• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sonali Ojha

Sonali Ojha

Editor

ସାମ୍ୱାଦିକତା ନିଶା ଆଉ ପେସା ବି। ଆଇଆଇଏମସିରୁ ସାମ୍ୱାଦିକତା ଶେଷ ପରେ ନନ୍ଦିଘୋଷ ଟିଭ ...more

ସାମ୍ୱାଦିକତା ନିଶା ଆଉ ପେସା ବି। ଆଇଆଇଏମସିରୁ ସାମ୍ୱାଦିକତା ଶେଷ ପରେ ନନ୍ଦିଘୋଷ ଟିଭିରେ ସାମ୍ୱାଦିକତା ଜୀବନ ଆରମ୍ଭ। ନ୍ୟୁଜ ବୁଲେଟିନ, ପ୍ୟାକେଜିଂ, ଆଙ୍କରିଂ ସହ ବ୍ରେକିଂରେ କାମ କରିଛି। ଖବର ସହ ରହିବାକୁ ପସନ୍ଦ। କିଛି ନୂଆ କରିବାର ସୁଯୋଗ ଦେଇଛି ଓଟିଭି।

less

Posts by Sonali Ojha

Cancer Vaccine
Cancer Vaccine: ରୁଷ ଆଣିଲା କ୍ୟାନସର୍‌ ଭ୍ୟାକ୍ସିନ; ଆସନ୍ତା ବର୍ଷରୁ ମାଗଣାରେ ମିଳିବ ଟିକା

୨୦୨୩ ମସିହାରେ ବ୍ରିଟେନ କର୍କଟ ଚିକିତ୍ସାର ବିକାଶ ପାଇଁ ଜର୍ମାନ ବାୟୋଟେକ୍ନୋଲୋଜି କମ୍ପାନୀ ସହିତ ଏକ ଚୁକ୍ତିନାମା ସ୍ୱାକ୍ଷର କରିଥିଲା। ଏହା ବ୍ୟତୀତ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ମୋଡର୍ନା ଏବଂ ମର୍କ ଆଣ୍ଡ କମ୍ପାନୀ ବର୍ତ୍ତମାନ ମେଲାନୋମା (ମାରାତ୍ମକ ଚର୍ମ କର୍କଟ) ଚର୍ମ କର୍କଟ ବା ସ୍କିନ କ୍ୟାନସର ଟିକା...

Ready to work with India
India China Relation: ଭାରତ ସହ କାମ କରିବାକୁ ପ୍ରସ୍ତୁତ ଚୀନ; ସୀମା ବିବାଦରେ ପଡ଼ିବ ପୂର୍ଣ୍ଣଚ୍ଛେଦ !

ଭାରତ-ଚୀନ୍ ସୀମାର ଜଟିଳ ବିବାଦର ସମାଧାନ ପାଇଁ ୨୦୦୩ ମସିହାରେ ଗଠିତ ସ୍ୱତନ୍ତ୍ର ପ୍ରତିନିଧୀ କମିଟି ଗତ କିଛି ବର୍ଷ ମଧ୍ୟରେ ୨୨ ଥର ବୈଠକ କରିଛି। ଯଦିଓ ଏହା ସୀମା ବିବାଦର ସମାଧାନ କରିବାରେ ସଫଳ ହୋଇନଥିଲା, ତଥାପି ଉଭୟ ଦେଶର ଅଧିକାରୀମାନେ ଏହାକୁ ଏକ ପ୍ରତିଜ୍ଞାକାରୀ,...

Punishment
Viral Video: ସରକାରୀ ଅଫିସରେ ବୃଦ୍ଧଙ୍କୁ ଅପେକ୍ଷା କରାଇବା ପଡ଼ିଲା ମହଙ୍ଗା; କର୍ମଚାରୀଙ୍କୁ 'ଠିଆ' ଦଣ୍ଡ ଦେଲେ CEO

