• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sonali Ojha

Sonali Ojha

Editor

ସାମ୍ୱାଦିକତା ନିଶା ଆଉ ପେସା ବି। ଆଇଆଇଏମସିରୁ ସାମ୍ୱାଦିକତା ଶେଷ ପରେ ନନ୍ଦିଘୋଷ ଟିଭ ...more

ସାମ୍ୱାଦିକତା ନିଶା ଆଉ ପେସା ବି। ଆଇଆଇଏମସିରୁ ସାମ୍ୱାଦିକତା ଶେଷ ପରେ ନନ୍ଦିଘୋଷ ଟିଭିରେ ସାମ୍ୱାଦିକତା ଜୀବନ ଆରମ୍ଭ। ନ୍ୟୁଜ ବୁଲେଟିନ, ପ୍ୟାକେଜିଂ, ଆଙ୍କରିଂ ସହ ବ୍ରେକିଂରେ କାମ କରିଛି। ଖବର ସହ ରହିବାକୁ ପସନ୍ଦ। କିଛି ନୂଆ କରିବାର ସୁଯୋଗ ଦେଇଛି ଓଟିଭି।

less

Posts by Sonali Ojha

Panchanga
Panchang Today 11th August 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୌର କର୍କଟ ମାସ ଶ୍ରାବଣ ଶୁକ୍ଳପକ୍ଷ । ଇଂରାଜୀରେ ୧୧ ତାରିଖ ରବିବାର। ଚନ୍ଦ୍ର- ତୁଳା ଅହୋରାତ୍ର। ତିଥି- ୬ଷ୍ଠୀ (ମଳ) ପ୍ରାତଃ ୦୫.୪୫ ଗତେ ୭ ମୀ। ଘାତଚନ୍ଦ୍ର- ନାସ୍ତି। ଘାତବାର- ମେଷ ରାଶିର । ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ପ୍ରାତଃ ୦୫.୪୫ ଗତେ ୨ ପାଦ-କୃଷି...

Bugs
ମିଠା ଲାଗୁଛି ଝରିପୋକ !

ପ୍ରେସରରେ ପୁଳାଏ ଝରି ପୋକ... ଏପଟେ ମହିଳାମାନେ ମଶାରୀ ଟାଙ୍ଗି ହୁଙ୍କା ପାଖରୁଅହୁରି ଝରି ପୋକ ସଂଗ୍ରହ କରୁଛନ୍ତି । ମଶାରୀ ଭିତରେ ଗୋଟିଏ ଗ୍ଲାସ ଦ୍ୱାରା ଝରୀପୋକୁ ଧରାଯାଉଛି । ଆଉ ସେ ସବୁ ଝରିପୋକକୁ ଧରାଯିବା ପରେ ସଫା କରାଯିବ ।

 Hadua Water Irrigation Project
କୁଆଡ଼େ ଯିବେ ବିସ୍ଥାପିତ ?

କିଏ ଶୁଣିବ ବିସ୍ଥାପିତଙ୍କ ଦୁଃଖ । କଟକ ନରସିଂହପୁର ବ୍ଲକ ଓଲବ ପଞ୍ଚାୟତରେ ବଢ଼ିଚାଲିଛି ବିସ୍ଥାପିତଙ୍କର ଦୁଃଖ ।

Painting of Lord Jagannath
ଚିତ୍ରରେ ଚିତ୍ରରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ

ଚିତ୍ରରେ ଚିତ୍ରରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ । ଏ ଚିତ୍ରଗୁଡ଼ିକ ଯେମିତି ଏ ଝିଅଟିର ହାତରେ ଜୀବନ୍ତ ହୋଇଉଠିଛି । କଳାକଳା ଚକାଡ଼ୋଳା ସାଙ୍ଗକୁ ମହାପ୍ରଭୁଙ୍କ ଚାରିପଟେ ଲାଗିଥିବା ଏ କୁନିକୁନି କାଚଖଣ୍ଡ ଗୁଡ଼ିକ ଆଖିକୁ ଦେଖିବାକୁ ଯେତିକି ସୁନ୍ଦର ସେତିକି ମନଲୋଭା ମଧ୍ୟ ।

Panchanga
Panchang Today 10th August 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୈାର କର୍କଟ ମାସ ଶ୍ରାବଣ ଶୁକ୍ଳପକ୍ଷ । ଇଂରାଜୀରେ ୧୦ ତାରିଖ ଶନିବାର। ଚନ୍ଦ୍ର- କନ୍ୟା ଦିବା ୦୪.୧୮ ଗତେ ତୁଳା। ତିଥି- ୬ଷ୍ଠୀ ଅହୋରାତ୍ର। ଘାତଚନ୍ଦ୍ର- ବୃଷ ରାଶିର ଦିବା ୦୪.୧୮ ପର୍ଯ୍ୟନ୍ତ। ଘାତବାର- ବୃଷ , ସିଂହ ଓ କନ୍ୟା ରାଶିର । ପୁଷ୍କର ଦୋଷ-...

