-PMJAY ଅଧୀନରେ ହିତାଧିକାରୀଙ୍କ ସଂଖ୍ୟାକୁ ଦ୍ୱିଗୁଣିତ କରିବାକୁ ଆଲୋଚନା...

MODI
ଦୁଇ ଦିନିଆ ରୁଷ ଗସ୍ତରେ ପ୍ରଧାନମନ୍ତ୍ରୀ; ଭାରତ-ରୁଷ ବାର୍ଷିକ ଶିଖର ସମ୍ମିଳନୀରେ ହେବେ ସାମିଲ

୨୦୧୯ରେ ଶେଷ ଥର ରୁଷ ଗସ୍ତରେ ଯାଇଥିଲେ ମୋଦି। ୯ ତାରିଖରେ ମସ୍କୋରୁ ଅଷ୍ଟ୍ରିଆ ଗସ୍ତ କରିବେ। ୪୧ ବର୍ଷ ମଧ୍ୟରେ ଅଷ୍ଟ୍ରିଆକୁ ଏହା ଭାରତର କୌଣସି ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଗସ୍ତ ହେବାକୁ ଯାଉଛି।

Ratha Jatra
ଘର୍‌ ଘର୍‌ ନାଦରେ ଗଡ଼ିଲା ତାଳଧ୍ୱଜ; ପଛରେ ଆସୁଛନ୍ତି ହଳଦୀ ମୁହିଁ..ଶେଷରେ କାଳିଆ ସାଆନ୍ତ

ତେବେ ଅପେକ୍ଷାର ଅନ୍ତ ଘଟିଛି। ରତ୍ନବେଦୀ ଛାଡି ଜନ୍ମବେଦୀକୁ ଯାଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଶ୍ରୀବଳଭଦ୍ରଙ୍କ ରଥଟଣା ଆରମ୍ଭ ହୋଇଛି। ବଡ଼ଦାଣ୍ଡରେ ପ୍ରଥମେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଗଡିଛି ।

 Digital Arrest
ଚୂନା ଲଗାଇଲେ ସାଇବର ଠକ; ପୁଅର ମିଛ କାନ୍ଦ ଶୁଣାଇ ନେଇଗଲେ ୧.୨ଲକ୍ଷ

ମହିଳାଙ୍କ ବିଶ୍ୱାସ ଜିତିବା ପାଇଁ ଅଭିଯୁକ୍ତ ତାଙ୍କୁ ଫୋନରେ ଏକ ଅଡିଓ କ୍ଲିପ୍ ମଧ୍ୟ ଶୁଣାଇଥିଲେ। ଯେଉଁଥିରେ ତାଙ୍କ ପୁଅ କାନ୍ଦୁଥିବା ଶୁଣିବାକୁ ମିଳିଥିଲା। ମହିଳାଜଣକ ଭୟଭୀତ ହୋଇଯିବା ସହ ତାଙ୍କ ପାଖରେ ଟଙ୍କା ନଥିବା କଥା କହିଥିଲେ।

Ratha Jatra
ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନ; ଘଣ୍ଟଘଣ୍ଟା, ମୃଦଙ୍ଗ, ହୁଳହୁଳିରେ ପ୍ରକମ୍ପିତ ପରିବେଶ

କୋଟି ଓଡ଼ିଆଙ୍କ ମଉଡ଼ମଣି କାଳିଆ ସାଆନ୍ତ... ତାକୁ ଦେଖିବାକୁ ଆଜି ବଡ଼ଦାଣ୍ଡରେ ଲାଗିଛି ଭିଡ଼... ଜୟ ଜଗନ୍ନାଥ... ହରିବୋଲ ଧ୍ୱନୀରେ ପ୍ରକମ୍ପିତ ଚଉଦିଗ..।

Paper Plate
ରୋଗୀଙ୍କ ରିପୋର୍ଟରେ ତିଆରି ହେଉଛି ପେପର ପ୍ଲେଟ୍, ପରସାଯାଉଛି ଖାଦ୍ୟ

ସୂଚନା ଅନୁଯାୟୀ, ରୋଗୀଙ୍କ ଡକ୍ୟୁମେଣ୍ଟ ଯେପରି କି ସିଟିସ୍କାନ ରିପୋର୍ଟ, ,ଏମ୍‌ଆର୍‌ଆଇ ରିପୋର୍ଟ ଆଦିରୁ ଏହି ପ୍ଲେଟ୍‌ ପ୍ରସ୍ତୁତ କରାଯାଇଛି। ଏଥିରେ ରୋଗୀଙ୍କ ସ୍ୱାସ୍ଥ୍ୟ ସଂପର୍କୀତ ସମସ୍ତ ଗୋପନୀୟ ତଥ୍ୟ ରହିଥିବା ବେଳେ ନାଁ ମଧ୍ୟ ଉଲ୍ଲେଖ ରହିଛି।