କାମ ନ କରି ବୃଦ୍ଧଙ୍କୁ ଦୀର୍ଘ ସମୟ ଲାଇନ୍‌ରେ ଠିଆ କରାଇଲେ ଅଫିସ କର୍ମଚାରୀ। ତାଗିଦ୍ ସତ୍ତ୍ୱେ ବି ଶୁଣି ନଥିଲେ। ଏଥିରେ ରାଗିଯାଇ CEO ସେମାନଙ୍କୁ ୨୦ ମିନିଟ୍ ଠିଆହୋଇ କାମ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ED
ED Raid: ପ୍ରମିଳାଙ୍କ ଭାଇ ଘରେ ଘାଣ୍ଟୁଛି ED; ୨୩୧ କୋଟି ଠକେଇ ଅଭିଯୋଗରେ ରେଡ୍

ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ଭାଇଙ୍କ ଘରେ ରେଡ୍। ବିଶ୍ବ NGO ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା EDର ରେଡ୍ ।

Konark
Protest Over Coastal Safety: ସୌନ୍ଦର୍ଯ୍ୟକରଣ ପାଇଁ ବଳି ପଡୁଛି ଝାଉଁ ଗଛ; ସ୍ଥାନୀୟ ଲୋକଙ୍କ ବିରୋଧ

ଝାଉଁ ଓ ହେନ୍ତାଲ ବଣ ଯୋଗୁଁ ଗତ ଥର ବାତ୍ୟା ‘ଦାନା’ ପ୍ରଭାବ ପକାଇ ପାରିଲାନି। ଭିତରକନିକାରେ ଲ୍ୟାଣ୍ଡ ପରେ ଧିମେଇଥିଲା। ଏସବୁ ପରେ ବି ଯଦି କୋଣାର୍କରୁ ଝାଉଁ ବଣ କଟା ଯାଏ ତାହେଲେ ଏହାର ପ୍ରଭାବ କଣ ହେବ ସହଜରେ ଅନୁମେୟ।

Rain Alert
Weather Update: ଆଜିଠୁ ବର୍ଷାରେ ଭିଜିବ ଓଡ଼ିଶା; ଫସଲ ଅମଳ ନେଇ ଚିନ୍ତାରେ ଚାଷୀ

ଆସନ୍ତା ୪ ଦିନ ବର୍ଷା ସମ୍ଭାବନା ରହିଛି। ଆଜି ଦକ୍ଷିଣ ଓଡ଼ିଶାରେ ବର୍ଷା ହେବା ସମ୍ଭାବନା ଥିବା ବେଳେ ୧୯ ରୁ ୨୧ ଯାଏ ଉପକୂଳ ଓଡ଼ିଶାରେ ବର୍ଷା ହେବା ନେଇ ପୁର୍ବାନୁମାନ କରିଛି ପାଣିପାଗ ବିଭାଗ।

Congo Boat Capsizes
Congo Boat Capsizes: ମଝି ନଈରେ ବୁଡ଼ିଗଲା ଡଙ୍ଗା; ୨୫ ମୃତ, ଏକାଧିକ ନିଖୋଜ

ଦୁର୍ଗମ ଅଞ୍ଚଳରେ ଡଙ୍ଗାରେ ଅତ୍ୟଧିକ ଭିଡ଼ ଜମିଥାଏ। ଭଲ ରାସ୍ତା ଅଭାବରୁ ଅନେକ ଲୋକଙ୍କର ବିକଳ୍ପ ରାସ୍ତା ହେଉଛି ନଦୀ ଓ ବୋଟ୍ । ଏହାପୂର୍ବରୁ ଅକ୍ଟୋବର ମାସରେ ପୂର୍ବ କଙ୍ଗୋରେ ଏକ ଓଭରଲୋଡ୍ ଡଙ୍ଗା ବୁଡ଼ିଯିବା ପରେ ପ୍ରାୟ ୭୮ ଜଣଙ୍କର ମୃତ୍ୟୁ ହୋଇଥିଲା।

bishnupada sethy
IAS Bishnupada Sethi: ଅଡ଼ୁଆରେ ବରିଷ୍ଠ IAS ଅଫିସର ବିଷ୍ଣୁପଦ ସେଠୀ; ଆଜି ଜେରା କରିବ CBI !