BRAZIL PLANE CRASH
ମଝି ଆକାଶରେ ବଡ଼ ଅଘଟଣ; ତଳକୁ ଖସି ଜଳିଗଲା ବିମାନ, ୬୨ ମୃତ...ଦେଖନ୍ତୁ ଭିଡିଓ

ବୋଏପାସ୍ ATR-72 ବିମାନଟି ପୂର୍ବାହ୍ନ ୧୧ଟା ୩୦ରେ ଉଡ଼ାଣ ଆରମ୍ଭ କରି ସାଓ ପଲୋ ଅଭିମୁଖେ ଯାଉଥିଲା। ଏଥିରେ ମୋଟ୍‌ ୫୮ ଜଣ ଯାତ୍ରୀ ଏବଂ ୪ ଜଣ ବିମାନ କର୍ମଚାରୀ ଥିଲେ। ହଠାତ୍ ଅପରାହ୍ନ ୧ଟା ୩୦ରେ ବିମାନ ସହ ସମସ୍ତ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା।

Mahabalipuram
ପଞ୍ଚରଥ ମନ୍ଦିରରେ କିଏ ଅଛନ୍ତି ?

ମହାବଳୀପୁରମରେ ରହିଛି ପଞ୍ଚରଥ । ଏ ପଞ୍ଚରଥ ପଞ୍ଚୁ ପାଣ୍ଡବଙ୍କୁ ବୁଝାଇଥାଏ । ଏହି ଐତିହ୍ୟସ୍ଥଳୀର ବିଭିନ୍ନ ପ୍ରସ୍ତର କାରୁକାର୍ଯ୍ୟ ପଲ୍ଲବ ରାଜବଂଶଙ୍କ ଦ୍ୱାରା ନିର୍ମିତ। ପଲ୍ଲବ ଶାସନ ସମୟରେ ଚାଇନା ସହ ଏହି ଅଞ୍ଚଳର ବାଣିଜ୍ୟିକ ସମ୍ପର୍କ ରହିଥିବା କଥିତ ଅଛି।

Extreme Heat at Paris
ପ୍ୟାରିସରେ ପ୍ରବଳ ତାତି, ପାର୍କରେ ଶୋଇଲେ ଖେଳାଳି

ଏ ହେଉଛନ୍ତି ଜଣେ ଗୋଲ୍ଡ ମେଡାଲିଷ୍ଟ । ସ୍ୱର୍ଣ୍ଣ ପଦକ ବିଜେତା । ହେଲେ ରୁମରେ ଶୋଇବାକୁ ଶାନ୍ତି ଲାଗୁନି ବୋଲି ସେ ପାର୍କରେ ଶୋଇଛନ୍ତି । ଆପଣ ଭାବୁଥିବେ ଖେଳରେ ଥକିବା କାରଣରୁ ସେ ନିଶ୍ଚୟ ଏଠାରେ ଶୋଇପଡ଼ିଛନ୍ତି । ପ୍ୟାରିସରେ ପ୍ରବଳ ଗରମ ହେବା ଯୋଗୁ...

Family Continues to Face Hardship
ପୋଲ ତଳେ ସଂସାର

ମୁଣ୍ଡ ଉପରେ ଓଭବ୍ରିଜ୍.... ଆଉ ମୁଣ୍ଡ ଗୁଞ୍ଜିବାକୁ ଏଇ ଜରିପାଲ ହିଁ ଭରସା । କାଳକ ସରିଗଲାଣି.... ଆଉ ଯାହା ବେଳକ ବାକି ରହିଛି ଏହି ବୃଦ୍ଧ ବୃଦ୍ଧାଙ୍କର । ଜୀବନର ୭୦ ବର୍ଷ ବିତିଯାଇଥିଲେ ବି ତଥାପି ଏମାନଙ୍କର ମୁଣ୍ଡ ଉପରେ ନାହିଁ ଖଣ୍ଡେ ଛାତ କି...

School Holiday
ସାର୍‌ ନାହାନ୍ତି, ସ୍କୁଲ ଛୁଟି

ସାର୍‌ ଯାଇଛନ୍ତି ଛୁଟିରେ... ୩ ଦିନ ବନ୍ଦ ରହିବ ସ୍କୁଲ । ବଡ଼ ବଡ଼ ଅକ୍ଷରରେ ଛାତ୍ରଛତ୍ରୀ ଓ ଅଭିଭାବକଙ୍କ ପାଇଁ ସ୍ପଷ୍ଟ ଭାବେ ଲେଖାଯାଇଛି.... ଏତଦ୍‌ ଦ୍ୱାରା ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଅବଗତି କରାଇ ଦିଆଯାଉଛି ଯେ, ବିଦ୍ୟାଳୟର ସମସ୍ତ ଦୁଇଜଣ ଶିକ୍ଷକ ଛୁଟିରେ ଅନୁପସ୍ଥିତ...