Surat building collapse
ଭୁଶୁଡିଲା ୫ମହଲା କୋଠା; ମାଟିତଳେ ଚାପି ହୋଇ ୭ମୃତ, ଫସିରହିଛନ୍ତି ଅନେକ

ବିଲ୍ଡିଂ ଭୁଶୁଡ଼ିବା ଯୋଗୁ ଧ୍ବଂସାବଶେଷ ତଳେ ଅନେକ ଲୋକ ଚାପି ହୋଇଯାଇଥିଲେ । ଏମାନଙ୍କ ମଧ୍ୟରୁ ୭ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଏବେବି ଏକାଧିକ ଲୋକ ଲୋକ ମାଟି ତଳେ ଫସିରହିଛନ୍ତି ।

Ratha Jatra
ରଥ ପ୍ରସ୍ତୁତ, ପଥ ବି ପ୍ରସ୍ତୁତ...ଅପେକ୍ଷା କେବଳ ମହାପ୍ରଭୁଙ୍କୁ...ଦେଖନ୍ତୁ ବଡ଼ଦାଣ୍ଡର କିଛି ଝଲକ

ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । କାଳିଆ ସାଆନ୍ତଙ୍କ ଘୋଷଯାତ୍ରାରେ ସାମିଲ ହେବା ପାଇଁ କାହିଁ କେତେଦୂରରୁ ଧାଇଁ ଆସୁଛନ୍ତି ଭକ୍ତ । କଣ୍ଠରେ ମହାପ୍ରଭୁଙ୍କ ଭଜନ। ହାତରେ ମୃଦଙ୍ଗ ସହ ଝାଞ୍ଜ। ରଥାରୂଢ ଚତୁର୍ଦ୍ଧା ମୂରତିଙ୍କୁ ଦର୍ଶନ ସହ ରଥ ଦଉଡ଼ି ଟାଣି ଜୀବନକୁ ଧନ୍ୟ ମଣିବା...

Same-Sex Marriage
ସମଲିଙ୍ଗୀ ବିବାହକୁ ମିଳିବ ଆଇନଗତ ମାନ୍ୟତା ! ଜୁଲାଇ ୧୦ରେ ସୁପ୍ରିମ ଶୁଣାଣି

ସମଲିଙ୍ଗୀ ବିବାହ ନେଇ ସୁପ୍ରିମକୋର୍ଟ ଦେଇଥିବା ରାୟର ପୁନଃ ସମୀକ୍ଷା କରାଯିବ। ସର୍ବୋଚ୍ଚ ଅଦାଲତ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେଇ ପାରିବେ ନାହିଁ ବୋଲି ପୂର୍ବରୁ ରାୟ ଦେଇଥିଲେ। ତେବେ ଉକ୍ତ ରାୟର ସମୀକ୍ଷା ପାଇଁ ହୋଇଥିବା ଆବେଦନର ଶୁଣାଣି ଆସନ୍ତା ଜୁଲାଇ ୧୦ତାରିଖରେ ହେବ।

Hathras Tragedy
ହାଥରସ୍‌ ଟ୍ରାଜେଡି ନେଇ ମୁହଁ ଖୋଲିଲେ ‘ଭୋଲେ ବାବା’; କହିଲେ ଏମିତି...

ଏପଟେ ଘଟଣାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଦେବପ୍ରକାଶ ମଧୁକର ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଆଶ୍ରମର ମୁଖ୍ୟ ସେବାଦାର ଦେବପ୍ରକାଶ ମଧୁକର ଓ ଆୟୋଜକଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା ଆଇନର ଧାରା ୧୦୫, ୧୧୦, ୧୨୬,୨୨୩ ଓ ୨୩୮ ଅନୁଯାୟୀ...

ସାମ୍ୱାଦିକତା ନିଶା ଆଉ ପେସା ବି। ଆଇଆଇଏମସିରୁ ସାମ୍ୱାଦିକତା ଶେଷ ପରେ ନନ୍ଦିଘୋଷ ଟିଭିରେ ସାମ୍ୱାଦିକତା ଜୀବନ ଆରମ୍ଭ। ନ୍ୟୁଜ ବୁଲେଟିନ, ପ୍ୟାକେଜିଂ, ଆଙ୍କରିଂ ସହ ବ୍ରେକିଂରେ କାମ କରିଛି। ଖବର ସହ ରହିବାକୁ ପସନ୍ଦ। କିଛି ନୂଆ କରିବାର ସୁଯୋଗ ଦେଇଛି ଓଟିଭି।