ଆଳୁ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ଏବେ ଏଥିରେ ସାମ୍ନାକୁ ଆସିଛି ବରିଷ୍ଠ ଆଇଏଏସ ଅଫିସର ବିଷ୍ଣୁପଦଙ୍କ ନାଁ। ଯେଉଁଥିପାଇଁ ଗତ ୧୧ ତାରିଖରେ ହାଜର ହେବାକୁ ନୋଟିସ୍ କରିଥିଲା। ଏସବୁ ଭିତରେ ତାଙ୍କ ୩ ଡ୍ରାଇଭରଙ୍କୁ ଜେରା କରିଛି ସିବିଆଇ।

maharastra
Fadnavis Cabinet Takes Oath: ଶୀତ ଅଧିବେଶନର ଦିନକ ପୂର୍ବରୁ ମହାରାଷ୍ଟ୍ର କ୍ୟାବିନେଟ ସମ୍ପ୍ରସାରଣ

ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହେବାର ୨୧ ଦିନ ପରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ କ୍ୟାବିନେଟ ସମ୍ପ୍ରସାରିତ ହୋଇଛି। ନାଗପୁରର ରାଜ ଭବନରେ ରାଜ୍ୟପାଳ ସିପି ରାଧାକ୍ରିଷ୍ଣନ୍ ମନ୍ତ୍ରୀମାନଙ୍କୁ ଶପଥପାଠ କରାଇଛନ୍ତି।

UPI
UPI Record Transactions: ଚଳିତବର୍ଷ ରେକର୍ଡ ଭାଙ୍ଗିଲା ଅନଲାଇନ୍ ଟ୍ରାଞ୍ଜାକ୍ସନ୍; ବିଦେଶରେ ବି ବଢୁଛି UPI କାରବାର

କେବଳ ଭାରତରେ ନୁହେଁ, ଭାରତ ବାହାରେ ବି ୟୁପିଆଇର ବ୍ୟବହାର ବଢିବାରେ ଲାଗିଛି । ଏବେ ୟୁଏଇ, ସିଙ୍ଗାପୁର, ଭୁଟାନ, ନେପାଳ, ଶ୍ରୀଲଙ୍କା, ଫ୍ରାନ୍ସ ଓ ମରିସସ ଭଳି ଦେଶରେ ୟୁପିଆଇର ପ୍ରଚଳନ ହେଉଛି।

Rajasthan
Rat Nibbled off Thumb: କ୍ୟାନସର ସହ ଯୁଝୁଥିଲା କୁନି ପୁଅ; ହସ୍ପିଟାଲ୍‌ରେ ଆଙ୍ଗୁଳି କାମୁଡି ଖାଇଲା ମୂଷା, ଚାଲିଗଲା ଜୀବନ !

ରାତିରେ ପିଲାର ପାଟି ଶୁଣି ସଂପର୍କୀୟ ତା ନିକଟକୁ ଯାଇଥିଲେ, ସେତେବେଳେ ସେମାନେ ଆଙ୍ଗୁଠିରୁ ରକ୍ତସ୍ରାବ ହେଉଥିବା ଦେଖିଲେ। କମ୍ବଳ ଉଠାଇବା ପରେ ତଳେ ଏକ ମୂଷା ଚାଲୁଥିବାର ଦେଖିଲେ। ଶୁକ୍ରବାର ଭୋର୍ ୪ ଟାରେ ପିଲାଟିର ମୃତ୍ୟୁ ହୋଇଯାଇଥିଲା।

 D Gukesh
D Gukesh Prize Money: ବିଶ୍ୱ ଚେସ୍ ଚାମ୍ପିୟନ୍ ହେଲେ ଡି ଗୁକେଶ; ଐତିହାସିକ ବିଜୟ ପରେ ପାଇଲେ କେତେ କୋଟି ଜାଣନ୍ତୁ..