Panchanga
Panchang Today 9th August 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୌର କର୍କଟ ମାସ ଶ୍ରାବଣ ଶୁକ୍ଳପକ୍ଷ । ଇଂରାଜୀରେ ୦୯ ତାରିଖ ଶୁକ୍ର ବାର। ଚନ୍ଦ୍ର- କନ୍ୟା ଅହୋରାତ୍ର। ତିଥି- ୫ମୀ ରାତ୍ରି ୦୩.୧୪ ଗତେ ୬ଷ୍ଠୀ। ଘାତଚନ୍ଦ୍ର- ବୃଷ ରାଶିର ଅହୋରାତ୍ର। ଘାତବାର- ବୃଷ , ଧନୁ ଓ ମୀନ ରାଶିର । ପୁଷ୍କର ଦୋଷ- ନାସ୍ତି।

Sarbatra Jagannath
ବାବା ବୁଦ୍ଧଙ୍କ ସହ ମହାପ୍ରଭୁଙ୍କ ସମ୍ପର୍କ

ଜୀବନକୁ ଜନକଲ୍ୟାଣ ପାଇଁ ବିନିଯୋଗ କରିଥିବା ବାବା ବୁଦ୍ଧନାଥ କୁହନ୍ତି, ବାବାଜି ଜୀବନ ଗୋଚର ଭୂଇଁ । ଅକାରଣେ ଗାଳି ସହିବା ପାଇଁ...

Anganwadi
ବିପଦ ମୁଣ୍ଡାଇ ପଢ଼ୁଛନ୍ତି ପିଲା

ଶିକ୍ଷା କ୍ଷେତ୍ରରେ କାଳେ ସ୍ୱତନ୍ତ୍ରତା ହାସଲ କରିଛି ଢେଙ୍କାନାଳ ଜିଲ୍ଲା । ପୂରା ଜିଲ୍ଲାରେ ରହିଛି ମୋଟ ୨ହଜାର ୨ଶହ ୨୦ଟି ଅଙ୍ଗନବାଡ଼ି କେନ୍ଦ୍ର । ହେଲେ ବାସ୍ତବରେ କେମତି ରହିଛି ଚିତ୍ର... ତାହା ଆପଣଙ୍କ ଆଖି ସାମ୍ନାରେ । ବର୍ଷେ ହେଲା ଭୁଶୁଡି ପଡ଼ିଥିବା ଏ ଅଙ୍ଗନବାଡ଼ି...

Sunrise in Kanyakumari
କନ୍ୟାକୁମାରୀରେ ସୂର୍ଯ୍ୟୋଦୟ

ଦେଖନ୍ତୁ କନ୍ୟାକୁମାରୀ ସୂର୍ଯ୍ୟୋଦୟ ସମୟର ସେହି ସୁନ୍ଦର ଦୃଶ୍ୟ...

God Saves Life of 2 Innocent Monkeys
ସବୁ ଉଜୁଡ଼ିଗଲା ପ୍ରାଣ ବଞ୍ଚିଗଲା

ପାଖରେ ମା’ ନାହିଁ... ବଞ୍ଚିବାକୁ ସାହାରା ବି ନାହିଁ । ହେଲେ ଭଗବାନ ଏମାନଙ୍କୁ ବଞ୍ଚାଇ ଦେଇଛନ୍ତି । ପ୍ରକୃତିର କରାଳ ରୂପରେ ଲୀନ ହେବା ପୂର୍ବରୁ ଉଦ୍ଧାରି ଦେଇଛନ୍ତି ଭଗବାନ । ହେଲେ ସବୁ କିଛି ଯେମିତି ଏ ନିରୀହ ନିଷ୍ପାପ କୁନିକୁନି ଛୁଆ ଦିଇଟାଙ୍କ ପାଇଁ...

Panchanga
Panchang Today 8th August 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୌର କର୍କଟ ମାସ ଶ୍ରାବଣ ଶୁକ୍ଳପକ୍ଷ । ଇଂରାଜୀରେ ୦୮ ତାରିଖ ଗୁରୁ ବାର। ଚନ୍ଦ୍ର- କନ୍ୟା ଅହୋରାତ୍ର। ତିଥି- ୪ର୍ଥୀ ରାତ୍ରି ୧୨.୩୭ ଗତେ ୫ମୀ  ଘାତଚନ୍ଦ୍ର- ବୃଷ ରାଶିର ଅହୋରାତ୍ର। ଘାତବାର- ତୁଳା ଓ କୁମ୍ଭ ରାଶିର । ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଲକାଞ୍ଚନ ଦାନ...