ଡୋମାରାଜୁ ଗୁକେଶ ଏବେ ସିଙ୍ଗାପୁରଠାରେ ବିଶ୍ୱ ଚାମ୍ପିୟନ ହୋଇ ଖୁବ୍ କମ ବୟସରେ ଏକ ଅନନ୍ୟ ସଫଳତାର ଅଧିକାରୀ ହୋଇପାରିଛନ୍ତି । ୧୮ ବର୍ଷ ୬ ମାସ ଓ ୧୫ଦିନରେ ସେ ଚେସ୍ ଜଗତର ସର୍ବକନିଷ୍ଠ ବିଜେତା ହେବା ନିଶ୍ଚିତ ଭାବେ ଅବିସ୍ମରଣୀୟ।

Bishnupada Sethy
CBI Summons IAS Officer Bishnupada Sethi: ଲାଞ୍ଚ କାରବାର ମାମଲାରେ IAS ଅଫିସର ବିଷ୍ଣୁପଦ ସେଠୀଙ୍କୁ CBI ସମନ୍

ଲାଞ୍ଚ କରାବାର ମାମଲରେ ବ୍ରିଜ୍ ଆଣ୍ଡ୍ ରୁଫ୍ କମ୍ପାନୀର ଓଡିଶା ମୁଖ୍ୟ ଚଞ୍ଚଲ ମୁଖାର୍ଜୀଙ୍କ ସମେତ ୩ ଜଣଙ୍କୁ ଗିରଫ କରିଥିଲା CBI। ଚଞ୍ଚଲ ମୁଖାର୍ଜୀଙ୍କ ସହ ଠିକାଦାର ସନ୍ତୋଷ ମହାରଣା ଓ ସୁପର କ୍ଲାସ କଣ୍ଟ୍ରାକ୍ଟର ଦେବଦତ୍ତ ମହାପାତ୍ରଙ୍କୁ ଦ୍ବିତୀୟ ଥର ରିମାଣ୍ଡରେ ଆଣି ଜେରା କରୁଛି...

cock
Viral Video: ମହାପ୍ରଭୁଙ୍କ ପାଖେ ଅଧିଆ ପଡିଛି କୁକୁଡ଼ା; ଜଣାଉଛି ଦୁଃଖ...

ସତେ ଯେମିତି ସେ ମହାବାହୂଙ୍କୁ କହୁଛି ହେ ଚକ୍ରଧର ଏ କୁକୁଡା ଜୀବନରୁ ମତେ ଉଦ୍ଧାର କର। ସବୁବେଳେ ଭୟ ଲାଗୁଛି ହେ କଳା ସାଆନ୍ତେ। ମଣିଷମାନଙ୍କ ଗହଣରେ ଅଛି ପରା। ଏମାନଙ୍କ ଉପରେ କ’ଣ ଭରସା ଅଛି।

accident
Jharkhand Accident: ମର୍ମନ୍ତୁଦ ଦୁର୍ଘଟଣା; NHରେ ୩ ଗାଡ଼ି ମୁହାଁମୁହିଁ, ଚାଲିଗଲା ୫ ଜୀବନ

ମୋଟ୍ ୮ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୫ଜଣଙ୍କର ମୃତ୍ୟୁ ହୋଇଯାଇଛି। ତିନିଜଣ ଗୁରୁତର ହୋଇଛନ୍ତି।

Allu
Allu Arjun Released: ବେଲ୍‌ ମିଳିବା ପରେ ବି କାହିଁକି ଜେଲ୍‌ରେ ରାତି କାଟିଲେ ଅଲ୍ଲୁ ?

ଜେଲ ସୂତ୍ର ଅନୁଯାୟୀ, ଶୁକ୍ରବାର ସନ୍ଧ୍ୟାଠାରୁ ଅଲ୍ଲୁ ଅର୍ଜୁନ ତାଙ୍କ ମୁକ୍ତିକୁ ଅପେକ୍ଷା କରିଥିଲେ। ଜେଲ ମାନୁଆଲ ଅନୁଯାୟୀ ତାଙ୍କୁ ରାତ୍ରୀ ଭୋଜନ ଦିଆଯାଇଥିଲା। ସେ ଠିକ୍ ଖାଦ୍ୟ ମଧ୍ୟ ଖାଇ ନଥିଲେ। ସେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚେଇଁ ରହିଥିଲେ।

Murder
Pregnant Woman Shot Dead: ଗର୍ଭବତୀଙ୍କୁ ଗୁଳି ଘଟଣାରୁ ଉଠିଲା ପରଦା; ସ୍ୱାମୀ ହିଁ ରଚିଥିଲା ହତ୍ୟାର ବ୍ଲୁ ପ୍ରିଣ୍ଟ