Major Reshuffle of IAS Officers
ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ; ବଦଳିଲେ ୨୦ ଜିଲ୍ଲାର ଜିଲ୍ଲାପାଳ

ରାଜ୍ୟରେ ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ। ବଦଳିଲେ ୨୦ ଜିଲ୍ଲାର ଜିଲ୍ଲାପାଳ। ଯାଜପୁର ଜିଲ୍ଲାପାଳ ଥିବା ନିଖିଲ ପୱନ କଲ୍ୟାଣଙ୍କୁ ବଦଳି କରାଯାଇ ତାଙ୍କୁ ଓଡ଼ିଶାମୃର୍ତ୍ତିକା ସଂରକ୍ଷଣ ଓ ଜଳଛାୟା ବିକାଶ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି।

Vinesh Phogat
କୁସ୍ତିକୁ ଅଲ୍‌ବିଦା କହିଲେ ଭିନେଶ; ଅଲିମ୍ପିକ୍ସରୁ ବାଦ୍ ପଡ଼ିବା ପରେ ବଡ଼ ନିଷ୍ପତ୍ତି

କୁସ୍ତିକୁ ଅଲବିଦା କହିଲେ ଭିନେଶ ଫୋଗଟ୍‌। ପ୍ୟାରିସ୍ ଅଲିମ୍ପିକ୍ସରୁ ବାଦ୍ ପଡ଼ିବା ପରେ ସବୁଦିନ ପାଇଁ କୁସ୍ତି ଛାଡିଛନ୍ତି ଭିନେଶ୍। ସେ କୁସ୍ତିରୁ ସନ୍ନ୍ୟାସ ନେଇଥିବା ନିଜ ଏକ୍ସ ଆକାଉଣ୍ଟରେ ସୂଚନା ଦେଇଛନ୍ତି। ଏଥିସହ ଭାବ ବିହ୍ଵଳ ପୋଷ୍ଚ କରି ଲେଖିଛନ୍ତି, କୁସ୍ତି ମୋ ବିପକ୍ଷରେ ମ୍ୟାଚ୍ ଜିତିଗଲା,...

Dangerous Road
ଏଇ ରାସ୍ତାରେ ଜଗିଛି ଯମ ! ନିଇତି ବାଜିରେ ଲାଗିଛି ଜୀବନ

ଏ ରାସ୍ତା ସବୁବେଳେ ଏମିତି ନା ଏଇ ବର୍ଷ। ବୋଲି? ଏଇ ବାଟେ ଗର୍ଭବତୀଟେ ଯିବ ତ! ଆମ୍ବାଲାନ୍ସ ଯିବ ନା ଓଲଟି ପଡିବ? ଏ ଦୃଶ୍ୟ ହେଉଛି ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକ ତେହେରାଇ ଛକ ଠାରୁ ସର୍ଗିଗଡ଼ ଓ କେନ୍ଦୁଝର କାଳିମାଟିକୁ ସଂଯୋଗ କରୁଥିବା ରାସ୍ତା...

Surgery
ଅସମ୍ଭବକୁ ସମ୍ଭବ କଲା ବିଜ୍ଞାନ, ୫ ହଜାର କିଲୋମିଟର ଦୂରରୁ ହେଲା ଅପରେସନ୍

ଚୀନର ଜଣେ ରୋଗୀଙ୍କର ଫୁସଫୁସ ଟ୍ୟୁମର ହୋଇଥିଲା । ସେ ଚିକିତ୍ସା ପାଇଁ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ । ତାଙ୍କର ଅସ୍ତ୍ରୋପଚାର କରାଯିବାର ଥିଲା । ମାତ୍ର ସର୍ଜନ ରୋଗୀଠାରୁ ୫ହଜାର କିଲୋମିଟର ଦୂରରେ ରହିଥିଲେ । ଏପରି କ୍ଷେତ୍ରରେ ଅତ୍ୟାଧୁନିକ ଜ୍ଞାନକକୌଶଳ ବ୍ୟବହାର କରି ଏକ ଡାକ୍ତରୀ...

ସାମ୍ୱାଦିକତା ନିଶା ଆଉ ପେସା ବି। ଆଇଆଇଏମସିରୁ ସାମ୍ୱାଦିକତା ଶେଷ ପରେ ନନ୍ଦିଘୋଷ ଟିଭିରେ ସାମ୍ୱାଦିକତା ଜୀବନ ଆରମ୍ଭ। ନ୍ୟୁଜ ବୁଲେଟିନ, ପ୍ୟାକେଜିଂ, ଆଙ୍କରିଂ ସହ ବ୍ରେକିଂରେ କାମ କରିଛି। ଖବର ସହ ରହିବାକୁ ପସନ୍ଦ। କିଛି ନୂଆ କରିବାର ସୁଯୋଗ ଦେଇଛି ଓଟିଭି।