ପଞ୍ଚାୟତ ନିର୍ବାହୀ ଅଧିକାରୀ ଦେବେନ୍ ବେହେରାଙ୍କୁ ଗତ ବର୍ଷ ଫେବୃଆରୀରେ ବିବାହ କରିଥିଲେ ଛେଣ୍ଡିପଦାର ସୌମ୍ୟା। ଗର୍ଭରେ ଖେଳୁଥିଲା ୭ ମାସର ରକ୍ତ ମାଂସର ପିଣ୍ଡୁଳାଟିଏ। ୨ ମାସ ପରେ ପାଦ ଥାପିଥାନ୍ତା । ହେଲେ ସ୍ୱାମୀର ଗୁଳିମାଡ଼ ଯୋଗୁ ମା’ ତ ଚାଲିଗଲା, ସେହି ମା’ର ଗର୍ଭରେ...

Allu Arjun sent to 14-day custody
Allu Arjun sent to Judicial Custody: ରିଲ୍ ନୁହେଁ ରିଅଲ୍‌ରେ ବନ୍ଧା ହେଲେ ‘ପୁଷ୍ପାରାଜ୍’; ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଲେ କୋର୍ଟ

ପୁଷ୍ପା-୨ର ସ୍କ୍ରିନିଂ ବେଳେ ଦଳାଚକଟା ହୋଇଥିଲା । ଦଳାଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା ।

PM Modi
Mahakumbh 2025: କୁମ୍ଭମେଳାରେ ହେବେନି ବାଟବଣା; ରାସ୍ତା ଦେଖାଇବ ‘କୁମ୍ଭ ସହାୟକ ଚାଟ୍‌ବଟ୍‌’

ସଫେଇ କର୍ମଚାରୀଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ। ସେମାନେ ଦିନରାତି ଏକ କରି କାମ କରିଛନ୍ତି। କଂଗ୍ରେସକୁ ଟାର୍ଗେଟ୍ କରିବା ସହ କହିଛନ୍ତି, ପୂର୍ବ ସରକାର ଏହାର ମହାତ୍ମ୍ୟକୁ ଗୁରୁତ୍ବ ଦେଉ ନଥିଲେ । କିନ୍ତୁ ଆମ ସରକାର ଏହା ଉପରେ ଗୁରୁତ୍ବ ଦେଉଛନ୍ତି।

Munna Khan
FIR against Munna Khan: ପ୍ରାର୍ଥନାକୁ କଦର୍ଥ କରିବା ପଡ଼ିଲା ମହଙ୍ଗା; ସାଂସଦ ମୁନ୍ନା ଖାଁଙ୍କ ନାଁରେ ଏତଲା

ଅତି ପ୍ରିୟ ଓ ପରିଚିତ ପ୍ରାର୍ଥନାକୁ କଦର୍ଥ କରି ସାଂସଦ ମୁନ୍ନା ଖାଁ ଅଡ଼ୁଆରେ ପଡ଼ିଛନ୍ତି। କବିଙ୍କୁ ତାତ୍ସଲ୍ୟ କରି କିଛି ଠିକ୍ କରି ନାହାଁନ୍ତି। ତାଙ୍କର କ୍ଷମା ପ୍ରାର୍ଥନାରେ ରାମକୃଷ୍ଣ ପ୍ରେମୀ ସନ୍ତୁଷ୍ଟ ନୁହଁନ୍ତି।

ସାମ୍ୱାଦିକତା ନିଶା ଆଉ ପେସା ବି। ଆଇଆଇଏମସିରୁ ସାମ୍ୱାଦିକତା ଶେଷ ପରେ ନନ୍ଦିଘୋଷ ଟିଭିରେ ସାମ୍ୱାଦିକତା ଜୀବନ ଆରମ୍ଭ। ନ୍ୟୁଜ ବୁଲେଟିନ, ପ୍ୟାକେଜିଂ, ଆଙ୍କରିଂ ସହ ବ୍ରେକିଂରେ କାମ କରିଛି। ଖବର ସହ ରହିବାକୁ ପସନ୍ଦ। କିଛି ନୂଆ କରିବାର ସୁଯୋଗ ଦେଇଛି ଓଟିଭି।